Monthly Archives

January 2019

ପାସ୍‌ପୋର୍ଟ ସମସ୍ୟା ହେତୁ ମସ୍କୋ ବିମାନବନ୍ଦରରେ ଅଟକିଥିଲେ ବିଗ୍‌ ବସ୍‌ ପ୍ରତିଯୋଗୀ କରଣବୀର, ସମସ୍ୟା ବିଷୟରେ ଟୁଇଟ୍‌…

ମୁମ୍ବାଇ : ବିଗ୍‌ ବସ୍‌-୧୨ର ପ୍ରତିଯୋଗୀ କରଣବୀର ବୋହ୍‌ରା ମସ୍କୋ ଯାଇଥିବା ବେଳେ ତାଙ୍କୁ ମସ୍କୋ ବିମାନବନ୍ଦରରେ ଅଟକା ଯାଇଥିଲା । ଏ ନେଇ କରଣବୀର ଟୁଇଟ୍‌ କରିବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା । କରଣଙ୍କ ଟୁଇଟ୍‌ ପରେ ଟେଲିଭିଜନ ଜଗତର ସେଲିବ୍ରିଟିମାନେ ଭାରତୀୟ ଦୂତାବାସ ଏବଂ ବିଦେଶ…
ଅଧିକ ଖବର ଦେଖନ୍ତୁ...

ସ୍କୁଲରେ ନିଜ ପୁଅକୁ ଆକ୍ରମଣ ହେବା ପରେ ଅଭିଯୋଗ କରିବା ପାଇଁ ପ୍ରଥମେ ସ୍କୁଲ ଓ ପରେ ପୁଲିସ ଷ୍ଟେସନରେ ପହଞ୍ଚିଲେ…

ଗାଜିଆବାଦ୍‌ : ଗୁରୁବାର ଗାଜିଆବାଦ୍‌ରେ ଘଟିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଭଲ ଶିକ୍ଷା ମିଳିବା ଆଶାରେ ଘରୋଇ ସ୍କୁଲକୁ ନିଜ ପୁଅକୁ ପଢ଼ିବାକୁ ଛାଡ଼ିଥିବା ବେଳେ ପରେ ତାଙ୍କ ପୁଅ ସହ ଯାହା ଘଟିଥିଲା, ସେ ନେଇ ଅଭିଯୋଗ କରିବାକୁ ପହଞ୍ଚିଥିଲେ ମହିଳା । କିନ୍ତୁ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ବିବାହକୁ ନେଇ ସୁସ୍ମିତା ନିଜର ଏଭଳି ଅଜବ ବିଚାରକୁ ଇନ୍‌ଷ୍ଟାରେ ସେୟାର କରିବା ପରେ ଲୋକେ କହିଲେ; ନିଶାରେ ଅଛନ୍ତି କି…

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ନିଜ ଠାରୁ ୧୬ବର୍ଷ ସାନ ରେହେମାନ୍‌ ଶୈଲ୍‌ଙ୍କୁ ଡେଟ୍‌ କରିବା ଆରମ୍ଭ କରିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଦୁହେଁ ପରସ୍ପର ମଧ୍ୟରେ ଥିବା ସଂପର୍କକୁ ପ୍ରଥମେ ସ୍ୱୀକାର କରି ନଥିବା ବେଳେ ପରେ ଅସଲ କଥା ସମସ୍ତଙ୍କ ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟ ଗଠନ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ବିଭିନ୍ନ ସଂଗଠନ ଓ ସଂଘର ସମସ୍ୟା ବୁଝିବ। କମିଟିରେ ଅର୍ଥ, ଅବକାରୀ, ବାଣିଜ୍ୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅଛନ୍ତି।
ଅଧିକ ଖବର ଦେଖନ୍ତୁ...

ଆସନ୍ତା କାଲି ମଧ୍ୟବର୍ତ୍ତିକାଳୀନ ବଜେଟ, ଆଗତ କରିବେ ପିୟୁଷ ଗୋଏଲ

ନୂଆଦିଲ୍ଲୀ : ଆସନ୍ତା କାଲି ମୋଦି ସରକାର ନିଜ କାର୍ଯ୍ୟକାଳର ଶେଷ ବଜେଟ ଉପସ୍ଥାପନ କରିବେ । ଏହା ଏକ ପୂର୍ଣ୍ଣାଙ୍ଗ ବଜେଟ ନହୋଇ ଏକ ଲେଖାନୁଦାନ ହେବ । ଅସୁସ୍ଥ ଅରୁଣ ଜେଟଲୀଙ୍କ ଅନୁପସ୍ଥିତିରେ  ଦାୟିତ୍ୱରେ ଥିବା ପିୟୁଷ ଗୋଏଲ ଏହାକୁ ଉପସ୍ଥାପନ କରିବେ ବୋଲି ଜଣାଯାଇଛି । ପୂର୍ବରୁ କଂଗ୍ରେସ ଓ…
ଅଧିକ ଖବର ଦେଖନ୍ତୁ...

ଫେସ୍‌ବୁକ୍‌ରେ ପ୍ରେମ ପରେ କରିଥିଲେ ବିବାହ: ଅଧିକାଂଶ ସମୟ ଫୋନରେ ଫେସ୍‌ବୁକ୍‌ ଚଳାଉଥିବାରୁ ରାଗରେ ନିଜ ୩ ମାସର ଛୁଆ…

ନୂଆଦିଲ୍ଲୀ : ଆଜିକାଲି ସୋସିଆଲ ମିଡିଆ ଲୋକମାନଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ସାରିଛି । ସବୁ କାମ ଛାଡ଼ି ପିଲାମାନେ ସୋସିଆଲ ମିଡିଆରେ ଅଧିକ ସମୟ ବିତାଉଛନ୍ତି । ସୋସିଆଲ ମିଡିଆ ପାଇଁ ବିଭିନ୍ନ ପ୍ରକାରର ଅପରାଧ ଘଟୁଥିବା ବେଳେ ଜଣେ ସ୍ୱାମୀ ତା’ ସ୍ତ୍ରୀ ଏବଂ ୩ ମାସର…
ଅଧିକ ଖବର ଦେଖନ୍ତୁ...

କୁମ୍ଭ ମେଳାରେ ବିଭିନ୍ନ ଶିବିର ବୁଲି ନାଗାବାବାମାନଙ୍କୁ ଗଞ୍ଜେଇ ଦାନ ମାଗୁଛନ୍ତି ବାବା ରାମଦେବ

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଏବେ ଚାଲିଛି ବିଶ୍ୱର ସର୍ବବୃହତ ଧାର୍ମିକ ମେଳା କୁମ୍ଭ ମେଳା । ଏହି ମେଳାକୁ ଦେଶବିଦେଶରୁ ଲକ୍ଷ ଲକ୍ଷ ହିନ୍ଦୁ ସନ୍ୟାସୀ ଓ ଭୀକ୍ଷୁ ଆସିଛନ୍ତି । ତେବେ ମେଳାର ମୁଖ୍ୟ ଆକର୍ଷଣ ହେଉଛନ୍ତି ନାଗା ସନ୍ୟାସୀ । ନାଗା ସନ୍ୟାସୀଙ୍କ ଗଞ୍ଜେଇ ଚିଲମ ଟାଣିବା…
ଅଧିକ ଖବର ଦେଖନ୍ତୁ...

ରାହୁଲଙ୍କୁ ଚିଡ଼େଇବା ଲାଗି ଫେବ୍ରୁଆରୀ ୨୦ରେ ରାଫେଲ ଉଡାଇବେ ମୋଦି ସରକାର !

ନୂଆଦିଲ୍ଲୀ : ରାଫେଲ ବିମାନ କିଣାକୁ ନେଇ ମୋଦି ସରକାରଙ୍କୁ ସବୁବେଳେ ଟାର୍ଗେଟ କରୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ନିକଟରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ଭେଟିବାପରେ ମଧ୍ୟ ରାହୁଲ ରାଫେଲ କଥା ଉଠାଇଥିଲେ । ଏହାର ଦୃଢ ଜବାବ ମଧ୍ୟ ଦେଇଥିଲେ ପାରିକର । ରାହୁଲ ସବୁବେଳେ…
ଅଧିକ ଖବର ଦେଖନ୍ତୁ...

ତାମିଲନାଡୁ ସେଲଟର ହୋମ୍‌ରୁ ଉଦ୍ଧାର ହୋଇଥିବା ନାବାଳିକା ବଖାଣିଲେ ଯୌନ ନିର୍ଯାତନାର ଲୋମ ଟାଙ୍କୁରା କାହାଣୀ

ତିରୁଭାନାମାଲାଇ (ତାମିଲନାଡ଼ୁ): ତାମିଲନାଡ଼ୁର ତିରୁଭାନାମାଲାଇରେ ଥିବା ଏକ ସେଲଟର ହୋମ୍‌ରେ ଆଶ୍ରୟ ନେଇଥିବା ୧୫ ଜଣ ନିରାଶ୍ରୟା ନାବାଳିକା ଅନ୍ତେବାସିନୀଙ୍କୁ ବଳପୂର୍ବକ ଅଶ୍ଳୀଳ ଭିଡିଓ ଦେଖାଯିବା ସହ ସେମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ୧୫ ଜଣ ନିରାଶ୍ରୟା…
ଅଧିକ ଖବର ଦେଖନ୍ତୁ...

ହାମିଲଟନ୍‌ ଦିନିକିଆରେ ଭାରତ ହାରିବା ପରେ ବି ବ୍ୟାଟିଂରେ ରେକର୍ଡ କଲେ ୟୁଜବେନ୍ଦ୍ର ଚହଲ

ହାମିଲଟନ୍‌: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୪ର୍ଥ ଦିନିକିଆରେ ଗୁରୁବାର ୮ ଓ୍ଵିକେଟ୍‌ରେ ପରାସ୍ତ ହୋଇଛି। ଏହା ପରେ ଭାରତୀୟ ବୋଲର ୟୁଜବେନ୍ଦ୍ର ଚହଲ ବୋଲିଂ ଦିଗରେ ନୁହେଁ ବରଂ ବ୍ୟାଟିଂ ଲାଇନ୍‌ରେ ରେକର୍ଡ କରିଛନ୍ତି। ୟୁଜବେନ୍ଦ୍ର ଚହଲ ଭାରତ ପାଇଁ ସର୍ବାଧିକ ଅପରାଜିତ ୧୮ ରନ୍‌ (୩୭ ବଲ,…
ଅଧିକ ଖବର ଦେଖନ୍ତୁ...