Monthly Archives

February 2019

ଭାଇରାଲ ପ୍ରଶ୍ନପତ୍ର ଓଡ଼ିଶା ମାଟ୍ରିକ ପରୀକ୍ଷାକୁ ପ୍ରଭାବିତ କରିପାରିବ ନାହିଁ: ବଦ୍ରୀ ନାରାୟଣ ପାତ୍ର

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ସ୍ପଷ୍ଟ କରିଛନ୍ତି ଯେ, ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ଓଡ଼ିଶା ମାଟ୍ରିକ ପରୀକ୍ଷାକୁ ପ୍ରଭାବିତ କରିପାରିବ ନାହିଁ। ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ପାତ୍ର କହିଛନ୍ତି, ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ହଲ୍‌ରେ…
ଅଧିକ ଖବର ଦେଖନ୍ତୁ...

ପୁଲଓ୍ଵାମା ଆକ୍ରମଣରୁ ସର୍ଜିକାଲ ଷ୍ଟ୍ରାଇକ୍‌-୨ ପର୍ଯ୍ୟନ୍ତ ଘଟିଥିବା ଘଟଣାକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ପ୍ରସ୍ତୁତ…

ମୁମ୍ବାଇ : ଫେବ୍ରୁଆରି ୧୪ରେ ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ପୁଲଓ୍ଵାମାରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିଥିଲା । ଯେଉଁଥିରେ ଭାରତର ୪୦ଜଣ ଯବାନ ସହିଦ୍‌ ହୋଇଥିଲେ । ଏହି ଆକ୍ରମଣର କଡ଼ା ଜବାବ ପାକିସ୍ତାନକୁ ଦେବା ପାଇଁ ଭାରତ ସରକାର ଏବଂ ଭାରତୀୟ ବାୟୁସେନା ଏକ ଐତିହାସିକ…
ଅଧିକ ଖବର ଦେଖନ୍ତୁ...

ଭାରତ-ପାକ୍‌ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏଭଳି ଟୁଇଟ୍‌ କଲେ ବିଗ୍‌ ବି ଏବଂ ଆଲିଆ ଭଟ୍ଟ,…

ମୁମ୍ବାଇ : ବଲିଉଡ୍‌ ଅଭିନେତା ବିଗ୍‌ ବି ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ । ନିଜର ଫଟୋ ସେୟାର କରି ନିଜ ସହ ଜଡ଼ିତ ଖବର ପ୍ରସାର କରିବାଠାରୁ ଆରମ୍ଭ କରି ଦେଶର ଚର୍ଚ୍ଚା ହେଉଥିବା କୌଣସି ବିଷୟ ଉପରେ ନିଜର ମତ ରଖିବା ପର୍ଯ୍ୟନ୍ତ ସବୁ କାମରେ…
ଅଧିକ ଖବର ଦେଖନ୍ତୁ...

ଇସ୍ତଫା ଦେଲେ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ

ଭୁବନେଶ୍ବର: ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ଆଜି ଇସ୍ତଫା ଦେଇଛନ୍ତି । ସେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏଥିରେ ‌ସେ ନିଜର ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି । ୨୦୧୮‌ ମାର୍ଚ୍ଚରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ନିଜ ବ୍ୟକ୍ତିଗତ ଲାଭ ପାଇଁ ବାୟୁସେନା କରିଥିବା ଏୟାର ଷ୍ଟ୍ରାଇକ୍‌ର ଫାଇଦା ଉଠାଉଥିବାରୁ ବିବାଦରେ ଭାରତୀୟ କମ୍ପାନି !

ନୂଆଦିଲ୍ଲୀ : ପୁଲଓ୍ଵାମା ଆକ୍ରମଣ ଜବାବ ପାକିସ୍ତାନକୁ ମିଳିବା ପରେ ସାରା ଭାରତବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା । ୪୦ଜଣ ସହିଦ୍‌ ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ଭାରତୀୟ ବାୟୁସେନା ୩୦୦ଆତଙ୍କବାଦୀଙ୍କୁ ନିହତ କରି ନେଇଥିଲା । ଭାରତୀୟ ବାୟୁସେନାର ପରାକ୍ରମ ପରେ ସାରା ଭାରତ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦକୁ ନେଇ ବିରକ୍ତି ପ୍ରକାଶ କଲେ ଜାଭେଦ୍‌ ଅଖ୍‌ତର; କହିଲେ, ପାକିସ୍ତାନର କାର୍ଯ୍ୟକଳାପ ବୁଝିବା ଅସମ୍ଭବ

ନୂଆଦିଲ୍ଲୀ : ଭାରତରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣ ଅନେକ ଦିନରୁ ଚାଲି ଆସୁଛି । ପୂର୍ବରୁ ଉରୀରେ ଯବାନମାନଙ୍କୁ ନିଦ୍ରିତ ଅବସ୍ଥାରେ ଆତଙ୍କବାଦୀମାନେ ହତ୍ୟା କରିଥିବା ବେଳେ ଫେବୃଆରି ୧୪ରେ ଯବାନମାନଙ୍କ ଉପରେ ଆତ୍ମଘାତି ଆକ୍ରମଣ କରିଥିଲେ । ଯେଉଁଥିରେ ଭାରତର ୪୦ଜଣ ଯବାନ ସହିଦ୍‌…
ଅଧିକ ଖବର ଦେଖନ୍ତୁ...

ଏୟାର ଷ୍ଟ୍ରାଇକ୍‌ର ଖବର ପ୍ରସାରଣ କରିବା ପାଇଁ ଟଏ ଗନ୍‌ ନେଇ ନିଉଜ୍‌ ରୁମ୍‌କୁ ଆସିଲେ ସମ୍ବାଦ ଉପସ୍ଥାପକ, ଭାଇରାଲ…

ନୂଆଦିଲ୍ଲୀ : ଫେବୃଆରି ୧୪ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେବା ପାଇଁ ଭାରତୀୟ ବାୟୁସେନା ପାକିସ୍ତାନରେ ଥିବା ଜୈସ୍‌-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିରକୁ ଟାର୍ଗେଟ କରିିଥିଲା । ଜୈସ୍‌-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ ୧୦୦୦କିଲୋ ବୋମା ପକାଇ ପାଖାପାଖି ୩୦୦ଆତଙ୍କବାଦୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତ‌ାନ, ପୁଞ୍ଚରେ ଗୁଳି ବର୍ଷା

ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲା‌ରେ ପାକିସ୍ତାନୀ ସେନା ଭାରତୀୟ ସେନା ପୋଷ୍ଟକୁ ଲକ୍ଷ୍ୟ ରଖି ଗୁରୁବାର ସନ୍ଧ୍ୟାରେ ଗୁଳି ମାଡ କରିଛି । ପୁଲୱାମାରେ ଫ୍ରେବୁଆରି ୧୪ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତୀୟ ବାୟୁସେନା ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ…
ଅଧିକ ଖବର ଦେଖନ୍ତୁ...

୧୫ଲକ୍ଷ ଟଙ୍କାର ସହାୟତା ରାଶି ପାଇ ଅକ୍ଷୟ କୁମାରଙ୍କୁ ଧନ୍ୟବାଦ ଜଣାଇଲେ ସହିଦ୍‌ ଯବାନଙ୍କ ଭାଇ; କହିଲେ ସବୁଠୁ ଅଧିକ…

ନୂଆଦିଲ୍ଲୀ : ପୁଲଓ୍ଵାମା ଆକ୍ରମଣ ପରେ ପରେ ସାରା ଭାରତବାସୀ ଏବଂ କଳାକାରମାନେ ଏକାଠି ହୋଇ ସହିଦ୍‌ ଯବାନଙ୍କ ପରିବାର ଲୋକଙ୍କୁ ସାହାଯ୍ୟ କରିଥିଲେ । ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ସହାୟତା ଲାଗି ପାଣ୍ଠି ଖୋଲା ଯାଇ ଟଙ୍କା ଜମା କରାଯିବା ସହ ପରେ ସେହି ରାଶିକୁ ସହିଦ୍‌ ପରିବାରକୁ ଦିଆ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ କଶ୍ମୀର ସଂରକ୍ଷଣ ଅଧିନିୟମ-୨୦୦୪ରେ ସଂଶୋଧନ ଅଣାଯିବ: ଜେଟଲୀ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀର ସଂରକ୍ଷଣ ଅଧିନିୟମ ୨୦୦୪ରେ ସଂଶୋଧନ କରାଯିବ। ସେହିପରି ଜମ୍ମୁ କଶ୍ମୀରର ଅନ୍ତର୍ଜାତୀୟ ସୀମା ନିକଟରେ ରହୁଥିବା ଲୋକଙ୍କ ପାଇଁ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ରହିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହାକୁ …
ଅଧିକ ଖବର ଦେଖନ୍ତୁ...