Daily Archives

February 1, 2019

କାଳିଆ ଯୋଜନାକୁ ଯାଇ ଚାଷୀ ନିଖୋଜ ଘଟଣା: ପରିବାର ଲୋକ ଥାନାରେ ଦେଲେ ଏତଲା

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକର ବିଳମାଳ ପଞ୍ଚାୟତର ଓଡ଼ିଆ ସାହିରେ ରହୁଥିବା ଲିଙ୍ଗରାଜ ଗୌନ୍ତିଆ ଏକ କ୍ଷୁଦ୍ର ଚାଷୀ କାଳିଆ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ପୁରୀ ଯାଇ ଥିବା ବେଳେ ଆଜକୁ ୧୦ଦିନ ହେଲା ଘରକୁ ଫେରି ନଥିବାରୁ ଘରେ କାନ୍ଦବୋବାଳି ଲାଗିରହିଛି। ମାତ୍ର…
ଅଧିକ ଖବର ଦେଖନ୍ତୁ...

ଫର୍ମକୁ ଫେରିଲା ଅଷ୍ଟ୍ରେଲିଆ: ୪ର୍ଥ ଓ୍ଵିକେଟ୍‌ରେ ୩୦୮ ରନ୍‌ ଭାଗିଦାରୀ ହୋଇ ବର୍ନ୍ସ-ହେଡ କଲେ ରେକର୍ଡ

କାନବେରା: ଦୀର୍ଘ ଦିନ ପର୍ଯ୍ୟନ୍ତ ଖରାପ ଫର୍ମରେ ରହିବା ପରେ ଅଷ୍ଟ୍ରେଲିଆ ଫର୍ମକୁ ଫେରିଛି। କଙ୍ଗାରୁ ଟିମ୍‌ ନିଜର ପ୍ରଶଂସକଙ୍କ ପାଇଁ ୨୦୧୯ରେ ଖୁସି ଖବର ଆଣିଛି। ଅଷ୍ଟ୍ରେଲିଆ ଗତ ସପ୍ତାହରେ ଶ୍ରୀଲଙ୍କାକୁ ପ୍ରଥମ ଟେଷ୍ଟରେ ଇନିଂସ ଏବଂ ୪୦ ରନ୍‌ରେ ହରାଇଲା ପରେ ଏବେ ୨ୟ ଟେଷ୍ଟରେ ୨ଜଣ…
ଅଧିକ ଖବର ଦେଖନ୍ତୁ...

ଛୋଟ ବେଳେ ଜାହ୍ନବୀ କପୁରଙ୍କ ଗୋଡ଼କୁ ନେଇ ଥଟ୍ଟା କରୁଥିଲେ ବାପା ବୋନି କପୁର,ଏହା ଥିଲା କାରଣ

ମୁମ୍ବାଇ : ଫିଲ୍ମ ‘ଧଡ଼କ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଜାହ୍ନବୀ କପୁର । ଏହି ଫିଲ୍ମରେ ତାଙ୍କ ସହ ନଜର ଆସିଥିଲେ ଅଭିନେତା ଇଶାନ ଖଟ୍ଟର । ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିବା ବେଳେ ଜାହ୍ନବୀଙ୍କୁ ଦର୍ଶକଙ୍କ ଭଲ ପାଇବା ମିଳିଥିଲା । ଫିଲ୍ମ ରିଲିଜ୍‌ ପରେ ଏବେ ସେ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ଅଭିଯୋଗ ଫେରାଇ ଆଣିବାକୁ ମନା କରିବାରୁ ପୀଡ଼ିତାଙ୍କ ଉପରେ ଏସିଡ୍‌ ମାଡ଼ କଲା ପ୍ରେମିକ

ନୂଆଦିଲ୍ଲୀ : ବିିଭିନ୍ନ ପ୍ରକାରର ଆଇନରେ ପରିବର୍ତ୍ତନ ଅଣାଯିବା ସହ ଆଇନକୁ କଡ଼ାକଡ଼ି କରାଯାଇଥିଲେ ମଧ୍ୟ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଥମିବାର ନାଁ ନେଉ ନାହିଁ । ଦୁଷ୍କର୍ମ ଏବଂ ଅସଦାଚରଣର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗୁରୁବାର ଦିଲ୍ଲୀରେ ସେଭଳି ଏକ ଘଟଣା ଘଟିଛି ।…
ଅଧିକ ଖବର ଦେଖନ୍ତୁ...

ଇନ୍‌ଷ୍ଟାରେ ଏହି ୩ ବଲିଉଡ୍‌ କଳାକାରଙ୍କ ପ୍ରୋଫାଇଲ ଉପରେ ଲୁଚି ଲୁଚି ନଜର ରଖନ୍ତି ସାରା, ସାକ୍ଷାତକାରରେ କଲେ ଖୁଲାସା

ମୁମ୍ବାଇ : ଫିଲ୍ମ ‘କେଦାରନାଥ’ ଜରିଆରେ ବଲିଉଡ୍‌ରେ ପାଦ ରଖିବା ପରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ । କେଦାରନାଥ ପରେ ସାରାଙ୍କ ଆଉ ଏକ ଫିଲ୍ମ ‘ସିମ୍ବା’ ରିଲିଜ୍‌ ହୋଇଥିଲା । ଦୁଇଟି ଯାକ ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିବା ବେଳେ ସାରାଙ୍କ…
ଅଧିକ ଖବର ଦେଖନ୍ତୁ...

ନିଜର ୪ ପିଲାଙ୍କୁ ବଞ୍ଚାଇବାକୁ ଯାଇ ନିଆଁରେ ପୋଡ଼ି ହୋଇ ମୃତ୍ୟୁବରଣ କଲେ ୮ମାସର ଗର୍ଭବତୀ ମହିଳା, ହୃଦୟ ବିଦାରକ ଥିଲା…

ଗାଜିଆବାଦ୍‌ : ଗତକାଲି ଗାଜିଆବାଦ୍‌ରେ ଯେଉଁ ଘଟଣା ଘଟିଥିଲା, ତାହା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଫାତିମା ନାମକ ଜଣେ ମହିଳା ନିଜ ୪ ଜଣ ଶିଶୁଙ୍କୁ ବଞ୍ଚାଇବାକୁ ଯାଇ ମୃତ୍ୟୁବରଣ କରିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମୃତ ଫାତିମାଙ୍କ ଘରେ ହଠାତ୍‌ ନିଆଁ ଲାଗିଯିବାରୁ…
ଅଧିକ ଖବର ଦେଖନ୍ତୁ...

କ୍ୟାଟ୍ରିନା କୈଫ୍‌ଙ୍କ ପାଇଁ ନିଜ କ୍ୟାରିୟରକୁ ନଷ୍ଟ କରି ଦେଇଥିଲେ ଜାକି ଶ୍ରଫ୍‌! ଜାଣନ୍ତୁ ପୂରା ଘଟଣା

ମୁମ୍ବାଇ : ବଲିଉଡ୍‌ ଫିଲ୍ମ ଅଭିନେତା ଜାକି ଶ୍ରଫ୍‌ଙ୍କୁ ନେଇ ଏକ ଚାଞ୍ଚଲ୍ୟକର କଥା ସାମ୍ନାକୁ ଆସିଛି । ତାଙ୍କ ଫିଲ୍ମ କ୍ୟାରିୟର ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ପାଇଁ ନଷ୍ଟ ହୋଇ ଯାଇଥିଲା ବୋଲି ଜଣା ପଡ଼ିଛି । ବଲିଉଡ୍‌ରେ ଜାକିଙ୍କ ପ୍ରଥମ ଫିଲ୍ମ ‘ହିରୋ’ ରିଲିଜ୍‌ ହେବା ପରେ ଫିଲ୍ମଟି…
ଅଧିକ ଖବର ଦେଖନ୍ତୁ...

‘ମଦମୁକ୍ତ, ଅପରାଧ ମୁକ୍ତ ଓ ଗରିବୀମୁକ୍ତ ଭାରତ’ ଦାବିରେ ରାଷ୍ଟ୍ରୀୟ ସତ୍ୟାଗ୍ରହ

ନୂଆଦିଲ୍ଲୀ: ଗାନ୍ଧିଜୀଙ୍କ ପୂଣ୍ୟତିଥି ତଥା ସହିଦ ଦିବସ ଅବସରରେ ରାଷ୍ଟ୍ରୀୟ ସରାବବନ୍ଦୀ ସଂଯୁକ୍ତ ମୋର୍ଚ୍ଚା, ପ୍ରାଉଟିଷ୍ଟ କ୍ଲବ, ଇଣ୍ଡିଆ ଏବଂ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ସମ୍ମିଳିତ ଉଦ୍ୟମରେ ଏକ ମଦମୁକ୍ତ, ଅପରାଧ ମୁକ୍ତ, ଗରିବୀ ମୁକ୍ତ ଭାରତ ନିର୍ମାଣ ଦାବିରେ ଏକ ଦିବସୀୟ…
ଅଧିକ ଖବର ଦେଖନ୍ତୁ...

୨୦୧୭ରେ ଉତ୍ତରାଖଣ୍ଡକୁ ଖୋଲା ମଳତ୍ୟାଗ ମୁକ୍ତ ବୋଲି ଘୋଷଣା କରାଯାଇଥିଲା,ଏବେ ୬୬ହଜାର ଘରେ ନାହିଁ ଶୌଚାଳୟ

ଡେରାଡୁନ୍‌ : ଉତ୍ତରାଖଣ୍ଡ ରାଜ୍ୟକୁ ଜୁନ୍‌ ୨୨, ୨୦୧୭ରେ ଖୋଲା ଶୌଚ ମୁକ୍ତ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ ଏବେ ପର୍ଯ୍ୟନ୍ତ ୬୬ହଜାର ଘରେ ଶୌଚାଳୟ ନଥିବା ସୂଚନା ମିଳିଛି। ସ୍ୱଚ୍ଛ ଭାରତ ଅଭିଯାନରେ ଭାରତ ସରକାର ସବୁ ଘରେ ଶୌଚାଳୟ ତିଆରି କରିବା ନେଇ ଘୋଷଣା କରିବା ସହ ଏ ନେଇ ଲୋକମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

କପିଲ-ଗିନ୍ନିଙ୍କ ତୃତୀୟ ବିବାହ ଭୋଜିର ନିମନ୍ତ୍ରଣ ପତ୍ର ଭାଇରାଲ, ପ୍ରଧାନମନ୍ତ୍ରୀ ମୋଦି ହୋଇ ପାରନ୍ତି ଅତିଥି

ମୁମ୍ବାଇ : ଭାରତର ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ଏବଂ ତାଙ୍କ ପତ୍ନୀ ଗିନ୍ନି ଚତ୍‌ରଥ୍‌ ତୃତୀୟ ବିବାହ ଭୋଜି ଦେବାକୁ ଯାଉଛନ୍ତି । ତୃତୀୟ ବିବାହ ଭୋଜିଟି ଫେବୃଆରି ୨ରେ ହେବାକୁ ଥିବା ବେଳେ ନିମନ୍ତ୍ରଣ ପତ୍ରଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବିବାହ ଭୋଜିଟି ଦିଲ୍ଲୀରେ ଆୟୋଜିତ…
ଅଧିକ ଖବର ଦେଖନ୍ତୁ...