Daily Archives

February 2, 2019

ଆଗାମୀ ସପ୍ତାହରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ, ପୁଲିସକୁ ସୁରକ୍ଷା…

ଚେନ୍ନାଇ : ଆଗାମୀ ସପ୍ତାହରେ ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା ଦ୍ୱିତୀୟ ଥର ବିବାହ କରିବାକୁ ଯାଉଥିବା ବେଳେ ଏବେଠୁ ସବୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ସୌନ୍ଦର୍ଯ୍ୟାଙ୍କ ମା’ ତଥା ରଜନୀକାନ୍ତଙ୍କ ପତ୍ନୀ ଲତା ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସକୁ ସାହାଯ୍ୟ ମାଗିଛନ୍ତି…
ଅଧିକ ଖବର ଦେଖନ୍ତୁ...

ନିଶା ଇଞ୍ଜେକ୍‌ସନ୍‌ ଦେଇ ୪ବର୍ଷୀୟ ଶିଶୁକନ୍ୟା ସହ ଦୁଷ୍କର୍ମ କଲେ ସ୍କୁଲ ଭ୍ୟାନ୍‌ ଚାଳକ ଏବଂ ସଫେଇ କର୍ମଚାରୀ

ଚେନ୍ନାଇ : ତାମିଲନାଡୁର କୋଏମ୍ବାଟୁରରେ ୪ ବର୍ଷୀୟ ଶିଶୁ କନ୍ୟା ସହ ଦୁଷ୍କର୍ମ ହୋଇଥିବା ଖବର ମିଳିଛି । ନିଶା ଇଞ୍ଜେକ୍‌ସନ୍‌ ଦେଇ ସ୍କୁଲ ଭ୍ୟାନ୍‌ ଚାଳକ ଏବଂ ସ୍କୁଲର ସଫେଇ କର୍ମଚାରୀ ଦୁଷ୍କର୍ମ କରିଛନ୍ତି । ଦୁହେଁ ପୀଡ଼ିତାଙ୍କ ସହ ସ୍କୁଲ ଭ୍ୟାନ ଭିତରେ ଦୁଷ୍କର୍ମ କରିଥିବା କହିଛି ପୁଲିସ ।…
ଅଧିକ ଖବର ଦେଖନ୍ତୁ...

ଅଭିନେତ୍ରୀଙ୍କ ପୋଷାକକୁ ନେଇ କଣ୍ଠଶିଳ୍ପୀ ଏସ୍‌.ପି.ବାଲାସୁବ୍ରମଣ୍ୟମ୍‌ଙ୍କ ପ୍ରଶ୍ନ; କେଉଁ କାରଣ ଲାଗି ଅଙ୍ଗପ୍ରଦର୍ଶନ…

ମୁମ୍ବାଇ : ଲୋକପ୍ରିୟ କଣ୍ଠଶିଳ୍ପୀ ଏସ ୍‌ପି ବାଲାସୁବ୍ରମଣ୍ୟମ୍‌ ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ତାମିଲ, କନ୍ନଡ଼ ଏବଂ ତେଲୁଗୁ ସିନେମାରେ ବହୁ ଗୀତ ଗାଇଥିବା ବାଲାସୁବ୍ରମଣ୍ୟମ୍‌ ଅଭିନେତ୍ରୀମାନେ ବିଭିନ୍ନ କାର୍ଯ୍ୟକ୍ରମରେ ପିନ୍ଧୁଥିବା ପୋଷାକକୁ ନେଇ ସେ ଯେଉଁ…
ଅଧିକ ଖବର ଦେଖନ୍ତୁ...

ପ୍ରତିଦିନ ପିଛା କରୁଥିବାରୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଯୁବକଙ୍କୁ ଅପହରଣ କଲେ ମହିଳା, ତା’ପରେ ଏମିତି ହେଲା…

ହାଇଦ୍ରାବାଦ୍‌ : ପ୍ରତିଦିନ ଜଣେ ଯୁବକ ମହିଳା ଇଞ୍ଜିନିୟରଙ୍କ ପିଛା କରୁଥିବାରୁ ଉଚିତ୍‌ ଶିକ୍ଷା ଦେବା ପାଇଁ ମହିଳାଜଣକ କରିଥିବା କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରତିଦିନର ସମସ୍ୟାକୁ ଶେଷ କରିବା ପାଇଁ ସେ ପିଛା କରୁଥିବା ଯୁବକଙ୍କୁ ଅପହରଣ କରିଥିଲେ । କିନ୍ତୁ ତାଙ୍କୁ ଜଣା ନ…
ଅଧିକ ଖବର ଦେଖନ୍ତୁ...

ସୁବର୍ଣ୍ଣପୁର: କାଲି ଯୁବକଙ୍କୁ କଚାଡ଼ି ଥିଲା, ଆଜି ଘର-ଶୌଚାଳୟ ଭାଙ୍ଗିଲା ଦନ୍ତା

ଉଲୁଣ୍ଡା: ଯୁବକଙ୍କୁ ଗୁରୁବାର ରାତି କଚାଡ଼ି ଥିବା ବେଳେ ଶୁକ୍ରବାର ରାତି ଦନ୍ତା ହାତୀ ଏକ ଘର ଏବଂ ଶୌଚାଳୟ ଭାଙ୍ଗିଛି। ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକର ଜଅଁରାଭଅଁରା ପଂଚାୟତରେ ଦନ୍ତା ହାତୀ ଉତ୍ପାତ କରୁଛି। ପର୍ଡିଆପାଲି ଗାଁରେ ଚନ୍ଦ କାଲସେଙ୍କ ଘର ଭାଙ୍ଗି ପ୍ରବେଶ କରିଛି। ଚନ୍ଦଙ୍କ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ଐତିହ୍ୟସ୍ଥଳୀ ମାନ୍ୟତା ପାଇଥିବା ହମ୍ପିରେ କଳାକୃତି ଭାଙ୍ଗିଲେ ସ୍ଥାନୀୟ ପର୍ଯ୍ୟଟକ, ଭିଡିଓ ଭାଇରାଲ ହେବା ପରେ…

ହମ୍ପି: ନିକଟରେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ କର୍ଣ୍ଣାଟକରେ ଥିବା ୟୁନେସ୍କୋର ବିଶ୍ୱ ଐତିହ୍ୟସ୍ଥଳୀ ହମ୍ପି ସ୍ମାରକୀର କଳାକୃତିକୁ କିଛି ଲୋକ ନଷ୍ଟ କରିବାରେ ଲାଗିଛନ୍ତି। ସେମାନେ ହାତରେ ପେଲି ଏକ ଖମ୍ବକୁ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି କଟକ-ଭଦ୍ରକ-କଟକ ପାସେଞ୍ଜର ଯାଜପୁର-କେନ୍ଦୁଝର ରୋଡ଼ ଓ ଭଦ୍ରକ ମଧ୍ୟରେ ବାତିଲ

ଭୁବନେଶ୍ୱର: ପୂର୍ବତଟ ରେଳପଥ ଅନ୍ତର୍ଗତ ଯାଜପୁର-କେନ୍ଦୁଝର ରୋଡ ଓ ଭଦ୍ରକ ରେଳ ସେକ୍ସନ ଅନ୍ତର୍ଗତ ବାଉଦପୁର ଓ କେନ୍ଦୁଆପଦା ରେଳ ଷ୍ଟେସନ ମଧ୍ୟରେ ଆଧୁନିକୀକରଣ କାର୍ଯ୍ୟ ପାଇଁଁ ରବିବାର, ତା ୦୩ ୦୨.୨୦୧୯ ରିଖ ଦିନ ୫୮୪୨୪/୫୮୪୨୩ କଟକ-ଭଦ୍ରକ-କଟକ ପାସେଞ୍ଜର ଟ୍ରେନ ଉଭୟ ଦିଗରୁ କଟକ ଓ ଯାଜପୁର…
ଅଧିକ ଖବର ଦେଖନ୍ତୁ...

ସିବିଆଇର ନୂଆ ନିର୍ଦ୍ଦେଶକ ଋଷି କୁମାର ଶୁଳ୍କାଙ୍କ ସଂପର୍କରେ ୭ଟି ଜାଣିବା କଥା

ବରିଷ୍ଠ ଆଇପିଏସ୍ ଅଫିସର ଋଷି କୁମାର ଶୁକ୍ଳା ନୂଆ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ୩ ଜଣିଆ ଚୟନ କମିଟି ତାଙ୍କ ନାମରେ ମୋହର ମାରିଛି । ଜାଣନ୍ତୂୁ ତାଙ୍କ ସଂପର୍କରେ…
ଅଧିକ ଖବର ଦେଖନ୍ତୁ...

୫୩ ଟି ଖଣି ନିଲାମରୁ ୧.୪୩ ଲକ୍ଷ କୋଟି ମିଳିଛି : କେନ୍ଦ୍ର ଖଣିମନ୍ତ୍ରୀ

ଭୁବନେଶ୍ୱର : ନୂଆ ଏମଏମଡିଆର ଆଇନ ଲାଗୁ ହେବାପରଠାରୁ ଏବେ ସୁଦ୍ଧା ମୋଟ ୫୩ଟି ଖଣି ବ୍ଲକ ନିଲାମ ହୋଇଛି । ଏହା ମାଧ୍ୟମରେ ସରକାର ପ୍ରାୟ ୧.୪୩ ଲକ୍ଷ କୋଟି ଟଙ୍କାର ରାଜସ୍ବ ପାଇଛନ୍ତି । ଆଗାମୀ ୨୦୨୦ରେ ଅନେକ ମର୍ଚାଣ୍ଟ ଖଣିର ବୈଧତା ସମାପ୍ତ ହେଉଥିବାରୁ ସେଗୁଡିକର ନିଲାମ ପାଇଁ ପ୍ରସ୍ତୁତି…
ଅଧିକ ଖବର ଦେଖନ୍ତୁ...

୨୦୧୯ରେ ଏପର୍ଯ୍ୟନ୍ତ କାଶ୍ମୀରରେ ୧୭ ଆତଙ୍କବାଦୀ ନିହତ ହୋଇଛନ୍ତି

ଶ୍ରୀନଗର : ଗତ ବର୍ଷ ପରି ଏ ବର୍ଷ ମଧ୍ୟ କାଶ୍ମୀରରେ ଆତଙ୍କବାଦୀ ନିପାତ ଅଭିଯାନର ଏକ ଧମାକାଦାର ଆରମ୍ଭ କରିଛି ଭାରତୀୟ ସେନା । ଗତ ଜାନୁୟାରୀ ମାସରେ ସେନା ପ୍ରାୟ ୧୫ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି । ତେବେ ଏହା ସହିତ ୨ ଜଣ ସେନା ଯବାନ, ଜଣେ ପୁଲିସ ଯବାନ ଓ ବିଏସଏଫର ଜଣେ ଯବାନ ମଧ୍ୟ…
ଅଧିକ ଖବର ଦେଖନ୍ତୁ...