ହାବିଲଦାର କନଷ୍ଟେବଲ ସିପାହୀ ମହାସଂଘକୁ ସମୟ ମାଗିଲେ ରାଜ୍ୟ ସରକାର
ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଆନ୍ଦୋଳନ ପାଇଁ ଚେତାବନି ଦେଇଥିବା ହାବିଲଦାର କନଷ୍ଟେବଲ ସିପାହୀ ମହାସଂଘକୁ ରାଜ୍ୟ ସରକାର ସମୟ ମାଗିଛନ୍ତି। ରାଜ୍ୟ ସରକାର ଦାବି ଉପରେ ବିଚାର ପାଇଁ ୨ ଦିନ ସମୟ ମାଗିଛନ୍ତି। ସରକାର ସମୟ ମାଗିବା ପରେ ଆନ୍ଦୋଳନକୁ ମହାସଂଘ ୨ ଦିନ ଘୁଂଚାଇ ଦେଇଛି। ମହାସଂଘ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...