Daily Archives

February 4, 2019

ପାଟନାରେ ମମତାଙ୍କ ବିରୋଧରେ ଜନଶକ୍ତି ପାର୍ଟିର ବିକ୍ଷୋଭ ପ୍ରଦର୍ଶନ

ପାଟନା : କୋଲକାତାରେ ସିବିଆଇ ଓ ପୁଲିସ ବିବାଦକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ଏହାକୁ ନେଇ ଆଜି ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ହଙ୍ଗାମା କରିଛନ୍ତି ବିରୋଧୀ। କେବଳ ଏତିକି ନୁହେଁ କୋଲକାତାର ଏହି ସଂକଟ ଏବେ ପହଁଚିଛି ସୁପ୍ରିମକୋର୍ଟରେ। କୋଲକାତାରେ ସିବିଆଇ ଓ ପୁଲିସ ବିବାଦ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଦୀପିକାଙ୍କ ପାଇଁ ମନ ଛୁଇଁବା ଭଳି ଚିଠି ଲେଖିଲେ ରଣବୀର, ଜଣାଇଲେ ଦୀପିକାଙ୍କ ସହ ଜଡ଼ିତ ଅନେକ ବ୍ୟକ୍ତିଗତ କଥା

ମୁମ୍ବାଇ : ବଲିଉଡ୍‌ କଳାକାର ରଣବୀର ସିଂହ ଏବଂ ଦୀପିକା ପାଦୁକୋନ୍‌ଙ୍କ ବିବାହକୁ ଦୁଇ ମାସ ହୋଇ ସାରିଥିବା ବେଳେ ଦୁହେଁ ନିଜ ନିଜ କାମକୁ ନେଇ ବ୍ୟସ୍ତ ଅଛନ୍ତି । କିନ୍ତୁ ଏତେ ବ୍ୟସ୍ତତା ଭିତରେ ମଧ୍ୟ ଦୁହେଁ ପରସ୍ପର ସହ ସମୟ ବିତାଉଥିବା ଦେଖାଯାଇଛି । କିଛି ଦିନ ତଳେ ଦୁହିଁଙ୍କର ଏକ ଭିଡିଓ…
ଅଧିକ ଖବର ଦେଖନ୍ତୁ...

କରଜ ଟଙ୍କା ଦେବା ପାଇଁ ଟଙ୍କା ନ ଥିବାରୁ ନିଜ ସାଙ୍ଗକୁ ନିର୍ମମ ଭାବେ ହତ୍ୟା କଲା ଅଭିଯୁକ୍ତ

ନୂଆଦିଲ୍ଲୀ : ଦକ୍ଷିଣ-ପୂର୍ବ ଦିଲ୍ଲୀର ଅମର କଲୋନି ପାଖରେ ଥିବା ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତ ଦେହ ମିଲିଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ହତ୍ୟା ମୃତକଙ୍କ ସାଙ୍ଗ କରିଥିବା ସାମ୍ନାକୁ ଆସିଥିଲା । ସତ ସାମ୍ନାକୁ ଆସିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା…
ଅଧିକ ଖବର ଦେଖନ୍ତୁ...

ନିକ୍‌ଙ୍କ ସହ ନିଜ ଶୋଇବା ଘରେ ବସି ଏଭଳି ଫଟୋ ଛାଡ଼ିଲେ ପ୍ରିୟଙ୍କା, ଲୋକେ କହିଲେ;ଶୋଇବା ଘରେ ବି ଫଟୋଗ୍ରାଫର ରଖିଛ ନାଁ…

ମୁମ୍ବାଇ : ଗତ ବର୍ଷ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଯୋଧପୁରରେ ନିଜ ପ୍ରେମିକ ନିକ୍‌ଙ୍କୁ ବିବାହ କରିଥିଲେ। ଦୁହିଁଙ୍କ ବିବାହ ୨୦୧୮ର ସବୁଠାରୁ ଚର୍ଚ୍ଚିତ ବିବାହ ଥିଲା । ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଦୁହିଁଙ୍କ ହନିମୁନ୍‌ର ଫଟୋ ମଧ୍ୟ ସୋସିଆଲ ମିଡିଆରେ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୮ ତାରିଖରେ ଝାରସୁଗୁଡା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଶାସନ ତତ୍ପର

ଝାରସୁଗୁଡା : ଆସନ୍ତା ୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଛନ୍ତି। ଏଥିପାଇଁ ସେ ଝାରସୁଗୁଡା ବିମାନ ବନ୍ଦର ଦେଇ ଯିବାକୁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିବାରୁ ସ୍ଥାନୀୟ ପ୍ରଶାସନ ଓ ପୁଲିସ ତତ୍ପର…
ଅଧିକ ଖବର ଦେଖନ୍ତୁ...

ନେଟ୍‌ଓ୍ଵାର୍କ ଡାଉନ୍‌ ଥିବାରୁ ଲାଗିଲାନି ହେଲ୍‌ପଲାଇନ୍‌ ନମ୍ବର, ଆମ୍ବୁଲାନ୍ସକୁ ଅପେକ୍ଷା କରି ଚାଲିଗଲା ରୋଗୀଙ୍କ…

ଫତେହବାଦ୍‌ : ସାଧାରଣ ଲୋକମାନଙ୍କୁ ଅସୁବିଧା ସମୟରେ ସାହାଯ୍ୟ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ହେଲ୍‌ପ ଲାଇନ୍‌ ନମ୍ବର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଯଦି ଠିକ୍‌ ସମୟରେ ଏହା ଲୋକମାନଙ୍କ କାମରେ ନ ଆସେ, ତେବେ ତାହାର ପରିଣାମ କେତେ ଦୁଃଖଦାୟକ ହୋଇପାରେ ତାହା ହରିୟାଣାର ଫତେହବାଦ୍‌ରେ…
ଅଧିକ ଖବର ଦେଖନ୍ତୁ...

ଖୁବ ଶୀଘ୍ର ବିଜୟ ମାଲ୍ୟାଙ୍କୁ ଭାରତ ଅଣାଯିବ, ପ୍ରତ୍ୟାର୍ପଣ ନିର୍ଦ୍ଦେଶ ଦେଲେ ବ୍ରିଟିଶ ଗୃହ ସଚିବ

ଲଣ୍ଡନ : ମଦବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଏକ ବଡ଼ ଝଟକା ଲାଗିଛି । ବ୍ରିଟିଶ ଗୃହ ସଚିବ ସାଜିଦ ଜାଭେଦ ତାଙ୍କୁ ଭାରତ ପ୍ରତ୍ୟାର୍ପଣ ପାଇଁ ନିର୍ଦେଶ ଦେଇଛନ୍ତି । ଏହି ନିଷ୍ପତ୍ତି ବିରୋଧରେ ସେ ୧୪ ଦିନ ମଧ୍ୟରେ ଲଣ୍ଡନର ଉପରକୋର୍ଟରେ ଅପିଲ କରିପାରିବେ । କିଛିଦିନ ତଳେ ମାଲ୍ୟା ଟ୍ବିଟ କରି…
ଅଧିକ ଖବର ଦେଖନ୍ତୁ...

ଆଲିଆଙ୍କଠାରୁ ଅଲଗା ହେବାର ୨ ବର୍ଷ ପରେ ଆସିଲା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବୟାନ: ଆମର ସଂପର୍କ ସାମାଜିକ ଥିଲା,…

ମୁମ୍ବାଇ : ୨୦୦୮ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ୩ କଳାକାର । ଅଭିନେତ୍ରୀ ଆଲିଆ ଭଟ୍ଟ, ଅଭିନେତା ବରୁଣ ଧଓ୍ଵନ ଏବଂ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା । ଏହି ଫିଲ୍ମ ରିଲିଜ୍‌ ହେବା ପରେ ପରେ ଆଲିଆ ଏବଂ ସିଦ୍ଧାର୍ଥଙ୍କ ମଧ୍ୟରେ ପ୍ରେମ…
ଅଧିକ ଖବର ଦେଖନ୍ତୁ...

ଅନର କିଲିଂ : ଝିଅର ପ୍ରେମିକକୁ ପିଟି ପିଟି ନିର୍ମମ ଭାବେ ହତ୍ୟା କଲେ ପରିବାର ଲୋକେ

ଚୁରୁ(ରାଜସ୍ଥାନ) : ରାଜସ୍ଥାନର ଚୁରୁ ଜିଲ୍ଲାରେ ଅନର କିଲିଂର ଏକ ଘଟଣା ସାମ୍ନାକୁ ଆସିଛି । ଝିଅର ପ୍ରେମ କରିବାକୁ ପରିବାର ପସନ୍ଦ ନ କରିବା ସହ ପ୍ରେମିକକୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଜଘନ୍ୟ ଅପରାଧ କରିବା ପରେ ଅପରାଧୀମାନେ…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ର ଏହି ନିର୍ଦ୍ଦେଶକଙ୍କ ପାଇଁ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକରଙ୍କ କ୍ୟାରିୟର ନଷ୍ଟ ହୋଇ ଯାଇଥିଲା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ୯୦ଦଶକର ସଫଳ ଅଭିନେତ୍ରୀ ଭାବରେ ପରିଚିତ। ସେ ବଲିଉଡ୍‌ରେ ଏକ ଲମ୍ବା ରାସ୍ତା ଅତିକ୍ରମ କରିବା ସହ ଦର୍ଶକଙ୍କୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି । ଅଭିନୟ ସହ ତାଙ୍କର ନାଚିବାର ଶୈଳୀ ସମସ୍ତଙ୍କୁ ପସନ୍ଦ ଥିବା ବେଳେ ଧିରେ ଧିରେ ତାଙ୍କର…
ଅଧିକ ଖବର ଦେଖନ୍ତୁ...