Daily Archives

February 4, 2019

ହାଜତ ଭିତରେ ବନ୍ଦ କରି ନାବାଳକ ଚା’ବିକାଳିକୁ ନିର୍ବସ୍ତ୍ର କଲେ ପାକିସ୍ତାନର ଦୁଇ ପୁଲିସକର୍ମୀ, ଦୁଷ୍କର୍ମ ଉଦ୍ୟମ ବି…

ରାଓ୍ଵଲପିଣ୍ଡି : କୌଣସି ଥାନାକୁ ଚା’ବାଲାଙ୍କ ଯିବା ଆସିବା ଏକ ସାଧାରଣ କଥା । କିନ୍ତୁ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା କୌଣସି ବଡ଼ ସମସ୍ୟାଠାରୁ କମ ନୁହେଁ । ନିକଟରେ ପାକିସ୍ତାନରେ ଘଟିଥିବା ଘଟଣା ଏହା ପ୍ରମାଣ କରିଛି । ପାକିସ୍ତାନର ରାଓ୍ଵଲପିଣ୍ଡି ପୁଲିସ ଷ୍ଟେସନରେ ଚା’ ଦେଉଥିବା ଜଣେ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ କର୍କଟ ଦିବସରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ନିଜର ଏଭଳି ଫଟୋ ସେୟାର କଲେ ତାହିରା କଶ୍ୟପ

ମୁମ୍ବାଇ : ଜୀବନର କୌଣସି ମୂହୁର୍ତ୍ତରେ କ’ଣ ଘଟିବ ତାହା କେହି କହି ପାରିବେ ନାହିଁ । ସବୁ ସମସ୍ୟାର ସମାଧାନ ହୋଇଗଲା ବୋଲି ଭାବିବାକୁ ଆରମ୍ଭ କରିବା ବେଳେ ଜୀବନ ଆଉ ଏକ ବଡ଼ ସମସ୍ୟା ଆଣି ଠିଆ କରି ଦେଇଥାଏ । କିଛି ସେଭଳି ସମୟ ଦେଇ ଏବେ ଗତି କରୁଛନ୍ତି ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା…
ଅଧିକ ଖବର ଦେଖନ୍ତୁ...

୪ ବର୍ଷୀୟ ସ୍କୁଲ ଛାତ୍ରୀକୁ ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲେ,ଶିକ୍ଷକଙ୍କୁ ମିଳିଲା ଫାଶୀ ଦଣ୍ଡ

ଜବଲପୁର : ସତନାର ଜିଲ୍ଲା ଅଦାଲତ ଏବେ ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଶୁଣାଇଥିବା ଜଣାପଡ଼ିଛି। ଅଭିଯୁକ୍ତ ଜଣଙ୍କ ପେସାରେ ଜଣେ ଶିକ୍ଷକ ହୋଇଥିବା ବେଳେ ସେ ନିଜର ଜଣେ ୪ ବର୍ଷୀୟ ଛାତ୍ରୀଙ୍କ ସହ ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲେ । ଜଙ୍ଗଲକୁ ନେଇ ଏଭଳି ଅପରାଧ କରିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

କୁମ୍ଭମେଳା : ମକର ସଂକ୍ରାନ୍ତିଠାରୁ ଏପର୍ଯ୍ୟନ୍ତ ମୋଟ ୧୨.୫ କୋଟି ଲୋକ ବୁଡ ପକାଇଛନ୍ତି

ପ୍ରୟାଗରାଜ : ଆଜି ହେଉଛି ପବିତ୍ର ସୋମବତୀ ମୌନୀ ଅମବାସ୍ୟା ବା ତ୍ରୀବେଣୀ ଅମାବାସ୍ୟା । ପ୍ରୟାଗରାଜଠାରେ ଚାଲିଥିବା କୁମ୍ଭ ମେଳାରେ ଆଜି ଦ୍ୱିତୀୟ ଶାହୀ ସ୍ନାନ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଦେଶ ବିଦେଶରୁ ଆସିଥିବା ପ୍ରାୟ ୩ କୋଟି ସାଧୁସନ୍ଥ ଓ ଶ୍ରଦ୍ଧାଳୁ ପବିତ୍ର ସଂଗମରେ ସ୍ନାନ…
ଅଧିକ ଖବର ଦେଖନ୍ତୁ...

ପେଟିଏମ୍‌ର ଭାଲେଣ୍ଟାଇନ୍ସ ଡେ ଅଫର୍‌, ପଚିଶ ଶହ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍‌

ନୂଆଦିଲ୍ଲୀ: ପେମେଣ୍ଟ୍‌ ବ୍ୟାଙ୍କ୍‌ ପେଟିଏମ୍‌ ନିଜର ଗ୍ରାହକମାନଙ୍କ ସକାଶେ ଏକ ଆକର୍ଷଣୀୟ ଅଫର୍‌ ଜାରି କରିଛି। ଏହି ଅଫର୍‌ ଜରିଆରେ ବିମାନ ଟିକେଟ୍‌ କ୍ଷେତ୍ରରେ ଗ୍ରାହକଙ୍କୁ ୨,୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ। ଏହି ଅଫର୍‌ ଜଣେ ବ୍ୟବହାରକାରୀଙ୍କୁ ଥରେ ମାତ୍ର ହିଁ ମିଳିବ। କମ୍ପାନି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଗସ୍ତରେ ଦି ଗ୍ରେଟ ଖଲି, ଫ୍ୟାନ୍‌ଙ୍କ ସହ ସେୟାର କଲେ ନିଜର ଫିଟ୍‌ନେସ୍‌ ଫଣ୍ଡା

ଭୁବନେଶ୍ୱର: ସୁପରଷ୍ଟାର ତଥା ଭାରତର ଜଣାଶୁଣା ରେସଲର ଦି ଗ୍ରେଟ ଖଲି ସଲିଡ ପ୍ଲାଇ କମ୍ପାନିର ବିଜ୍ଞାପନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସିଛନ୍ତି। ଦି ଗ୍ରେଟ ଖଲିଙ୍କ ଫ୍ୟାନ୍‌ ନିଜର ପ୍ରିୟ ସୁପରଷ୍ଟାରଙ୍କ ସହ ସେଲଫି ନେବା ସହ ମଜାଦାର ବାର୍ତ୍ତାଳାପ କରିଥିବା…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ଯୋଗଦେଲେ ସହିଦ ଔରଙ୍ଗଜେବଙ୍କ ପିତା ମହମ୍ମଦ ହନିଫ

ନୂଆଦିଲ୍ଲୀ : ଗତ ବର୍ଷ ଜାମ୍ମୁ ଓ କାଶ୍ମୀରରେ ସହିଦ ହୋଇଥିବା ସେନାର ରାଇଫଲମ୍ୟାନ ଔରଙ୍ଗଜେବଙ୍କ ପିତା ମହମ୍ମଦ ହନିଫ ଆଜି ବିଜେପିରେ ଯୋଗଦେଇଛନ୍ତି । ଆଜି ଏଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ସେ ଓ ଅବସରପ୍ରାପ୍ତ ସେନା…
ଅଧିକ ଖବର ଦେଖନ୍ତୁ...

୫୦ ଟଙ୍କାରେ ନିଜ ଶରୀର ବିକୁଥିବା ସୀମା ନିଜ ପ୍ରଚେଷ୍ଟାରେ ଆଜି ଲୋକ ଅଦାଲତର ଜଜ୍‌

ସିଲିଗୁଡ଼ି: ବହୁ କିନ୍ନରଙ୍କ ସଂଘର୍ଷ କାହାଣୀ ବିଷୟରେ ଆମେ ପୂର୍ବରୁ ଆଲୋଚନା କରିସାରିଛେ। ଆଜି କିନ୍ନର ସୁମୀ ଦାସଙ୍କ ସଂପର୍କରେ ଜାଣିବା। ସୁମୀ କୁଚବିହାରରେ ରହନ୍ତି। ଅତୀତରେ ୫୦ ଟଙ୍କାରେ ଷ୍ଟେସନ୍‌ରେ ନିଜ ଶରୀର ବିକୁଥିବା ସୁମୀ ଆଜି ଲୋକ ଅଦାଲତର ବିଚାରପତି। ଇତି ମଧ୍ୟରେ ତାଙ୍କର ସୁମୀ…
ଅଧିକ ଖବର ଦେଖନ୍ତୁ...

ଛାତ୍ର ବୃତ୍ତିର ଉଚ୍ଛେଦ, ଜିଏସ୍‌ଟି ବିରୋଧ ସହିତ ସର୍ବନିମ୍ନ ମଜୁରୀ ଦାବି କରି ବିଶାଳ ସମାବେଶ

କୁଚିଣ୍ଡା: ସୋମବାର ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଡିଭିଜନ କମିଟି ପକ୍ଷରୁ କେନ୍ଦୁପତ୍ର ସିଜନାଲ କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ମଜୁରୀ ଅନୁଯାଇ ଦରମାହାର ବ୍ୟତିକ୍ରମ, କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରୁ ଛାତ୍ର ବୃତ୍ତି ଉଚ୍ଛେଦ ଏବଂ କେନ୍ଦ୍ର ଓ ରାଜ୍ୟ ସରକାର କେନ୍ଦୁପତ୍ର ଜିଏସ୍‌ଟି…
ଅଧିକ ଖବର ଦେଖନ୍ତୁ...

ଭୋଡ଼ାଫୋନ ଘୋଷଣା କଲା ୧୧୯ ଟଙ୍କିଆ ପ୍ରି-ପେଡ୍‌ ପ୍ଲାନ, ଜାଣନ୍ତୁ ଏହାର ସୁବିଧା

ନୂଆଦିଲ୍ଲୀ : ଭୋଡାଫୋନ ପକ୍ଷରୁ ଏକ ୧୧୯ ଟଙ୍କିଆ ପ୍ରିପେଡ ପ୍ଲାନ ଘୋଷଣା କରାଯାଇଛି । ଏବେ ଏହି ପ୍ଲାନଟି କେବଳ ଭୋଡାଫୋନର ୪ଜି ସର୍ଭିସ ଥିବା ସର୍କଲର ୟୁଜରମାନଙ୍କ ପାଇଁ ଉପଲବ୍ଧ ଥିବାବେଳେ ଆଗାମୀ ଦିନରେ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ । ଏହି ପ୍ଲାନ ମାଧ୍ୟମରେ ଗ୍ରାହକମାନେ ୨୮ ଦିନ…
ଅଧିକ ଖବର ଦେଖନ୍ତୁ...