Daily Archives

February 5, 2019

ସୁବର୍ଣ୍ଣପୁର: ପାତାଳି ମହୋତ୍ସବ ଉଦ୍‌ଘାଟିତ, ପ୍ରଥମ ଦିନରେ ପହଂଚିଲେ ସହସ୍ରାଧିକ ଭକ୍ତ-ଦର୍ଶକ

ଉଲୁଣ୍ଡା: ପାତାଳି ମହୋତ୍ସବର ୧୪ତମ ସଂସ୍କରଣ ମଙ୍ଗଳବାର ଉଦ୍‌ଘାଟନ ହୋଇ ଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ନିକଟ ଛଳିଆ ପାହାଡ଼ ଉପରେ ଭଗବାନ ଶ୍ରୀଜଗନ୍ନାଥଙ୍କ ପାତାଳି ଶ୍ରୀକ୍ଷେତ୍ର ଠାରେ ଏହି ମହୋତ୍ସବକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ମଧୁ ସୁଦନ ମିଶ୍ର ଉଦ୍‌ଘାଟନ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଓଡ଼ିଶା ଆସବେ ନିତିନ ଗଡ଼କରି ଓ ରାହୁଲ ଗାନ୍ଧି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡ଼ିଶାକୁ ଜାତୀୟ ରାଜନୈତିକ ଦଳର ନେତାମାନଙ୍କ ସୁଅ ଛୁଟୁଛି। ବିଜେପିର ବରିଷ୍ଠ ନେତା ନିତିନ ଗଡ଼କରି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ଓଡ଼ିଶା ଆସୁଛନ୍ତି। ଦୁଇ ଦିନ ତଳେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ…
ଅଧିକ ଖବର ଦେଖନ୍ତୁ...

କ’ଣ ପାଇଁ କିଛି ଲୋକଙ୍କ ଗାଲରେ ପଡ଼ିଥାଏ ଭଉଁରି? ଏହାର ଅସଲ କାରଣ କ’ଣ?

ଗାଲରେ ଭଉଁରି ପଡ଼ିଲେ ତାହା ମୁହଁର ସୌନ୍ଦର୍ଯ୍ୟକୁ ବଢ଼ାଇ ଦେଇଥାଏ । ବଲିଉଡ୍‌ କଳାକାର ପ୍ରୀତି ଜିଣ୍ଟା, ଦୀପିକା ପାଦୁକୋନ୍‌, ଶାହାରୁଖ୍‌ ଖାନ୍‌ ଏବଂ ଜନ୍‌ ଆବ୍ରାହମ୍‌ଙ୍କ ଗାଲରେ ଭଉଁରି ପଡ଼ୁଥିବା ଦେଖି ଅନେକ ଲୋକ ନିଜ ଗାଲରେ ମଧ୍ୟ ଭଉଁରି ପଡ଼ିବା ନେଇ ସ୍ୱପ୍ନ ଦେଖିଥାନ୍ତି । କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ବିୟୁଟି ପାର୍ଲରରୁ ଫେରିବା ପରେ ହଠାତ୍‌ ଆଙ୍ଗୁଠିରେ ହୋଇଗଲା ସଂକ୍ରମଣ,ଲଗାତାର କରାଗଲା ୬ଟି…

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଜଣେ ମହିଳାଙ୍କୁ ବୟୁଟି ପାର୍ଲର ଯାଇ ମାନିକ୍ୟୁୟର କରିବା ଭାରୀ ପଡ଼ିଛି । ଘରକୁ ଫେରିବା ପରେ ମହିଳାଙ୍କ ଆଙ୍ଗୁଠିରେ ସଂକ୍ରମଣ ହେବା ସହ କୁଣ୍ଡାଇ ହେବା ଆରମ୍ଭ ହୋଇ ଯାଇଥିଲା । ସମସ୍ୟା ଧିରେ ଧିରେ ବଢ଼ିବାରୁ ମହିଳା ତୁରନ୍ତ ଡ଼ାକ୍ତରଙ୍କ ପାଖରେ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ କଶ୍ମୀରରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୬

ଶ୍ରୀନଗର: ଜମ୍ମୁ କଶ୍ମୀରରେ ମଙ୍ଗଳବାର ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ଥିଲା। ଜାତୀୟ ରାଜଧାନୀ ନୂଆଦିଲ୍ଲୀ-ଏନ୍‌ସିଆରରେ ମଧ୍ୟ ଆଜି ରାତି ଭୂ-କମ୍ପ ଅନୁଭୂତ ହୋଇଛି। ପଶ୍ଚିମ କଶ୍ମୀର ଭୂ-କମ୍ପର କେନ୍ଦ୍ରସ୍ଥଳ ବୋଲି କୁହାଯାଇଛି। ଭାରତ ବ୍ୟତୀତ…
ଅଧିକ ଖବର ଦେଖନ୍ତୁ...

୧୪ବର୍ଷ ପରେ ପରଦାକୁ ଫେରୁଛନ୍ତି ସ୍ନେହା ଉଲାଲ୍‌, ସଲମାନ ଦେଇଥିଲେ ବ୍ରେକ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସ୍ନେହା ଉଲାଲ୍‌ ୧୪ବର୍ଷ ପରେ ପୁଣି ପରଦାକୁ ଫେରୁଥିବା ଜଣାପଡ଼ିଛି। ସ୍ନେହା ୨୦୦୫ରେ ‘ଲକି: ନୋ ଟାଇମ୍‌ ଫର୍‌ ଲଭ୍‌’ରୁ ବଲିଉଡ୍‌ରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ସଫଳତା ପାଇ ପାରି ନଥିଲା । ସ୍ନେହାଙ୍କ ମୁହଁ ଅଭିନେତ୍ରୀ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ଟ୍ରେନ୍‌ରେ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ତଳେ ଖସି ପଡ଼ିଲେ ଆର୍‌ପିଏଫ୍‌ ଯବାନ, ଦୃଶ୍ୟ ଦେଖି ପାଟି କରିବାକୁ…

ଜାମ୍‌ସେଦପୁର : ଟାଟା ନଗର ରେଳ ଷ୍ଟେସନରୁ ଆରମ୍ଭ ହେଉଥିବା ହାଓ୍ଵଡ଼ା-ଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସରେ ଚଢ଼ିବା ସମୟରେ ସୋମବାର ଜଣେ ଆର୍‌ପିଏଫ୍‌ ଯବାନ ତଳକୁ ଖସି ପଡ଼ିଥିଲେ । ହଠାତ୍‌ ଏଭଳି ଦୃଶ୍ୟ ଦେଖି ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହେବା ସହ ତାଙ୍କୁ ବଞ୍ଚାଇବା ପାଇଁ ଦୌଡ଼ିଥିଲେ । କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଅକ୍ଷୟ କୁମାରଙ୍କ ସହ କାମ କରିବାକୁ ଚାହାନ୍ତି ଶାହରୁଖ୍‌ ଖାନ୍‌, କିନ୍ତୁ ଏହି ସର୍ତ୍ତରେ…

ମୁମ୍ବାଇ : ଅଭିନେତା ଶାହରୁଖ୍‌ ଖାନ୍‌ ଏବଂ ଅକ୍ଷୟ କୁମାର ଦୁହେଁ ବଲିଉଡ୍‌ର ଲୋକପ୍ରିୟ ଏବଂ ଆଗଧାଡ଼ିର ନାୟକ । ବୟସ ଏହି ଦୁଇ ଅଭିନେତାଙ୍କ ପାଇଁ ଅଭିନୟରେ ବାଧକ ସାଜି ନାହିଁ । ଏବେ ବି ସେମାନେ ବକ୍ସ ଅଫିସରେ ରାଜ୍‌ କରି ଚାଲିଛନ୍ତି । ତେବେ ପୂର୍ବରୁ କିଛି ଫିଲ୍ମରେ ଏହି ଦୁଇ କଳାକାରଙ୍କୁ…
ଅଧିକ ଖବର ଦେଖନ୍ତୁ...

ସାଙ୍ଗର ଉପସ୍ଥିତ ବୁଦ୍ଧି ପାଇଁ ଦୁଷ୍କର୍ମର ଶିକାର ହେବାରୁ ବଞ୍ଚିଗଲେ ୯ବର୍ଷୀୟା ନାବାଳିକା,ବାପା ଦେଇଥିବା ଉପଦେଶ…

ସୁରଟ୍‌ : ଗୁଜୁରାଟର ସୁରଟ୍‌ରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦୋକାନରୁ ଜିନିଷ ଆଣିବାକୁ କହି ଜଣେ ଯୁବକ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଅଭିଯୁକ୍ତ ନନ୍ଦନଙ୍କୁ ପୁଲିସ ଗିରଫ କରି ନେଇଛି । ସୂଚନା ମୁତାବକ,…
ଅଧିକ ଖବର ଦେଖନ୍ତୁ...

ଓସ୍କାର ଆଓ୍ଵାର୍ଡ ସୋ’ରେ ଯୋଗ ଦେବା ପୂର୍ବରୁ ଏହି କାରଣରୁ ଅନୀଲ କପୁରଙ୍କ ଉପରେ ରାଗିଥିଲେ ପତ୍ନୀ ସୁନୀତା

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅନୀଲ କପୁରଙ୍କ ଫିଲ୍ମ ‘ସ୍ଲମ୍‌ଡଗ୍‌ ମିଲେନିୟର’କୁ ୨୦୦୯ରେ ଓସ୍କାର ଆଓ୍ଵାର୍ଡ ମିଳିଥିଲା । ଏହି ଆଓ୍ଵାର୍ଡକୁ ଏବେ ୧୦ବର୍ଷ ପୂରି ସାରିଥିବା ବେଳେ ଏହାକୁ ନେଇ ଏକ ସେଲିବ୍ରେସନ୍‌ ରଖା ଯାଇଥିଲା । ଏହି ଅବସରରେ ଅଭିନେତା ଅନୀଲ କପୁର ନିଜର ପୁରୁଣା ଦିନ ସବୁକୁ…
ଅଧିକ ଖବର ଦେଖନ୍ତୁ...