Daily Archives

February 5, 2019

ପବ୍‌ଜି ସମେତ ଏହି ସବୁ ମୋବାଇଲ ଗେମ୍‌କୁ ହାନିକାରକ ବୋଲି କହିଲେ ଦିଲ୍ଲୀ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ, ସ୍କୁଲକୁ ଜାରି…

ନୂଆଦିଲ୍ଲୀ : ଧୀରେ ଧୀରେ ସ୍ମାର୍ଟଫୋନର ବ୍ୟବହାର ବଢ଼ି ବଢ଼ି ଚାଲିଛି । ଛୋଟ ପିଲାମାନଙ୍କଠାରୁ ଆରମ୍ଭ କରି ଯୁବକ-ଯୁବତୀମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି । ଏହା ଆମର ଅନେକ କାମକୁ ସହଜ କରାଇଛି ସତ କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ପିଲାମାନଙ୍କୁ ଖରାପ ବାଟରେ…
ଅଧିକ ଖବର ଦେଖନ୍ତୁ...

ଆମୀର-ଆଲିଆଙ୍କ ସଂପର୍କରେ କଙ୍ଗନାଙ୍କ ବିବାଦୀୟ ବୟାନ : ଏ ଦୁହେଁ ସ୍ୱାର୍ଥୀ, କାମ ପଡ଼ିଲେ ଅନ୍ୟକୁ ମନେପକାନ୍ତି

ମୁମ୍ବାଇ : ଫିଲ୍ମ ‘ମଣିକର୍ଣ୍ଣିକା’ ସୁଟିଂ ଆରମ୍ଭରୁ ହିଁ ବିବାଦରେ ରହି ଆସିଛି । ସୁଟିଂ ସମୟରେ କଙ୍ଗନାଙ୍କ ବ୍ୟବହାରରେ ଅତିଷ୍ଟ ହୋଇ କିଛି କଳାକାର ସୁଟିଂ ଅଧାରୁ ଛାଡ଼ି ଦେଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶକ କ୍ରିସ୍‌ ମଧ୍ୟ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ମନା କରି ଦେଇଥିଲେ । ଏହାପରେ…
ଅଧିକ ଖବର ଦେଖନ୍ତୁ...

ଗୃହ ସହାୟିକା ସହ ଥିଲା ଅବୈଧ ସଂପର୍କ, ସତ ସାମ୍ନାକୁ ଆସିବା ପରେ ସ୍ୱାମୀର ଗୁପ୍ତାଙ୍ଗ କାଟି ଏପରି କାର୍ଯ୍ୟ କଲା…

ନୂଆଦିଲ୍ଲୀ : ବିବାହ ପରେ ସ୍ୱାମୀ ଧୋକା ଦେବାରୁ ସ୍ତ୍ରୀ ଯେଉଁ ପଦକ୍ଷେପ ନେଇଛି,ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଶ୍ୱାସଘାତକ ସ୍ୱାମୀକୁ ଉଚିତ୍‌ ଶିକ୍ଷା ଦେବା ପାଇଁ ସ୍ତ୍ରୀ ଗୁପ୍ତାଙ୍ଗ କାଟିଦେବା ଘଟଣା ଆଗରୁ ଅନେକ ଥର ସାମ୍ନାକୁ ଆସିଛି । କିନ୍ତୁ ଏଠାରେ ପତ୍ନୀ ଆଉ ପାଦେ ଆଗେଇ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଜି ଦିନଟିରେ ଆପଣ ଆତ୍ମବିଶ୍ବାସ ଭରା ରହିବେ। ପାଖଲୋକଙ୍କ ସାହାଯ୍ୟ ପାଇବେ। ପୁଞ୍ଜି ବଜାରରେ ଆଶାଠୁଁ ଅଧିକ ଲାଭ ହେବ। ବିବାହିତ କୌଣସି ମନୋରମ ସ୍ଥାନକୁ ଭ୍ରମଣରେ ଯାଆନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ। ବୃଷ: ଦିନଟି ଆପଣଙ୍କ…
ଅଧିକ ଖବର ଦେଖନ୍ତୁ...

ରବୀନ୍ଦ୍ର ଜାଦେଜାଙ୍କୁ ପରାମର୍ଶ ଦେଲେ ହରଭଜନ, କହିଲେ- ବିଶ୍ୱକପ୍‌ ଖେଳିବାକୁ ହେଲେ କରିବାକୁ ପଡିବ ଏଭଳି କାମ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ତଥା ବରିଷ୍ଠ ଅଫ୍‌ ସ୍ପିନର୍‌ ହରଭଜନ ସିଂହଙ୍କ ଦୃଷ୍ଟିରେ ରବୀନ୍ଦ୍ର ଜାଦେଜା ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ରେ ସ୍ଥାନ ପାଇପାରିବେ। ମାତ୍ର ସ୍ପିନର ଭାବରେ ଟିମ୍‌ରେ ସାମିଲ ହେବାକୁ କିଛି କାମ କରିବାକୁ ପଡ଼ିବ ବୋଲି ହରଭଜନ କହିଛନ୍ତି। ଯାଦୁକାରୀ ସ୍ପିନର…
ଅଧିକ ଖବର ଦେଖନ୍ତୁ...

ଦେଶ ପାଇଁ ସହିଦ୍‌ ହୋଇଥିଲେ ପ୍ରଥମ ମହିଳା ଲେଫ୍ଟନାଣ୍ଟ କିରଣ, କିପରି ଅଛନ୍ତି ତାଙ୍କ ପରିବାର ଜାଣନ୍ତୁ…

ନୂଆଦିଲ୍ଲୀ: ଦେଶ ଏବଂ ଦେଶବାସୀଙ୍କ ଲାଗି ଲେଫ୍ଟନାଣ୍ଟ୍‌ କିରଣ ଶିଖାୱତ ସହିଦ ହୋଇଯାଇଥିଲେ। କିରଣ ଥିଲେ ଜଣେ ବୀର ମହିଳା ସେନା ଅଧିକାରୀ, ଯିଏକି ନିଜ କର୍ତ୍ତବ୍ୟ ପୂରଣ କରୁକରୁ ଦେଶ ପାଇଁ ଜୀବନ ହାରିଥିଲେ। ୨୦୧୫ ମସିହାରେ କିରଣ ସାଧାରଣତନ୍ତ୍ର ଦିବସ ଅବସରରେ ରାଜପଥରେ ନୌସେନାର ମହିଳା…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କ ପରେ ମନମୋହନ ସିଂହଙ୍କୁ ଭେଟିଲେ କମେଡି କିଙ୍ଗ୍‌

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ୍‌ ଶର୍ମା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଭେଟି ତାଙ୍କ ସହ ଉଠାଇଥିବା ଫଟୋକୁ ସୋସିଆଲ୍‌ ସାଇଟ୍‌ ଇନ୍‌ଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି। କପିଲ୍‌ ମନମୋହନ ସିଂହଙ୍କ ସହ ବାର୍ତ୍ତାଳପ କରୁଥିବା ସମୟର ଏକ ଫଟୋ ଏବଂ ମନମୋହନ ସିଂହ, ତାଙ୍କ ପତ୍ନୀ…
ଅଧିକ ଖବର ଦେଖନ୍ତୁ...

ଅଭିଷେକଙ୍କୁ ତାଙ୍କ ଜନ୍ମଦିନରେ ପତ୍ନୀ ଐଶ୍ୱର୍ଯ୍ୟା ଏମିତି ଶୁଭେଚ୍ଛା ଜଣାଇଲେ

ମୁମ୍ବାଇ: ମଙ୍ଗଳବାର ୪୩ ବର୍ଷ ବୟସରେ ପାଦ ଦେଇଛନ୍ତି ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ। ସୋସିଆଲ୍‌ ମିଡିଆରେ ପ୍ରଶଂସକମାନେ ଅଭିଷେକଙ୍କୁ ଶୁଭେଚ୍ଛାରେ ପୋତି ଦେଇଛନ୍ତି। କେବଳ ପ୍ରଶଂସକ ନୁହଁନ୍ତି, ବଲିଉଡ୍‌ର ବହୁ କଳାକାରମାନେ ବି ଅଭିଷେକଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପୁଲିସ କମିସନର ରାଜୀବ କୁମାରଙ୍କ ଗିରଫ ମାମଲାକୁ ନେଇ ସୋସିଆଲ ମିଡିଆରେ ମଜାଦାର ଟୁଇଟ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଚିଟ୍‌ ଫଣ୍ଡ ମାମଲା ନେଇ ସିବିଆଇ- ପଶ୍ଚିମବଙ୍ଗ ପୁଲିସ ସହିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁହାଁମୁହିଁ ହେବା ଘଟଣାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ନେତୃତ୍ୱାଧୀନ…
ଅଧିକ ଖବର ଦେଖନ୍ତୁ...