Daily Archives

February 6, 2019

ଶିବରାଜଙ୍କ ମୁର୍ସିଦାବାଦ ରାଲି ବାତିଲ, ବିଜେପି କିହଲା-ପଶ୍ଚିମବଙ୍ଗ ସରକାର ଦେଲେନି ହେଲିକପ୍ଟର ଅବତରଣ ଲାଗି ଅନୁମତି

କୋଲକାତା: ଭାରତୀୟ ଜନତା ପାର୍ଟିର ପଶ୍ଚିମବଙ୍ଗ ଶାଖା ବୁଧବାର କହିଛି, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ମୁର୍ସିଦାବାଦ ରାଲି ବାତିଲ ହୋଇଛି। ପଶ୍ଚିମବଙ୍ଗ ସରକାର ଶିବରାଜଙ୍କ ହେଲିକପ୍ଟର ଅବତରଣକୁ ଅନୁମତି ଦେଇ ନଥିବାରୁ ଏହି ରାଲି ବାତିଲ କରିଦିଆଯାଇଛି। ବିଜେପିର…
ଅଧିକ ଖବର ଦେଖନ୍ତୁ...

ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ରୋହିତ ଶର୍ମା କହିଲେ, ଆମେ ଅନେକ ଥର ବଡ଼ ଲକ୍ଷ୍ୟ ହାସଲ କରିଛୁ କିନ୍ତୁ ଏଥର ଫେଲ୍‌…

ୱେଲିଂଟନ୍‌: ନ୍ୟୁଜିଲାଣ୍ଡ ହାତରେ ବୁଧବାର ଭାରତ ପ୍ରଥମ ଟି-୨୦ରେ ପରାସ୍ତ ହେବା ପରେ ଟିମ୍‌ ଇଣ୍ଡିଆର ଅସ୍ଥାୟୀ ଅଧିନାୟକ ରୋହିତ ଶର୍ମା ମୁହଁ ଖୋଲିଛନ୍ତି। ରୋହିତ କହିଛନ୍ତି, ଲକ୍ଷ୍ୟ ପଛରେ ଗୋଡେଇ ଆମେ ଅନେକ ଥର ସଫଳ ହୋଇଛୁ କିନ୍ତୁ ଏଥର ଫେଲ୍‌ ହୋଇଗଲୁ। ଉଭୟ ବ୍ୟାଟସ୍‌ମ୍ୟାଙ୍କ ମଧ୍ୟରେ ଭଲ…
ଅଧିକ ଖବର ଦେଖନ୍ତୁ...

ବଦଳିବ ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଂଜିଲାଲ୍‌ର ଠିକଣା : ପାଟଣାଗଡ ସବ୍‌ଜେଲରୁ ବଲାଙ୍ଗିର…

ବଲାଙ୍ଗୀର : ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଂଜିଲାଲ ମେହେରକୁ ପାଟଣାଗଡ ସବ ଜେଲରୁ ବଲାଙ୍ଗିର ଜିଲ୍ଲା କାରାଗାରକୁ ସ୍ଥାନାନ୍ତର ପାଇଁ ସ୍ଥାନୀୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପାଟଣାଗଡ ଜେଲରୁ ପୁଂଜିଲାଲ, ୬ ଡକାୟତଙ୍କ ସହ ଖସିଯିବାକୁ ଉଦ୍ୟମ କରିଥିବା ନେଇ ଗତ ୨୪…
ଅଧିକ ଖବର ଦେଖନ୍ତୁ...

ଅତୀତକୁ ରୋମନ୍ଥନ କଲେ ବିଗ୍‌ ବି; ସୁପରଷ୍ଟାର ଶ୍ରୀଦେବୀଙ୍କ ସହ ପୁୁରୁଣା ଫଟୋ ସେୟାର କଲେ, ସାଥୀରେ ନଜର ଆସିଲେ ସଲମାନ…

ମୁମ୍ବାଇ: ନିଜ ଶବ୍ଦର ଚାତୁରୀ ସହ ସୋସିଆଲ ମିଡିଆରେ ବିଗ୍‌ ବି ସେୟାର କରୁଥିବା ଫଟୋର ଗୁରୁତ୍ୱ ମଧ୍ୟ ସବୁ ବେଳେ ଅଧିକ ରହିଥାଏ, ତାଙ୍କ ଫ୍ୟାନ୍‌ଙ୍କ ମଧ୍ୟରେ । ତାଙ୍କ କହିବା ଓ ଲେଖିବାର ଅନ୍ଦାଜକୁ ଯେମିତି ସମସ୍ତେ ପସନ୍ଦ କରନ୍ତି, ସେମିତି ସୋସିଆଲ ମିଡିଆରେ ନିଜର ଭାବ ବ୍ୟକ୍ତ କରିବାର…
ଅଧିକ ଖବର ଦେଖନ୍ତୁ...

ନିଜର ୫୦ ତମ ବିବାହ ବାର୍ଷିକୀରେ ଜଲଓ୍ଵା ଦେଖାଇଲେ ଶିଖ୍‌ ଦମ୍ପତି, ଭାଇରାଲ ହେବାରେ ଲାଗିଛି ଭିଡିଓ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କୌଣସି ଭିଡିଓ ଭାଇରାଲ ହେବା ଘଟଣା ନୂଆ ନୁହେଁ । ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଥିବାର ଦେଖା ଯାଇଥାଏ । କିନ୍ତୁ ଏବେ ଯେଉଁ ବୃଦ୍ଧ ଶିଖ୍‌ ଦମ୍ପତିଙ୍କ ନାଚିବାର ଭିଡିଓ ଭାଇରାଲ ହେଉଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏ ବୟସରେ ମଧ୍ୟ ଜୀବନକୁ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ଡିଆଇ ଦିନବନ୍ଧୁ ମଳିକ ପରିବାରର ୪ ଜଣଙ୍କୁ ହତ୍ୟା ମାମଲାର ରାୟ ପ୍ରକାଶ : ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କଲେ…

ପୁରୀ : ବହୁଚର୍ଚ୍ଚିତ ପୁରୀ ଜିଲ୍ଲା ଅସ୍ତରଙ୍ଗ ଦିନାଡିଆ ଗ୍ରାମର ପୂର୍ବତନ ଡିଆଇ ଦିନବନ୍ଧୁ ମଳିକ ପରିବାରର ୪ ଜଣଙ୍କୁ ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି। ଏହି ହତ୍ୟାକାଣ୍ଡ ମାମଲାରେ ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି ନିମାପଡା ଅତିରିକ୍ତ ଦୌରା ଜଜ୍ । ଏହି ଘଟଣାରେ ୩ ଜଣଙ୍କୁ ଦୋଷୀ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମରେ ସଫଳତା ନ ମିଳିବାରୁ ଏବେ ଛୋଟ ପରଦାରେ କାମ ଆରମ୍ଭ କରିବାକୁ ଯାଉଛନ୍ତି ସୋହେଲ ଖାନ୍‌, ପ୍ରଯୋଜନା ଦାୟିତ୍ୱ…

ମୁମ୍ବାଇ: ‘ଦ କପିଲ ଶର୍ମା’ ସୋ’ସଫଳ ହେବା ପରେ ଏବେ ପୁଣି ନୂଆ ଟିଭି ସୋ’ ଆଣିବାକୁ ଯାଉଛନ୍ତି ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନ ଖାନ୍‌ । ସୋ’ର କାହାଣୀ ଗାମା ପହିଲବାନଙ୍କ ଉପରେ ଆଧାରିତ ଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ସଲମାନ୍‌ ଖାନ୍‌ । ଏହି ସୋ’ ମାଧ୍ୟମରେ ପ୍ରଥମ ଥର ପାଇଁ…
ଅଧିକ ଖବର ଦେଖନ୍ତୁ...

ଆଇନ୍‌ ଠାରୁ ଉପରେ କେହି ନୁହନ୍ତି ବୋଲି ପ୍ରମାଣ କଲେ ଟ୍ରାଫିକ୍‌ ପୁଲିସ, ପାର୍କିଂ ନିଷେଧ ସ୍ଥାନରେ ମେୟର ଗାଡ଼ି ପାର୍କ…

ହାଇଦ୍ରାବାଦ୍‌: ଭାରତରେ ଟ୍ରାଫିକ୍‌ ନିୟମକୁ ଲୋକମାନେ କେତେ ପାଳନ କରନ୍ତି, ତାହା ପ୍ରାୟ ସମସ୍ତଙ୍କୁ ଜଣା । ଖାସ୍‌ କରି ବଡ଼ ବଡ଼ିଆମାନେ ନିଜ ପଦବିର ଦମ୍‌ ଦେଖାଇ ଟ୍ରାଫିକ୍‌ ନିୟମକୁ ଉଲ୍ଲ୍‌ଂଘନ କରୁଥିବା ଭାରତରେ ଅଧିକ ଦେଖା ଯାଇଥାଏ । ଦୁର୍ଘଟଣାକୁ କମ୍‌ କରିବା ପାଇଁ ଟ୍ରାଫିକ୍‌ ନିୟମକୁ…
ଅଧିକ ଖବର ଦେଖନ୍ତୁ...

ଶିକୁଳିରେ ବନ୍ଧା ପଡିଛି ଶୈଶବ : ୧୦ ବର୍ଷର ପୁଅକୁ ଶିକୁଳିରେ ବାନ୍ଧି ରଖିଛି ମାଆ

ଜଗତସିଂହପୁର : ୧୦ ବର୍ଷ ପୁଅକୁ ରଶିରେ ବାନ୍ଧି ଘରେ ରଖିଛି ମାଆ । ରଶି ବାନ୍ଧିବା ବେଳେ ଛାତି କୋହରେ ଫାଟି ପଡୁଛି, ତଥାପି ମାନସିକ ବିକାରଗ୍ରସ୍ତ ପୁଅର ସୁରକ୍ଷା ପାଇଁ ଅଭାବି ପରିବାରର ମାଆ ପାଖରେ ଆଉ କିଛି ବିକଳ୍ପ ନାହିଁ । ପୁଅର ଚିକିତ୍ସା ପାଇଁ ନିଜର ସବୁ ସମ୍ବଳ ସାରିବା ପରେ ପଡୋଶୀ ଓ…
ଅଧିକ ଖବର ଦେଖନ୍ତୁ...

ମଥାରେ ସିନ୍ଦୁର ପିନ୍ଧି ପ୍ରୟାଜରାଜ୍‌ରେ ପହଞ୍ଚିଲେ ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ, କାହା ନାଁରେ ସିନ୍ଦୁର ପିନ୍ଧିଛ…

ପ୍ରୟାଗ୍‌ରାଜ୍‌: ଡ୍ରାମା କୁଇନ୍‌ ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ ପ୍ରତି ଥର କିଛି ନା କିଛି କାମ ପାଇଁ ବିବାଦରେ ରହିଥାନ୍ତି । ଦେଶରେ ଉଠୁଥିବା ପ୍ରତିଟି ସମସ୍ୟା ବିଷୟରେ ସେ ନିଜର ବିବଦୀୟ ବୟାନ ରଖିବା ସହ ଚର୍ଚ୍ଚାର ପରିସରକୁ ଆସିଥାନ୍ତି । କିଛି ଦିନ ତଳେ ୟୁଟ୍ୟୁବର ଦୀପକ କଲାଲଙ୍କୁ…
ଅଧିକ ଖବର ଦେଖନ୍ତୁ...