Daily Archives

February 8, 2019

ନ୍ୟୁଜିଲାଣ୍ଡ ଠାରୁ ଟି-୨୦ ଶୃଙ୍ଖଳାରେ ହାରିବା ନେଇ ଚିନ୍ତା କରୁ ନାହିଁ ଭାରତୀୟ ଟିମ: ହରମନପ୍ରୀତ

ଆକଲାଣ୍ଡ: ଭାରତୀୟ ମହିଳା ଟି-୨୦ କ୍ରିକେଟର ଅଧିନାୟିକା ହରମନପ୍ରୀତ କୌର ଶୁକ୍ରବାର ନ୍ୟୁଜିଲାଣ୍ଡରେ ପରାଜୟ ଟିମ୍‌ ପାଇଁ ଏକ ପ୍ରମାଣ ବୋଲି କହିଛନ୍ତି। ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ ଏଠାରେ ଇଡନ ପାର୍କ ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ଟି-୨୦ ମ୍ୟାଚରେ ଭାରତୀୟ ଟିମକୁ ୪ ଓ୍ଵିକେଟରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ବଜାରରେ ହୋଣ୍ଡା ସିବି୩୦୦ଆର୍

ଭୁବନେଶ୍ୱର: ଯୁବପିଢ଼ିଙ୍କୁ ଦୃଷ୍ଟିରେ ରଖି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ନୂଆ ବାଇକ୍ ସିବି୩୦୦ଆର୍    ଉନ୍ମୋଚନ କରାଯିବା ସହିତ କଂପାନି ମଧ୍ୟମ ଓଜନର ମୋଟରସାଇକଲ୍ କ୍ଷେତ୍ରରେ ପ୍ରବେଶ କରିଛି । ନିଓ ସ୍ପୋର୍ଟସ୍ କାଫେ ବର୍ଗରେ ଏହା ହେଉଛି କଂପାନିର ଦ୍ୱିତୀୟ…
ଅଧିକ ଖବର ଦେଖନ୍ତୁ...

ମାୟାବତୀଙ୍କୁ ଝଟ୍‌କା : ନିଜ ପ୍ରତିମୂର୍ତ୍ତି ଓ ହାତୀ ପ୍ରତିମୂର୍ତ୍ତି ନିର୍ମାଣରେ ଖର୍ଚ୍ଚ ହୋଇଥିବା ଅର୍ଥ ଫେରାଇବାକୁ …

ନୂଆଦିଲ୍ଲୀ : ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଏକ ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ମାୟାବତୀଙ୍କୁ ସମାଲୋଚନା କରିଛନ୍ତି । ନିଜ ପ୍ରତିମୂର୍ତ୍ତି ଓ ହାତୀ ପ୍ରତିମୂର୍ତ୍ତି ତିଆରିରେ ଯେତିକି ଅର୍ଥ ଖର୍ଚ୍ଚ କରିଛନ୍ତି ସେସବୁକୁ ଫେରସ୍ତ…
ଅଧିକ ଖବର ଦେଖନ୍ତୁ...

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ନୂଆ ’ଏଫଡି ଏକ୍ସଟ୍ରା’ର ଶୁଭାରମ୍ଭ

ଭୁବନେଶ୍ୱର : ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ଏଫଡି ଏକ୍ସଟ୍ରା ର ଶୁଭାରମ୍ଭ କରାଯାଇଛି। ବ୍ୟାଙ୍କ ତରଫରୁ ଏହା ଅଧିନରେ ବିଭିନ୍ନ ପ୍ରକାର ଏଫଡି ଓ ଆରଡି ଉପରେ ସ୍ୱତନ୍ତ୍ର ଧରଣର ନୂତନ ସୁବିଧା ପ୍ରଦାନ କରାଯାଉଛି। ଗ୍ରାହକମାନଙ୍କ ସବୁ ପ୍ରକାର ଜୀବନର ଲକ୍ଷ୍ୟ ଯଥା…
ଅଧିକ ଖବର ଦେଖନ୍ତୁ...

ବଦଳିବ ବିଏଡ୍‌ ପାଠ୍ୟକ୍ରମର ଅବଧି : ଆସନ୍ତାବର୍ଷରୁ ଏହି ପାଠ୍ୟକ୍ରମର ଅବଧି ହେବ ୪ ବର୍ଷ !

ନୂଆଦିଲ୍ଲୀ : ଆସନ୍ତାବର୍ଷରୁ ବଦଳିବାକୁ ଯାଉଛି ବିଏଡ୍‌ ପାଠ୍ୟକ୍ରମର ଅବଧି। ବିଏଡ୍‌ ପାଠ୍ୟକ୍ରମ‌ରେ ସୁଧାର ଆଣିବା ପାଇଁ ସରକାର ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି। ଯାହାଫଳରେ ଆସନ୍ତାବର୍ଷ ଠାରୁ ବ୍ୟାଚେଲର ଇନ୍ ଏଜୁକେସନ୍ (ବିଏଡ଼୍) ପାଠ୍ୟକ୍ରମର ଅବଧି ୪ ବର୍ଷ ହୋଇଯିବ…
ଅଧିକ ଖବର ଦେଖନ୍ତୁ...

ରାଫେଲ ଡିଲ୍‌ ସଂପର୍କରେ ସିଏଜି ରିପୋର୍ଟ ଚୂଡାନ୍ତ,୨-୩ ଦିନରେ ସଂସଦରେ ଉପସ୍ଥାପନ ହେବା ସମ୍ଭାବନା

ନୂଆଦିଲ୍ଲୀ : ଫ୍ରାନ୍ସରୁ ରାଫେଲ ବିମାନ କିଣା ମାମଲାରେ ଆସନ୍ତା ଜାନୁୟାରୀ ମାସରେ କମ୍ପଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ (ସିଏଜି) ନିଜର ଅଡିଟ ରିପୋର୍ଟ ପ୍ରସ୍ତୁତ ହୋଇଯାଇଛି । ଆସନ୍ତା ୨-୩ ଦିନ ମଧ୍ୟରେ ଏହାକୁ ସଂସଦରେ ଉପସ୍ଥାପନ କରାଯିବ ବୋଲି ଜଣାଯାଇଛି । ସଂସଦରେ ଉପସ୍ଥାପନ ହେବା ପରେ…
ଅଧିକ ଖବର ଦେଖନ୍ତୁ...

ଆର୍ଥିକ ଅନିୟମିତତା ଅଭିଯୋଗ : ଆୟକର ବିଭାଗର ରାଡାରରେ ବୈଜୟନ୍ତ

ଭୁବନେଶ୍ୱର : ଆର୍ଥିକ ଅନିୟମିତତା ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆୟକର ବିଭାଗ ନିକଟରେ ଏପରି ଏକ ଅଭିଯୋଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବୈଜୟନ୍ତ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା ଏବଂ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ବର୍ଷା ଓ ବଜ୍ରପାତ ନେଇ ୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ତେଣୁ ୮ ଜିଲ୍ଲାକୁ ବଜ୍ରପାତ ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାତି ୮ଟାରୁ ୧୧ଟା ୪୫ ମିନିଟ୍ ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ…
ଅଧିକ ଖବର ଦେଖନ୍ତୁ...

ସୋନପୁର-ବିନିକା ରାସ୍ତାରେ ପିସ୍ତଲ ଦେଖାଇ ଟଙ୍କା ଓ ମୋବାଇଲ ଲୁଟ ଅଭିଯୋଗ, ୨ ବାଇକ ଜବତ

ବିନିକା: ସୋନପୁର-ବିନିକା ମୁଖ୍ୟ ରାସ୍ତାରେ ଗୁରୁବାର ରାତି ପିସ୍ତଲ ଦେଖାଇ ଲୁଟେରାମାନେ ଲୁଟ୍‌ କରିଛନ୍ତି। ଲୁଟେରାମାନେ ରାସ୍ତାକୁ ବନ୍ଦକରି ପିସ୍ତଲ, ଖଣ୍ଡା ଓ ଠେଙ୍ଗା ଦେଖାଇ ଚାରିଚକିଆ ଯାନକୁ ଅଟକାଇ ଟଙ୍କା ମୋବାଇଲ ଓ ଗାଡ଼ିଚାବି ଲୁଟ କରି ପୁଲିସକୁ ଚ୍ୟାଲେଞ୍ଜ କରିଛନ୍ତି। ବିନିକା…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରକୁ ମମତାଙ୍କ ଜବାବ : ୫ ଆଇପିଏସ ଅଫିସରଙ୍କ ମେଡାଲ ଫେରାଇ ନେଲେ, ସେମାନଙ୍କୁ ବଙ୍ଗବିଭୂଷଣ ପୁରସ୍କାର ଦେବି

ନୂଆଦିଲ୍ଲୀ  :  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ସହ ଧାରଣାରେ ବସିଥିବା ପ୍ରାୟ  ୫ ଜଣ ଆଇପିଏସ ଅଧିକାରୀଙ୍କ ଠାରୁ କେନ୍ଦ୍ର ସରକାର ମେଡାଲ ଫେରାଇ ନେଲେ ତାହାର ଜବାବ ଦିଆଯିବ ବୋଲି ମମତା କହିଛନ୍ତି । ସେ କହିଛନ୍ତି ଯଦି କେନ୍ଦ୍ର ସେମାନଙ୍କଠାରୁ ମେଡାଲ ଫେରାଇ ନିଏ…
ଅଧିକ ଖବର ଦେଖନ୍ତୁ...