Daily Archives

February 9, 2019

ସ୍ୱଚ୍ଛ ଗଙ୍ଗା ମିଶନକୁ ପ୍ରମୋଟ କରିବ ରିଲାଏନ୍ସ

ନୂଆଦିଲ୍ଲୀ : ଜନସାଧାରଣଙ୍କୁ ଗଙ୍ଗା ନଦୀକୁ ସ୍ୱଚ୍ଛ ରଖିବାର ଗୁରୁତ୍ୱ ସମ୍ବନ୍ଧରେ ସଚେତନ ଏବଂ ପ୍ରଵୃଦ୍ଧ କରିବା ପାଇଁ ନମାମି ଗଙ୍ଗେ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସ୍ୱଚ୍ଛ ଗଙ୍ଗା ଜାତୀୟ ମିଶନ  ପକ୍ଷରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ଼ ଲିମିଟେଡ଼ ସହିତ ସହଭାଗିତା ଘୋଷଣା କରାଯାଇଛି | ଏହି…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ଶାହରୁଖ୍‌ ଖାନ୍‌ ଆଜି ପର୍ଯ୍ୟନ୍ତ ଦେଖି ନାହାନ୍ତି ନିଜର ପ୍ରଥମ ଫିଲ୍ମ ‘ଦିଓ୍ଵାନା’

ମୁମ୍ବାଇ : ବଲିଉଡ୍‌ ସୁପରଷ୍ଟାର ତଥା କିଙ୍ଗ ଖାନ୍‌ ଶାହରୁଖ୍‌ ଫିଲ୍ମ ‘ଦିଓ୍ଵାନା’ରୁ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ରିଲିଜ୍‌ ହେବା ପରେ ଫିଲ୍ମକୁ ଦର୍ଶକଙ୍କ ଭଲ ପାଇବା ମିଳିଥିଲା । ଏବେ ଏହି ଫିଲ୍ମକୁ ଦେଖିବା ନେଇ ଦର୍ଶକଙ୍କ ମନରେ ଉତ୍ସାହ ଭରି ରହିଛି । ଏହି ଫିଲ୍ମ ପରେ…
ଅଧିକ ଖବର ଦେଖନ୍ତୁ...

ଯାଜପୁର ଜିଲ୍ଲାର ଦୁଇଟି ସ୍ଥାନରେ ଦୁର୍ଘଟଣା ଘଟି ୩ ମୃତ

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ୫ନଂ(କ) ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। କଣ୍ଟିଗଡ଼ିଆ ଛକ ନିକଟରେ ଘଟିଥିବା ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଶୋଚନୀୟ ଭାବେ ମୃତ୍ୟୁବରଣ କରିଛନ୍ତି। ସେମାନେ ଗୋଟିଏ ବାଇକ୍‌ରେ ଯାଉଥିବା…
ଅଧିକ ଖବର ଦେଖନ୍ତୁ...

୩୦ବର୍ଷ ପରେ ଫୁଟ୍‌ ପାଥ୍‌ରୁ କିଣିଥିବା ମୁଦି ହୀରାଖଚିତ ବୋଲି ଜାଣି ପାରିଲେ ମହିଳା,ମୂଲ୍ୟ ଥିଲା ୬୮କୋଟି ଟଙ୍କା

ନୂଆଦିଲ୍ଲୀ : ୩୦ ବର୍ଷ ପରେ ସାଧାରଣ ବୋଲି ଭାବୁଥିବା ମୁଦିରେ ହୀରା ଖଚିତ ହୋଇଥିବା ଜାଣି ଡେବ୍ରା ଗୋଡ୍ରାଡ୍‌ଙ୍କ ହୋସ ଉଡି ଯାଇଥିଲା । ବିଶ୍ୱାସ କରିବା ପାଇଁ ତାଙ୍କୁ ଗୋଟେ ରାତି ଲାଗିଥିଲା । ୩୦ ବର୍ଷ ବିତିଯିବା ପରେ ସାଧାରଣ ବୋଲି ଭାବୁଥିବା ମୁଦିର ଦାମ୍‌ ୬୮କୋଟି ଟଙ୍କା ଜାଣି ସେ ଖୁସି…
ଅଧିକ ଖବର ଦେଖନ୍ତୁ...

‘କଫି ଉଇଥ୍‌ କରଣ’ରେ ଏହି ପ୍ରଶ୍ନର ଉତ୍ତର ଦେଇ ଅଭିନେତା ଅଜୟ ଦେବ୍‌ଗନ୍‌ ଜିତିନେଲେ ଅଡି କାର୍‌

ମୁମ୍ବାଇ : ବିଭିନ୍ନ କାରଣ ପାଇଁ ଆରମ୍ଭରୁ  ଚର୍ଚ୍ଚାରେ ରହି ଆସିଛି ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଚାଟ୍‌ ସୋ’ ‘କଫି ଉଇଥ୍‌ କରଣ’ । କିଛି ଦିନ ହେବ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେ.ଏଲ୍‌ ରାହୁଲକୁ ନେଇ ସୋ’ଟି ବିବାଦରେ ରହିଥିଲା । ଏବେ ଅଭିନେତା ଅଜୟ ଦେବଗନ୍‌ ଅଡି…
ଅଧିକ ଖବର ଦେଖନ୍ତୁ...

କୁରକୁରି ଖାଉଥିବା ବେଳେ ତଣ୍ଟିରେ ଲାଗି କଲେଜ ଛାତ୍ରୀଙ୍କ ମୃତ୍ୟୁ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ବେଲପାହାଡ ସହରରେ ଜଣେ କଲେଜ ଛାତ୍ରୀ କୁରକୁରି ଖାଉଥିବା ବେଳେ ତଣ୍ଟିରେ ଲାଗିବାରୁ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ଭଳି ଦୁଃଖଦ ଘଟଣା ଘଟିଛି। ବେଲପାହାଡ଼ ଫାଟକ ପାଖରେ ରହୁଥିବା ସରୋଜ କୁମାର ରାୟଙ୍କ ୧୬ ବର୍ଷୀୟା ଝିଅ ସୁଚିତ୍ରା ଆଜି ଅପରାହ୍ନ ସାଢ଼େ ୪ଟା…
ଅଧିକ ଖବର ଦେଖନ୍ତୁ...

ସଫା କରିବା ପରେ ଶୁଖାଇବା ପାଇଁ ଓ୍ଵାସିଂ ମେସିନ୍‌ରେ ଓଦା କପଡ଼ା ସହ ୩ ଖଣ୍ଡ ବରଫ ପକାଉଥିଲେ ମହିଳା, ପଡ଼ୋଶୀ କାରଣ…

ନୂଆଦିଲ୍ଲୀ : ଲଣ୍ଡନରେ ରହୁଥିବା ଜଣେ ମହିଳାଙ୍କ ଅଜବ କାମକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ସେ ପୋଷାକ ସଫା କରିବା ପରେ ଯେଉଁ କାମ କରୁଥିଲେ,ତାହା ସମସ୍ତଙ୍କ ମନରେ ପ୍ରଥମେ ପ୍ରଶ୍ନ ସୃଷ୍ଟି କରିଥିଲା । କିନ୍ତୁ ଏହାର କାରଣ ସାମ୍ନାକୁ ଆସିବା ପରେ ସମସ୍ତେ ତାଙ୍କୁ ପ୍ରଶଂସା କରିବାରେ…
ଅଧିକ ଖବର ଦେଖନ୍ତୁ...

ସଞ୍ଜୟ ଦତ୍ତଙ୍କ ଆଗରେ ରଣବୀରଙ୍କୁ ଚାପୁଡ଼ା ମାରିଥିଲେ ସଲମାନ,ପରେ ବାପା ସଲିମ ଖାନ୍‌ କରିଥିଲେ ଏହି କାମ

ମୁମ୍ବାଇ : ବଲିଉଡ୍‌ର କ୍ୟାରିୟର ଆରମ୍ଭ କରିବା ପରଠାରୁ ଦବଙ୍ଗ ଖାନ୍‌ ସଲମାନ୍‌ କୌଣସି ନା କୌଣସି କାରଣରୁ ବିବାଦରେ ଛନ୍ଦି ହୋଇ ଆସିଛନ୍ତି । କେତେବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ହେଉ ତ କେତେବେଳେ ପେସାଦାର ଜୀବନକୁ ନେଇ ବିବାଦ ହୋଇଛି । ଏତେ ସବୁ ବିବାଦ ମଧ୍ୟରେ ଗୋଟେ ବିବାଦ ଏମିତି…
ଅଧିକ ଖବର ଦେଖନ୍ତୁ...

ରାଗିବାରୁ ଇନ୍‌ଷ୍ଟାଗ୍ରାମ୍‌ରେ ନକଲି ଆକାଉଣ୍ଟ କରି ଶିକ୍ଷୟିତ୍ରୀଙ୍କ ଅଶ୍ଲୀଳ ଫଟୋ ଛାଡ଼ିଲେ ଛାତ୍ରୀ

ଜୋଧପୁର : ରାଜସ୍ଥାନର ଯୋଧପୁର ଜିଲ୍ଲାରେ ଜଣେ ସ୍କୁଲ ଛାତ୍ରୀ ଯାହା କରିଛନ୍ତି, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସାମାନ୍ୟ କାରଣରୁ ଛାତ୍ରୀ ଜଣଙ୍କ କରିଥିବା ଅପରାଧ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶିକ୍ଷୟିତ୍ରୀ ଛାତ୍ରୀକୁ ରାଗିବାରୁ ପ୍ରତିଶୋଧ ନେବା ପାଇଁ ଇନ୍‌ଷ୍ଟାରେ ପୀଡ଼ିତାଙ୍କ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ  ତୃଣମୂଳ କଂଗ୍ରେସ ବିଧାୟକଙ୍କୁ ଗୁଳିମାରି ହତ୍ୟା

କୋଲକାତା :  ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଆରମ୍ଭ ହୋଇଯାଇଛି । ଆଜି ତୃଣମୂଳ କଂଗ୍ରେସର ଜଣେ ବିଧାୟକ ସତ୍ୟଜିତ ବିଶ୍ବାସଙ୍କୁ ଅତି ନିକଟରୁ ଗୁଳିମାରି ହତ୍ୟା କରାଯାଇଛି । ଆଜି ସରସ୍ବତୀ ପୂଜାର ପୂର୍ବ ସଂଧ୍ୟାରେ ସେ ଫୁଲବାରୀ ଅଂଚଳରେ ଏକ…
ଅଧିକ ଖବର ଦେଖନ୍ତୁ...