Daily Archives

February 9, 2019

ଆଲିଆଙ୍କୁ କଙ୍ଗନାଙ୍କ ଉପଦେଶ : କରଣ ଜୋହରଙ୍କ ଇଶାରାରେ କଣ୍ଢେଇ ହୋଇ ନାଚିବା ଛାଡ଼ି ନିଜର ସ୍ୱର ଉଠାଅ, ନିଜକୁ…

ମୁମ୍ବାଇ : ସବୁବେଳେ କୌଣସି ମାମଲାକୁ ନେଇ ନିଜର ସ୍ୱତନ୍ତ୍ର ମତ ରଖିଥାନ୍ତି ଅଭନେତ୍ରୀ କଙ୍ଗନା ରାନାଓ୍ଵତ୍‌ । ବଲିଉଡ୍‌ରେ ନାରୀ ଶକ୍ତିକୁ ଆଣିଥିବା କଙ୍ଗନା ସଫଳ ହେବା ପାଇଁ କାହାର ସାହାଯ୍ୟ ନେବାକୁ ପସନ୍ଦ କରନ୍ତି ନାହିଁ। କିଛି ଦିନ ତଳେ ତାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ ରିଲିଜ୍‌…
ଅଧିକ ଖବର ଦେଖନ୍ତୁ...

ଏହି ରେସ୍ତୋରାଁରେ ପ୍ଲେଟ୍‌ରେ ଖାଇବା ଛାଡ଼ିଲେ ଦେବାକୁ ହେବ ଜରିମାନା! ଯିବା ପୂର୍ବରୁ ଜାଣି ନିଅନ୍ତୁ ପୂରା ଘଟଣା

ଚେନ୍ନାଇ: କିଛି ଲୋକଙ୍କର ବାହାରେ ହେଉ କି ଘରେ,ଖାଇ ସାରିବା ପରେ ପ୍ଲେଟ୍‌ରେ ଖାଦ୍ୟ ବଳକା ରଖିବାର ଅଭ୍ୟାସ ରହିଥାଏ । ଘରେ ହେଉ କି ହୋଟେଲ ପ୍ରାୟ ଲୋକ ଖାଦ୍ୟ ନଷ୍ଟ କରିଥାନ୍ତି । କିନ୍ତୁ ତାମିଲନାଡୁରେ ଏକ ଏମିତି ହୋଟେଲ ରହିଛି ଯେଉଁଠି ଖାଇବା ନଷ୍ଟ କଲେ ଗ୍ରାହକଙ୍କୁ ଜରିମାନା ଦେବାକୁ…
ଅଧିକ ଖବର ଦେଖନ୍ତୁ...

ଅପ୍ରେଲରେ ରିଲିଜ୍‌ ହେବ ରାହୁଲ ଗାନ୍ଧିଙ୍କ ବାୟୋପିକ୍‌ ‘ମାଇଁ ନେମ୍‌ ଇଜ୍‌ ରାଗା’, ଟିଜର୍‌ରେ ଦେଖିବାକୁ ମିଳିଲା…

ମୁମ୍ବାଇ : ଲୋକସଭା ନିର୍ବାଚନ ୨୦୧୯କୁ ନେଇ ଏବେ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରି ସାରିଥିବା ବେଳେ କଂଗ୍ରେସ ନିଜର ଏକ ଭିନ୍ନ ରଣନୀତିି ଆପଣାଇଛି । କିଛି ଦିନ ତଳେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ କଂଗ୍ରେସ ସକ୍ରିୟ ରାଜନୀତିରେ ସାମିଲ କରିଥିବା ବେଳେ ଏବେ ରାହୁଲ ଗାନ୍ଧିଙ୍କ ବାୟୋପିକ୍‌କୁ…
ଅଧିକ ଖବର ଦେଖନ୍ତୁ...

ସାଙ୍ଗ ସହ ବୁଲିବାକୁ ଯାଇଥିବା ବେଳେ ଯୁବତୀଙ୍କୁ ଅସଦାଚରଣ, ପୋଷାକ ଫାଡି ଦେବା ସହ ଉତ୍ତୋଳନ କଲେ ଭିଡିଓ

ଜହାନାବାଦ୍‌ : ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ୩-୪ଯୁବକ ଜଣେ ଯୁବତୀଙ୍କ ସହ ଅସଦାଚରଣ କରୁଥିବାର ଦେଖା ଯାଇଛି । ଭିଡିଓଟି ଭାଇରାଲ ହେବା ପରେ ଏହା ବିହାରରେ ଥିବା ଜହାନାବାଦ୍‌ ଜିଲ୍ଲାର ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଭିଡିଓରେ ଅଭିଯୁକ୍ତମାନେ ଯୁବତୀଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ସିଧା ପ୍ରଶ୍ନର ବଙ୍କା ଉତ୍ତର ଦେଇ ଚର୍ଚ୍ଚାରେ ଯୁବ କ୍ରିକେଟ୍‌ର ଖଲିଲ୍‌ ଅହମ୍ମଦ

ଅକ୍‌ଲାଣ୍ଡ: ନିଉଜିଲାଣ୍ଡ୍‌ର ଅକ୍‌ଲାଣ୍ଡଠାରେ ୭ ଓ୍ଵିକେଟ୍‌ରେ ଭାରତ ନିଉଜିଲାଣ୍ଡ୍‌କୁ ହରାଇବା ପରେ ଶୁକ୍ରବାର ପୋଷ୍ଟ୍‍ ମ୍ୟାଚ୍‌ ସମ୍ମିଳନୀରେ ଗଣମାଧ୍ୟମରେ ବାଇଟ୍‌ ଦେବା ବେଳେ ସମାନ୍ୟ ଭୟଭୀତ ହୋଇ ଯାଇଥିଲେ ଭାରତୀୟ ଯୁବ କ୍ରିକେଟର୍‌ ଖଲିଲ୍‌ ଅହମ୍ମଦ। ମାତ୍ର ୬ ମାସ ତଳେ ନିଜର…
ଅଧିକ ଖବର ଦେଖନ୍ତୁ...

ବିବାହ ସମୟରେ ସାଥିରେ ବସିଥିଲେ ବର-କନ୍ୟା,ଫଟୋ ଉଠାଇବା ପାଇଁ ମୁଣ୍ଡ ଉପରୁ ଓଢ଼ଣା ହଟାଇବାକୁ କହିଲେ ଫଟୋଗ୍ରାଫର,ତା’…

ନୂଆଦିଲ୍ଲୀ : ସାଉଦି ଆରବରେ ବିବାହ ସମୟରେ ଘଟିଥିବା ଘଟଣାକୁ ନେଇ ଏବେ ସମସ୍ତେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି । ବିବାହ ସମୟରେ ବର-କନ୍ୟା ସାଥିରେ ବସିଥିବା ସମୟରେ ଫଟୋଗ୍ରାଫର ଫଟୋ ଉଠାଇବା ପାଇଁ କନ୍ୟାକୁ ଓଢ଼ଣା ହଟାଇବା ପାଇଁ କହିଥିଲେ । ଯାହା ପରେ ବର କନ୍ୟାର ମୁହଁ ଦେଖି ତୁରନ୍ତ…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା ପୂର୍ବରୁ ‘ମେଲୋଡି କୁଇନ୍‌’ ପ୍ରଭାତୀ ବାପା-ମା’ଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ ଏହି ଶେଷ ଚିଠି

ଭଦ୍ରକ: ଭଦ୍ରକ ଜିଲ୍ଲାର ଜଣାଶୁଣା ମେଲୋଡି ଗାୟିକା ପ୍ରଭାତୀ ଜେନାଙ୍କର ଶନିବାର ସନ୍ଦେହଜନକ ଭାବେ ମୃତ୍ୟୁ ହାଇଛି। ପ୍ରଭାତୀଙ୍କ ଘର ଧାମନଗର ଥାନା ପଦ୍ମପୋଖରୀ ଗ୍ରାମରେ ବୋଲି ଜଣାପଡ଼ିଛି। ସେ ଜଣେ ଭଲ କଣ୍ଠଶିଳ୍ପୀ ଥିଲେ। ‘ମେଲୋଡି କୁଇନ୍‌’ ଭାବେ ଧାମନଗର ଓ ଆଖପାଖ ଅଞ୍ଚଳରେ ବେଶ୍‌ ପରିଚିତ…
ଅଧିକ ଖବର ଦେଖନ୍ତୁ...

ଆର୍ଥିକ ସଂକଟ ସତ୍ତ୍ୱେ ପ୍ରତିରକ୍ଷା ବଜେଟ କ୍ଷେତ୍ରରେ ଭାରତ ସହ ପ୍ରତିଯୋଗିତା କରିବାକୁ ଚାହୁଁଛି ପାକିସ୍ତାନ

ଇସ୍ଲାମାବାଦ : ଗୁରୁତର ଆର୍ଥିକ ସଂକଟର ସମ୍ମୁଖୀନ ହେଉଥିବା ପାକିସ୍ତାନ ଏବେ ଚୀନ ଓ ସାଉଦି ଆରବର ସହାୟତାରେ ତିଷ୍ଠି ରହିଛି । ଏହା ସତ୍ତ୍ୱେ ପାକିସ୍ତାନ ଭାରତର ପ୍ରତିରକ୍ଷା ବଜେଟ ସହ ନିଜକୁ ତୁଳନା କରୁଛି ଓ ବଜେଟ ବଢାଇବାକୁ ଯୋଜନା କରୁଛି । ପାକିସ୍ତାନର ସୂଚନା ମନ୍ତ୍ରୀ ଫଓ୍ଵାଦ…
ଅଧିକ ଖବର ଦେଖନ୍ତୁ...

ଧାମନଗରର ‘ମେଲୋଡି କୁଇନ୍‌’ ପ୍ରଭାତୀ ଜେନାଙ୍କ ସନ୍ଦେହଜନକ ମୃତ୍ୟୁ

ଭଦ୍ରକ: ଭଦ୍ରକ ଜିଲ୍ଲାର ଜଣାଶୁଣା ମେଲୋଡି ଗାୟିକା ପ୍ରଭାତୀ ଜେନାଙ୍କର ଶନିବାର ସନ୍ଦେହଜନକ ଭାବେ ମୃତ୍ୟୁ ହାଇଛି। ପ୍ରଭାତୀଙ୍କ ଘର ଧାମନଗର ଥାନା ପଦ୍ମପୋଖରୀ ଗ୍ରାରେ ବୋଲି ଜଣାପଡ଼ିଛି। ସେ ଜଣେ ଭଲ କଣ୍ଠଶିଳ୍ପୀ ଥିଲେ। ‘ମେଲୋଡି କୁଇନ୍‌’ ଭାବେ ଧାମନଗର ଆଖପାଖ ଅଞ୍ଚଳରେ ବେଶ୍‌ ପରିଚିତ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ ଆଗକୁ ଡେଇଁ ବୃଦ୍ଧାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ସାନପାଖଣା ପାଖ ବଡବଣ ରେଳଲାଇନ ପୋଲ ନିକଟରେ ଶନିବାର ଜଣେ ବୃଦ୍ଧା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୃଦ୍ଧାଙ୍କ ନାମ ଯମୁନା ଲୋହାର(୬୦) ଓ ଘର…
ଅଧିକ ଖବର ଦେଖନ୍ତୁ...