ମହିଳା କ୍ରିକେଟ: ଶେଷ ଓଭରରେ ୧୩ ରନ୍, ୨ ରନ୍ରେ ହାରିଲା ଭାରତ, ଶୃଙ୍ଖଳା ବି ହାତରୁ ଗଲା
ହାମିଲଟନ୍: ଭାରତୀୟ ମହିଳା କ୍ରିକେଟ ଟିମ୍ ରବିବାର ଏକ ରୋମାଂଚକ ମୁକାବିଲାରେ ନ୍ୟୁଜିଲାଣ୍ଡ ଠାରୁ ୨ ରନ୍ରେ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୬୧ ରନ୍ କରିବା ପରେ ଭାରତକୁ ୧୬୨ ରନ୍ ବିଜୟ ଲକ୍ଷ୍ୟ ଦେଇଥିଲା। ଶେଷ ଓଭରରେ ବିଜୟ ପାଇଁ ଭାରତକୁ ୧୬ ରନ୍ ଦରକାର ଥିଲା।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...