Daily Archives

February 10, 2019

ଭାଲେଣ୍ଟାଇନ୍‌ ଡେ’ ପାଇଁ ସୋସିଆଲ ମିଡିଆ ଜରିଆରେ କରଣ ଜୋହରଙ୍କୁ ଏଭଳି ଅଫର ଦେଲେ କମଲ ଆର୍‌ ଖାନ୍‌, ଥଟ୍ଟା କରିବାକୁ…

ମୁମ୍ବାଇ: କମଲ ରଶିଦ୍‌ ଖାନ୍‌ ସବୁ ବେଳେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ପୂର୍ବରୁ ସେ ଏମିତି ଅନେକ ବିବାଦୀୟ ବୟାନ ଦେଇଛନ୍ତି, ଯାହାକୁ ନେଇ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଛି । କିଛି ଦିନ ଚୁପ୍‌ ରହିବା ପରେ ଏବେ ସେ ପୁଣି ଥରେ କରଣ ଜୋହରଙ୍କୁ ସୋସିଆଲ ମିଡିଆରେ…
ଅଧିକ ଖବର ଦେଖନ୍ତୁ...

ସାଉଦି ଆର୍‌ବିଆରେ ଥିବା ମହିଳାମାନଙ୍କ ଉପରେ ଏଣିକି ନଜର ରଖିବ ଆପଲ୍‌ ଏବଂ ଗୁଗଲ୍‌ ପ୍ରସ୍ତୁତ ଆପ୍‌ ‘ଅବ୍‌ଶେର୍‌’

ନୂଆଦିଲ୍ଲୀ: ଏକ ନୂଆ ଆପ୍‌ ଲଞ୍ଚ କରି ସମାଲୋଚନାର ଶିକାର ହୋଇଛି ଆପଲ୍‌ ଏବଂ ଗୁଗଲ୍‌ । ସାଉଦି ଆର୍‌ବିଆରେ ପୁରୁଷମାନଙ୍କ ପାଇଁ ଆପଲ୍‌ ଏବଂ ଗୁଗଲ୍‌ ଏକ ଆପ୍‌ ତିଆରି କରିଛି । ଯାହା ଦ୍ୱାରା ସେମାନେ ନିଜ ପତ୍ନୀମାନଙ୍କ ଉପରେ ନଜର ରଖି ପାରିବେ । ସେମାନଙ୍କ ଲୋକେସନ ଟ୍ରାକ୍‌ କରିବା ସହ…
ଅଧିକ ଖବର ଦେଖନ୍ତୁ...

ପାରାଦୀପରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ଼, ଜଣେ ଗୁରୁତର

ପାରାଦୀପ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପାରାଦୀପରେ ରବିବାର ଜଣେ ବ୍ୟକ୍ତିଙ୍କୁ ଛୁରାମାଡ଼ କରାଯାଇଛି। ସୂଚନା ଅନୁସାରେ ପାରାଦୀପ ଥାନା ଅନ୍ତର୍ଗତ ଲକପଡ଼ା ଠାରେ ଜଣେ ବ୍ୟକ୍ତିକୁ ୨ ଜଣ ଯୁବକ ଛୁରାମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି…
ଅଧିକ ଖବର ଦେଖନ୍ତୁ...

ସୁବର୍ଣ୍ଣପୁର: ବାରାହା ଫାସରେ ପଡ଼ି ଜଣେ ଗୁରୁତର

ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଳକ ଚରଦା ଗ୍ରାମର ପ୍ରଶାନ୍ତ କୁମାର ଥନାପତି (୪୫) ବିଳକୁ ପାଣି ଲଗାଇବାକୁ ଯାଇ ବାରାହା ପାଇଁ ଫାସ ପଡ଼ିଥିବାରେ ଗୋଡ଼ ଲାଗିଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୁଚନାଯୋଗ୍ୟ ସଂନ୍ଧ୍ୟା ସମୟରେ ନିଜ ଜମି ଥିବା ଚରଦାର ବିଶାଳଭାଡ଼ି ପାଖରେ ଚଉକିନାଳରେ…
ଅଧିକ ଖବର ଦେଖନ୍ତୁ...

ଆଲିଆ ଭଟ୍ଟଙ୍କୁ କରଣ ଜୋହରଙ୍କ କଣ୍ଢେଇ କହିଥିଲେ କଙ୍ଗନା, ଏହା ଜାଣି ନିଜର ଏଭଳି ପ୍ରତିକ୍ରିୟା ରଖିଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ଙ୍କ ଫିଲ୍ମ ମଣିକର୍ଣ୍ଣିକା ରିଲିଜ୍‌ ହେବା ପରଠାରୁ ହିଁ କଙ୍ଗନାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ବଲିଉଡ୍‌ର କିଛି କଳାକାର ଏହି ଫିଲ୍ମକୁ ନିଜର ଭଲ ପାଇବା ଦେଇଥିବା ବେଳେ କିଛି କଳାକାର ଏହାକୁ ନାପସନ୍ଦ କରିଛନ୍ତି । କଙ୍ଗନା ଏହି ଫିଲ୍ମରେ…
ଅଧିକ ଖବର ଦେଖନ୍ତୁ...

ବରଗଡ଼: ପୁଲିସ ଏଏସ୍‌ଆଇ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ପୀଡ଼ିତା ନାବାଳିକା

ବରଗଡ଼: ଜଣେ ପୁଲିସ ଏଏସ୍‌ଆଇ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିଥିବା ରବିବାର ଜଣାପଡ଼ିଛି। ସୂଚନା ଅନୁସାରେ ବରଗଡ଼ ଜିଲ୍ଲାର ସୋହେଲା ଥାନା ଅଂଚଳରେ ଦଶମ ଶ୍ରେଣୀର ଛାତ୍ରୀ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଅଭିଯୋଗ ଅନୁସାରେ ନାବାଳିକା ଛାତ୍ରୀ ୨ ଦିନ ତଲେ ଟ୍ୟୁସନ ସାରି ସକାଳ ୯ଟା ପାଖାପାଖି…
ଅଧିକ ଖବର ଦେଖନ୍ତୁ...

ବିବାହ ପରେ କରା ଯାଉଥିବା ଏହି କାମକୁ ଏବେଠାରୁ କଲେଣି ଆଲିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଅନେକ ସମୟରେ ନିଜର ଚମତ୍କାର ଅଭିନୟରେ ଲୋକଙ୍କୁ  ନିଜ ଆଡକୁ ଆକର୍ଷିତ କରିବାରେ ସଫଳ ହୋଇଛନ୍ତି। ନିକଟରେ ରିଲିଜ୍‌ ହୋଇଥିବା ‘ରାଜି’ ଚଳଚ୍ଚିତ୍ର ଏହାର ଏକ ଜ୍ୱଳନ୍ତ ଉଦାହରଣ। ଚଳଚ୍ଚିତ୍ରଟି ଦେଖିବା ପରେ ଆଲିଆଙ୍କ ଅଭିନୟ ଦକ୍ଷତା ଉପରେ ଯେ କେହି ବି…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ପାରିବାରିକ କଳହର କରୁଣ ପରିଣତି, ରଶି ଲଗାଇ ସାନ ଭଉଣୀ ମୃତ, ବିଷ ପାନ କରି ବଡ଼ ଭଉଣୀ ଗୁରୁତର

ଭଦ୍ରକ: ପାରିବାରିକ କଳହର କରୁଣ ପରିଣତି ରବିବାର ଭଦ୍ରକ ଜିଲ୍ଲାର ଚଣ୍ଡିଗାଁ ଅଂଚଳରେ ଦେଖିବାକୁ ମିଳିଛି। କ୍ଷୀରସାହି ଗାଁରେ ଘଟିଥିବା ଏହି ଅଭାବନୀୟ ଘଟଣାରେ ସାନ ଭଉଣୀ ବେକରେ ରଶିି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ବିଷ ପାନ କରିଥିବା ବଡ଼ ଭଉଣୀକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ ଶୀଘ୍ର ସମସ୍ତ ରାଜଧାନୀ ଏକ୍ସପ୍ରେସ୍‌ରେ ଉନ୍ନତ ଧରଣର ନବୀକରଣ ହେବ!

ନୂଆଦିଲ୍ଲୀ: ରାଜଧାନୀ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳବାଇ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ସମସ୍ତ ରାଜଧାନୀ ଏକ୍ସପ୍ରେସ୍‌କୁ ‘ଗୋଲ୍ଡ ଷ୍ଟାଣ୍ଡାର୍ଡ’ ମେକ୍‌ଓଭର ଦେବା ପାଇଁ ଯୋଜନା କରୁଛି। ରେଳ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ, ଏହି ମେକ୍‌ଓଭର ରେଳବାଇର…
ଅଧିକ ଖବର ଦେଖନ୍ତୁ...

ତମ୍ବା ପାତ୍ରାରେ ପାଣି ପିଇଲେ ଶରୀରକୁ ମିଳିଥାଏ ଏହି ସବୁ ସୁଫଳ

ଆପଣ ଶୁଣିଥିବେ ଯେ ମାଟି ପାତ୍ରରେ ଖାଇବା ଏବଂ ଜଳ ପିଇବା ଦ୍ୱାରା ଶରୀରରୁ କେତେକ ରୋଗ ଦୂର ହୋଇଯାଇଥାଏ। ଠିକ ସେହିଭଳି ହେଉଛି ତମ୍ବା ବାସନ। ତମ୍ବା ବାସନରେ ମାଟି ପାତ୍ର ଭଳି ଖୁବ ସାରା ଉପକାରୀ ଗୁଣ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭକାରୀ। ରାତିରେ ଏକ ତମ୍ବା ପାତ୍ରରେ ପାଣି ଭରି…
ଅଧିକ ଖବର ଦେଖନ୍ତୁ...