Daily Archives

February 11, 2019

୩୯ ଟଙ୍କାରେ ଜି ର ୨୩ଟି ଚ୍ୟାନେଲ ଉପଲବ୍ଧ ହେଉଛି

ମୁମ୍ବାଇ : ଜି ଦେଶର ଏକ ନମ୍ବର ଟେଲି ଭିଜନ ଚ୍ୟାନେଲ ଗ୍ରାହକଙ୍କ ଏକ ସ୍ମାର୍ଟ ପସନ୍ଦ ପାଲଟି ପାରିଛି । ଏବେ ଏହାର ଜି ଫ୍ୟାମିଲ୍ ପ୍ୟାକରେ ୨୩ଟି ଚ୍ୟାନେଲ ୩୯ ଟଙ୍କାରେ ଉପଲବ୍ଧ ହେଉଛି । ଗ୍ରାହକ ନିଜ ପସନ୍ଦର ଚ୍ୟାନେଲ ଚୟନ କରିବାର ସୁଯୋଗ ଏହି ନୂତନ ନିୟମ ଦ୍ୱାରା ପାଇପାରୁଛନ୍ତି । ଏହାର…
ଅଧିକ ଖବର ଦେଖନ୍ତୁ...

ର‍୍ୟାପ୍‌ କରି ଶ୍ରୋତାଙ୍କ ମନ ଜିଣିବା ପରେ ଏବେ ଅଭିନୟରେ ଡେବ୍ୟୁ କରିବାକୁ ଯାଉଛନ୍ତି ବାଦ୍‌ଶାହା, ସୋନାକ୍ଷୀଙ୍କ ସହ…

ମୁମ୍ବାଇ : ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଗୀତ ଗାଇବା ପରେ ଏବେ ଅଭିନୟ କରିବାକୁ ଯାଉଛନ୍ତି ବାଦ୍‌ଶାହା। ଖୁବ୍‌ ଶୀଘ୍ର ସେ ବଡ଼ ପରଦାରେ ଅଭିନୟ କରୁଥିବାର ନଜର ଆସିବେ । ଶିଳ୍ପୀ ଦାସ ଗୁପ୍ତା ଫିଲ୍ମର ନିର୍ଦ୍ଦେଶନା ଦେଉଥିବା ବେଳେ ଏହି ଫିଲ୍ମରେ ବାଦ୍‌ଶାହାଙ୍କ ସହ ସ୍କ୍ରିନ୍‌ ସେୟାର କରିବେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କ’ଣ ପାଇଁ ରାସ୍ତା କଡ଼ରେ ଦର୍ପଣ ଧରି ଲୋକମାନଙ୍କୁ ଦେଖାଉଥିଲେ ଟ୍ରାଫିକ୍‌ ପୁଲିସ?

ନୂଆଦିଲ୍ଲୀ : ଦେଶରେ ଜନସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଟ୍ରାଫିକ୍‌ ଜାମ୍‌ ଏକ ବଡ଼ ସମସ୍ୟା ପାଲଟିଛି । ଏତେ ସଂଖ୍ୟକ ଗାଡ଼ିକୁ ନିୟନ୍ତ୍ରଣ କରିବା ସହ ନିୟମକୁ ସୁଚାର ରୁପେ ପାଳନ କରିବା କାଠିକର ପାଠ ହୋଇ ପଡ଼ିଛି । ଗାଡ଼ି ସଂଖ୍ୟା ବଢ଼ୁଥିବାରୁ ଦୁର୍ଘଟଣାର ସଂଖ୍ୟା ମଧ୍ୟ ବଢ଼ୁଛି । ଏହାକୁ…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ର ସୁପରହିରୋ ହେବା ପାଇଁ ମନା କରିଦେଲେ ଦବଙ୍ଗ ଷ୍ଟାର ସଲମାନ, ଦେଲେ ଆଶ୍ଚର୍ଯ୍ୟ କଲା ଭଳି କାରଣ

ମୁମ୍ବାଇ : ଡିସେମ୍ବର ୨୭ରେ ନିଜର ୫୩ତମ ଜନ୍ମଦିନ ପାଳନ କରିଥିଲେ ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନ ଖାନ୍‌ । ଏବେ ସଲମାନ ନିଜର ଆଗାମୀ ଫିଲ୍ମ ଭାରତକୁ ନେଇ ବ୍ୟସ୍ତ ଥିବା ବେଳେ ଫିଲ୍ମକୁ କିପରି ସଫଳ କରିବେ ସେ ନେଇ ଚେଷ୍ଟା ଚଳାଇଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ନଜର ଆସିବେ ଅଭିନେତ୍ରୀ…
ଅଧିକ ଖବର ଦେଖନ୍ତୁ...

ଚକୋଲେଟ୍‌ ଡେ’ ହେଲା ଶେଷ ଦିନ: ରାତି ଅଧରେ ଚକୋଲେଟ୍‌ ଡେ’ ପାଳନ କରିବା ପାଇଁ ପ୍ରେମୀଯୁଗଳ ଘରୁ ବାହାରଥିବା ବେଳେ…

ଯମୁନାନଗର : ଗତ ୭ତାରିଖରୁ ପ୍ରେମ ସପ୍ତାହ ଆରମ୍ଭ ହୋଇ ସାରିଥିବା ବେଳେ ପ୍ରେମୀଯୁଗଳମାନେ ସବୁଦିନକୁ ପାଳନ କରିବା ଆରମ୍ଭ କରିଛନ୍ତି । ଭାଲେଣ୍ଟାଇନ୍‌ ଡେ’ ଆଉ ମାତ୍ର କିଛି ଦିନ ଥିବା ବେଳେ ନିଜ ନିଜର ସାଥୀମାନଙ୍କ ସହ ସେହି ଦିନଟିକୁ ଖାସ୍‌ କରିବା ପାଇଁ ଯୁବକ-ଯୁବତୀମାନେ ଲାଗି ପଡ଼ିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଅମିତାଭ ବଚ୍ଚନଙ୍କୁ ଶାହାରୁଖ୍‌ଙ୍କ ପ୍ରଶ୍ନ : ଷ୍ଟେଜ୍‌କୁ ଯିବା ପୂର୍ବରୁ ଆପଣ କେଉଁ କାମ ଆଗ କରନ୍ତି? ମିଳିଲା ଏଭଳି…

ମୁମ୍ବାଇ : ‘ବୀର-ଜାରା’, ‘ମୋହବତେଁ’,‘କଭି ଖୁସି କଭି ଗମ୍‌’ ଭଳି ଫିଲ୍ମରେ ସାଥିରେ ନଜର ଆସିଥିଲେ ଅଭିନେତା ଶାହାରୁଖ୍‌ ଖାନ୍‌ ଏବଂ ବିଗ୍‌ ବି ଅମିତାଭ ବଚ୍ଚନ । କିନ୍ତୁ କିଛି ବର୍ଷ ହେଲାଣି ଦୁହେଁ ସାଥିରେ ପରଦାକୁ ଆସି ନାହାନ୍ତି । ଦୁହିଁଙ୍କ ଅଭିନୀତ କୌଣସି ଫିଲ୍ମ ରିଲିଜ୍‌ ହୋଇ ନାହିଁ…
ଅଧିକ ଖବର ଦେଖନ୍ତୁ...

କୋଲକାତା ଯୁବକଙ୍କ ଇନ୍‌ଷ୍ଟା ପୋଷ୍ଟ ଭାଇରାଲ ହେବା ପରେ ସାମ୍ନାକୁ ଆସିଲା ଦେଶରେ ବେରୋଜଗାରୀର ଚିତ୍ର: ଏମ୍.କମ୍ ପଢ଼ି…

କୋଲକାତା : ଦେଶରେ ବେକାରୀ ସମସ୍ୟା କେତେ ତାହା ସମସ୍ତଙ୍କୁ ଜଣା । ବଡ଼ ବଡ଼ ଡିଗ୍ରିଧାରୀମାନେ ଦିନ ମଜୁରିଆ ଭାବରେ କାମ କରିବାକୁ ବାଧ୍ୟ ହେଉଛନ୍ତି । ଏଭଳି ଘଟଣା ଭାରତରେ କିଛି ନୂଆ ନୁହେଁ । ଗତ କିଛି ବର୍ଷ ମଧ୍ୟରେ ଦେଶରେ ବେରୋଜଗାରୀ ସମସ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଅଧିକ…
ଅଧିକ ଖବର ଦେଖନ୍ତୁ...

ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଏହି କଥା ଶୁଣି ସାରାଙ୍କୁ ଡେଟ୍‌ କରିବାର ସାହସ କରୁ ନାହାନ୍ତି କାର୍ତ୍ତିକ୍‌, ଏହି କାମରେ ସଫଳ…

ମୁମ୍ବାଇ : ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଏବଂ ଅଭିନେତା କାର୍ତ୍ତିକ୍‌ ଆର୍ଯ୍ୟନ୍‌ଙ୍କୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହୋଇ ସାରିଛି । କଫି ଉଇଥ୍‌ କରଣକୁ ଆସି ସାରା କାର୍ତ୍ତିକ୍‌ ତାଙ୍କର କ୍ରସ ବୋଲି କହିବା ପରେ ଦୁହିଁଙ୍କ ସଂପର୍କକୁ ନେଇ ଆଲୋଚନା ଆରମ୍ଭ ହୋଇଥିଲା । ସାରା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ସରକାରଙ୍କ ସହାୟତା ଗ୍ରହଣ କରିବାକୁ ମନା କଲେ ରାଜସ୍ଥାନରୁ ଉଦ୍ଧାର ହୋଇଥିବା ଓଡ଼ିଆ ନାବାଳିକାର ବାପା

ଭୁବନେଶ୍ୱର : ରାଜସ୍ଥାନରୁ ଉଦ୍ଧାର ହୋଇଥିବା ଓଡ଼ିଶାର ନାବାଳିକା ମାମଲାରେ ଏକ ନୂଆ ମୋଡ ଆସିଛି । ଓଡ଼ିଶା ଫେରିବାକୁ କିମ୍ବା ଓଡ଼ିଶା ସରକାରଙ୍କ ଆଇନଗତ ସହାୟତା ଗ୍ରହଣ କରିବାକୁ ମନା କରିଦେଇଛନ୍ତି ନାବାଳିକାର ବାପା । ଏ ନେଇ ସେ ଲିଖିତଭାବେ ଦିଲ୍ଲୀ ମହିଳା କମିଶନଙ୍କୁ ଜଣାଇବା ପରେ ଉଭୟ…
ଅଧିକ ଖବର ଦେଖନ୍ତୁ...

ଅପରାଧକୁ ସ୍ୱୀକାର କରିବା ପାଇଁ ଅଭିଯୁକ୍ତ ବେକରେ ସାପ ଗୁଡ଼ାଇଲେ ପୁଲିସକର୍ମୀ, ତା’ ପରେ…

ନୂଆଦିଲ୍ଲୀ : ବେଳେ ବେଳେ ଅପରାଧୀକୁ ଦୋଷ ସ୍ୱୀକାର କରାଇବାକୁ ଯାଇ ପୁଲିସ ହରଡ଼ଘଣାରେ ପଡ଼ିଥାଏ । କେବଳ ଭାରତରେ ଦୁହେଁ ଭାରତ ବାହାରେ ମଧ୍ୟ ପୁଲିସକର୍ମୀମାନେ ଦୋଷୀକୁ ଦଣ୍ଡ ଦେବାକୁ ଯାଇ ନିଜେ ଫସି ଯାଇଥାନ୍ତି । ଗତକାଲି ମୁମ୍ବାଇ ଟ୍ରାଫିକ୍‌ ପୁଲିସ ଜଣେ ଗାଡ଼ି ଚାଳକକୁ ଅଟକାଇବାକୁ ଯାଇ ନିଜେ…
ଅଧିକ ଖବର ଦେଖନ୍ତୁ...