Daily Archives

February 11, 2019

କଙ୍ଗନାଙ୍କ ଲାଗି ମୁହଁ ଖୋଲିଲେ ତନୁଶ୍ରୀ ଦତ୍ତା : କୌଣସି ବଡ଼ ଅଭିନେତାଙ୍କ ସାହାଯ୍ୟ ନ ନେଇ ନିଜକୁ ବଲିଉଡ୍‌ର ରାଣୀ…

ମୁମ୍ବାଇ : ‘ମଣିକର୍ଣ୍ଣିକା’ ରିଲିଜ୍‌ ହେବା ପରେ ବିବାଦରେ ରହିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ । କିଛି କଳାକାର ତାଙ୍କ ନିର୍ଦ୍ଦେଶନାକୁ ପସନ୍ଦ କରି ନ ଥିବା ବେଳେ କିଛି ଫିଲ୍ମକୁ ପସନ୍ଦ କରି ନାହାନ୍ତି । କିନ୍ତୁ ଏତେ ସବୁ ବିବାଦ ପରେ ମଧ୍ୟ ନିଜକୁ ଅଟଳ ରଖି ଆଗକୁ ବଢ଼ିଛନ୍ତି…
ଅଧିକ ଖବର ଦେଖନ୍ତୁ...

କନ୍ୟା ଘର ପାଖରେ ପହଞ୍ଚି ସାରିଥିଲେ ବରଯାତ୍ରୀ, ସାଙ୍ଗ ଆସି କାନରେ ଏ କଥା କହିବା ପରେ ନାଚ ବନ୍ଦ କରିବାକୁ କହିିଲା ବର

କୁରୁକ୍ଷେତ୍ର(ହରିୟାଣା) : ବିିବାହ ସମୟରେ କୌଣସି ଅଘଟଣ ଘଟି ବିବାହ ଭାଙ୍ଗିବା ଖବର କିଛି ନୂଆ ନୁହେଁ। ଅନେକ ସମୟରେ ଏଭଳି ଘଟଣା ଆଖି ଆଗକୁ ଆସିଥାଏ, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥାଏ । କିଛି ସେମିତି ଘଟିଛି ହରିୟାଣାର କୁରୁକ୍ଷେତ୍ରରେ । ରବିବାର ବରଯାତ୍ରୀ ନେଇ କନ୍ୟା ଘର ପାଖରେ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

ଡୁଙ୍ଗୁରିପାଲି ବ୍ଲକ ଅଫିସ୍‌ରେ ଦୁଇ ଯୁବକ ତିନି ରାଉଣ୍ଡ ଗୁଳି ଫୁଟାଇ ଫେରାର

ସୁବର୍ଣ୍ଣପୁର: ଡୁଙ୍ଗୁରିପାଲି ବ୍ଲକସ୍ଥିତ ରାଜୀବ ଭବନରେ ସୋମବାର ‘ପିଠା’ ପାଇଁ ଏକ ପ୍ରସ୍ତୁତି ବୈଠକ ଚାଲିଥିଲା। ବୈଠକ ଚାଲିଥିବା ବେଳେ ଦୁଇ ଜଣ ଅଜଣା ଯୁବକ ବାଇକ୍‌ ଆସି ଚେରୁପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୁର୍ଯୋଧନ ମେହେରଙ୍କୁ ଡାକିଥିଲେ। ପରେ ତାଙ୍କ ସହିତ କୌଣସି କଥାକୁ ନେଇ…
ଅଧିକ ଖବର ଦେଖନ୍ତୁ...

୧୬ରେ ହେବ ବାୟୁସେନାର ସମରାଭ୍ୟାସ ବାୟୁଶକ୍ତି୨୦୧୯ : ଯୁଦ୍ଧ ବିମାନରୁ ବୋମା ମାଡ କରି ଟାର୍ଗେଟ ଧ୍ୱଂସ କରାଯିବ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ପକ୍ଷରୁ ଆସନ୍ତା ୧୬ରେ ଅନୁଷ୍ଠିତ ହେବ ସମରାଭ୍ୟାସ ବାୟୁଶକ୍ତି ୨୦୧୯ । ଏଥିରେ ବାୟୁସେନାର କ୍ଷମତା ଓ ପ୍ରସ୍ତୁତିର ପ୍ରଦର୍ଶନ ହେବ । ଏଥିରେ ମିଗ୨୭ର ଗ୍ରାଉଣ୍ଡ ଆଟାକ କ୍ଷମତାର ପ୍ରଦର୍ଶନ ହେବ ବୋଲି ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ଏହା ପୂର୍ବରୁ ୧୪…
ଅଧିକ ଖବର ଦେଖନ୍ତୁ...

ଆର୍ଥିକ ସଂକଟର କରୁଣ ପରିସ୍ଥିତି: ଏଠାରେ ଆଳୁ କିଲୋ ୧୭ ହଜାର ଟଙ୍କା, କିଲେ ଚାଉଳ ପାଇଁ ଯାଇପାରେ ଲୋକଙ୍କ ଜୀବନ

ଭେନେଜୁଆଲା: ଭେନେଜୁଏଲା ବର୍ତ୍ତମାନ ସମୟରେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଖାଦ୍ୟ ଗଣ୍ଡେ ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ଏଠାରେ ଏକ କିଲୋ ଚାଉଳ ପାଇଁ ଲୋକେ ଜଣେ ଜଣକୁ ଜୀବନରୁ ମାରି ଦେବାପାଇଁ ମଧ୍ୟ ପଛାଉ ନାହାନ୍ତି। ଏସବୁ ସତ୍ୱେ ଭେନେଜୁଏଲାର ରାଷ୍ଟ୍ରପତି…
ଅଧିକ ଖବର ଦେଖନ୍ତୁ...

 ରାଜ୍ୟରେ ‘ପିଏମ କିଷାନ’ ଯୋଜନା ଲାଗୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ‘ପିଏମ କିଷାନ’ ଯୋଜନା ଲାଗୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ସ୍ୱାଗତ ଜଣାଇବା ସହ ମୋଦିଙ୍କୁ ନବୀନ ପରାମର୍ଶ ଦେଇଛନ୍ତି। ଏହି ଯୋଜନାରେ ଭୂମିହୀନ, ଭାଗ ଚାଷୀ ଓ…
ଅଧିକ ଖବର ଦେଖନ୍ତୁ...

ଆକାଶ-ଶ୍ଲୋକାଙ୍କ ବିବାହ ନିମନ୍ତ୍ରଣ ଦେବା ପାଇଁ ସିଦ୍ଧିବିନାୟକରେ ଅମ୍ବାନୀ ପରିବାର

ମୁମ୍ବାଇ : କିଛି ଦିନ ତଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଝିଆ ଇଶା ଅମ୍ବାନୀ ଓ ବ୍ୟବସାୟୀ ଆନନ୍ଦ ପିରାମଲଙ୍କ ବିବାହ ବଡ଼ ଧୁମଧାମରେ ଅନୁଷ୍ଠିତ ହୋଇଥିଲା । ଝିଅର ବିବାହ ପରେ ଏବେ ପୁଅର ବିବାହ ପ୍ରସ୍ତୁତିରେ ଲାଗି ପଡ଼ିଲେଣି ଅମ୍ବାନୀ ପରିବାର । ପୂର୍ବରୁ ନିର୍ବନ୍ଧ…
ଅଧିକ ଖବର ଦେଖନ୍ତୁ...

ରାଫେଲ ପ୍ରସଙ୍ଗରେ ରାହୁଲଙ୍କ ମିଛ ଧରିଲେ ଏୟାର ମାର୍ସାଲ 

ନୂଆଦିଲ୍ଲୀ : ରାଫେଲ ପ୍ରସଙ୍ଗରେ ପ୍ରାୟ ସବୁଦିନ ନୂଆ ନୂଆ ଆରୋପ ଲଗାଉଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମିଛର ପର୍ଦ୍ଦାଫାସ କରିଛନ୍ତି ଭାରତୀୟ ବାୟୁସେନାର ଏୟାର ମାର୍ସାଲ ଏସବିପି ସିହ୍ନା । ପ୍ରତିରକ୍ଷା ମନ୍ତ୍ରାଳୟର ଏକ ଚିଠିକୁ ଆବଶ୍ୟକତା ଅନୁଯାୟୀ ଅଧା ଦେଖାଇ ଏକ ମିଥ୍ୟା ଖବର…
ଅଧିକ ଖବର ଦେଖନ୍ତୁ...

ପାଣ୍ଡାକୁ ଦେଖିବାକୁ ଯାଇଥିବା ବେଳେ ତଳକୁ ଖସି ପଡ଼ିଲେ ଶିଶୁ କନ୍ୟା, ଭିଡିଓରେ ଦେଖନ୍ତୁ କିଭଳି ଭାବରେ ବଞ୍ଚାଇଲେ…

ନୂଆଦିଲ୍ଲୀ : ଚୀନ୍‌ର ସିଚୁଆନ୍‌ରେ ଘଟିଥିବା ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । ସିଚୁଆନ୍‌ରେ ଥିବା ପାଣ୍ଡା ବ୍ରିଡିଙ୍ଗ ସେଣ୍ଟରରେ ଜଣେ ଶିଶୁ ସହ ଯେଉଁ ହୃଦୟ ଥରାଇବା ଭଳି ଘଟଣା ଘଟିଥିଲା ତାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୂଚନା…
ଅଧିକ ଖବର ଦେଖନ୍ତୁ...

ପତ୍ନୀ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ଭାବପ୍ରବଣ ହୋଇ ଫେସ୍‌ବୁକ୍‌ ପୋଷ୍ଟ୍‍ ଲେଖିଲେ ପତି ରବର୍ଟ ଭଦ୍ରା

ନୂଆଦିଲ୍ଲୀ: ପତ୍ନୀ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ଭାବପ୍ରବଣ ହୋଇ ଏକ ଫେସ୍‌ବୁକ୍‌ ପୋଷ୍ଟ୍‍ ଲେଖିଛନ୍ତି ବେଆଇନ୍‌ ଅର୍ଥ କାରବାରରେ ଫସିଥିବା ସ୍ୱାମୀ ରବର୍ଟ ଭଦ୍ରା। ସେ ପ୍ରିୟଙ୍କାଙ୍କୁ ‘ପି’ ବୋଲି ସମ୍ବୋଧନ କରି ଲେଖିଛନ୍ତି, ‘ତୁମ ପାଇଁ ମୋର ଶୁଭକାମନା ପି। ଉତ୍ତରପ୍ରଦେଶରେ ନୂଆ କାମ ପାଇଁ…
ଅଧିକ ଖବର ଦେଖନ୍ତୁ...