Daily Archives

February 12, 2019

ଫେଲ୍‌ ମାରିଲା ବିମୁଦ୍ରାୟନ ! ବଢୁଛି ନଗଦ କାରବାର…

ନୂଆଦିଲ୍ଲୀ:  ବିଫଳ ହେଲା କି ବିମୁଦ୍ରାୟନ ? ଏପ୍ରଶ୍ନ ଏଥିପାଇଁ ଉଠୁଛି ଯେ, ବିମୁଦ୍ରାୟନ ସମୟରେ ଯେଉଁ ସବୁ କାରଣ ଦେଖାଇ ନିଷ୍ପତିକୁ ସରକାର ଯୁକ୍ତିଯୁକ୍ତ ବୋଲି ଦାବି କରୁଥିଲେ, ଏବେ ତାହା ଫେଲ୍ ମାରିଛି । କ୍ୟାସଲେସ୍ କାରବାର କମିଛି ଏବଂ ନଗଦ କାରବାର ବଢିଛି । ବିମୁଦ୍ରାୟନ ଏବଂ ଜିଏସଟି…
ଅଧିକ ଖବର ଦେଖନ୍ତୁ...

ପ୍ରାଇସ୍‌-ପ୍ରେଷ୍ଟିଜ୍‌-ପେନ୍‌ସନ୍‌ ଦାବିରେ ଫୁଲବାଣୀ-ବ୍ରହ୍ମପୁର ରାସ୍ତା ଅବରୋଧ

ଫୁଲବାଣୀ: ପ୍ରାଇସ୍‌-ପ୍ରେଷ୍ଟିଜ୍‌-ପେନ୍‌ସନ୍‌ ଦାବିରେ ମଙ୍ଗଳବାର ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଫୁଲବାଣୀ-ବ୍ରହ୍ମପୁର ରାସ୍ତା ଅବରୋଧ କରାଯାଇଛି। ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଦୀର୍ଘ ୮ ବର୍ଷ ଧରି ଚାଷୀମାନଙ୍କ ପାଇଁ ଅହିଂସା ମାଧ୍ୟମରେ ସରକାରଙ୍କ ପାଖରେ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: କୋ-ଅପରେଟିଭ୍‌ ବ୍ୟାଙ୍କ ମ୍ୟାନେଜରଙ୍କ ୨୭ ବ୍ୟାଙ୍କ ଆକାଉଣ୍ଟ, ୧୧ଟି ଜମି ପ୍ଲଟ

ଭଦ୍ରକ: ବାଲେଶ୍ୱର ଭିଜିଲାନ୍ସ ଏସ୍‌ପି ସୁନିଲ ସେନାପତିଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଟିମ୍‌ କୋଟିପତି କୋ-ଅପରେଟିଭ୍‌ ବ୍ୟାଙ୍କ ମ୍ୟାଜେନଜରଙ୍କ ୨୭ ବ୍ୟାଙ୍କ ଆକାଉଣ୍ଟ (୨୯ ଲକ୍ଷ ଟଙ୍କା ଜମା) ଓ ୧୧ଟି ଜମି ପ୍ଲଟ ଠାବ କରିଛି। ଏହା ବ୍ୟତୀତ ବ୍ୟାଙ୍କ ମ୍ୟାନେଜର ଅଜିତ ହୋତାଙ୍କ ପରିବାର…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ହେମା ଗମାଙ୍ଗଙ୍କ ଘରବାହୁଡା ଖବରକୁ କଂଗ୍ରେସର ପ୍ରବଳ ବିରୋଧ !

ଲକ୍ଷ୍ମୀପୁର: କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ପୁର୍ବତନ ସାଂସଦ ହେମା ଗମାଙ୍ଗ ପୁଣି କଂଗ୍ରେସର ଘର ବାହୁଡା ପ୍ରସଙ୍ଗକୁ ନେଇ ଲକ୍ଷ୍ମୀପୁର ବ୍ଲକ କଂଗ୍ରେସ କର୍ମୀ ଓ ବିଧାୟକଙ୍କ ଦ୍ୱାରା ପ୍ରବଳ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛିା ଗତ ତିନି ଦିନ ହେଲା ଦିଲ୍ଲୀରେ ଡେରା ପକାଇଥିବା…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବରରେ ପହଞ୍ଚିବ ପ୍ରଥମ ରାଫେଲ ବିମାନ

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ମାସରେ ଭାରତରେ ପ୍ରଥମ ରାଫେଲ ବିମାନ ପହଞ୍ଚିବ ବୋଲି ଭାରତୀୟ ବାୟୁସେନା ସ୍ପଷ୍ଟ କରିଛି । ଫ୍ରାନ୍ସରେ ହିଁ ଏହି ବିମାନର ଡେଲିଭରୀ ନିଆଯିବ ଓ ଏହାପରେ ତାହାକୁ ଭାରତ ଅଣାଯିବ । ପରବର୍ତ୍ତି ସମୟରେ ଅଧିକ ସଂଖ୍ୟକ ରାଫେଲ ବିମାନ ଆସିଲେ ଏଗୁଡ଼ିକୁ ହରିୟାନାର…
ଅଧିକ ଖବର ଦେଖନ୍ତୁ...

ଟାଟା ଷ୍ଟିଲ ତୃତୀୟ ତ୍ରୟମାସର ଆର୍ଥିକ ଫଳାଫଳ ଘୋଷଣା, ରାଜସ୍ୱ ୨୩% ବୃଦ୍ଧି

ମୁମ୍ବାଇ: ଗତ ଡ଼ିସେମ୍ବର ୩୧ ତାରିଖ ସୁଦ୍ଧା ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ଓ ପ୍ରଥମ ୯ ମାସର ଆର୍ଥିକ ଫଳାଫଳ ଟାଟା ଷ୍ଟିଲ ପକ୍ଷରୁ ଘୋଷଣା କରାଯାଇଛି । ଏହି ସମୟରେ ଟାଟା ଷ୍ଟିଲର ମୋଟ ଉତ୍ପାଦନ ୧୧% ବୃଦ୍ଧି ପାଇ ୭.୨୩ ନିୟୁତ ଟନ୍ ହୋଇଛି ଏବଂ ବିତରଣରେ ୭% ବୃଦ୍ଧି ଘଟି…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ବନ୍ଦ ଥିବା ଘର ଭିତରୁ ଶିଶୁକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ଜୟପୁର: ଦୀର୍ଘ ଦୁଇ ଘଂଟାର ଅକ୍ଲାନ୍ତ ପରିଶ୍ରମ ପରେ ବନ୍ଦ ଥିବା ଏକ ଘର ଭିତରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଜଣେ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି। ଜୟପୁର ସହରର ଲିଙ୍ଗରାଜ ନଗରରେ ମଙ୍ଗଳବାର ଏକ ଘରେ ଏକ ବର୍ଷୀୟ ଅଦିତି ପଟ୍ଟନାୟକ ଭିତରପଟୁ ଲକ୍‌ ହୋଇ ଯାଇଥିଲା। ବ୍ୟକ୍ତିଗତ…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କ ନୂଆ ନିୟମ : ବ୍ୟାଟେରି ଚାଳିତ ଯାନବାହନରେ ସବୁଜ ରଙ୍ଗର ନମ୍ବର ପ୍ଲେଟ ରହିବ

ନୂଆଦିଲ୍ଲୀ : ପରିବେଶ ପ୍ରଦୂଷଣକୁ ରୋକିବା ଲାଗି ସରକାର ବୈଦ୍ୟୁତିକ ଯାନବାହନର ଅଧିକ ପ୍ରଚଳନକୁ ପ୍ରେତ୍ସାହନ ଦେଉଛନ୍ତି । ଏଥିଲାଗି କେତେକ ନିୟମାବଳୀ ଜାରି କରିଛନ୍ତି । ନୂଆ ନିୟମ ଅନୁସାରେ ବ୍ୟାଟେରି ଚାଳିତ ଯାନବାହନର ନମ୍ବର ପ୍ଲେଟ ସବୁଜ ରଙ୍ଗର ହେବ । କେନ୍ଦ୍ର ସଡ଼କ ପରିବହନ ଓ…
ଅଧିକ ଖବର ଦେଖନ୍ତୁ...

ବିବାହର ୯ ଦିନ ମଧ୍ୟରେ ସ୍ତ୍ରୀକୁ ପିଟିପିଟି ମାରିଲା ସ୍ୱାମୀ

ମୁମ୍ବାଇ: ମହାରାଷ୍ଟ୍ରର ସୋଲାପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଅଭିଯୋଗ ହୋଇଛି ଯେ ସଂପୃକ୍ତ ଅଞ୍ଚଳରେ ଜଣେ ପତି ବିବାହର ମାତ୍ର ୯ ଦିନ ମଧ୍ୟରେ ନିଜ ପତ୍ନୀଙ୍କୁ ହତ୍ୟା କରିଛି। ୧୯ ବର୍ଷୀୟା ପୀଡ଼ିତା ଜଣକ ହେଉଛନ୍ତି ସବା ପଟେଲ୍‌। ଅଭିଯୋଗ ଅନୁସାରେ ସବାଙ୍କୁ ତାଙ୍କ ପତି ବିବାହର କିଛି…
ଅଧିକ ଖବର ଦେଖନ୍ତୁ...

ବିବାହ ପରର ପ୍ରଥମ ଭାଲେଣ୍ଟାଇନ୍ସ ଡେ’କୁ ଏହିପରି ମନାଇବେ ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ବଲିଉଡ୍‌ର ବହୁ ଚର୍ଚ୍ଚିତ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କର ଆମେରିକୀୟ ସ୍ୱାମୀ ନିକ୍‌ ଜୋନ୍‌ସଙ୍କ ମଧ୍ୟରେ ଥିବା ମଧୁର ସଂପର୍କ ବିଷୟରେ କାହାକୁ ବା ଅଛପା! ଏହି ପ୍ରେମୀଯୁଗଳ ଟର୍ଣ୍ଣଡ୍‌ ପତି-ପତ୍ନୀ ସର୍ବଦା ପରସ୍ପରଙ୍କ ପ୍ରତି ଯତ୍ନଶିଳତା ହେତୁ ଚର୍ଚ୍ଚାରେ ରହିଥାନ୍ତି।…
ଅଧିକ ଖବର ଦେଖନ୍ତୁ...