Daily Archives

February 12, 2019

ବିବାହକୁ ନେଇ ଏଭଳି ମଜାଳିଆ ଉତ୍ତର ଦେଲେ କଟ୍ରିନା

ମୁମ୍ବାଇ: ୨୦୧୮ରେ ବଲିଉଡ୍‌ରେ ସୋନମ କପୁର, ଦୀପିକା ପାଦୁକୋନ୍‌ ଓ ପ୍ରିୟଙ୍କା ଚୋପ୍ରା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହି ଅଭିନେତ୍ରୀଙ୍କ ବିବାହ ସେମାନଙ୍କ ପ୍ରଶଂସକଙ୍କ ପାଇଁ ବି ଖୁସି ଆଣି ଦେଇଥିଲା। ଫ୍ୟାନ୍ସମାନେ ଏବେ ଆଲିଆ ଓ କଟ୍ରିନାଙ୍କ ବିବାହର ଅପେକ୍ଷା କରି ରହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲାଇନ୍‌ରୁ କରିଥିଲେ ଖାଦ୍ୟ ଅର୍ଡର, ଅଧା ଖାଇବା ପରେ ସେଥିରୁ ବାହାରିଲା ରକ୍ତଭିଜା ବ୍ୟାଣ୍ଡେଜ

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ ଫୁଡ ଅଡରିଙ୍ଗ ଓ ଡେଲିଭରି ପ୍ଲାଟଫାର୍ମ ସୁଇଗି ଜରିଆରେ ମଗାଇଥିବା ଖାଦ୍ୟରେ ଜଣେ ବ୍ୟକ୍ତିଙ୍କୁ ରକ୍ତଭିଜା ବ୍ୟାଣ୍ଡେଜ ମିଳିଥିବା ନେଇ ଅଭିଯୋଗ ହୋଇଛି। ଏହି ବ୍ୟକ୍ତି ଜଣକ ନିଜ ସହିତ ଘଟିଥିବା ଘଟଣାକୁ ଫେସ୍‌ବୁକ୍‌ରେ ସେୟାର କରିଛନ୍ତି। ଚେନ୍ନାଇରେ ରହୁଥିବା…
ଅଧିକ ଖବର ଦେଖନ୍ତୁ...

ମୟୂରଭଂଜ: ୭ମ ଶ୍ରେଣୀ ଛାତ୍ରୀକୁ ଅପହରଣ, ଶୌଚାଳୟରେ ଦୁଷ୍କର୍ମ କଲା ନାବାଳକ!

ବାରିପଦା: ସଦର ଥାନା ଅଂଚଳରେ ଜଣେ ସପ୍ତମ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଜଣେ ୧୦ମ ଶ୍ରେଣୀର ଛାତ୍ର ଦ୍ୱାରା ଏହି କାମ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ରିପୋର୍ଟ ଅନୁସାରେ ସରସ୍ୱତୀ ପୂଜା ରାତିରେ ନାବାଳକ ପାଚେରି ଡେଇଁ ଆଶ୍ରମ ସ୍କୁଲର ନାବାଳିକା…
ଅଧିକ ଖବର ଦେଖନ୍ତୁ...

ଜାନୁଆରିରେ ଭାରତ- ପାକ୍‌ ସୀମାନ୍ତରେ ୨୧୬ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ୍‌ ସେନା

ନୂଆଦିଲ୍ଲୀ: ଭାରତ- ପାକ୍‌ ସୀମାନ୍ତର ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ପାକ୍‌ ସେନା ଗତ ଜାନୁଆରି ମାସରେ ୨୧୬ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଜାଣିବାକୁ ମିଳିଛି। ଜାନୁଆରି ମାସରେ ପାକ୍‌ ସେନା ଦ୍ୱାରା ହୋଇଥିବା ଏହି ସମସ୍ତ ଅସ୍ତ୍ର ବିରତି ଘଟଣାରେ ଜଣେ ବିଏସ୍‌ଏଫ୍‌ ଯବାନ ସହିଦ୍‌…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: ବସ୍‌ ଦୁର୍ଘଟଣାରେ ୧୦ ଆହତ, ୪ ଗୁରୁତର

ଯୁଯୁମୁରା: ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକର ବେହେରନବସା ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଏହି ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍‌ଟି ସମ୍ବଲପୁର…
ଅଧିକ ଖବର ଦେଖନ୍ତୁ...

ଭାରତ ରତ୍ନ ବା ପଦ୍ମ ସମ୍ମାନକୁ ଏକ ଉପାଧି ଭାବେ ନିଜ ନାମର ଆରମ୍ଭରେ ବା ଶେଷରେ ବ୍ୟବହାର କରାଯାଇ ପାରିବ ନାହିଁ: ସରକାର

ନୂଆଦିଲ୍ଲୀ: ଭାରତ ରତ୍ନ ବା ପଦ୍ମ ସମ୍ମାନ ପରି ରାଷ୍ଟ୍ରୀୟ ସମ୍ମାନ ଦ୍ୱାରା ସମ୍ମାନିତ ହେଉଥିବା ବ୍ୟକ୍ତି ବିଶେଷମାନେ ସେମାନଙ୍କ ନାମର ଆରମ୍ଭ ବା ଶେଷରେ ଏହାକୁ ଏକ ସାଙ୍ଗିଆ ବା ଉପାଧି ଭାବେ ବ୍ୟବହାର କରି ପାରିବେ ନାହିଁ। ଯଦି କେହି ଏପରି କରୁଥିବାର ଦୃଷ୍ଟିଗୋଚର ହୁଏ, ତେବେ ସେମାନେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଲାଭପ୍ରଦ ରହିବ। ମିତ୍ରଙ୍କ ସହଯୋଗରେ ବ୍ୟବସାୟରେ ଉନ୍ନତି ହେବ। କ˚ପାନିରେ ଆପଣଙ୍କୁ କୌଣସି ସୁବିଧା ମିଳିପାରେ। ଅଚାନକ ଧନପ୍ରାପ୍ତି ହେବ। ପିଲାଙ୍କୁ ପଢ଼ାଇବା ପାଇଁ ସମୟ ବାହାର କରିପାରନ୍ତି। ଶୁଭରଙ୍ଗ: ଗୋଲାପି। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ଦିନଟି ଆପଣଙ୍କ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଆସିବେ କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିନିଂ କମିଟି, କରିବେ ପ୍ରାର୍ଥୀ ଚୟନ

ଭୁବନେଶ୍ୱର: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିନିଂ କମିଟି ଫେବ୍ରୁଆରି ୧୩ରେ ଓଡ଼ିଶା ଆସୁଛି। ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଚଳିତମାସ ଶେଷ ସୁଦ୍ଧା ପ୍ରାର୍ଥୀ ତାଲିକା ଘୋଷଣା କରିପାରେ। ପିସିସି ଉପ-ସଭାପତି ଅନନ୍ତ ପ୍ରସାଦ ସେଠୀଙ୍କ ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ମିଗ-୨୭ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପାଇଲଟ

ନୂଆଦିଲ୍ଲୀ : ଋଷ ନିର୍ମିତ ମିଗ ବିମାନ ଭାରତୀୟ ବାୟୁସେନାର ଅନେକ ସେବା କରିଛି । କିନ୍ତୁ ଆଧୁନିକ ଯୁଗରେ ଏହି ଲଢୁଆ ବିମାନ ପୁରୁଣାକାଳିଆ ହୋଇଗଲାଣି । ବାରମ୍ବାର ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହେଉଛି ଓ ବାୟୁସେନା ନିଜର ପାଇଲଟମାନଙ୍କୁ ହରାଉଛି । ଏବେ ମିଗ ବିମାନକୁ ଉଡନ୍ତା କଫିନ ବୋଲି…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଚାଳକଙ୍କୁ ଅଟକାଇ ଜେରା କଲେ କିରଣ ବେଦୀ: ପଚାରିଲେ, ହେଲ୍‌ମେଟ କାଇଁ? ଭିଡିଓ ଭାଇରାଲ୍‌

ପଣ୍ଡିଚେରି: ଟ୍ରାଫିକ୍‌ ନିୟମକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ପଣ୍ଡିଚେରିର ଉପ ରାଜ୍ୟପାଳ ତଥା ଅବସରପ୍ରାପ୍ତ ଆଇପିଏଏସ୍‌ ଅଧିକାରୀ କିରଣ ବେଦୀ ରବିବାର ରାସ୍ତାର ଅନେକ ବାଇକ୍‌ ଚାଳକଙ୍କୁ ଅଟକାଇ ଥିବା ବେଳର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓରେ…
ଅଧିକ ଖବର ଦେଖନ୍ତୁ...