Daily Archives

February 13, 2019

କୋରାପୁଟ: ମାଙ୍ଗାନିଜ୍‌ ଚୋରା ଚାଲାଣ, ସୁରାକ୍‌ ପାଉନି ବିଭାଗ

ଲକ୍ଷ୍ମୀପୁର: କୋରାପୁଟ ଓ ରାୟଗଡା ଜିଲ୍ଲା ସିମାନ୍ତରେ ଥିବା ପ୍ରାୟ ୫ଖଣ୍ଡ ଗାଁ ନିକଟସ୍ଥ ପାହାଡରୁ ପ୍ରବଳ ମାଙ୍ଗାନିଜ୍‌ ରହିଛି। ଏକଥା ଖଣି ବିଭାଗ ଠାରୁ ଆରମ୍ଭ କରି ଉଭୟ ଜିଲ୍ଲା ପ୍ରଶାସନର ଜଙ୍ଗଲ ବିଭାଗ ଓ କିଛି ଅଧିକାରୀ ମାନଙ୍କ ପାଖରେ ମଧ୍ୟ ଖବର ରହିଛିା ଦୁର୍ଭାଗ୍ୟର କଥା ଖଣି ବିଭାଗ…
ଅଧିକ ଖବର ଦେଖନ୍ତୁ...

୨ ବିଶ୍ୱକପ୍‌ ବିଜୟୀ ଟିମ୍‌ର ସଦସ୍ୟ ସେନାରେ ଯୋଗ ଦେଇ ପାରିଲେନି, ରହିଗଲା ଅବଶୋଷ

ନୂଆଦିଲ୍ଲୀ: ଦୁଇଟି ବିଶ୍ୱକପ୍‌ ବିଜୟୀ ଟିମ୍‌ର ସଦସ୍ୟ ଥିବା ଭାରତୀୟ କ୍ରିକେଟର ସୈନିକ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ। ମାତ୍ର ଦୁଃଖର ବିଷୟରେ ନିଜର ପ୍ରଥମ ଇଚ୍ଛାକୁ ପୂରଣ କରି ପାରି ନାହାନ୍ତି। ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଓପନର କହିଛନ୍ତି, ସହିଦଙ୍କ ପିଲାଙ୍କୁ ସାହାଯ୍ୟ…
ଅଧିକ ଖବର ଦେଖନ୍ତୁ...

କେଉଁଠାକୁ ଯିବା ଆସିବା ନ କରୁଥିଲେ ମଧ୍ୟ ଅନେକ ପ୍ରେମୀଯୁଗଳଙ୍କୁ ଏକାଠି କରିଛି ଏହି ଟ୍ରେନ୍‌, ଭିଡିଓ ଦେଖି ଜାଣନ୍ତୁ…

ମୁମ୍ବାଇ : ବଲିଉଡ୍‌ ଫିଲ୍ମରେ ଅନେକ ଥର ଟ୍ରେନ୍‌ର ଦୃଶ୍ୟ ଦେଖା ଯାଇଥାଏ । ରେଳ ଷ୍ଟେସନ ହେଉ କି ଟ୍ରେନ୍‌ ମଧ୍ୟରେ ହେଉ, ଫିଲ୍ମର କିଛି ଭାଗ ସୁଟିଂ କରାଯାଇଥାଏ । କିନ୍ତୁ କିଛି ଫିଲ୍ମ ଏମିତି ରହିଛି, ଯେଉଁଠି ନକଲି ରେଳ ଷ୍ଟେସନ ଏବଂ ନକଲି ଟ୍ରେନ୍‌ ଦେଖା ଯାଇଥାଏ । କିଛି ଫିଲ୍ମ…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କ ଟୁଇଟ୍‌ ପାଇଁ ଶ୍ରୀଲଙ୍କାରେ ରହୁଥିବା ଯୁବତୀଙ୍କୁ ବିବାହ କଲେ ଭାରତରେ ରହୁଥିବା ଯୁବକ, ୨୦୧୫ରେ ଏଭଳି ଆରମ୍ଭ…

ମନ୍ଦସୌର(ମଧ୍ୟପ୍ରଦେଶ): ଏବେ ପ୍ରେମ ସପ୍ତାହ ଚାଲିଥିବା ବେଳେ ଏକ ଭିନ୍ନ ପ୍ରେମକାହାଣୀ ସାମ୍ନାକୁ ଆସିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟ୍‌କୁ ଫଲୋ କରି କରି ମନ୍ଦସୌରରେ ରହୁଥିବା ଜଣେ କୃଷକ ଏବଂ ଶ୍ରୀଲଙ୍କାରେ ରହୁଥିବା ଜଣେ ଡ଼ାକ୍ତରୀ ଛାତ୍ରୀଙ୍କ ମଧ୍ୟରେ ପ୍ରେମ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଦୀପିକାଙ୍କ ଆଲ୍‌ମାରୀରୁ ଏହି ଜିନିଷ ଉଧାର ନିଅନ୍ତି ରଣବୀର

ମୁମ୍ବାଇ : ପରସ୍ପରକୁ କିଛି ବର୍ଷ ଡେଟ୍‌ କରିବା ପରେ ନଭେମ୍ବର ୨୦୧୮ରେ ବିବାହ କରିଥିଲେ ବଲିଉଡ୍‌ର ବାଜିରାଓ ମସ୍ତାନି । ବିବାହ ପରେ ଅନେକ ସମୟରେ ଦୁହେଁ ଦୁହିଁଙ୍କୁ ପ୍ରଂଶସା କରୁଥିବାର ଦେଖା ଯାଇଛି । ଭାଲେଣ୍ଟାଇନ୍‌ ଡେ’ ଆଗକୁ ଥିବା ବେଳେ ଏ ନେଇ ସେମାନେ କିଛି ଖାସ୍‌ ଯୋଜନା କରିଥିବାର…
ଅଧିକ ଖବର ଦେଖନ୍ତୁ...

ଖାଦ୍ୟ ନ ପହଞ୍ଚିବାରୁ ଆଉ ଥରେ ଅର୍ଡର କରିବାକୁ କହିଲା ଜୋମାଟୋ,ପୂର୍ବ ଅର୍ଡରର ଟଙ୍କା ଫେରି ପାଇବା ପାଇଁ ଜୋମାଟୋକୁ ମା’…

ନୂଆଦିଲ୍ଲୀ : ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର କରିବା ସମୟରେ ଅନେକ ପ୍ରକାରର ସମସ୍ୟା ଉପୁଜିଥାଏ । କେତେ ବେଳେ ଖାଇବା ଠିକ୍‌ ସମୟରେ ପହଞ୍ଚେ ନାହିଁ ତ କେତେବେଳେ ଖାଇବା ଅର୍ଡର ଆପେ ଆପେ ରଦ୍ଦ ହୋଇ ଯାଇଥାଏ । ବେଳେ ବେଳେ ଖାଇବାରେ ଅପମିଶ୍ରଣ କରାଯାଇଥିବା ମଧ୍ୟ ଦେଖା ଯାଇଥାଏ । ଏତେ ସବୁ ସମସ୍ୟା…
ଅଧିକ ଖବର ଦେଖନ୍ତୁ...

ଖଣ୍ଡଗିରି-ଉଦୟଗିରି ମହୋତ୍ସବର ଦ୍ୱିତୀୟ ସଂଧ୍ୟା

ଭୁବନେଶ୍ୱର : ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଖଣ୍ଡଗିରି-ଉଦୟଗିରି ମହୋତ୍ସବର ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା । ସଂଧ୍ୟାର ବିଶେଷ ଆକର୍ଷଣ ଥିଲା ସମ୍ବଲପୁରି ନୃତ୍ୟ, ମହାରାଷ୍ଟ୍ରର ପାରମ୍ପାରିକ ଲୋକ ନୃତ୍ୟ ଲାବଣି ନୃତ୍ୟ ଓ ଆଧୁନିକ ସଙ୍ଗୀତର କାର୍ଯ୍ୟକ୍ରମ । ଦ୍ୱିତୀୟ…
ଅଧିକ ଖବର ଦେଖନ୍ତୁ...

ଯୁବତୀମାନଙ୍କ ଆଲ୍‌ମାରୀରେ ଏହି ୩ଟି ଜିନିଷ ରହିବା ନିହାତି ଆବଶ୍ୟକ : ବିଦ୍ୟା ବାଲନ୍‌

ମୁମ୍ବାଇ : ନିଜର ଭିନ୍ନ ଅଭିନୟ କଳା ପାଇଁ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି ଅଭିନେତ୍ରୀ ବିଦ୍ୟା ବାଲନ୍‌ । ଆରମ୍ଭରୁ ତାଙ୍କୁ ଦର୍ଶକଙ୍କ ଏତେ ଭଲ ପାଇବା ମିଳି ନ ଥିବା ବେଳେ ଧିରେ ଧିରେ ସେ ନିଜ ବ୍ୟକ୍ତିତ୍ୱକୁ ଚାହିଁ ଫିଲ୍ମ କରିବା ପରେ ସଫଳ…
ଅଧିକ ଖବର ଦେଖନ୍ତୁ...

ଦାନ୍ତ ଭାଙ୍ଗିବା ପରେ ଅନ୍ୟ ଜଣେ ରୋଗୀଙ୍କ ରିପୋର୍ଟ ଧରାଇ ସବୁ ଠିକ୍‌ ଅଛି ବୋଲି କହିଲେ ଡ଼ାକ୍ତର, ୩ ମାସ ପରେ ରୋଗୀଙ୍କର…

ସୁରଟ୍‌ : ସୁରଟ୍‌ର ମହିଧରପୁରା ଥାନାରେ ଜଣେ ଡ଼ାକ୍ତରଙ୍କ ବିରୋଧରେ ରୋଗୀଙ୍କ ପ୍ରତି ଅବହେଳା କରିଥିବାର ଅଭିଯୋଗ ଆସିଛି । ଠିକ୍‌ ସମୟରେ ରୋଗୀଙ୍କୁ କର୍କଟ ରୋଗ ବିଷୟରେ ଜଣାଇ ନ ଥିବାରୁ ଡ଼ାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଡ଼ାକ୍ତର ଅନ୍ୟ ଜଣେ ରୋଗୀଙ୍କ ରିପୋର୍ଟ ପୀଡ଼ିତଙ୍କୁ…
ଅଧିକ ଖବର ଦେଖନ୍ତୁ...

୩ ଦିନିଆ ଓଡ଼ିଶା ଗସ୍ତରେ ଭୁବନେଶ୍ୱର ପହଂଚିଲେ ନିର୍ବାଚନ କମିସନ ଟିମ୍‌

ଭୁବନେଶ୍ୱର: ନିର୍ବାଚନ କମିସନ ଟିମ୍‌ ୩ ଦିନିଆ ଗସ୍ତରେ ଭୁବନେଶ୍ୱରରେ ପହଂଚିଛନ୍ତି। ନିର୍ବାଚନ କମିସନ ୬ ଜଣିଆ ଟିମ୍‌ ବୁଧବାର ରାତି ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ନିଜର ପହଂଚିଛନ୍ତି। ଟିମ୍‌ ୧୪ ଏବଂ ୧୫ ତାରିଖରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ। …
ଅଧିକ ଖବର ଦେଖନ୍ତୁ...