Daily Archives

February 14, 2019

ଯଦି ଆପଣଙ୍କୁ ମଧୁମେହ ହୋଇଛି ତେବେ ଦୈନିକ ନିଶ୍ଚୟ ଖାଆନ୍ତୁ ଏହି ପରିବା

ମଧୁମେହ ଆଜିକାଲି ଏକ ସାଧାରଣ ରୋଗ ପାଲଟିଗଲାଣି। ପ୍ରାୟ ପ୍ରତି ଘରେ ଏହି ରୋଗୀ ଥିବାର ଦେଖିବାକୁ ମିଳୁଛି। ଏହି ରୋଗ ଥରେ ହେଲେ ଏହାର ସଂପୂର୍ଣ୍ଣ ଉପଶମ କଷ୍ଟକର, ମାତ୍ର ରୋଗକୁ ଆୟତ୍ତରେ ରଖାଯାଇପାରେ। ଉପଯୁକ୍ତ ବ୍ୟାୟାମ, ଖାଦ୍ୟ ଓ ନିୟମିତ ଔଷଧ ସେବନ କଲେ ଏହି ରୋଗକୁ ହରାଯାଇ ପାରେ।…
ଅଧିକ ଖବର ଦେଖନ୍ତୁ...

ରାତ୍ର ଆଶ୍ରୟସ୍ଥଳରେ ଦେବାକୁ ପଡ଼ିବ ନାହିଁ ଟଙ୍କା, ଉପକୃତ ହେବେ ହଜାର ହଜାର ନିରାଶ୍ରୟ ବ୍ୟକ୍ତି

କଟକ: ରାତ୍ର ଆଶ୍ରୟସ୍ଥଳରେ ରହିବା ପାଇଁ ଏଣିକି ନିରାଶ୍ରୟ ଲୋକଙ୍କୁ ଆଉ ଟଙ୍କା ଦେବାକୁ ପଡ଼ିବ ନାହିଁ। ନିରାଶ୍ରୟ ଲୋକେ ରାତ୍ର ଆଶ୍ରୟସ୍ଥଳରେ ମାଗଣାରେ ରହିପାରିବେ। ଏଥି ପାଇଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଶ୍ରୟ ଚାହୁଁଥିବା ଲୋକଙ୍କୁ ପରିଚୟପତ୍ର ମଗାଯିବ ନାହିଁ। ରାଜ୍ୟ ମାନବାଧିକାର…
ଅଧିକ ଖବର ଦେଖନ୍ତୁ...

ନିଜ ବାୟୋପିକ୍‌ର ନିର୍ଦ୍ଦେଶନା ଦେବେ କଙ୍ଗନା

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ‘ମଣିକର୍ଣ୍ଣିକା: ଦ କୁଇନ୍‌ ଅଫ୍‌ ଝାନ୍‌ସି’ରେ ନଜର ଆସିବା ପରେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ପୂର୍ବାପେକ୍ଷା ଢେର୍‌ ବଢ଼ିଯାଇଛି। କଙ୍ଗନାଙ୍କ ଆତ୍ମବଳ ଏବେ ଏତେ ବଢ଼ି ଯାଇଛି ଯେ ବଲିଉଡ୍‌ରେ ତିଷ୍ଠି ରହିବା ପାଇଁ ତାଙ୍କୁ ଆଉ କୌଣସି ଗଡ୍‌ଫାଦରଙ୍କର…
ଅଧିକ ଖବର ଦେଖନ୍ତୁ...

ନିଜର ହନିମୁନ୍‌ ସଂପର୍କରେ ଏହି ରହସ୍ୟ ଖୋଲିଲେ କପିଲ୍‌

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା ୨୦୧୮ ମସିହା ଡିସେମ୍ବର ମାସରେ ନିଜର ଦୀର୍ଘ ବର୍ଷର ପ୍ରେମିକା ଗିନି ଚତର୍ଥଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କପିଲ୍‌ଙ୍କ ବିବାହ ପରେ ସେ ତାଙ୍କ ପତ୍ନୀଙ୍କ ସହ କେଉଁଠାକୁ ହନିମୁନ୍‌ ମନେଇବାକୁ ଯାଉଛନ୍ତି ବୋଲି ଜାଣିବା ପାଇଁ ପ୍ରଶଂସକଙ୍କ…
ଅଧିକ ଖବର ଦେଖନ୍ତୁ...

କଶ୍ମୀରରେ ଏଯାଏଁ ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ: ବିସ୍ଫୋରଣରେ ୪୪ ଯବାନ ସହିଦ

ଶ୍ରୀନଗର: ପୁଲବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଗୁରୁବାର ସହିଦ ଯବାନଙ୍କ ସଂଖ୍ୟା ୪୪ରେ ପହଂଚିଛି। ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଦ୍ୱାରା ‘ସିଆରପିଏଫ୍‌’ର ବସ୍‌କୁ ଆକ୍ରମଣ କରାଯିବାରୁ ଏହି ଘଟଣା ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ୪୫ ଜଣ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ଅଭିନେତା ଭିକିଙ୍କୁ ଜଣେ ମହିଳା ପ୍ରଶଂସକ ଦେଇଥିଲେ ନିଜ ହୋଟେଲ୍‌ ରୁମ୍‌ ନମ୍ବର

ମୁମ୍ବାଇ: ଏ ବର୍ଷର ସୁପର୍‌ ଡୁପର୍‌ ହିଟ୍‌ ଚଳଚ୍ଚିତ୍ର ‘ଉରି: ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ର ଅଭିନେତା ଭିକି କୌଶଲ ଚଳଚ୍ଚିତ୍ର ରିଲିଜ୍‌ ହେବା ପରେ ଅଗଣିତ ପ୍ରଶଂସକଙ୍କ ପ୍ରିୟ ଅଭିନେତା ହେବାରେ ଲାଗିଛନ୍ତି। ଅଭିନେତା ଭିକିଙ୍କର ମହିଳା ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷ କରି…
ଅଧିକ ଖବର ଦେଖନ୍ତୁ...

ପ୍ରେମୀ ଯୁଗଳଙ୍କୁ ପାର୍କରୁ ଧରି ଜବରଦସ୍ତ ବିବାହ କରାଇଲେ ବଜରଙ୍ଗ ଦଳ କର୍ମୀ

ହାଇଦ୍ରାବାଦ୍‌: ହାଇଦ୍ରାବାଦରେ ବଜରଙ୍ଗ ଦଳ ଆଜି ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏକ ପ୍ରେମୀ ଯୁଗଳଙ୍କୁ ଧରି ସେମାନଙ୍କୁ ବିବାହ କରିବାକୁ ବାଧ୍ୟ କରିଥିବା ବେଳର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ଏହି ଘଟଣାଟି ହାଇଦ୍ରାବାଦର କାଣ୍ଡଲୋକ୍ୟ ଅକ୍ସିଜେନ୍‌ ପାର୍କରେ ଘଟିଛି।…
ଅଧିକ ଖବର ଦେଖନ୍ତୁ...

କ୍ରୀଡାର ବିକାଶ ପାଇଁ ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶା ପାଇଲା ‘ଷ୍ଟେଟ୍ ଅଫ୍ ଦ ଇୟର ଆୱାର୍ଡ’

ଭୁବନେଶ୍ୱର : କ୍ରୀଡାର ବିକାଶ ପାଇଁ ଶ୍ରେଷ୍ଠ ରାଜ୍ୟ ଭାବେ ‘ଷ୍ଟେଟ୍ ଅଫ୍ ଦ ଇୟର ଆୱାର୍ଡ’ରେ ସମ୍ମାନିତ ହେଲା ଓଡ଼ିଶା। ସ୍ପୋର୍ଟ୍ସ ଷ୍ଟାର ତରଫରୁ ପ୍ରମୋସନ୍ ଅଫ୍ ସ୍ପୋର୍ଟ୍ସ ଷ୍ଟେଟ୍ ଅଫ୍ ଦ ଇୟର ୨୦୧୯ ପାଇଁ ଓଡ଼ିଶାକୁ ସମ୍ମାନିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି…
ଅଧିକ ଖବର ଦେଖନ୍ତୁ...

ଶ୍ରୀଦେବୀଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ; ଚେନ୍ନାଇରେ ପୂଜା କଲେ କପୁର ପରିବାର

ମୁମ୍ବାଇ: ଅଭିନେତ୍ରୀ ଶ୍ରୀଦେବୀ ଗତ ବର୍ଷ ଫେବ୍ରୁଆରି ୨୪ ତାରିଖରେ ସମସ୍ତ ପ୍ରଶଂସକଙ୍କୁ ଶୋକ ସାଗରରେ ଭସାଇ ଇହଧାମ ପରିତ୍ୟାଗ କରିଥିଲେ। ତାଙ୍କର ଦୁବାଇର ଏକ ହୋଟେଲ୍‌ରେ ମୃତ୍ୟୁ ଘଟିବା ପରେ ଭାଙ୍ଗି ପଡ଼ିଥିଲା ପୂରା କପୁର ପରିବାର ଓ ବଲିଉଡ୍‌ । ପ୍ରଶଂସକ ବି ସହଜରେ ଗ୍ରହଣ କରିପାରି ନଥିଲେ…
ଅଧିକ ଖବର ଦେଖନ୍ତୁ...

ସମୀକ୍ଷା ବୈଠକ: ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ନିର୍ବାଚନ…

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନକୁ ସୁଚାରୁ ରୁପେ ସଂପନ୍ନ କରିବା ସହ ପରିଚାଳନା ପ୍ରସ୍ତୁତି ନିମନ୍ତେ ନିର୍ବାଚନ କମିସନର ଗୁରୁବାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାରମ୍ଭରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ନିର୍ବାଚନ ସଂକ୍ରାନ୍ତୀୟ ସଂକ୍ଷିପ୍ତ…
ଅଧିକ ଖବର ଦେଖନ୍ତୁ...