Daily Archives

February 14, 2019

ମହିଳାଙ୍କୁ ନିଶା ଦେଇ ଯୌନ ଶୋଷଣ, ଚାଲିଗଲା ଜୀବନ

ନୋଏଡା: ନୋଇଡାର ସେକ୍ଟର ୨୯ରେ ରହୁଥିବା ଜଣେ ମହିଳାଙ୍କୁ ନିଶା ଦେଇ ଯୌନ ଶୋଷଣ କରାଯାଇଥିବା ଅଭିଯୋଗ ହୋଇଛି। ୪୮ ବର୍ଷୀୟା ମହିଳା ଜଣଙ୍କୁ ବୁଧବାର ଗୁରୁତର ଅବସ୍ଥାରେ ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଜାଣିବାକୁ…
ଅଧିକ ଖବର ଦେଖନ୍ତୁ...

ଗୁଳି ଖାଇବା ପରେ ହସ୍ପିଟାଲ୍‌ ଯିବା ପରିବର୍ତ୍ତେ ଝିଅକୁ ଆଗ ପରୀକ୍ଷା କେନ୍ଦ୍ରରେ ଛାଡ଼ି ହସ୍ପିଟାଲ୍‌ ଗଲେ ବାପା

ବେଗୁସରାଇ: ମାଆବାପା ହେଉଛନ୍ତି ଈଶ୍ୱରଙ୍କ ରୂପ। ଏହି କଥାଟି ପୁଣି ଥରେ ସତ ହୋଇଛି। ଅତି ପାଖରୁ ଦୁର୍ବୃତ୍ତଙ୍କ ଗୁଳି ଖାଇବା ପରେ ବି ଜଣେ ବାପା ଗୁରୁତର ଅବସ୍ଥାରେ ପ୍ରଥମେ ହସ୍ପିଟାଲ୍‌ ଯିବା ପରିବର୍ତ୍ତେ ଆଗ ନିଜ ଝିଅକୁ ଗାଡ଼ିରେ ନେଇ ପରୀକ୍ଷା ସେଣ୍ଟର୍‌ରେ ଛାଡ଼ିବା ଘଟଣା ଏକ ନୂଆ ଉଦାହରଣ…
ଅଧିକ ଖବର ଦେଖନ୍ତୁ...

ଚାକିରି ପାଇଁ ଜାଲ୍‌ ଜାତିଗତ ସାର୍ଟିଫିକେଟ୍‌ ଦେଇ ଫସିଲେ ପୂର୍ବତନ ଭାରତୀୟ ହକି ଅଧିନାୟକ ଏନ୍‌ ମୁକେଶ କୁମାର

ହାଇଦ୍ରାବାଦ: ପୂର୍ବତନ ଭାରତୀୟ ହକି ଅଧିନାୟକ ଏନ୍‌ ମୁକେଶ କୁମାରଙ୍କ ନାମରେ ଏକ ଜାଲିଆତି ମାମଲା ରୁଜୁ ହୋଇଛି। ଜାଣିବାକୁ ମିଳିଛି ଯେ ମୁକେଶ କୁମାର ଜାଲ୍‌ ଅନୁସୂଚିତ ଜାତି(ଏସ୍‌ସି) ସାର୍ଟିଫିକେଟ୍‌ ଦେଖାଇ ଚାକିରି ପାଇଥିଲେ। କେବଳ ସେ ନୁହଁନ୍ତି, ତାଙ୍କ ଭାଇ ବି ଏହି ଜାଲିଆତି ମାମଲାରେ…
ଅଧିକ ଖବର ଦେଖନ୍ତୁ...

୫୬ ଇଞ୍ଚ୍‌ର ଛାତି କେବେ ଜବାବ ଦେବ? ପୁଲଓ୍ଵାମା ଆକ୍ରମଣ ପ୍ରସଂଗରେ ମୋଦିଙ୍କୁ ଉତ୍ତର ମାଗିଲା କଂଗ୍ରେସ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଗୁରୁବାର ୪୨ ସିଆର୍‌ପିଏଫ୍‌ ଯବାନ ସହିଦ ହେବା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ରମଣ କରିଛି କଂଗ୍ରେସ। ବରିଷ୍ଠ କଂଗ୍ରେସ ନେତା ତଥା ଜାତୀୟ ମୁଖପାତ୍ର ରଣଦୀପ ସିଂହ ସୁର୍‌ଜେଓ୍ଵାଲା ମୋଦିିଙ୍କୁ ଅକ୍ଷେପ କରି ଏକ…
ଅଧିକ ଖବର ଦେଖନ୍ତୁ...

ଛୁଟିରୁ ଫେରି ଡ୍ୟୁଟିରେ ଯୋଗ ଦେବାକୁ ଯାଉଥିଲେ ; କର୍ମକ୍ଷେତ୍ରରେ ପହଞ୍ଚି ପାରିଲେ ନାହିଁ ସିଆରପିଏଫ୍ ଯବାନ : ଜୀବନ…

ଶ୍ରୀନଗର:  ଛୁଟିରୁ ଫେରି ଡ୍ୟୁଟିରେ ଯୋଗ ଦେବାକୁ ଯାଉଥିଲେ ସିଆରପିଏଫ୍ ଯବାନ। ମାତ୍ର କାମରେ ଯୋଗ ଦେଇ ପାରିଲେ ନାହିଁ। ଫେରିବା ରାସ୍ତାରେ ଆତଙ୍କବାଦୀଙ୍କ ଆକ୍ରମଣ ନେଇଗଲା ଜୀବନ। ବସରେ ଅଚାନକ ଆସି  ପିଟି ହୋଇଗଲା ପାଖାପାଖି ୩୫୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଥିବା ସ୍କର୍ପିଓ। ନିଆଁ…
ଅଧିକ ଖବର ଦେଖନ୍ତୁ...

ଆମ ସୈନିକଙ୍କ ପ୍ରତି ରକ୍ତର ବଦଲା ନିଆଯିବ : ଜେନେରାଲ ଭି.କେ.ସିଂ

ନୂଆଦିଲ୍ଲୀ : ଫୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣକୁ ବିଗତ କିଛି ବର୍ଷ ମଧ୍ୟରେ ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି । ଏଥିରେ ସହିଦ ଯବାନଙ୍କ ସଂଖ୍ୟା ୪୨କୁ ଛୁଇଁଛି । ଏହି ଘଟଣାର ପ୍ରତିଶୋଧ ନେବାକୁ ସରକାରଙ୍କ ଉପରେ ଚାପ ବଢିଯାଇଛି । କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ସିଆରପିଏଫ୍ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣରେ ସହିଦ ସଂଖ୍ୟା ୪୨ ହେଲା; ଉରି ପରେ ସବୁଠାରୁ ବଡ଼ ଆକ୍ରମଣ

ଶ୍ରୀନଗର : ଆଜି ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାବାହିନୀ ଉପରେ ହୋଇଥିବା ବଡ଼ଧରଣର ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ସଂଖ୍ୟା ୪୨ ରେ ପହଞ୍ଚିଥିବା ସୂଚନା ମିଳିଛି ।  ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ଆତଙ୍କବାଦୀ ସଂଗଠନ  ଜୈସ ଇ ମହମ୍ମଦ ସଂଗଠନର ଏକ ଶାଖା ସଂଗଠନ…
ଅଧିକ ଖବର ଦେଖନ୍ତୁ...

ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇବା ଲାଗି ଖଲିଲଙ୍କୁ ଟକ୍କର ଦେଉଛନ୍ତି ଉନାଦକଟ, ଆସନ୍ତାକାଲି ଟିମ୍‌ ହେବ ଚୟନ

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷରେ ଆଗାମୀ ଦିନିକିଆ ଏବଂ ଟି-୨୦ ଶୃଙ୍ଖଳା ଲାଗି ଭାରତୀୟ ଟିମ୍‌ ଶୁକ୍ରବାର ଚୟନ ହେବ। ଭାରତୀୟ ଚୟନକାରି କମିଟି, ଯେତେବେଳେ ଖେଳାଳିଙ୍କ ଚୟନ କରିବେ, ସେମାନେ ନିଶ୍ଚିତ ଭାବରେ ଆଗାମୀ ମେ’ ମାସରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍‌କୁ ଦୃଷ୍ଟି ଦେବେ। ବିଶ୍ୱକପ୍‌…
ଅଧିକ ଖବର ଦେଖନ୍ତୁ...

ଏଡିଜି ପୁଲିସ ଅଧିକାରୀ ଏକ ମାସ ହେବ ପିତାଙ୍କ ଶବର କରୁଛନ୍ତି ଚିକିତ୍ସା, କାରଣ ଜାଣନ୍ତୁ

ଲକ୍ଷ୍ମୌ: ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ପୁଲିସ ଅଧିକାରୀ ଦାବି କରିଛନ୍ତି କି, ହସ୍‌ପିଟାଲ୍‌ ମୃତୁ ଘୋଷଣା କରିବା ପରେ ସେ ତାଙ୍କ ୮୪ବର୍ଷର ପିତାର ଚିକିତ୍ସା ଆୟୁର୍ବେଦିକ ଉପାୟରେ କରୁଛନ୍ତି। ଭୋପାଳର ଏକ ହସ୍‌ପିଟାଲ୍‌ ଗତ ମାସ ଜାନୁଆରି ୧୪…
ଅଧିକ ଖବର ଦେଖନ୍ତୁ...

କାଶ୍ମୀର ପରି ଏକ ସମାନ ଆକ୍ରମଣ ଗତ କାଲି ଇରାନରେ ହୋଇଥିଲା, ୨୭ ସୈନିକ ସହିଦ, ପାକିସ୍ତାନ ଉପରେ ପ୍ରତିଶୋଧ ନେବାକୁ…

ତେହେରାନ : ଆଜି ଜାମ୍ମୁ ଓ କାଶ୍ମୀରର ଫୁଲଓ୍ଵାମାରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ସାରା ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପାକିସ୍ତାନ ଉପରେ ପ୍ରତିଶୋଧ ନେବାକୁ ସାରାଦେଶରେ ଦାବି ଉଠିଛି । କିନ୍ତୁ ଏକ ସମାନ ପ୍ରକାରର ଆତଙ୍କବାଦୀ ଆକ୍ରମଣ ପାକିସ୍ତାନର ପଶ୍ଚିମ ପଟେ…
ଅଧିକ ଖବର ଦେଖନ୍ତୁ...