Daily Archives

February 15, 2019

କନ୍ଧମାଳ: ‘କାଳିଆ’ ଯୋଜନାର କାର୍ଯ୍ୟକ୍ରମକୁ ଯାଇ ନିଖୋଜ ଚାଷୀଙ୍କ ମୃତଦେହ ଉଦ୍ଧାର

ତୁମୁଡିବନ୍ଧ: କନ୍ଧମାଳ ଜିଲାରୁ କାଳିଆ ଯୋଜନାର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପୁରୀ ଯାଇଥିବା ନିଖୋଜ ଚାଷୀର ମୃତଦେହ ମିଳିଛି। ଚାଷୀ ନିଖୋଜର ୨୦ ଦିନ ପରେ ମୃତଦେହ ଉଦ୍ଧାର ହେବା ପରେ ପ୍ରଶାସନର ଖାମଖିଆଲି ମନଭାବ ପଦାରେ ପଡ଼ିଛି। ଚାଷୀ ନିଖୋଜ ସମ୍ପର୍କିତ ଖବର ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ପାଇଲଟ୍‌ ଅଭାବ: ୧୩୦ ବିମାନ ଚଳାଚଳ ବାତିଲ୍‌ କଲା ଇଣ୍ଡିଗୋ

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନର ପାଇଲଟ୍‌ ଅଭାବ ହେତୁ ଶୁକ୍ରବାର ମଧ୍ୟ ଅନେକଗୁଡ଼ିଏ ବିମାନ ଚଳାଚଳକୁ ବାତିଲ୍‌ କରି ଦିଆଯାଇଛି। ସୂଚନା ରହିଛି ଯେ ଆଜି ପ୍ରାୟ ୧୩୦ଟି ବିମାନ ଚଳାଚଳକୁ ବାତିଲ କରାଯାଇଛି। ଯେତିକି ବିମାନ ଚଳାଚଳକୁ ବାତିଲ କରାଯାଇଛି ତାହା ଏୟାର୍‌ଲାଇନ୍‌ର ପ୍ରାୟ ୧୦ ପ୍ରତିଶତ…
ଅଧିକ ଖବର ଦେଖନ୍ତୁ...

ରିଲିଜ୍‌ ହେଲା ପ୍ରିୟା ପ୍ରକାଶଙ୍କ ‘ଓରୁ ଉଦାର ଲବ’ ଚଳଚ୍ଚିତ୍ର; ଅସନ୍ତୋଷ ପ୍ରକାଶ କଲେ ଦର୍ଶକ

ତିରୁବନନ୍ତପୁରମ୍‌: ଥରେ ମାତ୍ର ଆଖି ମାରି ରାତାରାତି ଇଣ୍ଟ୍‌ରନେଟ୍‌ ରାଣୀ ବନି ଯାଇଥିବା ମାଲାୟାଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶ ଭାରିୟର୍‌ଙ୍କ ଚଳଚ୍ଚିତ୍ର ‘ଓରୁ ଉଦାର ଲବ’ ଇତି ମଧ୍ୟରେ ରିଲିଜ୍‌ ହୋଇଯାଇଛି। ଟିନ୍‌ ଏଜ୍‌ ପ୍ରେମ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ପ୍ରିୟା…
ଅଧିକ ଖବର ଦେଖନ୍ତୁ...

ରଣବୀର-ଆଲିଆଙ୍କ ବ୍ରେକ୍‌ଅପ୍‌? ଭାଲେ୍‌ଣ୍ଟାଇନ୍ସ ଡେ’ରେ ସତରୁ ହଟିଲା ପରଦା

ମୁମ୍ବାଇ: ନିକଟ ଅତୀତରେ ଖବର ଆସିଥିଲା କି ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଭିତରେ ଥିବା ପ୍ରେମ ସଂପର୍କ ଛିନ୍ନ ହୋଇଛି। ମାତ୍ର ରଣବୀର ଓ ଆଲିଆଙ୍କ ଯୋଡ଼ିକୁ ପସନ୍ଦ କରୁଥିବା ଦର୍ଶକଙ୍କ ପାଇଁ ଖୁସି ଖବର। ମିଳିଥିବା ସୂଚନା ମୁତାବକ, ଏହି ଦୁଇ ଯୋଡ଼ିଙ୍କ ସଂପର୍କ ପୂର୍ବ ପରି…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନୀ ଗଣମାଧ୍ୟମର ନିନ୍ଦନୀୟ ଚେହେରା: ପୁଲଓ୍ଵାମା ଆକ୍ରମଣକାରୀଙ୍କୁ ‘ସ୍ୱାଧୀନତା ସଂଗ୍ରାମୀ’ ସଜାଇଲା ‘ଦ…

ଇସ୍‌ଲାମାବାଦ୍‌: ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣ  ପରେ ପାକିସ୍ତାନୀ ଗଣମାଧ୍ୟମର ନିନ୍ଦନୀୟ ଚେହେରା ସାମ୍ନାକୁ ଆସିିଛି। ୪୦ରୁ ଊର୍ଧ୍ୱ ଯବାନ ସହିଦ ହୋଇଥିବା ଏହି ଆତ୍ମଘାତୀ ଆକ୍ରମଣକୁ ପାକିସ୍ତାନୀ ଖବରକାଗଜ ‘ଦ ନେସନ୍‌’ ଯେଉଁଭଳି ଭାବେ ଉପସ୍ଥାପିତ…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ସାରି ଦେଶକୁ ଫେରିଲେ ଇର୍ଫାନ ଖାନ, ଆରମ୍ଭ କରିବେ ସୁଟିଂ କାର୍ଯ୍ୟ

ମୁମ୍ବାଇ: ଅଭିନେତା ଇର୍ଫାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଇଫ୍ରାନ ବିଦେଶରୁ ନିଜର କର୍କଟ ଚିକିତ୍ସା ସାରି ଏବେ ଭାରତ ଫେରିଛନ୍ତି। ସେ ଏବେ ମୁମ୍ବାଇର କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ସେ ଖୁବ୍‌ ଶୀଘ୍ର ନିଜର ଆମାଗୀ ଚଳଚ୍ଚିତ୍ର ସୁଟିଂ…
ଅଧିକ ଖବର ଦେଖନ୍ତୁ...

ନିଜର ଦିନକର ଦରମା ସହିଦ ଯବାନଙ୍କ ପରିବାରକୁ ଦେବ ଉତ୍ତରାଖଣ୍ଡର ଆଇଏଏସ୍‌ ଆସୋସିଏସନ୍‌

ଡେରାଡୁନ୍‌: ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ଆତଙ୍କବାଦୀ ଆକ୍ରମଣରେ ଭାରତର ଯାହା କ୍ଷୟକ୍ଷତି ହୋଇଛି ତାହା ସବୁ ଦିନ ପାଇଁ ଅପୂରଣୀୟ। ଆକ୍ରମଣରେ ସହିଦ ହୋଇଥିବା ୪୦ରୁ ଊର୍ଧ୍ୱ ଯବାନଙ୍କ ପରିବାରକୁ ଦେଶର କୋଣଅନୁକୋଣରୁ ଲୋକେ ସମବେଦନା ଜଣାଇଛନ୍ତି। ସେମାନଙ୍କ ପରିବାରକୁ ଏବେ ସହାୟତାର ହାତ…
ଅଧିକ ଖବର ଦେଖନ୍ତୁ...

ପାର୍କରେ ପ୍ରେମୀ ଯୁଗଳଙ୍କୁ ବଜରଙ୍ଗ ଦଳ ଧରି ଜବରଦସ୍ତ ବାହା କରଇବା ପରେ ଆଉ ଘରକୁ ଫେରିନାହାନ୍ତି ସେମାନେ

ହାଇଦ୍ରାବାଦ୍‌: ହାଇଦ୍ରାବାଦରେ ବଜରଙ୍ଗ ଦଳ ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏକ ପ୍ରେମୀ ଯୁଗଳଙ୍କୁ ଧରି ସେମାନଙ୍କୁ ବିବାହ କରିବାକୁ ବାଧ୍ୟ କରିଥିବା ବେଳର ଏକ ଭିଡିଓ ଗତକାଲି ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଥିଲା। ଏହି ଭିଡିଓ ଭାଇରାଲ୍‌ ହେବା ପରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ବି…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ତୁମୁଡିବନ୍ଧରେ କାଳବୈଶାଖୀ ଓ କୁଆ ପଥର ବର୍ଷା

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାର କିଛି ଅଂଚଳରେ ଶୁକ୍ରବାର କାଳବୈଶାଖୀର ପ୍ରଭାବରେ କୁଆ ପଥର ବର୍ଷା ଓ ଘୁର୍ଣ୍ଣିଝଡ଼ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ଦିଆ ଯାଇ ଥିବା ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲାର ବାଲିଗୁଡା, କ. ନୂଆଗାଁ ଓ ତୁମୁଡିବନ୍ଧ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ସହିଦ ଯବାନଙ୍କ ସଂପର୍କୀୟଙ୍କୁ ପରଦାକୁ ନଆଣିବା ପାଇଁ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର…

ପୁଲଓ୍ଵାମା: ଜମ୍ମୁ-କଶ୍ମୀରର ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୪୦ରୁ ଊର୍ଧ୍ୱ ସହିଦ ହୋଇଥିବା ଯବାନଙ୍କ ପରିବାର ଲୋକଙ୍କର ଫଟୋ, ଭିଡିଓ ଗଣମାଧ୍ୟମ ପରଦାରେ ନ ଦେଖାଇବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏକ ପରାମର୍ଶ ପତ୍ର ଜାରି କରାଯାଇଛି। ଏପରି କରିବା…
ଅଧିକ ଖବର ଦେଖନ୍ତୁ...