Daily Archives

February 16, 2019

କୋରାପୁଟ: କ୍ୟାଣ୍ଡେଲ୍‌ ର‍୍ୟାଲିରେ ସାମିଲ୍‌ ହେଲେ ଜନସାଧାରଣ, ସହିଦଙ୍କୁ ଦେଲେ ଶ୍ରଦ୍ଦାଞ୍ଜଳି

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ ଜାତି ଧର୍ମ ବର୍ଣ ନିର୍ବିଶେଷରେ ଛାତ୍ରଛାତ୍ରୀ ଠାରୁ ଆରମ୍ଭ କରି ବୟୋଜ୍ୟଷ୍ଠ, ସାଧାରଣ ଜନସାଧାରଣ ସହିଦ୍‌ଙ୍କୁ ଶ୍ରଦ୍ଦାଞ୍ଜଳି ଦେବା ସକାଶେ ଶନିବାର ସଂଧ୍ୟାରେ ଆଗେଇ ଆସିଛନ୍ତି। ସମସ୍ତଙ୍କ ହାତରେ ଥିଲା ଖଣ୍ଡିଏ ଖଣ୍ଡିଏ…
ଅଧିକ ଖବର ଦେଖନ୍ତୁ...

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟଣା: ପଂଚଭୂତରେ ଲୀନ ହେଲେ ସହିଦ୍‌ ଓଡ଼ିଆ ଯବାନ ମନୋଜ

ନିଆଳି: ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଗୁରୁବାର ସହିଦ ହୋଇଥିବା ଓଡ଼ିଆ ଯବାନ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀର ଶନିବାର ରାତି ପଂଚଭୂତରେ ଲୀନ ହୋଇଛି। ଗାଁ ମଶାଣିରେ ଅନ୍ତିମ ସଂସ୍କାର ବେଳେ ଦାଦା ପୁଅ ଭାଇ ରଂଜନ କୁମାର ବେହେରା ଓ ଭଉଣୀ ବାସନ୍ତୀ ବେହେରା ମୁଖାଗ୍ନି ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଯବାନମାନେ ସହିଦ ହେବା ପରେ ଆପଣ କାହିଁକି ଦୁଃଖ କରୁଛନ୍ତି? ଅଭିମାନ ଭରା ଭିଡିଓ ପୋଷ୍ଟ୍‍ କଲେ ସୋନୁ ନିଗମ

ମୁମ୍ବାଇ: ପୁଲଓ୍ଵାମା ଆକ୍ରମଣରେ ପୂରା ଦେଶର ରକ୍ତ ଗରମ ହୋଇ ରହିଥିବା ବେଳେ ଦେଶର ସେଲିବ୍ରେଟିମାନେ ନିଜ ନିଜର ମତ ରଖି ଚାଲିଛନ୍ତି। ବଲିଉଡ୍‌ର ଅନେକ ସେଲିବ୍ରେଟି ସୋସିଆଲ୍‌ ମିଡିଆରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିବା ବେଳେ ବଲିଉଡ୍‌ କଣ୍ଠଶିଳ୍ପୀ ସୋନୁ ନିଗମ ଆକ୍ରମଣକୁ ନେଇ ଏକ…
ଅଧିକ ଖବର ଦେଖନ୍ତୁ...

ଆକାଉଣ୍ଟ୍‌ ଡିଲିଟ୍‌ ପରେ ବି କମ୍ପାନି ପାଖରେ ସାଇତା ହୋଇ ରହିଥାଏ ଟୁଇଟ୍‌ର ମେସେଜ୍‌

ନୂଆଦିଲ୍ଲୀ: ଯେତେବେଳେ ଆପଣ ନିଜର ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ ଡିଲିଟ୍‌ କରୁଥିବେ ସେତେବେଳେ ନିଶ୍ଚୟ ଆଶା କରିଥିବେ ଯେ ସୋସିଆଲ୍‌ ମିଡିଆ କମ୍ପାନି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ, ସୂଚନା ଏବଂ ବାର୍ତ୍ତା ଆଦି ନଷ୍ଟ କରି ଦେଉଥିବ। ମାତ୍ର ସବୁବେଳେ ଏପରି ହୁଏ ନାହିଁ, ଯାହାକି ବାସ୍ତବରେ…
ଅଧିକ ଖବର ଦେଖନ୍ତୁ...

ଏହି ପରି ଭାବେ ହ୍ଵାଟ୍‌ସଆପ୍‌ରେ ପକାଇ ପାରିବେ ସ୍କ୍ରିନ୍‌ ଲକ୍‌

ନୂଆଦିଲ୍ଲୀ: ଇନ୍‌ଷ୍ଟାଣ୍ଟ୍‌ ମେସେଜିଂ ଆପ୍‌ ହ୍ଵାଟ୍‌ସଆପ୍‌ ନିଜର ସିକ୍ୟୁରିଟି ଫିଚର୍‌କୁ ଆହୁରି ଦୃଢ଼ କରିଛି। ଗତବର୍ଷରୁ ଏ ବର୍ଷ ଭିତରେ ଅନେକ ହ୍ଵାଟ୍‌ସଆପ୍‌ ଫିଚର୍‌ରେ ପରିବର୍ତ୍ତନ ଆସିଛି। କମ୍ପାନି ପକ୍ଷରୁ ଅନେକ ଦିନ ହେବ ସ୍କି୍ରନ୍‌ ଲକ୍‌ ଫିଚର୍‌ ଲଞ୍ଚ୍‌ କରିବାର ଯୋଜନା ରହିଛି।…
ଅଧିକ ଖବର ଦେଖନ୍ତୁ...

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟଣା: ରତନପୁର ଗାଁ ମଶାଣିରେ ପହଂଚିଲା ସହିଦ୍‌ ଓଡ଼ିଆ ଯବାନ ମନୋଜଙ୍କ ପାର୍ଥିବ ଶରୀର

ନିଆଳି: ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଗୁରୁବାର ସହିଦ ହୋଇଥିବା ଓଡ଼ିଆ ଯବାନ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀର ଶନିବାର ରାତି ନିଜର ଜନ୍ମମାଟି ରତନପୁର ଗାଁ ମଶାଣିରେ ପହଂଚିଛି। ଆଉ କିଛି ସମୟ ପରେ ଗାଁ ମଶାଣିରେ ଅନ୍ତିମ ସଂସ୍କାର ହେବ। ଓଡ଼ିଆ ଯବାନଙ୍କ ଅନ୍ତିମ ଯାତ୍ରା ସମୟରେ…
ଅଧିକ ଖବର ଦେଖନ୍ତୁ...

ଦୀର୍ଘ ୨୪ ବର୍ଷ ବ୍ୟବଧାନରେ ପରଦାରେ ଏକତ୍ର ନଜର ଆସିବେ ଜିତେନ୍ଦ୍ର ଓ ଜୟପ୍ରଦା

ମୁମ୍ବାଇ: ଅଶୀ ଦଶକର ଲୋକପ୍ରିୟ ଯୋଡ଼ି ଜିତେନ୍ଦ୍ର ଓ ଜୟପ୍ରଦା ଦୀର୍ଘ ୨୪ ବର୍ଷ ବ୍ୟବଧାନ ପରେ ପୁଣି ଥରେ ଏକାଠି ହୋଇ କାମ କରିବେ। ଏଥର ଏହି ଦୁଇ ଜଣ କୌଣସି ଚଳଚ୍ଚିତ୍ରରେ ନୁହେଁ ବରଂ, ଏକ ଟିଭି ସୋ’ରେ ଏକତ୍ର ନଜର ଆସିବେ ବୋଲି ଜାଣିବାକୁ ମିଳିଛି। ଏମାନେ ‘ସୁପର୍‌ ଡ୍ୟାନ୍ସର୍‌…
ଅଧିକ ଖବର ଦେଖନ୍ତୁ...

ଭାଲେଣ୍ଟାଇନ୍ସ ଡେ’ରେ ପତ୍ନୀ ମିସେଲ୍‌ଙ୍କ ପ୍ରତି ଏଭଳି ଶୈଳୀରେ ପ୍ରେମ ନିବେଦନ କଳେ ଓବାମା

ଓ୍ଵାସିିଂଟନ: ଭାଲେଣ୍ଟାଇନ୍ସ ଡେ’ରେ ଅନେକ ରସିକ ପ୍ରବୃତ୍ତିର ବ୍ୟକ୍ତି ନିଜ ପତ୍ନୀ କିମ୍ବା ପ୍ରେମିକାଙ୍କୁ ଭିନ୍ନ ଭିନ୍ନ ତରିକାରେ ଶୁଭେଚ୍ଛା ଜଣାଇ ଥାଆନ୍ତି। ଏ ବର୍ଷ ଏହି ସ୍ୱତନ୍ତ୍ର ଦିବସରେ ଚର୍ଚ୍ଚା ପାଲଟିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା। ସେ ତାଙ୍କ ପତ୍ନୀ…
ଅଧିକ ଖବର ଦେଖନ୍ତୁ...

ବିଗ୍‌ ବିଙ୍କ ବଦାନ୍ୟତା, ପ୍ରତ୍ୟେକ ସହିଦ ପରିବାରଙ୍କୁ ଦେବେ ୫ ଲକ୍ଷ ଟଙ୍କା

ମୁମ୍ବାଇ: ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସମସ୍ତ ଯବାନଙ୍କୁ ଶନିବାର ଅନ୍ତିମ ବିଦାୟ ଦେଇଛି ସମଗ୍ର ଦେଶ। ବଲିଉଡ୍‌ ବି ଏହି ଖବରରେ ମର୍ମାହତ। ସୂଚନା ରହିଛି ଯେ ବଲିଉଡ୍‌ ବାଦ୍‌ଶାହା ଅମିତାଭ ବଚ୍ଚନ ଆକ୍ରମଣରେ ସହିଦ ହୋଇଥିବା ସମସ୍ତ ଯବାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କାଏ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା: ବୃଦ୍ଧା ମା’କୁ ଇଟା କଚାଡି-କ୍ରିକେଟ ବ୍ୟାଟରେ ପିଟି ଜୀବନ ନେଲା ପୁଅ

ଝାରସୁଗୁଡ଼ା: ଲଇକେରା ଥାନା ରଙ୍ଗିଆକଟା ଗାଁରେ ବୃଦ୍ଧା ମା’କୁ ଇଟା କଚାଡ଼ି ଏବଂ ହାତ ତିଆରି କ୍ରିକେଟ ବ୍ୟାଟ୍‌ରେ ପିଟି ହତ୍ୟା କରିଛି। ସୂଚନା ଅନୁସାରେ ଆଦ୍ରା କୁସୁମଙ୍କ ପୁଅ ଲୋକେଶ୍ୱର କୁସୁମ ଶୁକ୍ରବାର ପାରିବାରିକ କଳହକୁ ନେଇ ନିଜ ୬୦ ବର୍ଷୀୟ ବୃଦ୍ଧା ମା’ ଅସମତି କୁସୁମକୁ ଇଟା ଓ…
ଅଧିକ ଖବର ଦେଖନ୍ତୁ...