Daily Archives

February 17, 2019

ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ‘ଓରେଡା’ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଖଣ୍ଡଗିରି ପାହାଡ ପାଦଦେଶରେ ଥିବା ବିଜୁ ଫଟ୍ଟନାୟକ ଶକ୍ତି ପାର୍କ ଠାରେ ରବିବାର ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା)ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ତିନି ଦଶନ୍ଧିର ଗୌରବମୟ ଗାଥାକୁ ପୁନଃରୁଥାନ କରିବା ଅବସରରେ ଆୟୋଜିତ କର୍ମଶାଳା ଭିତିକ ପ୍ରଦର୍ଶନୀରେ…
ଅଧିକ ଖବର ଦେଖନ୍ତୁ...

ଝାଡ଼ଖଣ୍ଡ: ପୂର୍ବରୁ ଥିଲା ୩ ମେଡିକାଲ କଲେଜ, ପ୍ରଧାନମନ୍ତ୍ରୀ ମୋଦି ଗୋଟିଏ ଦିନରେ ଉଦ୍‌ଘାଟନ କଲେ ୩ ମେଡିକାଲ କଲେଜ

ହଜାରିବାଗ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡ଼ଖଣ୍ଡର ହଜାରିବାଗରେ ୩ ମେଡିକାଲ କଲେଜ ଏବଂ ରାମଗଡ଼ରେ ମହିଳା ଇଂଜିନିୟରିଂ କଲେଜର ନବନିର୍ମିତ ଭବନକୁ ଉଦ୍‌ଘାଟନ କରିଛନ୍ତି। ଏଥି ସହିତ ମୋଦି ୪୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ଶିଳାନ୍ୟାସ କରିଛନ୍ତି। ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ ନୁହେଁ ଏହି ଇଣ୍ଡଷ୍ଟ୍ରିର ଅଭିନେତାଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି ସୁହାନା, ଫଟୋ ସେୟାର କରି କଲେ…

ମୁମ୍ବାଇ: ସବୁ ଚର୍ଚ୍ଚିତ ଷ୍ଟାର୍‌ କିଡ୍‌ମାନଙ୍କ ମଧ୍ୟରେ କିଙ୍ଗ ଖାନ୍‌ ଶାହାରୁଖ୍‌ ଖାନ୍‌ଙ୍କ ତନୟା ସୁହାନା ଖାନ୍‌ଙ୍କ ନାଁ ମଧ୍ୟ ରହିଛି । ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ସାରା ଅଲ୍ଲୀ ଖାନ୍‌ ବଲିଉଡ୍‌ରେ ଡେବ୍ୟୁ କରି ସାରିଥିବା ବେଳେ ଏବେ ସୁହାନାଙ୍କ ଡେବ୍ୟୁ ପାଇଁ ସମସ୍ତଙ୍କ ଅପେକ୍ଷା…
ଅଧିକ ଖବର ଦେଖନ୍ତୁ...

ମଇଁଷିର ଦାମ୍‌ ୧୧କୋଟି: ଏହି ଖାସ୍‌ କାରଣ ପାଇଁ ଦୂର ଦୂରାନ୍ତରୁ ଲୋକେ ଦେଖିବା ପାଇଁ ଆସିଥାନ୍ତି

ସୋନିପତ: ଆପଣମାନେ ଦାମୀ କାର୍‌ ବା ଘର ବିଷୟରେ ଶୁଣିଥିବେ । କିନ୍ତୁ କେବେ ୧୧କୋଟି ଦାମ୍‌ର ମଇଁଷି ବିଷୟରେ ଶୁଣିଥିଲେ କି? ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଏହାର ଦାମ୍‌ ବିଷୟରେ ଜାଣି ଦୂର ଦୂରାନ୍ତରୁ ଲୋକେ କ’ଣ ଖାସ୍‌ ରହିଛି, ତାହା ଜାଣିବା ପାଇଁ ଆସିଥାନ୍ତି ।…
ଅଧିକ ଖବର ଦେଖନ୍ତୁ...

ମା’ଙ୍କ ସୁବିଧା ପାଇଁ ଏକ କୋଟି ଟଙ୍କାର ଗାଡ଼ି ଉପହାରରେ ଦେଲେ ସଲମାନ, କିନ୍ତୁ ଏହି କାରଣ ପାଇଁ ବ୍ୟବହାର କରି ପାରିବେ…

ମୁମ୍ବାଇ: ଏବେ ଫିଲ୍ମ ଭାରତର ସୁଟିଂରେ ବ୍ୟସ୍ତ ଅଛନ୍ତି ଟାଇଗର ସଲମାନ ଖାନ୍‌ । ପୂର୍ବ କିଛି ଫିଲ୍ମ ସଫଳ ହୋଇ ପାରି ନଥିବାରୁ ସେ ଫିଲ୍ମ ଭାରତକୁ ନେଇ ବେଶ ସଚେତନ ଥିବା ଜଣା ପଡ଼ିଛି । ତେବେ ଏତେ ସବୁ କାମ ଭିତରେ ସେ ନିଜ ପରିବାରର ଧ୍ୟାନ ମଧ୍ୟ ଠିକ୍‌ ଭାବରେ ରଖୁୁଥିବା ଦେଖା ଯାଇଛି ।…
ଅଧିକ ଖବର ଦେଖନ୍ତୁ...

ଲୋକଙ୍କୁ ଆକର୍ଷିତ କରିବା ପାଇଁ ୧୦ଟଙ୍କାରେ ଶାଢ଼ି ଦେବାର ବିଜ୍ଞାପନ ରଖିଲା ହାଇଦ୍ରାବାଦ୍‌ରେ ଥିବା ସିଏମ୍‌ଆର ସପିଂ…

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ରେ ଥିବା ସିଏମ୍‌ଆର ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଯେଉଁ ଅଫର ରଖିଥିଲା, ତାହା ପରବର୍ତ୍ତୀ ମୂହୁର୍ତ୍ତରେ ମୁଣ୍ଡବିନ୍ଧାର କାରଣ ପାଲଟି ଯାଇଥିଲା । ମାତ୍ର ୧୦ ଟଙ୍କାରେ ଶାଢ଼ି ମିଳୁଥିବାର ଖବର ପାଇ ଏକାଧିକ ଲୋକ ଶାଢ଼ି କିଣିବାକୁ ପହଞ୍ଚିଥିଲେ ।…
ଅଧିକ ଖବର ଦେଖନ୍ତୁ...

ପୁଣି ବିବାଦରେ କପିଲ: ନିଜ ଫ୍ୟାନ୍‌ଙ୍କୁ ସେଲ୍‌ଫି ନେବାକୁ ରୋକିବା ସହ କଲେ ଦୁର୍ବ୍ୟବହାର

ମୁମ୍ବାଇ: ପ୍ରାୟ ଗୋଟେ ବର୍ଷର ବ୍ୟବଧାନ ପରେ ପୁଣି ପରଦାକୁ ଫେରିଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା । ଏତେ ଦିନର ବ୍ୟବଧାନ ପରେ ସେ ପରଦାକୁ ଫେରିଥିଲେ ମଧ୍ୟ ତାଙ୍କ ସୋ’କୁ ପୂର୍ବ ଭଳି ଭଲ ପାଇବା ମିଳୁଥିବା ଦେଖା ଯାଇଥିଲା । ପୂର୍ବରୁ କପିଲ ନିଜ ସୋ’ର ପ୍ରଯୋଜନା ନିଜେ କରୁଥିବା ବେଳେ ଏବେ…
ଅଧିକ ଖବର ଦେଖନ୍ତୁ...

ମାଇକେଲ ଜାକ୍‌ସନଙ୍କ ଭଳି ଦେଖାଯିବା ପାଇଁ ୨୧ଲକ୍ଷ ଟଙ୍କା ଖର୍ଚ୍ଚ କରି ୧୧ଥର ପ୍ଲାଷ୍ଟିକ ସର୍ଜରୀ କରିଥିଲେ ଯୁବକ,…

ନୂଆଦିଲ୍ଲୀ: ମାଇକେଲ ଜାକ୍‌ସନ୍‌ ଆମେରିକାର ଜଣେ ପ୍ରସିଦ୍ଧ ପପ୍‌ କଣ୍ଠଶିଳ୍ପୀ ଥିଲେ । ତାଙ୍କ ଗାୟିକି ଏବଂ ତାଙ୍କ ଗାଇବାର ଅନ୍ଦାଜ ପାଇଁ ସମସ୍ତେ ତାଙ୍କର ଫ୍ୟାନ୍‌ ଥିଲେ । ତାଙ୍କର ମୃତ୍ୟୁକୁ ଏବେ ୯ବର୍ଷ ହୋଇ ଯାଇଥିଲେ ମଧ୍ୟ ଏବେ ବି ଲୋକେ ତାଙ୍କୁ ମନେ ରଖିବା ସହ ସେ କରୁଥିବା ଜିନିଷ…
ଅଧିକ ଖବର ଦେଖନ୍ତୁ...

ପୁଲଓ୍ଵାମା ଆକ୍ରମଣ: ଅମିତାଭଙ୍କ ପରେ ଏବେ ସହିଦ୍‌ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବେ ସଲମାନ ଖାନ୍‌, ଖୁଲାସା କଲେ…

ମୁମ୍ବାଇ: ଫେବ୍ରୁଆରି ୧୪, ୨୦୧୯ରେ ଜମ୍ମୁ-କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶ ଏହାକୁ କଡ଼ା ନିନ୍ଦା କରିଛି । ଏହା ସହ ଭାରତୀୟ ନାଗରିକମାନେ ପାକିସ୍ତାନର ମୂଳପୋଛ କରାଯାଉ ବୋଲି ଦାବି କରିଛନ୍ତି । ତେବେ ବଲିଉଡ୍‌ କଳାକାର ଏ ଘଟଣାକୁ ନେଇ ଶୋକପ୍ରକାଶ କରିବା ସହ ସହିଦ୍‌…
ଅଧିକ ଖବର ଦେଖନ୍ତୁ...

ଏକା ସାଙ୍ଗରେ ୭ଟି ନବଜାତକୁ ଜନ୍ମ ଦେଲେ ୨୫ବର୍ଷୀୟା ମହିଳା, ସ୍ୱାମୀ ଜଣାଇଲେ…

ନୂଆଦିଲ୍ଲୀ: ପୂର୍ବ ଇରାକ୍‌ର ଦିୟାଲାରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଜଣେ ୨୫ ବର୍ଷୀୟା ମହିଳା ଏକା ସାଙ୍ଗରେ ୭ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଏହା ଇରାକ୍‌ରେ ପ୍ରଥମ ବୋଲି ଜଣା ପଡ଼ିଛି । ପ୍ରସବ ପରେ ମା’ ଏବଂ ୭ଟି ଯାକ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତେବେ…
ଅଧିକ ଖବର ଦେଖନ୍ତୁ...