Daily Archives

February 17, 2019

କଟକ: ସପିଂ ମଲ୍‌ରେ ଯୁବତୀଙ୍କ ବେକ କାଟିଲେ ଯୁବକ, ନିସ୍ତୁକ ଖାଇଲେ ଛେଚା

କଟକ: ବାଦାମବାଡ଼ି ଥାନା ଅନ୍ତର୍ଗତ ବଜ୍ରକବାଟୀ ରୋଡସ୍ଥିତ ଏକ ସପିଂ ମଲରେ ଜଣେ ଯୁବକ ରବିବାର ସନ୍ଧ୍ୟାରେ ଜଣେ ଯୁବକ ନାରକୀୟ କାଣ୍ଡ କରିଥିବା ଜଣାପଡ଼ିଛି। ପୂର୍ବରୁ ଟାର୍ଗେଟ କରିଥିବା ଯୁବକ ଜଣକ ସଂପୃକ୍ତ ଯୁବତୀଙ୍କ ବେକ କାଟିଛି। ଘଟଣା ପରେ ସ୍ଥାନୀୟ ଲୋକେ ଯୁବକଙ୍କୁ କାବୁ କରି ନେଇ ନିସ୍ତୁକ…
ଅଧିକ ଖବର ଦେଖନ୍ତୁ...

କଙ୍ଗନା ରାଣାଓ୍ଵତ୍‌ ଅଭିନେତ୍ରୀ ଶବାନା ଆଜମୀଙ୍କୁ ଦେଶଦ୍ରୋହୀ ବୋଲି କହିବା ପରେ ମିଳିଲା ଏଭଳି କଡ଼ା ଜବାବ

ମୁମ୍ବାଇ: ଗତ ଫେବ୍ରୁଆରି ୧୪ରେ ଜମ୍ମୁ-କଶ୍ମୀରର ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଏବେ ପୂରା ବଲିଉଡ୍‌ ଏକଜୁଟ୍‌ ହୋଇଥିବା ଦେଖା ଯାଇଛି । ପ୍ରିୟଙ୍କା ଚୋପ୍ରା, ସଲମାନ ଖାନ୍‌, ଅକ୍ଷୟ କୁମାର ଏବଂ ଶାହିଦ୍‌ କପୁରଙ୍କ ସମେତ ଅନେକ କଳାକାର ଏ ଘଟଣାର ତୀବ୍ର ନିନ୍ଦା କରିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ତୁମୁଡିବନ୍ଧରେ ବିଶାଳ କଳସ ଯାତ୍ରା: ଜଲେଶପଟାରେ ୩ ଦିନ ଚାଲିବ ବିଶ୍ୱ ଶାନ୍ତି ରୁଦ୍ର ମହାଯଜ୍ଞ-ଅଷ୍ଟ ପ୍ରହରୀ ନାମ…

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକରେ ଥିବା ବ୍ରହ୍ମଲୀନ ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ଜଲେଶପଟା ସ୍ଥିତ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ପରିସରରେ ରବିବାର ଠାରୁ ବିଶ୍ୱ ଶାନ୍ତି ରୁଦ୍ର ମହାଜଜ୍ଞ ଓ ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।…
ଅଧିକ ଖବର ଦେଖନ୍ତୁ...

ବିବାହ ପରେ ବିଦାଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ପରିବାର ଲୋକେ, କିନ୍ତୁ ଯିବା ପାଇଁ ମନା କରିଦେଲା କନ୍ୟା,…

ଗୋଓ୍ଵାଲିୟର: ବିବାହ ଦିନ ବର କନ୍ୟା ଘରେ ପହଞ୍ଚିବା ପରେ ଶୁଭ ମୂହୁର୍ତ୍ତ ଦେଖି ବିବାହ ସଂପୂର୍ଣ୍ଣ ହୋଇଥିଲା । ବର କନ୍ୟାର ମଥାରେ ସିନ୍ଦୁର ପିନ୍ଧାଇବା ପରେ ସାତ୍‌ ଫେରା ନେଇ ଦୁହେଁ ଜନ୍ମ ଜନ୍ମାନ୍ତରର ସାଥି ହୋଇ ଯାଇଥିଲେ । ସବୁ ସରିବା ପରେ ଝିଅକୁ ବିଦା କରିବା ପାଇଁ ପରିବାର ଲୋକେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ଆପଣଙ୍କ କାମରେ ସନ୍ତାନଙ୍କ ସହଯୋଗ ମିଳିବ। କୌଣସି ନୂଆ କାମର ଯୋଜନା ପ୍ରସ୍ତୁତ କରିପାରନ୍ତି। କାରବାରରେ ଫାଇଦା ହୋଇପାରେ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ଶୁଭରଙ୍ଗ: ଧୂସର। ଆରାଧନା: ମହାଲକ୍ଷ୍ମୀ। ବୃଷ: ଦିନଟି…
ଅଧିକ ଖବର ଦେଖନ୍ତୁ...

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟଣା: ପାକିସ୍ତାନ କ୍ରିକେଟକୁ ବଡ଼ ଝଟକା, ଭାରତରେ ପିଏସ୍‌ଏଲ୍‌ ହେଲା ବ୍ଲାକଆଉଟ୍‌

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ କେନ୍ଦ୍ର ପରି ପାକିସ୍ତାନ ସୁପର ଲିଗ (ପିଏସ୍‌ଏଲ୍‌)ର ଆଧିକାରିକ ପ୍ରସାରଣ ସ୍ପୋଟର୍ସ ଚେନାଲ (ଡିସ୍ପୋଟର୍ସ) ଟୁର୍ଣ୍ଣାମେଣ୍ଟକୁ ଭାରତରେ ବ୍ଲାକଆଉଟ୍‌ କରିବାକୁ ନିଷ୍ପତ୍ତି ନେଇଛି। ଡିସ୍ପୋଟର୍ସ…
ଅଧିକ ଖବର ଦେଖନ୍ତୁ...

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଏପରି ଭାବେ ପାକିସ୍ତାନକୁ ପାଲଟା ଜବାବ ଦେଇପାରେ ଭାରତ !

ପୁଲୱାମା: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଯାଇଛନ୍ତି। ଆଜି ସେମାନଙ୍କ ଜନ୍ମମାଟି ବୀର ସନ୍ତାନଙ୍କୁ ମନେ ପକାଇ ଗୁମୁରି ଗୁମୁରି କାନ୍ଦୁଛି। ୪୦ ସହିଦ୍‌ଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି। ସମଗ୍ର ଦେଶରେ ପ୍ରତିଶୋଧର ନିଆଁ ଜଳୁଥିବା । ପାକିସ୍ତାନକୁ…
ଅଧିକ ଖବର ଦେଖନ୍ତୁ...

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁସ୍ଥିତ ପିଡିପିର ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍‌ କଲା ପୁଲିସ୍‌ ପ୍ରଶାସନ

ପୁଲଓ୍ଵାମା: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଦ୍ୱାରା ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ କରାଯାଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ-କଶ୍ମୀର ପୁଲିସ୍‌ ଶନିବାର ଅପରାହ୍ନରେ ପିପୁଲ୍‌ ଡେମୋକ୍ରାଟିକ୍‌ ପାର୍ଟି(ପିଡିପି)ର ଜମ୍ମୁସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିବା ସହ…
ଅଧିକ ଖବର ଦେଖନ୍ତୁ...

ଫେବ୍ରୁଆରି ୧୪ ଭାରତ ପାଇଁ ଥିଲା କଳା ଦିବସ: ପୁଲଓ୍ଵାମା ଆକ୍ରମଣ ନେଇ ପ୍ରତିକ୍ରିୟା ରଖିଲେ ସାନିଆ ମିର୍ଜା

ନୂଆଦିଲ୍ଲୀ: ଫେବ୍ରୁଆରି ୧୪ ଭାରତ ପାଇଁ ଏକ କଳା ଦିନ ଥିଲା। ସେହି ଦିନ ପାକିସ୍ତାନରୁ ପରିଚାଳିତ ଆତଙ୍କବାଦୀ ସଂଗଠନ ‘ଜୈଶ-ଏ-ମହମ୍ମଦ’ ଦ୍ୱାରା ସ୍ୱଷ୍ଟ ଦିବାଲୋକରେ ୪୦ ଯବାନ ସହିଦ ହୋଇଛନ୍ତି। ଜମ୍ମୁ ଠାରୁ କଶ୍ମୀର ଅଭିମୁଖେ ଯାଉଥିବା ବେଳେ ଜାତୀୟ ରାଜପଥ ଉପରେ ଅଳ୍ପ ସମୟ ମଧ୍ୟରେ ଦେଶକୁ…
ଅଧିକ ଖବର ଦେଖନ୍ତୁ...

ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ ପରେ ଶାହାରୁଖ୍‌ଙ୍କ ଏହି ପୁରୁଣା ଫେକ୍‌ ଭିଡିଓ ଭାଇରାଲ

ମୁମ୍ବାଇ: ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ ପରେ ବଲିଉଡର ଷ୍ଟାରମାନେ ସହିଦ୍‌ ଯବାନଙ୍କ ପରିବାର ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି। ଅମିତାଭ ବଚ୍ଚନ ସହିଦ ଯବାନଙ୍କ ପରିବାର ପିଛା ୫ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି। ସେହିପରି ସିନେମା ‘ଉରି’ ଟିମ୍‌ ବି ଏକକୋଟି ଦେବା ପାଇଁ କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...