Daily Archives

February 18, 2019

କେବଳ କେଶ ପାଇଁ ନୁହେଁ, ଏହି ସବୁ ସମସ୍ୟାକୁ ଦୂରରେ ରଖେ ଅଅଁଳା

ପ୍ରାଚୀନ କାଳରେ ଅଅଁଳାକୁ ରୋଗର ଚିକିତ୍ସା ପାଇଁ ଏବଂ ସୌନ୍ଦର୍ଯ୍ୟ ବର୍ଦ୍ଧକ ଭାବରେ ବ୍ୟବହାର କରାଯାଉଥିଲା । ଏଥିରେ ଭିଟାମିନ୍‌ ସି, କ୍ୟାଲସିୟମ୍‌, ଫସ୍‌ଫରସ୍‌, ଆଇରନ, କେରୋଟିନ୍‌, ଭିଟାମିନ୍‌ ବି, ଫାଇବର ଏବଂ କାର୍ବୋହାଇଡ୍ରେଟ୍‌ ଭଳି ତତ୍ତ୍ୱ ରହିଥାଏ । ଖାସ୍‌ କରି ମହିଳାମାନେ କେଶକୁ…
ଅଧିକ ଖବର ଦେଖନ୍ତୁ...

ଛାତ୍ରଙ୍କ ଅଜବ କାର୍‌ନାମା: ଓ୍ଵାଇ-ଫାଇ ନେଟ୍‌ଓ୍ଵାର୍କର ନାଁ ରଖିଥିଲେ ଲସ୍କର-ଇ-ତାଲିବାନ, ପୁଲିସ ପଚାରିବା ପରେ…

ମୁମ୍ବାଇ: ମହାରାଷ୍ଟ୍ରର କଲ୍ୟାଣରେ ରହୁଥିବା ଜଣେ ୨୦ବର୍ଷୀୟ ଛାତ୍ରଙ୍କ କାମ ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା । ହଠାତ୍‌ ଫୋନ୍‌ର ଓ୍ଵାଇ-ଫାଇ ଅନ୍‌ କରିବା ପରେ ଲସ୍କର-ଇ-ତାଲିବାନ୍‌ ଦେଖାଇବାରୁ, ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଥିଲା । ଏଭଳି ନାଁରେ ଓ୍ଵାଇ-ଫାଇ…
ଅଧିକ ଖବର ଦେଖନ୍ତୁ...

ପୁଲଓ୍ଵାମା ଆକ୍ରମଣ ପରେ ଅଜୟ ଦେବଗନ୍‌ଙ୍କ ବଡ଼ ନିଷ୍ପତ୍ତି, ଜାଣିବା ପରେ ଲୋକେ କରୁଛନ୍ତି ପ୍ରଶଂସା

ମୁମ୍ବାଇ: ସାରା ଦେଶ ଫେବୃଆରୀ ୧୪ରେ ଘଟିଥିବା ଆତଙ୍କୀ ହାମ୍‌ଲାକୁ ଦେଶବାସୀ ଭୁଲି ପାରି ନଥିବା ବେଳେ ପ୍ରତିଶୋଧର ନିଆଁରେ ଜଳୁଛି ସାରା ଦେଶ । ପାକିସ୍ତାନକୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଏବେ ସରକାର ପ୍ରସ୍ତୁତି ଆରମ୍ଭ କରି ସାରିଥିବା ବେଳେ ଅଭିନେତା ଅଜୟ ଦେବ୍‌ଗନ୍‌ ମଧ୍ୟ ଏକ…
ଅଧିକ ଖବର ଦେଖନ୍ତୁ...

ବିବାହ କରିବା ପାଇଁ କନ୍ୟା ଘରେ ପହଞ୍ଚି ସାରିଥିଲା ବର, କିନ୍ତୁ କନ୍ୟା ଘରର ଏଭଳି କାମ ପରେ ବିବାହ ବେଦୀ ପାଲଟିଲା…

ରତଲାମ୍‌(ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶରେ ଥିବା ରତ୍‌ଲାମ୍‌ରେ ଏକ ବିବାହ ଉତ୍ସବରେ ବିବାହ ହେବା ପରିବର୍ତ୍ତେ ପରିସ୍ଥିତି ରଣଭୂମୀ ପାଲଟିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସବୁ କିଛି ଠିକ୍‌ ଥିବା ବେଳେ ହଠାତ୍‌ ଏଭଳି ଘଟିବା ଖବର ଚାରି ଆଡ଼େ ପ୍ରଚାର ହୋଇଥିଲା । ବର…
ଅଧିକ ଖବର ଦେଖନ୍ତୁ...

କଥା କଥାରେ ପ୍ରିୟଙ୍କାଙ୍କୁ ପରିହାସ କରିଦେଲେ କରୀନା: କହିଲେ; ହଲିଉଡ୍‌ ଯାଇ କେଉଁଠୁ ଆସିଛ ତାହା ଭୁଲ ନାହିଁ, ହେଲେ…

ମୁମ୍ବାଇ: ‘କଫି ଉଇଥ୍‌ କରଣର ସିଜିନ୍‌-୬’ ଆରମ୍ଭ ହେବା ପରଠାରୁ ଏହା ବିବାଦରେ ରହି ଆସିଛି । କଳାକାରମାନେ ଏଠାକୁ ଆସି ଯେଉଁ ସବୁ ବିବାଦୀୟ ଖୁଲାସା କରିଥାନ୍ତି, ତାହାକୁ ନେଇ ପରେ ବିବାଦ ଆରମ୍ଭ ହୋଇ ଯାଇଥାଏ । କିଛି ଦିନ ତଳେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେ.ଏଲ୍‌ ରାହୁଲ…
ଅଧିକ ଖବର ଦେଖନ୍ତୁ...

ଶାରୀରିକ ସଂପର୍କ ରଖିବା ପାଇଁ ପ୍ରେମିକା ବ୍ଲାକ୍‌ମେଲ କରୁଥିବାରୁ କୁରାଢ଼ିରେ ହାଣି ହତ୍ୟା କଲା ପ୍ରେମିକ

ରାଜକୋଟ: ଗୁଜୁରାଟର ରାଜକୋଟରେ ଏକ ଲୋମଟାଙ୍କୁରୀ ଦେବା ଭଳି ଘଟଣା ଘଟିଛି । ଜଣେ ପ୍ରେମିକ ନିଜ ପ୍ରେମିକାକୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତ ପ୍ରେମିକା ଶାରୀରିକ ସଂପର୍କ ରଖିବା ପାଇଁ ବ୍ଲାକ୍‌ମେଲ କରିବାରୁ ଅଭିଯୁକ୍ତ ପ୍ରେମିକ…
ଅଧିକ ଖବର ଦେଖନ୍ତୁ...

‘ମଣିକର୍ଣ୍ଣିକା’ ପରେ ଏବେ ‘ମେଣ୍ଟାଲ ହେ କ୍ୟା’କୁ ନେଇ କଙ୍ଗନାଙ୍କ ଅଜବ ଡିମାଣ୍ଡ, ରାଗି ପାରନ୍ତି ରାଜକୁମାର ରାଓ ଏବଂ…

ମୁମ୍ବାଇ: କିଛି ଦିନ ତଳେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ ରିଲିଜ୍‌ ହୋଇଥିଲା । ଯାହାକୁ ନେଇ ଇଣ୍ଡଷ୍ଟ୍ରିର କିଛି ଲୋକ କଙ୍ଗନାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । କିନ୍ତୁ କଙ୍ଗନା କାହାକୁ ନ ଡ଼ରି କଡ଼ା ଜବାବ ଦେଇଥିଲେ । ‘ମଣିକର୍ଣ୍ଣିକାର’ ସୁଟିଂ…
ଅଧିକ ଖବର ଦେଖନ୍ତୁ...

ଭଲ ପାଇ ଘର ଲୋକଙ୍କୁ ନ ଜଣାଇ ବିବାହ କରିଥିଲେ ପ୍ରେମୀଯୁଗଳ,କିନ୍ତୁ ପରେ ଜୋର ଜବରଦସ୍ତି ମୋତେ ବିବାହ କରିଛନ୍ତି ବୋଲି…

ଚେନ୍ନାଇ: ଭାରତରେ ପ୍ରତିବର୍ଷ ଆତ୍ମହତ୍ୟା ଭଳି ଘଟଣା ଅନେକ ସମୟରେ ଦେଖିବାକୁ ମିଳିଥାଏ । ପରୀକ୍ଷା ଫଳକୁ ନେଇ, ହୋଇଥିବା ଗମ୍ଭୀର ରୋଗକୁ ନେଇ ବା ବିବାହରେ ବିଫଳ ହେବା ପରେ ଲୋକାମାନେ ଆତ୍ମହତ୍ୟା କରୁଥିବା ଦେଖା ଯାଇଥାଏ । ପ୍ରତିବର୍ଷ ଏଭଳି ଘଟଣା ଦେଖିବାକୁ ମିଳିଥିବା ବେଳେ ଚେନ୍ନାଇର ଜଣେ…
ଅଧିକ ଖବର ଦେଖନ୍ତୁ...

ମାଟ୍ରିକ ପରୀକ୍ଷା ନେଇ ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟ ସଚିବ

ଭୁବନେଶ୍ବର : ଆଗାମୀ ମାଟ୍ରିକ ପରୀକ୍ଷା ନେଇ ସଚିବାଳୟରେ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଗଣଶିକ୍ଷା ସଚିବ ଓ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା । ଭିଡିଓ କନ୍ଫରେନ୍ସିଂ ଜରିଆରେ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ପରୀକ୍ଷାକୁ…
ଅଧିକ ଖବର ଦେଖନ୍ତୁ...

ପୁଲଓ୍ଵାମା ଆକ୍ରମଣକୁ ନେଇ ମଲ୍ଲିକା ଦୁଆଙ୍କ ବୟାନ: ପ୍ରତିଦିନ ଲୋକ ମରୁଛନ୍ତି, ଏଥିରେ ଶୋକ କରିବାରେ କ’ଣ ଅଛି!

ମୁମ୍ବାଇ: ଷ୍ଟାଣ୍ଡଅପ୍‌ କମେଡିଆନ୍‌ ମଲ୍ଲିକା ଦୁଆ ଏବେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଛନ୍ତି । ପୁଲଓ୍ଵାମାରେ ଗତ ଫେବୃଆରୀ ୧୪ରେ ହୋଇଥିବା ଆତଙ୍କବାଦୀ ହାମ୍‌ଲାକୁ ନେଇ ସେ ଯେଉଁଭଳି ଭାବେ ନିଜର ପ୍ରତିକ୍ରିୟା ରଖିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏକ ଭିଡିଓ…
ଅଧିକ ଖବର ଦେଖନ୍ତୁ...