Daily Archives

February 18, 2019

ପୁଲଓ୍ଵାମାରେ ଆତଙ୍କବାଦୀ ହାମ୍‌ଲା ପରେ ଦିଲ୍ଲୀ-ଲାହୋର ବସ୍‌ରେ ଲାଗିଲା ଗ୍ରହଣ, ୭୨ହଜାର ପରିବର୍ତ୍ତେ ଆୟ ହେଲା କେବଳ…

ନୂଆଦିଲ୍ଲୀ: ପୁଲଓ୍ଵାମାରେ ହୋଇଥିବା ଆତଙ୍କି ହାମ୍‌ଲା ପରେ ଭାରତରୁ ପାକିସ୍ତାନକୁ ଯାଉଥିବା ବସ ଚଳାଚଳ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି । ଶନିବାର ପାକିସ୍ତାନରୁ ଭାରତ ଆସିଥିବା ବସରେ ମାତ୍ର ଜଣେ ଯାତ୍ରୀ ଭାରତ ଆସିଥିବା ସୂଚନା ମିଳିଛି । ଆତଙ୍କବାଦୀ ଆକ୍ରମଣ ପରେ ଦୁଇ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଜି ଆପଣଙ୍କର ଆତ୍ମବିଶ୍ବାସ ଭରି ରହିବ। ବ୍ୟବସାୟରେ ନୂଆ ଅନୁବନ୍ଧ ହୋଇପାରେ। ସାମାଜିକ ଉତ୍ସବରେ ସହଯୋଗ କରିବେ। ରାଜନୀତିରେ ପରିଧି ବଢ଼ିବ। ଛାତ୍ରଙ୍କୁ ସିନିୟରଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ କଟକଚଣ୍ତୀ। ବୃଷ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ।…
ଅଧିକ ଖବର ଦେଖନ୍ତୁ...

ଥାନେଠାରେ ଗଣ ବିବାହ କଲେ ୧ ହଜାରରୁ ଊର୍ଧ୍ୱ ଯୋଡ଼ି 

ଥାନେ: ଥାନେଠାରେ ଆଦିବାସୀମାନଙ୍କର ୧୧୦୧ ଯୋଡ଼ି ବିଶିଷ୍ଟ ଏକ ଗଣବିବାହ ଆୟୋଜିତ ହୋଇଯାଇଛି। ଏହି ଗଣବିବାହ ମହାରାଷ୍ଟ୍ରର ଥାନେସ୍ଥିତ ଶାହପୁର ତଲୁକାଠାରେ ହୋଇଯାଇଛି। ଏଥିରେ ଯାଗ ଦେଇଥିବା ଯୋଡ଼ିମାନେ ହିନ୍ଦୁ ସଂପ୍ରଦାୟର ବୋଲି ଜାଣିବାକୁ ମିଳିଛି। ଏହି ଗଣବିବାହରେ ୧୧୦୧ ଯୋଡ଼ିଙ୍କ ବିଶିଷ୍ଟ…
ଅଧିକ ଖବର ଦେଖନ୍ତୁ...

ପୁଲୱାମା ଆକ୍ରମଣ ବିରୋଧରେ ବନ୍ଦକୁ ଓଡ଼ିଶାରେ ଜନସମର୍ଥନ, ସାରାରାଜ୍ୟରେ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

ଭୁବନେଶ୍ବର : ଜମ୍ମୁ- କଶ୍ମୀରର ପୁଲଓ୍ଵାମା ଠାରେ ଆତଙ୍କବାଦୀଙ୍କ ବର୍ବରୋଚିତ ହାମ୍ଲାରେ ୪୦ ଜଣ ସିଆରପିଏଫ୍ ଯବାନ ଶହୀଦ ହେବା ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଭାରତୀୟ ବ୍ୟବସାୟୀ ମହାସଂଘ। ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ପ୍ରତିବାଦରେ ବ୍ୟବସାୟୀ ମହାସଂଘ ପକ୍ଷରୁ ଆଜି…
ଅଧିକ ଖବର ଦେଖନ୍ତୁ...

ଭାରତର ଏହି ଯୋଜନା ସଫଳ ହେଲେ ପାକିସ୍ତାନ ଉତ୍ତର-କୋରିଆ ପରି ଏକ କାଙ୍ଗାଳ ଦେଶ ହୋଇଯିବ

ନୂଆଦିଲ୍ଲୀ : ପୁଲଓ୍ଵାମା ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଏକ ବଡ଼ଧରଣର କୂଟନୈତିକ ଓ ଅର୍ଥନୈତିକ ଅଭିଯାନ ଆରମ୍ଭ କରିଛି । ବିଶେଷକରି ପାକିସ୍ତାନକୁ ଏଫଏଟିଏଫ କଳାତାଲିକାଭୁକ୍ତ କରିବାକୁ ଭାରତ ଉଦ୍ୟମ କରୁଛି । ପ୍ୟାରିସରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବେଆଇନ ଅର୍ଥ କାରବାର ଉପରେ ନଜର…
ଅଧିକ ଖବର ଦେଖନ୍ତୁ...

ରଶ୍ମିତା ପଣ୍ଡା ସୁନ୍ଦରଗଡ଼ର ନୂଆ ଜିଲ୍ଲାପାଳ

ସୁନ୍ଦରଗଡ଼: ସୋମବାର ସୁନ୍ଦରଗଡ଼ର ଜିଲ୍ଲାପାଳ ସୁରେନ୍ଦ୍ର ମିନାଙ୍କ ବଦଳି ହୋଇଛି। ରଶ୍ମିତା ପଣ୍ଡା ସୁନ୍ଦରଗଡ଼ର ନୂଆ ଜିଲ୍ଲାପାଳ ହୋଇଛନ୍ତି। ସୁରେନ୍ଦ୍ର ମିନା ଓଡ଼ିଶା ଉଠାଜଳସେଚନ ନିଗମର ଏମଡି ହୋଇଛନ୍ତି। ସେହିପରି ଭଦ୍ରକ ଜିଲ୍ଲାରେ ପିତାମ୍ବର ସାମଲ ଉପ-ଜିଲ୍ଲାପାଳ ଭାବେ ନିୟୁକ୍ତ…
ଅଧିକ ଖବର ଦେଖନ୍ତୁ...

ଲୋକସଭା ନିର୍ବାଚନ ପାଇଁ ବିଜେପି-ଶିବସେନା ମଧ୍ୟରେ ଆସନ ବୁଝାମଣା ଚୁଡାନ୍ତ

ମୁମ୍ବାଇ : ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ଓ ଶିବସେନା ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ ହୋଇଛି । ବିଜେପି ସଭାପତି ଅମିତ ଶାହା ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମଧ୍ୟ ଆଜି ଏ ନେଇ ଆଲୋଚନା ହେବା ପରେ ଦୁହେଁ ଏହି ନିଷ୍ପତ୍ତିରେ ପହଞ୍ଚିଛନ୍ତି । ନିଷ୍ପତ୍ତି ଅନୁସାରେ ଶିବସେନା…
ଅଧିକ ଖବର ଦେଖନ୍ତୁ...

ନୂଆ ରୂପରେ କଟକ ରେଳ ଷ୍ଟେସନ, ଦିନରେ ରଙ୍ଗୀନ ଚିତ୍ର ଓ ରାତିରେ ଏଲଇଡି ଲାଇଟରେ ଝଲସୁଛି

କଟକ: ଦୀର୍ଘ ଦିନ ପରେ କଟକ ରେଳ ଷ୍ଟେସନର ନବୀକରଣ କରାଯାଉଛି। ଦିନରେ ରଙ୍ଗୀନ ଚିତ୍ର ଯାତ୍ରୀଙ୍କ ମନ ଜିଣୁଥିବା ବେଳେ ରାତିରେ ଝିଲମିଲ ଏଲଇଡି ଲାଇଟରେ ଝଲସୁଛି ଷ୍ଟେସନ। ଏଯାବତ୍‌ କେତେକ ପ୍ରକଳ୍ପର ନିର୍ମାଣ ଶେଷ ହୋଇଥିବା ବେଳେ ଆଉ କିଛି କାମ ଜାରି ରହିଛି । କଟକ ରେଳ ଷ୍ଟେସନର…
ଅଧିକ ଖବର ଦେଖନ୍ତୁ...

ପୁଲଓ୍ଵାମା ଆକ୍ରମଣ: ସହିଦ ପରିବାର ପାଇଁ ସାହାଯ୍ୟ ପାଣ୍ଠି ଖୋଲିଲେ ଜିଲ୍ଲା ମାଜିଷ୍ଟ୍ରେଟ୍‌

ପୁଲଓ୍ଵାମା: ବିହାରର ଶୈଖ୍‌ପୁରା ଜିଲ୍ଲା ମାଜିଷ୍ଟ୍ରେଟ୍‌(ଡିଏମ୍‌) ଇନାୟତ୍‌ ଖାନ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନ ପରିବାରଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ଏକ ପାଣ୍ଠି ଆରମ୍ଭ କରିଛନ୍ତି। ଫେବ୍ରୁଆରି ୧୪ ତାରିଖରେ ହୋଇଥିବା ଆତ୍ମଘାତୀ ଆକ୍ରମଣର ଶିକାର ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ଲା ୟମିନ ଗିରଫ

ମାଲେ : ଗତ ବର୍ଷ ଦ୍ୱୀପଦେଶ ମାଳଦ୍ୱୀପକୁ ନିଜ ଇଚ୍ଛା ଅନୁସାରେ ନଚାଉଥିବା ଅବଦୁଲ୍ଲା ୟମିନଙ୍କ ପାଇଁ ଏବେ ଶନିଦଶା ଚାଲିଛି । କିଛି ମାସତଳେ ନିର୍ବାଚନ ହାରି ଗାଦି ହରାଇଥିବା ଅବଦୁଲ୍ଲାଙ୍କ ପାଇଁ ଏବେ ଆଉ ଏକ ସମସ୍ୟା ଦେଖାଦେଇଛି । ତାଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ମାମଲାରେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...