Daily Archives

February 19, 2019

ସହିଦଙ୍କ ଶେଷକୃତ୍ୟ ବେଳେ ଭୁଲବଶତଃ ଅନୁଚିତ ବ୍ୟବହାର ପ୍ରଦର୍ଶନ ନେଇ କ୍ଷମା ମାଗିଲେ ବିଧାୟକ

କଟକ: ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ସହିଦ ହୋଇଥିବା ଓଡ଼ିଆ ଯବାନଙ୍କ ଶେଷକୃତ୍ୟ ବେଳେ ଭୁଲବଶତଃ ଅନୁଚିତ ବ୍ୟବହାର ପ୍ରଦର୍ଶନ ନେଇ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ମଙ୍ଗଳବାର କ୍ଷମା ମାଗିଛନ୍ତି। ଦେବାଶିଷ କହିଛନ୍ତି ଯେ, ଅଜାଣତରେ ସହିଦଙ୍କ ସଂପର୍କୀୟଙ୍କୁ ଆଘାତ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବର ବିମାନ ବନ୍ଦର ଅଞ୍ଚଳରେ ବାଘକୁ ଦେଖିଲେ ବନ କର୍ମଚାରୀ: ବାଘ ଧରିବା ପାଇଁ ଉଦ୍ୟମ ଜାରି

ଭୁବନେଶ୍ବର: ଗତକାଲି ରାଜଧାନୀର ପଳାସପଲ୍ଲୀ ଅଞ୍ଚଳରେ ଦେଖା ଦେଇଥିଲା କଳାରାପତରିଆ ବାଘ । ବାଘକୁ ଦେଖିବା ପରେ ପ୍ରଥମ ପର୍ଯ୍ୟାୟ ଅପରେସନ ଆରମ୍ଭ ହୋଇଥିଲା । ବାଘଟି ବିମାନବନ୍ଦର ପାଖ ଜଙ୍ଗଲରେ ଥିବ ବୋଲି ବନବିଭାଗ ଅନୁମାନ କରୁଥିଲା । ଏହା ପରେ ବାଘର ଗତିବିଧି ତଦାରଖ ପାଇଁ ୧୦ଟି ଟ୍ରାପ୍‌…
ଅଧିକ ଖବର ଦେଖନ୍ତୁ...

ଆଶ୍ଚର୍ଯ୍ୟ କଲା ଭଳି ଟୁଇଟ୍‌ କଲେ ଅଭିନେତା ଅଲ୍ଲୀ ଜଫର: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଭାରତକୁ ପ୍ରତି ଆକ୍ରମଣ କରିବା…

ନୂଆଦିଲ୍ଲୀ: ସାରା ଦେଶ ଏବେ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଦାବି କରି ଚାଲିଥିବା ବେଳେ ପାକିସ୍ତାନ କଳାକାରଙ୍କୁ ମଧ୍ୟ ଭାରତରେ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନିଆ ଯାଇଛି । ଏ ମଧ୍ୟରେ ଅଭିନେତା ଅଲ୍ଲୀ ଜଫର କରିଥିବା ଟୁଇଟ୍‌କୁ ନେଇ ବିବାଦ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

୧୭-୧୮ବର୍ଷ ପର୍ଯ୍ୟନ୍ତ ମହିଳାମାନଙ୍କୁ ନେଇ ଏଭଳି ଚିନ୍ତାଧାରା ରଖୁଥିଲେ ଆୟୁଷ୍ମାନ, ଏଭଳି ବଦଳାଇଥିଲେ ତାହିରା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଜଣେ ଏଭଳି ଅଭିନେତା ଯିଏ କୌଣସି ଗଡ୍‌ଫାଦରଙ୍କ ବିନା ସହାୟତାରେ ବଲିଉଡ୍‌ରେ ନିଜର ସ୍ଥାନ ସୁଦୃଢ଼ କରି ପାରିଛନ୍ତି । ପେଶାଦାର ଜୀବନ ସହ ନିଜ ବ୍ୟକ୍ତିଗତ ଜୀବନକୁ ସେ ଭଲ ଭାବରେ ସମ୍ଭାଳି ପାରୁଥିବା ସହ ଆୟୁଷ୍ମାନ ଏବଂ ତାହିରାଙ୍କ ପ୍ରେମର…
ଅଧିକ ଖବର ଦେଖନ୍ତୁ...

ଏଲ୍‌ପିଜି ସିଲିିଣ୍ଡର ବ୍ୟବହାର କରୁଥିଲେ ସୁରକ୍ଷିତ ରହିବା ପାଇଁ ଜାଣି ରଖନ୍ତୁ ଏହି ୭ଟି ଜରୁରୀ ଜିନିଷ

ଅନେକ ସମୟରେ ଘରେ ବା କୌଣସି ଦୋକାନମାନଙ୍କରେ ବ୍ୟବହୃତ ହେଉଥିବା ଗ୍ୟାସ୍‌ ସିଲିଣ୍ଡର ଫାଟି ଦୁର୍ଘଟଣା ଘଟିବାର ଖବର ଆସିଥାଏ । କିଛି ଲୋକ ସିଲିଣ୍ଡର ବ୍ୟବହାର କରୁଥିବା ସମୟରେ ସାବଧାନତା ଅବଲମ୍ବନ କରୁ ନଥିବାରୁ ଏଭଳି ଦୁର୍ଘଟଣା ଘଟିଥାଏ । ତେବେ ସୁରକ୍ଷିତ ରହିବା ପାଇଁ କ’ଣ କରିବା ଦରକାର ବା…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କାଙ୍କ ଏଭଳି ଫଟୋ ଭାଇରାଲ ହେବା ପରେ ଗର୍ଭବତୀ ଥିବା ନେଇ ହୋଇଥିଲା ଚର୍ଚ୍ଚା, ସତ ଜାଣିବା ପାଇଁ ମା’ ମଧୁ…

ମୁମ୍ବାଇ: ବିବାହ ପରେ ଏବେ ଗର୍ଭବତୀ ଥିବା ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ଏକ ଇଭେଣ୍ଟରେ ଯୋଗ ଦେଇଥିବା ସମୟର ଫଟୋ ସୋସିଆଲ ମିଡିଆକୁ ଆସିବା ପରେ ସେ ଗର୍ଭବତୀ ଥିବା ନେଇ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଥିଲେ । ଫଟୋରେ ପ୍ରିୟଙ୍କାଙ୍କ ପେଟ…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ଶ୍ଲୋକା-ଆକାଶଙ୍କ ପ୍ରି-ଓଏଡିଙ୍ଗ ସେଲିବ୍ରେସନ, ମାର୍ଚ୍ଚ ୯ରେ ହେବ ବିବାହ

ମୁମ୍ବାଇ: ଝିଅ ଇଶା ଅମ୍ବାନୀଙ୍କ ବିବାହ ପରେ ଏବେ ଅମ୍ବାନୀ ପରିବାର ପୁଅର ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ଓ ଆୟୋଜନ ଆରମ୍ଭ କରି ଦେଇଥିବା ଦେଖା ଯାଇଛି । ବିବାହ ମାର୍ଚ୍ଚ ୯ରେ ଆକାଶ ଅମ୍ବାନୀ ଏବଂ ଶ୍ଲୋକା ମେହତାଙ୍କ ବିବାହ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରି-ଓଏଡିଙ୍ଗ ସେଲିବ୍ରେସନ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ନବଜୋତ୍‌ ସିଂହ ସିଦ୍ଧୁଙ୍କୁ ସମର୍ଥନ ଜଣାଇ ଅଡ଼ୁଆରେ କପିଲ ଶର୍ମା, ଆରମ୍ଭ ହେଲା #ବଏକଟ୍‌କପିଲଶର୍ମା ଅଭିଯାନ

ମୁମ୍ବାଇ: ଗତ ଫେବୃଆରୀ ୧୪ରେ ପୁଲଓ୍ଵାମାରେ ଘଟିଥିବା ଘଟଣା ପାଇଁ ଦେଶରେ ବିଭିନ୍ନ ପ୍ରକାରର ବିବାଦ ଦେଖା ଯାଇଛି । ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବା ପାଇଁ ଲୋକମାନେ ଦାବି କରୁଥିବା ବେଳେ କିଛି କଳାକାର ଏ ନେଇ ନିଜର ମତ ରଖି ବିବାଦରେ ଫସିଛନ୍ତି । ସେ ମଧ୍ୟରେ ଅଛନ୍ତି କ୍ରିକେଟର ନବଜୋତ ସିଂହ…
ଅଧିକ ଖବର ଦେଖନ୍ତୁ...

ଆଖିର କଜଳ ବନିଗଲା ମୃତ୍ୟୁର କାରଣ: ସୁଇସାଇଡ୍‌ ନୋଟ୍‌ରେ ଲେଖାଥିବା କଥା ଦେଖି କ’ଣ ପ୍ରତିକ୍ରିୟା ରଖିବ ଜାଣି ପାରିଲା…

ନାସିକ୍‌: ସାଧାରଣତଃ ମହିଳାମାନେ ନିଜ ଆଖିକୁ ସୁନ୍ଦର କରିବା ପାଇଁ କଜଳ ଲଗାଇଥାନ୍ତି । କିନ୍ତୁ ଏମିତି କ’ଣ ହେଲା କି ନାସିକ୍‌ର ଦତ୍ତନଗରରେ ରହୁଥିବା ମହିଳା କଜଳ ପାଇଁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ? ପତ୍ନୀ ଏଭଳି ପଦକ୍ଷପ ହଠାତ୍‌ କ’ଣ ପାଇଁ ନେଲେ, ସେହି ପ୍ରଶ୍ନ ସ୍ୱାମୀ ମନରେ…
ଅଧିକ ଖବର ଦେଖନ୍ତୁ...

ଅଜୟ ଦେବଗନ୍‌ଙ୍କ ପରେ ସଲମାନଙ୍କ ବଡ଼ ନିଷ୍ପତ୍ତି: ଆଗାମୀ ଫିଲ୍ମ ‘ନୋଟ୍‌ବୁକ୍‌’ରୁ ଆତିଫ୍‌ ଅସ୍‌ଲମ୍‌ଙ୍କୁ ହଟାଇଲେ

ମୁମ୍ବାଇ: ପୁଲଓ୍ଵାମାରେ ହୋଇଥିବା ଆକ୍ରମଣକୁ ଗମ୍ଭୀରତାର ସହ ନେଇ ବଲିଉଡ୍‌ ଜଗତ ଏ ନେଇ ପଦକ୍ଷେପ ନେବା ଆରମ୍ଭ କରିଛି । ଯାହାକୁ ନେଇ ଦେଶବାସୀ ପ୍ରଶଂସା କରିବା ଆରମ୍ଭ କରଛନ୍ତି । ଅଲ୍‌ ଇଣ୍ଡିଆ ସିନେ ଓ୍ଵାର୍କର ଆସୋସିଏସନ୍‌ ତରଫରୁ ପାକିସ୍ତାନୀ କଳାକାରମାନଙ୍କୁ ବଲିଉଡ୍‌କୁ ପ୍ରବେଶ କରାଇ…
ଅଧିକ ଖବର ଦେଖନ୍ତୁ...