Daily Archives

February 19, 2019

ଚେନ୍ନାଇରୁ ଖାଦ୍ୟ ଅର୍ଡର କଲେ ଯୁବକ, କିନ୍ତୁ ଡେଲିଭର ହେଲା ରାଜସ୍ଥାନରୁ; ଜାଣନ୍ତୁ ଫୁଡ୍‌ ଆପ୍‌ ସ୍ୱିଗୀର ଏଭଳି ଅଜବ…

ଚେନ୍ନାଇ: ଅନ୍‌ଲାଇନ୍‌ ଫୁଡ୍‌ ଅର୍ଡର କରିବା ସମୟରେ କ’ଣ ସବୁ ସମସ୍ୟା ହୋଇଥାଏ, ତାହା ଆପଣମାନେ ଭଲ ଭାବରେ ଜାଣିଥିବେ । ଡେଲିଭର କରିବାକୁ ବିଳମ୍ବ ହେବା ସହ ଖାଦ୍ୟରେ ଅପମିଶ୍ରଣ ହେବା ଭଳି ଅନେକ ଖବର ପୂର୍ବରୁ ସାମ୍ନାକୁ ଆସି ସାରିଛି । କିନ୍ତୁ ଏବେ ଚେନ୍ନାଇରେ ଯେଉଁ ଭଳି ଘଟଣା ଘଟିଛି,…
ଅଧିକ ଖବର ଦେଖନ୍ତୁ...

କଟକରୁ ଆଗ୍ରା ଚାଲାଣ ବେଳେ ଛତିଶଗଡ଼ରେ କାରରୁ ଜବତ ହେଲା ୧୦ କୋଟିରୁ ଅଧିକ ଟଙ୍କା

ରାୟପୁର: ଛତିଶଗଡରେ କାରରୁ ମିଳିଲା ୧୦ କୋଟିରୁ ଅଧିକ ଟଙ୍କା । କାରରେ ୧୦ କୋଟି ୯୦ ଲକ୍ଷ ଟଙ୍କା ଚାଲାଣ ହେଉଥିବା ବେଳେ ପୁଲିସ ଜବତ କରିଛି । ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି, କଟକରୁ ଛତିଶଗଡ ଦେଇ ଆଗ୍ରା ଯାଉଥିଲା ଏତେ ପରିମାଣର ଟଙ୍କା । ଟଙ୍କା ନେଇ ଯାଉଥିବା ୪ ଜଣଙ୍କୁ ଅଟକ ରଖି…
ଅଧିକ ଖବର ଦେଖନ୍ତୁ...

ଆନ୍ଦୋଳନ ନିଷ୍ପତ୍ତି ପ୍ରତ୍ୟାହାର ଲାଗି ନବ ନିର୍ମାଣ କୃଷକ ସଂଗଠନକୁ ଅନୁରୋଧ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନର ଫେବ୍ରୁଆରି ୨୧ରେ ଓଡ଼ିଶା ବନ୍ଦ ନିଷ୍ପତ୍ତିକୁ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାର ଅପିଲ କରିଛନ୍ତି। ବାର୍ଷିକ ମାଟ୍ରିକ ପରୀକ୍ଷା ଆଗାମୀ ଫେବ୍ରୁଆରି ୨୨ରୁ ଆରମ୍ଭ ହେବାକୁ ଦୃଷ୍ଟିରେ ରଖି ସରକାର ବିଜ୍ଞପ୍ତି ଜରିଆରେ ଅନୁରୋଧ କରିଛନ୍ତି। ସରକାର…
ଅଧିକ ଖବର ଦେଖନ୍ତୁ...

ସାମ୍ନାକୁ ଆସିଲା ପୁଲ୍‌ଓ୍ଵାମା ଆକ୍ରମଣରୁ ଅଳ୍ପକେ ବର୍ତ୍ତିଥିବା ଯବାନଙ୍କ କାହାଣୀ, ଶ୍ରୀନଗର ଅଭିମୁଖେ ଯାଉଥିବା ବସ୍‌…

ନୂଆଦିଲ୍ଲୀ: ପୁଲଓ୍ଵାମା ଆକ୍ରମଣ ପରେ ସେ ଦିନର ହୃଦୟ ଥରାଇବା ଭଳି ଦୃଶ୍ୟ ଦେଖିଥିବା ଯବାନଙ୍କ ବୟାନ ଏବେ ସାମ୍ନାକୁ ଆସିବାରେ ଲାଗିଛି । ହଠାତ୍‌ କିଭଳି ଜୋରରେ ଶବ୍ଦ କରି ଚାରି ଆଡ଼ ଧୁଆଁ ପାଲଟି ଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ୪୦ଜଣ ଯବାନ ସହିଦ୍‌ ହୋଇ ଯାଇଥିଲେ । ସେ ସବୁକୁ ମନେ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ଅଗ୍ନିକାଣ୍ଡ, ୧୦ ବଖରା ଭସ୍ମୀଭୂତ

ଭଦ୍ରକ: ଭଦ୍ରକ ଜିଲ୍ଲାର ଆମ୍ବରୋଲି ଗାଁରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ୧୦ ବଖରା ଭସ୍ମୀଭୂତ ହୋଇ ଯାଇଛି। ଚାରି ଜଣଙ୍କ ଏହି ଘର ଗୁଡ଼ିକରେ ଅଚାନକ ନିଆଁ ଲାଗିବାରୁ ଅଳ୍ପ ସମୟ ମଧ୍ୟରେ ଚାରିଆଡେ ବ୍ୟାପି ଯାଇଥିଲା। ଅଗ୍ନିଶମ ବିଭାଗର କର୍ମଚାରୀମାନେ ୨ଟି ଗାଡ଼ି ସହ ପହଂଚିବା ବେଳକୁ ଲକ୍ଷାଧିକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ସକାରାତ୍ମକ ଭରା ରହିବ। ଆମଦାନିରେ ଅଚାନକ ବୃଦ୍ଧି ହେବ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ କଟକଚଣ୍ତୀ। ବୃଷ: ଆଜି ପୂର୍ବ ଦିନ ଅପେକ୍ଷା…
ଅଧିକ ଖବର ଦେଖନ୍ତୁ...

ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ମହିଳାଙ୍କ ଠାରୁ ୧ କିଲୋ ସୁନା ଜବତ

ଭୁବନେଶ୍ୱର: ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମଙ୍ଗଳବାର ପ୍ରାୟ ୧ କିଲୋ ସୁନା ଜବତ ହୋଇଛି। ଦିଲ୍ଲୀରୁ ଆସୁଥିବା ଜଣେ ମହିଳା ଏହି ସୁନା ନେଇ ଆସୁଥିଲେ। ମାତ୍ର ମହିଳା ଜଣକ ବିମାନ ବନ୍ଦରରେ ପହଂଚିବା ପୂର୍ବରୁ ରାଜସ୍ୱ ଗୁଇନ୍ଦା ବିଭାଗକୁ ସୂଚନା ମିଳି ସାରିଥିଲା।…
ଅଧିକ ଖବର ଦେଖନ୍ତୁ...

୧୧୯୭ କୋଟିରେ ମୋଟ ୮ଟି ପ୍ରକଳ୍ପକୁ ସିଙ୍ଗଲ ଓ୍ଵିଣ୍ଡୋ କ୍ଲିୟରାଂନ୍ସ ଅଥରିଟିର ମଂଜୁରୀ

ଭୁବନେଶ୍ୱର : ରାଜ୍ୟ ସ୍ତରୀୟ ସିଙ୍ଗଲ ଓ୍ଵିଣ୍ଡୋ କ୍ଲିୟରାଂନ୍ସ ଅଥରିଟି ଆଜି ପ୍ରାୟ ୧୧୯୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଂଜୁରୀ ଦେଇଛି । ଏସବୁ ପ୍ରକଳ୍ପ ଦ୍ୱାରା ୫୧୬୨ ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା…
ଅଧିକ ଖବର ଦେଖନ୍ତୁ...

ଇମ୍ରାନଙ୍କ ମନ୍ତବ୍ୟକୁ ନେଇ ଭାରତର କଡା ପ୍ରତିକ୍ରିୟା- ସାରା ବିଶ୍ୱ ଜାଣିଛି, ପାକିସ୍ତାନ ହିଁ ଆତଙ୍କବାଦର କେନ୍ଦ୍ର

ନୂଆଦିଲ୍ଲୀ : ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବକ୍ତବ୍ୟର କଡା ପ୍ରତିକ୍ରିୟା ରଖିଛି ଭାରତ । ପାକିସ୍ତାନ ନିଜେ ଆତଙ୍କବାଦର ଶିକାର ବୋଲି ଇମ୍ରାନଙ୍କ ମତକୁ ଖାରଜ କରି ଭାରତ କହିଛି ଯେ ସାରା ବିଶ୍ୱ ଜାଣେ ଯେ ପାକିସ୍ତାନ ହିଁ…
ଅଧିକ ଖବର ଦେଖନ୍ତୁ...

ବ୍ୟକ୍ତିଗତ ବ୍ୟବହାର ଇଲେକଟ୍ରିକ୍‌ କାର ବଜାରକୁ ଛାଡିବ ଟାଟା ମୋଟର୍ସ

ମୁମ୍ବାଇ : ଟାଟା ମୋଟର୍ସ ପକ୍ଷରୁ ବ୍ୟକ୍ତିଗତ ବ୍ୟବହାର ପାଇଁ ଇଲେକ୍ଟ୍ରିକ କାର ବଜାରକୁ ଛଡାଯିବ । ଗୋଟିଏ ଥର ଚାର୍ଜ କଲେ ଏଗୁଡ଼ିକ ପ୍ରାୟ ୨୨୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । ଟାଟା ପୂର୍ବରୁ ବିଭିନ୍ନ କମ୍ପାନି ବା ସରକାରଙ୍କ ପାଇଁ ଇଲେକ୍ଟ୍ରିକ କାର ଛାଡୁଥିବାବେଳେ ଏଣିକି ବ୍ୟକ୍ତିଗତ…
ଅଧିକ ଖବର ଦେଖନ୍ତୁ...