Daily Archives

February 20, 2019

ଭାରତ ଦିନିକିଆ ର‍୍ୟାଙ୍କିଙ୍ଗରେ ୨ୟ ସ୍ଥାନ ରଖିଲା, ତୃତୀୟ ସ୍ଥାନରେ ନ୍ୟୁଜିଲାଣ୍ଡ

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ବୁଧବାର ପ୍ରକାଶ ପାଇଥିବା ଦିନିକିଆ ଅନ୍ତର୍ଜାତୀୟ ଟିମ ର‍୍ୟାଙ୍କିଙ୍ଗରେ ଭାରତ ଦ୍ୱିତୟୀ ସ୍ଥାନ ବଜାୟ ରଖିଛି। ବାଂଲାଦେଶ ବିପକ୍ଷରେ ୩-୦ରେ ବିଜୟ ହେବା ପରେ ନ୍ୟୁଜିଲାଣ୍ଡ ପୁଣି ଥରେ ତୃତୀୟ ସ୍ଥାନରେ ପହଂଚିଛି। ଇଂଲଣ୍ଡ ୧୨୬ ପଏଣ୍ଟ…
ଅଧିକ ଖବର ଦେଖନ୍ତୁ...

ତାମିଲନାଡୁର ସରକାରୀ ଡ଼ାକ୍ତରଖାନା ଉପରେ ଲାଗିଲା ଆରୋପ, ଚିକିତ୍ସା ସମୟରେ ୨ବର୍ଷୀୟା ଶିଶୁ କନ୍ୟାକୁ ଦେଇଥିଲେ ଏଚ୍‌ଆଇଭି…

ଚେନ୍ନାଇ: ତାମିଲନାଡୁର ଏକ ସରକାରୀ ଡ଼ାକ୍ତରଖାନା ଉପରେ ୨ବର୍ଷୀୟ ଶିଶୁର ବାପା ଗମ୍ଭୀର ଆରୋପ ଲଗାଇଛନ୍ତି । ଚିକିତ୍ସା ସମୟରେ ଭୁଲବଶତଃ ଡ଼ାକ୍ତର ଶିଶୁକୁ ଏଚ୍‌ଆଇଭି ସଂକ୍ରମିତ ରକ୍ତ ଦେଇ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ବାପା । ପୀଡ଼ିତାଙ୍କୁ ହୃଦୟ ସମ୍ବନ୍ଧିତ ସମସ୍ୟା ଥିବାରୁ…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶ : କାନପୁର ନିକଟରେ ଟ୍ରେନରେ ବିସ୍ଫୋରଣ

କାନପୁର : ଉତ୍ତରପ୍ରଦେଶର କାନପୁରଠାରେ ଆଜି ଏକ ଟ୍ରେନରେ ଏକ ଅଳ୍ପ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିବା ଖବର ମିଳିଛି । ଆଜି ସଂଧ୍ୟା ୭ଟା ୩୦ବେଳେ କାନପୁର-ଭିଓ୍ବାଣ୍ଡି ଏକ୍ସପ୍ରେସର ଏକ ସାଧାରଣ ବଗିରେ ଏହି ବିସ୍ଫୋରଣ ହୋଇଥିଲା । ଏଥିରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ । ବରାଜପୁର…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଚିଠି ଲେଖିଲା ଅଲ୍‌ ଇଣ୍ଡିଆନ୍‌ ସିନେ ଓ୍ଵାର୍କରସ୍‌…

ନୂଆଦିଲ୍ଲୀ: ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ଏବେ ସାରା ଦେଶ ସକ୍ରିୟ ହୋଇ ପଡ଼ିଛି । ପାକିସ୍ତାନର ମୂଳପୋଛ କରିବାର ଦାବି କରିବା ସହ ପାକିସ୍ତାନୀମାନଙ୍କୁ ଭାରତକୁ ପ୍ରବେଶ କରାଇ ଦିଅ ନାହିଁ ବୋଲି ଦେଶବାସୀ ସ୍ୱର ଉତ୍ତୋଳନ କରିଛନ୍ତି । ତେବେ ଏ ଘଟଣାକୁ ନେଇ ସକ୍ରିୟ ଭାବେ…
ଅଧିକ ଖବର ଦେଖନ୍ତୁ...

କଟକ: ନେମାଳରେ ଦୋକାନ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ

ନେମାଳ: ନେମାଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗାଁରେ ବୁଧବାର ରାତି ଦୁର୍ବୃତ୍ତମାନେ ଦୋକାନ ଉପରକୁ ବୋମାମାଡ଼ କରିଛନ୍ତି। ସୂଚନା ଅନୁସାରେ ସେକସନ୍‌ ବଜାରସ୍ଥିତ ଔଷଧ ଓ ମିଠା ଦେକାନ ଉପରେ ଗୋଟିଏ ବାଇକ୍‌ରେ ୩ ଜଣ ଦୁର୍ବୃତ୍ତ ଆସି ଗୋଟିଏ ପରେ ଗୋଟିଏ ୬ ଟି ବୋମା ଫିଙ୍ଗିଥିଲେ। ଏଥିରୁ ୪ଟି…
ଅଧିକ ଖବର ଦେଖନ୍ତୁ...

ତାମିଲନାଡୁରେ କଂଗ୍ରେସ – ଡିଏମକେ ମେଣ୍ଟ

ଚେନ୍ନାଇ : ଗତକାଲି ଏଆଇଡିଏମକେ ସହ ବିଜେପି ମେଣ୍ଟ କରିବା ପରେ ଆଜି କଂଗ୍ରେସ ଓ ଡିଏମକେ ମେଣ୍ଟ ଘୋଷଣା କରିଛନ୍ତି । ଉଭୟ ଦଳ ପୂର୍ବରୁ ଏ ନେଇ ନିଷ୍ପତ୍ତି ନେଇସାରିଥିଲେ, କେବଳ ଆନୁଷ୍ଠାନିକ ଘୋଷଣା ବାକିଥିଲା । ଉଭୟ ଦଳ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ କଂଗ୍ରେସ ତାମିଲନାଡୁରେ ୯ଟି ଓ…
ଅଧିକ ଖବର ଦେଖନ୍ତୁ...

‘ମୁଁ ପାକିସ୍ତାନୀ ଏବଂ ମୁଁ ପୁଲଓ୍ଵାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରୁଛି’, ପୁଲଓ୍ଵାମା ଆକ୍ରମଣକୁ ନେଇ…

ନୂଆଦିଲ୍ଲୀ: ‘ମୁଁ ପାକିସ୍ତାନୀ ଏବଂ ମୁଁ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରୁଛି ।’ ଏଭଳି ଶବ୍ଦ କୌଣସି ଭାରତୀୟଙ୍କର ନୁହେଁ, ବରଂ ଏଭଳି ଶବ୍ଦ ପାକିସ୍ତାନୀ ଯୁବତୀମାନଙ୍କର । ପୁଲଓ୍ଵାମା ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଯେଉଁ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି, ତାହାକୁ…
ଅଧିକ ଖବର ଦେଖନ୍ତୁ...

ନବନିର୍ମାଣ ସଂଗଠନର ଓଡ଼ିଶା ବନ୍ଦ ଡାକରାକୁ ମଦମୁକ୍ତି ଯୁବବାହିନୀ ପକ୍ଷରୁ ସମର୍ଥନ

ଭୁବନେଶ୍ୱର: ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତା ୨୧ ତାରିଖରେ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ ମଦମୁକ୍ତି ଯୁବବାହିନୀ ପକ୍ଷରୁ ସମର୍ଥନ କରାଯାଇଛି । ସଂଗଠନ ପକ୍ଷରୁ କୁହାଯାଇଛି, ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିଜ ଅଧିକାର ପାଇଁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଲାଭଦାୟକ ରହିବ। ଆପଣଙ୍କୁ କୌଣସି ଶୁଭ ସୂଚନା ମିଳିବ। ପ୍ରଗତି ପଥରେ ଅଗ୍ରସର ହେବେ। ଶିକ୍ଷା ସମ୍ବନ୍ଧୀୟ ସବୁ ମାମଲା ସମାଧାନ ହୋଇଯିବ। ପ୍ରିୟ ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ଦିନଟି ଲାଭପ୍ରଦ…
ଅଧିକ ଖବର ଦେଖନ୍ତୁ...

ବିଏସ୍‌ଏନ୍‌ଏଲ୍‌ର ବଡ଼ ଉପହାର, ଗ୍ରାହକଙ୍କୁ ୩୪୯ ଟଙ୍କା ପ୍ଲାନ୍‌ରେ ପ୍ରତିଦିନ ମିଳିବ ୩.୨ଜିବି ଡାଟା

ନୂଆଦିଲ୍ଳୀ: ଟେଲିକମ୍‌ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) ନିଜର ପପୁଲର ୩୪୯ଟଙ୍କାର ପ୍ଲାନ୍‌କୁ ରିଭାଇଜ କରି ଦେଇଛି। ଏହା ଜରିଆରେ କେବଳ ନା ବ୍ୟବହାରକାରୀଙ୍କୁ ଅଧିକ ଡାଟା ମିଳିବ ତାହା ନୁହେଁ ପ୍ଲାନ୍‌ର ବୈଧତାକୁ ବି ବୃଦ୍ଧି କରି ଦିଆଯାଇଛି। କମ୍ପାନି…
ଅଧିକ ଖବର ଦେଖନ୍ତୁ...