Daily Archives

February 23, 2019

ମଦ ବିରୋଧରେ ‘ମଦମୁକ୍ତି ଅଭିଯାତ୍ରା’ ଶୁଭାରମ୍ଭ

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପୂର୍ବରୁ ଓଡିଶାରେ ମଦକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବି ନେଇ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା) ଏବଂ ମଦମୁକ୍ତି ଯୁବ ବାହିନୀ ପକ୍ଷରୁ ସ୍ଥାନୀୟ ମହାତ୍ମା ଗାନ୍ଧୀ ପାର୍କ ନିକଟରୁ ‘ମଦମୁକ୍ତି ଅଭିଯାତ୍ରା’ର ଶୁଭାରମ୍ଭ କରାଯାଇଛି । ଉକ୍ତ ଅଭିଯାତ୍ରାର…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼: ପୁଣି ବିଦ୍ୟାଳୟ ରୋଷେଇ ଘର ଭାଙ୍ଗି ଚାଉଳ ଖାଇଲା ଦନ୍ତା

କୁତ୍ରା: ବିଦ୍ୟାଳୟର ରୋଷେଇ ଘର ଭାଙ୍ଗି ଦନ୍ତା ହାତୀ ପୁଣି ଥରେ ଚାଉଳ ଖାଇଛି। ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକ ଅନ୍ତର୍ଗତ ପଞ୍ଚରା ଗ୍ରାମରେ କିଛି ଦିନ ହେବ ହାତୀପଲଙ୍କ ଉତ୍ପାତ ଜାରି ରହିଥିବା ବେଳେ ଶୁକ୍ରବାର-ଶନିବାର ରାତି ପଞ୍ଚରା ନିକଟ କୁଲସର ପ୍ରାଥମିକ ବିଦ୍ୟାଳୟରେ ଏକ ଦନ୍ତା ହାତୀ…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କ ସହ ଏହି ଦୃଶ୍ୟର ସୁଟିଂ କରିବା ପୂର୍ବରୁ ଘଣ୍ଟାଏ ପର୍ଯ୍ୟନ୍ତ କାନ୍ଦିଥିଲେ ଭାଗ୍ୟଶ୍ରୀ, ନିର୍ଦ୍ଦେଶକ ପଚାରିବା…

ମୁମ୍ବାଇ : ଚଳଚ୍ଚିତ୍ର ‘ମୈନେ ପ୍ୟାର କିୟା’ ପରେ ଚର୍ଚ୍ଚାକୁ ଆସିଥିଲେ ବଲିଉଡ୍‌ ଅଭିନେତ୍ରୀ ଭାଗ୍ୟଶ୍ରୀ । ଏହା ତାଙ୍କର ପ୍ରଥର ଚଳଚ୍ଚିତ୍ର ହୋଇଥିବା ବେଳେ ତାଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲେ ଏବେକାର ସୁପର୍‌ଷ୍ଟାର୍‌ ସଲମାନ ଖାନ୍‌। ଭାଗ୍ୟାଶ୍ରୀଙ୍କ ପ୍ରଥମ ଫିଲ୍ମରେ ଏମିତି ଅନେକ ଘଟଣା…
ଅଧିକ ଖବର ଦେଖନ୍ତୁ...

ପୁଲଓ୍ଵାମା ଆକ୍ରମଣ ପରେ ବେଙ୍ଗାଲୁରୁରେ କରାଚି ନାଁରେ ଥିବା ବେକରିକୁ ନେଇ ଉତ୍ତେଜନା, ବାଧ୍ୟ ହୋଇ କରାଚି ନାଁ ଉପରେ…

ବେଙ୍ଗାଲୁରୁ : ପୁଲଓ୍ଵାମା ଆକ୍ରମଣ ପରେ ବେଙ୍ଗାଲୁରୁରେ ଥିବା କରାଚି ବେକରିର ଏକ ଆଉଟ୍‌ଲେଟ୍‌ ଶୁକ୍ରବାର ନିଜ ସାଇନ୍‌ବୋର୍ଡରୁ କରାଚି ନାଁକୁ କପଡ଼ାରେ ଢ଼ାଙ୍କି ଦେଇଥିବା ଦେଖା ଯାଇଛି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କରାଚି ନାଁକୁ ଦେଖି କିଛି ସଂଗଠନ ବେକରି…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲିଠୁ କାଳବୈଶାଖୀ ସମ୍ଭାବନା : ଝଡ ବର୍ଷା ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା!

ଭୁବନେଶ୍ୱର : ଆସନ୍ତାକାଲିଠୁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା । ରାଜ୍ୟରେ ୨୪ ତାରିଖରୁ ୨୭ ତାରିଖ ମଧ୍ୟରେ କାଳବୈଶାଖୀର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡିଶାର ସମସ୍ତ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏଥିରେ ଝଡ ବର୍ଷା ସହ ୪୦ରୁ ୫୦ କିଲୋମିଟର…
ଅଧିକ ଖବର ଦେଖନ୍ତୁ...

ସିଦ୍ଧୁଙ୍କୁ କପିଲଙ୍କ ସୋ’ରୁ ବାହାର କରି ଦିଆଯିବା ପରେ ଏବେ ଫିଲ୍ମସିଟିରେ ପ୍ରବେଶକୁ ନେଇ ନିଷେଧାଦେଶ ଜାରି

ମୁମ୍ବାଇ : କ୍ରିକେଟର ତଥା ରାଜନେତା ନବଜୋତ୍‌ ସିଂହ ସିଦ୍ଧୁ ଏବେ ନିଜ ବୟାନ ପାଇଁ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି । ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ସିଦ୍ଧୁ ଯେଉଁଭଳି ଭାବରେ ନିଜର ମତ ରଖିଥିଲେ, ତାହା ତାଙ୍କୁ ବିବାଦରେ ଛନ୍ଦି ଦେଇଥିଲା । ପ୍ରଥମେ ତାଙ୍କୁ କପିଲ ଶର୍ମାଙ୍କ କମେଡି…
ଅଧିକ ଖବର ଦେଖନ୍ତୁ...

ଆସାମ ମଦ ମୃତ୍ୟୁ ମାମଲା: ମୃତ୍ୟୁ ସଂଖ୍ୟା ୧୧୦, ପ୍ରଶାସନର କାର୍ଯ୍ୟାନୁଷ୍ଠାନ, ୧୦ ଗିରଫ

ଗୌହାଟୀ: ଆସାମରେ ବିଷାକ୍ତ ମଦ ପିଇବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୧୦ରେ ପହଂଚିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୁଲିସ ବେଆଇନ ମଦ ଭାଟିରେ ଚଢ଼ାଉ କରି ବ୍ୟାପକ ପରିମାଣରେ ମଦ ଜବତ କରିଥିବା ବେଳେ ୧୦ ଜଣଙ୍କୁ ଗିରଫ କରିସାରିଛି।…
ଅଧିକ ଖବର ଦେଖନ୍ତୁ...

କୁମ୍ଭମେଳାରେ ଭାସି ଯାଉଥିବା ଯୁବକଙ୍କୁ ରକ୍ଷା କରିବାକୁ ଯାଇ ଆହତ ହୋଇଥିଲେ, ଶେଷରେ ଜୀବନ ହାରିଲେ ଏନ୍‌ଡିଆର୍‌ଏଫ୍‌…

ନୂଆଦିଲ୍ଲୀ : ନିଜର କର୍ତ୍ତବ୍ୟ କରିବାକୁ ଯାଇ ଆର ପାରିକୁ ଚାଲି ଯାଇଛନ୍ତି ଏନ୍‌ଡିଆର୍‌ଏଫ୍‌ କନେଷ୍ଟବଳ ରଜେନ୍ଦର ଗୌତମ । ଶୁକ୍ରବାର ସକାଳ ୫.୩୦ ସମୟରେ ଦିଲ୍ଲୀର ଏକ ଡ଼ାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ ରଜେନ୍ଦର ହିମାଚଳ ପ୍ରଦେଶରେ ଥିବା ବିଲାସପୁରର ବାସିନ୍ଦା ବୋଲି…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ କିଷାନ ଯୋଜନା: ମୋଦିଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଅର୍ଥ ରାଶି ବର୍ଷକୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଏହି ଯୋଜନାରେ ଭୂମିହୀନ ଓ ଭାଗ ଚାଷୀଙ୍କୁ ମଧ୍ୟ ସାମିଲ କରିବା ପାଇଁ ପ୍ରସ୍ତାବ…
ଅଧିକ ଖବର ଦେଖନ୍ତୁ...

ପାକ୍‌ କଳାକାରମାନଙ୍କ ସହ କାମ କରିବାକୁ ନେଇ ପଚରାଯିବା ପ୍ରଶ୍ନର ଏପରି ଉତ୍ତର ଦେଲେ ବିଦ୍ୟା ବାଲାନ

ମୁମ୍ବାଇ : ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଏବେ ସାରା ଦେଶ ପ୍ରତିଶୋଧର ନିଆଁରେ ଜଳୁଛି । ଧୀରେ ଧୀରେ ଭାରତ ପକ୍ଷରୁ ପାକିସ୍ତାନକୁ ମିଳୁଥିବା ସବୁ ସୁବିଧାକୁ ବନ୍ଦ କରି ଦିଆଯାଉଥିବା ବେଳେ ବଲିଉଡ୍‌ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବଲିଉଡ୍‌ ଫିଲ୍ମକୁ…
ଅଧିକ ଖବର ଦେଖନ୍ତୁ...