Monthly Archives

March 2019

ଢେଙ୍କାନାଳ: ପୃଥକ ପୃଥକ ଅଗ୍ନିକାଣ୍ଡ ଘଟଣାରେ ଜଳିଗଲା ୪ ବଖରା ଘର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବ୍ଲକରେ ପୃଥକ ପୃଥକ ଘଟଣାରେ ରବିବାର ୪ ବଖରା ଘର ଜଳି ଯାଇଛି। ରିପୋର୍ଟ ଅନୁସାରେ ପରଜଙ୍ଗ ତହସିଲ ଅନ୍ତର୍ଗତ ଜୟପୁରା କାଟେଣି ପଞ୍ଚାୟତ ପଦ୍ମପୁଖରୀ ଗ୍ରାମରେ ଅଗ୍ନିକାଣ୍ଡରେ ଗ୍ରାମର ଚିନ୍ତାମଣି ସାହୁଙ୍କ ଦୁଇ ବଖରା ଘର ଭସ୍ମିଭୂତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ଓଡିଆ ପିଲାମାନଙ୍କ ଭବିଷ୍ୟତ ଅନ୍ଧକାରମୟ: ବିଜେପି

ଭୁବନେଶ୍ୱର: ରାଜ୍ୟରେ ୧୯ ବର୍ଷ ଧରି ଶାସନ କରୁଥିବା ଅପାରଗ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଆଜି ଗରିବ ଘରର ପିଲା ଉଚିତ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ନବୀନ ନିଜେ ଓଡିଆ ସ୍କୁଲରେ ପାଠ ପଢିନଥିବାରୁ ଓଡିଆ ସ୍କୁଲର ପିଲାଙ୍କ ପାଠ ପଢା ପ୍ରତି ତାଙ୍କର ଦରଦ ନାହିଁ ।…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଭାରତୀୟ ପୋର୍ଟ ଭାବେ ରେକର୍ଡ ୨୦୦ ନିୟୁତ ଟନ ମାଲ ପରିବହନ କଲା ଆଦାନୀ

ମୁମ୍ବାଇ - ପ୍ରଥମ ଭାରତୀୟ ପୋର୍ଟ ଭାବେ ରେକର୍ଡ ୨୦୦ ନିୟୁତ ଟନ ମାଲ ପରିବହନ କଲା ଆଦାନୀ ପୋର୍ଟସ ଏଣ୍ଡ ସ୍ପେଶାଲ ଇକୋନୋମିକ ଜୋନ (ଏପିଏସ୍ଇଜେଡ଼) । ୧୨ ବର୍ଷ ମଧ୍ୟରେ ଏହା ୫୦ ନିୟୁତ ମେଟ୍ରିକ୍ ଟନ୍ ପରିବହନ କରିବା ସହିତ ୨୦୧୩-୧୪ ସୁଦ୍ଧା ୩ ବର୍ଷ ମଧ୍ୟରେ ୧୦୦ ଏମ୍ଏମ୍ଟି ଲକ୍ଷ୍ୟ ହାସଲ ସହିତ…
ଅଧିକ ଖବର ଦେଖନ୍ତୁ...

ତକିଆ ତଳେ ମୋବାଇଲ୍‌ ରଖି ଶୋଇଥିଲେ ମହିଳା, ସକାଳ ୪.୩୦ରେ ଘଟିଲା ଏମିତି ଘଟଣା..

ଜୋହୋର: ଅଧିକାଂଶ ଲୋକେ ମୋବାଇଲ୍‌ ଫୋନ୍‌ ତକିଆ ତଳେ ରଖି ଶୋଇବାର ଅଭ୍ୟାସ ରଖି ଥାଆନ୍ତି। ରାତିରେ ହ୍ଵାଟସ୍‌ ଆପ୍‌, ଫେସ୍‌ବୁକ୍‌ ଓ େଓ୍ଵବସିରିଜ ଦେଖିଦେଖି ମୋବାଇଲ୍‌କୁ ସଠିକ୍‌ ସ୍ଥାନରେ ରଖିବାକୁ ଭୁଲି ଯାଇଥାଆନ୍ତି ତ ଆଉ କିଛି ଲୋକେ ଜାଣିବୁଝି ଫୋନ୍‌କୁ ତକିଆ ତଳେ ରଖି ଥାଆନ୍ତି।…
ଅଧିକ ଖବର ଦେଖନ୍ତୁ...

ଚଳିତ ନିର୍ବାଚନରେ ଓଡ଼ିଶା ସାରା ଭାରତକୁ ଚମକାଇ ଦେବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ଓଡ଼ିଶା ସାରା ଭାରତକୁ ଚମକାଇ ଦେବ। ଓଡ଼ିଶା ଦ୍ୱିତୀୟ ତ୍ରିପୁରା ହୋଇଯିବ। ମୁଁ ଗତ ଦିନରେ ଓଡ଼ିଶାରୁ ଫେରିଛି ଏବଂ ସେଠି ଲୋକଙ୍କର ଉତ୍ସାହ ବହୁତ ରହିଥିବା ଦେଖିଛି। ଆଜି ‘ମୁଁ ଚୌକିଦାର’ କାର୍ଯ୍ୟକ୍ରମରେ ଓଡ଼ିଶାର କେନ୍ଦ୍ରାପଡ଼ା ଲୋକଙ୍କ ସହ ସିଧା ଅଲୋଚନା ରଖି…
ଅଧିକ ଖବର ଦେଖନ୍ତୁ...

ଟାଇଗର୍‌-ଦିଶାଙ୍କ ପ୍ରେମ ସଂପର୍କକୁ ସବୁଜ ସଂକେତ ଦେଲେ ଜ୍ୟାକି ଶ୍ରଫ୍‌

ମୁମ୍ବାଇ: ଦୀର୍ଘ ଦିନ ହେବ ବଲିଉଡ୍‌ ଅଭିନେତା ଟାଇଗର୍‌ ଶ୍ରଫ୍‌ ଓ ଅଭିନେତ୍ରୀ ଦିଶା ପଟାନି ଉଭୟ ଉଭୟଙ୍କୁ ଡେଟ କରୁଥିବା କଥା ରୀତିମତ ଗଣମାଧ୍ୟମରେ ପ୍ରକାଶ ପାଇବାରେ ଲାଗିଛି। ଉଭୟଙ୍କୁ ବିଭିନ୍ନ ପାର୍ଟି ଉତ୍ସବରେ ବି ଏକତ୍ର ଦେଖିବାକୁ ମିଳୁଛି। ତେବେ ଉତ୍ସୁକତାର କଥା ହେଉଛି ଏହି ଦୁଇ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ଧାମରା ବନ୍ଦରରେ ପୁଣି ଦୁର୍ଘଟଣା, କମ୍ପାନି ଶ୍ରମିକଙ୍କ ଉପରେ ଚଢ଼ିଗଲା ଗାଡ଼ି

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଧାମରା ବନ୍ଦର କମ୍ପାନିକୁ ଏବେ ଶନିଦଶା ପଡ଼ିଛି। ଗତ କିଛି ଦିନ ମଧ୍ୟରେ ଦୁଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁନେଇ ଶ୍ରମିକଙ୍କୁ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୋଇଥକୋଲା ପଂଚାୟତ ବଳଭଦ୍ର ପ୍ରସାଦ ଗାଁର ଯୋଗେନ ଭୂୟାଁଙ୍କ ପୁଅ କାର୍ତ୍ତିକ ଭୁୟାଁ ଓରଫ…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ୍‌ ପହିଲାରୁ ବଦଳୁଛି ଏହି ସବୁ ନିୟମ, ଜାଣନ୍ତୁ କେଉଁ ଦିଗରେ ହେବେ ଲାଭବାନ

ନୂଆଦିଲ୍ଲୀ: ଏପ୍ରିଲ୍‌ ପହିଲାଠାରୁ ଦେଶରେ ବଡ଼ ପରିବର୍ତ୍ତନ ହେକାକୁ ଯାଉଛି। ନୂଆ ଆର୍ଥିକ ବର୍ଷରେ ୨୦୧୯ ଏପ୍ରିଲ୍‌ରେ ଅନେକ ନୂଆ ଲାଗୁ ହେବାକୁ ଯାଉଛି। ତେବେ, ଚାଲନ୍ତୁ ଜାଣିବା ଏହି ସୋମବାରଠାରୁ କେଉଁ ସବୁ ଜିନିଷରେ ପରିବର୍ତ୍ତନ ଆସିବ। : ନୂଆ ନିୟମ ଅନୁସାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ମୋତେ ସବୁ ଦଳ ମିଶିବାକୁ ଡାକୁଥିଲେ, କିନ୍ତୁ କଂଗ୍ରେସରେ ମିଶିବାକୁ ଲାଲୁ ପରାମର୍ଶ ଦେଲେ : ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ : ବିଜେପି ଛାଡିଥିବା ସାଂସଦ ତଥା ଚିତ୍ରତାରକା ଶତ୍ରୁଘ୍ନ ସିହ୍ନା କହିଛନ୍ତି ଯେ ତାଙ୍କୁ ଅଧିକାଂଶ ଦଳ ଡାକୁଥିଲେ, କିନ୍ତୁ ଲାଲୁ ପ୍ରସାଦ ଯାଦବଙ୍କ ପରାମର୍ଶରେ ସେ କଂଗ୍ରେସରେ ମିଶିବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ କଂଗ୍ରେସ ହିଁ ପ୍ରକୃତରେ ଏକ ଜାତୀୟ ଦଳ । ସେ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ କାଳବୈଶାଖୀର ତାଣ୍ଡବ, ପ୍ରବଳ ଧୁଳିଝଡ଼ରେ ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର : ରାଜଧାନୀରେ ରବିବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। ଅଚାନକ ଧୂଳିଝଡ଼ ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ରାଜଧାନୀ ସମେତ ଏହାର ଉପକଣ୍ଠରେ ପ୍ରବଳ ଧୂଳିଝଡ଼ ସହ ଜୋର୍‌ରେ ପବନ ହେବା ଯୋଗୁଁ ଚାରିଆଡେ ଧୂଳିମୟ ହୋଇଯାଇଛି। ଧୂଳିଝଡ଼ ଯୋଗୁଁ ସମଗ୍ର ରାଜଧାନୀରେ…
ଅଧିକ ଖବର ଦେଖନ୍ତୁ...