Daily Archives

March 1, 2019

କୋରାପୁଟ: ପୁଲଓ୍ଵାମା ସହିଦ ଯବାନଙ୍କ ସ୍ମୁତିରେ ରକ୍ତଦାନ ଶିବିର, ୬୦ ୟୁନିଟ୍‌ ରକ୍ତ ସଂଗ୍ରହ

ଲକ୍ଷ୍ମୀପୁର: ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଫେବ୍ରୁଆରି ୧୪ରେ ସହିଦ ୪୦ ଯବାନଙ୍କ ସ୍ମୁତିରେ ଶୁକ୍ରବାର ରକ୍ତଦାନ ଶିବରି ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସତ୍ୟସାଇ ସେବା ସମିତି ଓ ‘ସମ୍ବାଦ ଆମ ଓଡିଶା’ର ମିଳିତ…
ଅଧିକ ଖବର ଦେଖନ୍ତୁ...

ଝିଅର ଜନ୍ମଦିନ ପାଳନ କରିବା ପାଇଁ ସୁସ୍ଥ ହୋଇ ଘରକୁ ଫେରିଲେ ପୁଲଓ୍ଵାମା ଆକ୍ରମଣରେ ଆହତ ହୋଇଥିବା ଯବାନ

ନୂଆଦିଲ୍ଲୀ : ପୁଲଓ୍ଵାମା ଆକ୍ରମଣକୁ ଦୁଇ ସପ୍ତାହ ବିତି ସାରିଥିବା ବେଳେ ଏହି ଆକ୍ରମଣରେ ଆହତ ହୋଇଥିବା ଯବାନ ଅବଧେଶ୍‌ କୁମାର ଏବେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି । ଝିଅର ଜନ୍ମଦିନ ପାଳନ କରିବା ପାଇଁ ସେ ଘରକୁ ଯାଇଥିବା ବେଳେ ଅବଧେଶ୍‌ଙ୍କ ସୁସ୍ଥ ହେବା ଖୁସିରେ ତାଙ୍କ ଗାଁ ଲୋକେ…
ଅଧିକ ଖବର ଦେଖନ୍ତୁ...

ପ୍ରତିଦିନ ମକା ଖାଇଲେ ଶରୀରକୁ ମିଳିବ ଏହି ସବୁ ଫାଇଦା

ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ମକା । ଭିଟାମିନ୍‌, ମିନେରାଲ୍ସ ଏବଂ ଅନ୍ୟ ପୋଷକ ତତ୍ତ୍ୱରେ ଭରପୂର ଥିବା ମକା କେବଳ ଓଜନ କମାଇବା ପାଇଁ ନୁହେଁ ଶରୀରର ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ । ୧୦୦ଗ୍ରାମ୍‌ ମକାରେ ୮୬କ୍ୟାଲୋରି, ୧% ଫ୍ୟାଟ୍‌, ୦% କୋଲେଷ୍ଟ୍ରଲ,…
ଅଧିକ ଖବର ଦେଖନ୍ତୁ...

ବୀର ପାଇଲଟ୍‌ ଅଭିନନ୍ଦନ ଭାରତ ଫେରିବା ଖୁସିରେ ବଦଳିଲା ନାଇଟ୍‌ କ୍ଲବ୍‌ର ଦୃଶ୍ୟ, ନାଚଗୀତ ଛାଡ଼ି ଲୋକେ କଲେ ଏଭଳି କାମ

ନୂଆଦିଲ୍ଲୀ : ପାକ୍‌ ବିମାନ ଏଫ୍‌-୧୬ ସହ ଲଢ଼ୁଥିବା ସମୟରେ ପାକ୍‌ ସୀମା ଭିତରକୁ ପଶି ଯାଇ ଶତ୍ରୁପକ୍ଷର ଗୁଳିମାଡ଼ରେ ଖସି ପଡ଼ିଥିଲେ ପାଇଲଟ୍‌ ଅଭିନନ୍ଦନ । ଏହା ପରେ ପାକ୍‌ ସେନା ତାଙ୍କୁ ନିଜ କବ୍‌ଜାକୁ ନେଇ ଯାଇଥିଲା । ପାଇଲଟ୍‌ଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ ଭାରତ-ପାକ୍‌ ମଧ୍ୟରେ ଅନେକ…
ଅଧିକ ଖବର ଦେଖନ୍ତୁ...

ପର୍ଦ୍ଦାଫାଶ: ଭିଡିଓ ପ୍ରସ୍ତୁତି ଯୋଗୁଁ ବିଳମ୍ବରେ ଅଭିନନ୍ଦନଙ୍କୁ ହସ୍ତାନ୍ତର କଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତର ବୀର କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ବିଳମ୍ବରେ ହେଉ ପଛେ ନିଜର ଜନ୍ମମାଟିକୁ ଫେରି ଆସିଛନ୍ତି। ପାକିସ୍ତାନ ପକ୍ଷରୁ ପ୍ରଥମେ ତାଙ୍କୁ ଅପରାହ୍ଣ ୪ଟାରେ ପ୍ରତ୍ୟାର୍ପଣ କରାଯିବ ବୋଲି କହାଯାଇଥିଲା । ତଦନୁଯାୟୀ ଅଟାରିରେ ସେ ୪ଟାରେ ପହଞ୍ଚିଥିଲେ। ମାତ୍ର ପରେ ଏହି ପ୍ରକ୍ରିୟା…
ଅଧିକ ଖବର ଦେଖନ୍ତୁ...

ରଣବୀର କପୁରଙ୍କ ବ୍ୟବହାର ଦେଖି ତାଙ୍କୁ ଚାପୁଡ଼ା ମାରିବାକୁ ଚାହୁଁଥିଲେ ଅନୁଷ୍କା, ୩ ବର୍ଷ ପରେ କଲେ ଖୁଲାସା

ମୁମ୍ବାଇ : ବଲିଉଡ୍‌ ଅଭିନେତା ରଣବୀର କପୁର ଏବେ ନିଜ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଏବଂ ‘ଶମଶେରା’ ଫିଲ୍ମକୁ ନେଇ ବ୍ୟସ୍ତ ଅଛନ୍ତି । ପୂର୍ବରୁ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମ ‘ସଞ୍ଜୁ’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିବା ବେଳେ ଆଗାମୀ ଦୁଇଟି ଫିଲ୍ମକୁ ଭଲ କରିବାରେ ଲାଗି ପଡ଼ିଛନ୍ତି ଅଭିନେତା…
ଅଧିକ ଖବର ଦେଖନ୍ତୁ...

ଚାଲାଣ କାଟିଥିବାରୁ ଘରକୁ ଫେରୁଥିବା ସମୟରେ ଟ୍ରାଫିକ୍‌ କନେଷ୍ଟବଳଙ୍କୁ ନିସ୍ତୁକ ମାଡ଼ ମାରିଲେ ୩ ଯୁବକ

ନୂଆଦିଲ୍ଲୀ : ଜଣେ ଟ୍ରାଫିକ୍‌ କନେଷ୍ଟବଳଙ୍କୁ ସଡ଼କ ସୁରକ୍ଷା ନିୟମ ଭାଙ୍ଗିଥିବା ୩ଜଣ ଯୁବକଙ୍କ ଚାଲାଣ କାଟିବା ମହଙ୍ଗା ପଡ଼ିଛି । ରାଗ ରଖି ୩ଜଣ ଯୁବକ ଟ୍ରାଫିକ୍‌ କନେଷ୍ଟବଳଙ୍କୁ ଘରକୁ ଫେରୁଥିବା ବାଟରେ ନିସ୍ତୁକ ମାଡ଼ ମାରିଥିବା ସୂଚନା ମିଳିଛି । ଏହି ଆକ୍ରମଣ ପରେ ଟ୍ରାଫିକ୍‌ କନେଷ୍ଟବଳ ଆହତ…
ଅଧିକ ଖବର ଦେଖନ୍ତୁ...

ଅଭିନନ୍ଦନ ବର୍ତ୍ତମାନଙ୍କୁ ପାଇ ଖୁସି ଅନୁଭବ କଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଭାରତୀୟ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଅଟାରୀ ସୀମାରେ ଗ୍ରହଣ କରିବା ପାଇଁ ଶୁକ୍ରବାର ରାତିରେ ଏୟାର ଭାଇସ ମାର୍ଶଲ ଆରଜିକେ କପୁର ଉପସ୍ଥିତ ଥିଲେ। ନିଜର ବୀର ଯବାନଙ୍କୁ ଭାରତ ମାଟିରେ ପାଇ ଏୟାର ଭାଇସ୍‌ ମାର୍ଶଲ ଗଣମାଧ୍ୟମର ପ୍ରତିନିଧିଙ୍କୁ ଆଗାମୀ ପ୍ରକ୍ରିୟା…
ଅଧିକ ଖବର ଦେଖନ୍ତୁ...

ସେନା ପରିବାରର ଝିଅ ହିସାବରେ ଭାରତ-ପାକ୍‌ର ବର୍ତ୍ତମାନ ପରିସ୍ଥିତିକୁ ଦେଖି ଏଭଳି ଟୁଇଟ୍‌ କଲେ ପ୍ରୀତି ଜିଣ୍ଟା

ମୁମ୍ବାଇ : ପୁଲଓ୍ଵାମା ଆକ୍ରମଣ ପରେ ଭାରତ-ପାକ୍‌ ମଧ୍ୟରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା । ଆକ୍ରମଣରେ ୪୦ଜଣ ଯବାନ ସହିଦ୍‌ ହୋଇଥିବା ବେଳେ ଏହାର ଜବାବ ଦେବା ପାଇଁ ଗତ ମଙ୍ଗଳବାର ଫେବୃଆରି ୨୬ରେ ଭାରତୀୟ ବାୟୁସେନା ଆତଙ୍କବାଦୀଙ୍କ ପ୍ରଶିକ୍ଷଣ ଶିବିରକୁ ଟାର୍ଗେଟ କରିଥିଲା ।…
ଅଧିକ ଖବର ଦେଖନ୍ତୁ...

ଦେଶକୁ ଫେରି ଖୁସି ଅନୁଭବ କରୁଛି: ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ

ନୂଆଦିଲ୍ଲୀ: ସ୍ୱଦେଶ ମାଟିରେ ଶୁକ୍ରବାର ରାତି ୯ଟା ୨୧ ମିନିଟରେ ପାଦ ଥାପିବା ପରେ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ କହିଛନ୍ତି, ଦେଶକୁ ଫେରି ଖୁସି ଅନୁଭବ କରୁଛି। ଅଭିନନ୍ଦନଙ୍କ ପ୍ରଥମ ପ୍ରତିକ୍ରିୟା ଶୁଣିବା ତଥା ବିଭିନ୍ନ ଗଣମାଧ୍ୟମ ମାଧ୍ୟମରେ ତାଙ୍କୁ ଦେଖିବା ପରେ…
ଅଧିକ ଖବର ଦେଖନ୍ତୁ...