Daily Archives

March 2, 2019

‘ମୁଁ ଚାହେଁନି ମୋ ପିଲାମାନେ ମୋତେ ଆଡଲଟ୍‌ କମେଡି କରୁଥିବାର ଦେଖନ୍ତୁ’ : ଅରସାଦ୍‌ ଓ୍ଵାରସୀ

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅରସାଦ୍‌ ଓ୍ଵାରସୀ ଏବେ ଆଡଲଟ୍‌ କମେଡି କରିବାକୁ ନେଇ ନିଜର ମତ ରଖିଛନ୍ତି । କିଛି ଦିନ ତଳେ ତାଙ୍କର ରିଲିଜ୍‌ ହୋଇଥିବା କମେଡି ଫିଲ୍ମ ‘ଟୋଟାଲ ଧମାଲ’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଥିବା ବେଳେ ଏବେ ସେ ଆଡଲଟ୍‌ କମେଡି ଥିବା ଫିଲ୍ମ କେବେ ବି କରିବେ ନାହିଁ…
ଅଧିକ ଖବର ଦେଖନ୍ତୁ...

ମାଟ୍ରିମୋନିଆଲ ସାଇଟ୍‌ରେ ଦେଖା ହୋଇଥିବା ମହିଳାଙ୍କ ସହ ଦୁଷ୍କର୍ମ କଲେ ପ୍ରବାସୀ ଭାରତୀୟ, ଏଭଳି ଭାବେ କାବୁ କଲା ପୁଲିସ

ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରରେ ଜଣେ ପ୍ରବାସୀ ଭାରତୀୟ ଯୁବକଙ୍କୁ ଗିରଫ କରିଛି ପୁଲିସ । ଅଭିଯୁକ୍ତଜଣଙ୍କ ମାଟ୍ରିମୋନିଆଲ ସାଇଟ୍‌ରେ ଦେଖା ହେବା ପରେ ପୀଡ଼ିତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ । ଏହା ପରେ ତାଙ୍କୁ ହୋଟେଲ ରୁମ୍‌କୁ ଡ଼ାକି ନିଶା ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ ।…
ଅଧିକ ଖବର ଦେଖନ୍ତୁ...

 ଆସନ୍ତାକାଲି ଓଡିଶା ଗସ୍ତରେ ଆସିବେ ଦୁଇ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ବର: ଦୁଇ କେନ୍ଦ୍ର ମନ୍ତ୍ରୀ ଜୟନ୍ତ ସିହ୍ନା ଓ ମନୋଜ ସିହ୍ନା ରବିବାର ଓଡିଶା ଗସ୍ତରେ ଆସିବେ । ସେମାନେ ସରକାରୀ କାର୍ଯ୍ୟକ୍ରମ ସହ  ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ । ସେମାନଙ୍କ ସହ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୟ କଟିଆର ମଧ୍ୟ ଓଡିଶା ଆସିବେ । ଉଭୟ ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନୀ କଳାକାରଙ୍କ ଉପରେ ପ୍ରତିବନ୍ଧକ ଲଗାଯିବାକୁ ନେଇ ମତ ରଖିଲେ ରଣବୀର ସିଂହ : ଯଦି ଜଣେ ଯବାନଙ୍କ ମା’ ଏଭଳି…

ମୁମ୍ବାଇ : ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ସାରା ଭାରତ ପାକିସ୍ତାନ ବିରୋଧୀ ଆନ୍ଦୋଳନ ଆରମ୍ଭ କରି ଦେଇଥିଲେ । ଭାରତ ତରଫରୁ ପାକିସ୍ତାନକୁ ମିଳୁଥିବା ସବୁ ସୁବିଧାକୁ ବନ୍ଦ କରି ଦିଆଯିବା ସହ ପାକ୍‌ କଳାକାରମାନଙ୍କୁ ମଧ୍ୟ ବଲିଉଡ୍‌ରେ ପ୍ରବେଶ ନେଇ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା…
ଅଧିକ ଖବର ଦେଖନ୍ତୁ...

ଯାଜପୁର-ରାଉରକେଲାରେ ରେଳ ଡିଭିଜନ ଘୋଷଣା ଦାବି, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଓଡ଼ିଶାରେ ୨ଟି ନୂଆ ରେଳ ଡିଭିଜନ ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଯାଜପୁର ଓ ରାଉରକେଲା ଠାରେ ନୂଆ ରେଳ ଡିଭିଜନ ପାଇଁ ଘୋଷଣା ହେଉ ଏବଂ ଏହି ୨ଟି ଷ୍ଟେସନକୁ ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ମିଳୁ ନୋବେଲ ଶାନ୍ତି ପୁରସ୍କାର ! ପାକିସ୍ତାନୀ ସଂସଦରେ ଉପସ୍ଥାପନ କରାଗଲା…

ନୂଆଦିଲ୍ଲୀ : ଭାରତ-ପାକ୍‌ ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ନୋବେଲ ଶାନ୍ତି ପୁରଷ୍କାର ପ୍ରଦାନ କରାଯାଉ ବୋଲି ପାକିସ୍ତାନୀ ସଂସଦରେ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଛି । ଇକୋନୋମିକ୍‌ ଟାଇମ୍ସର…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦ୍‌ ଦିନିକିଆ: ଧୋନି-ଯାଦବଙ୍କ ଅର୍ଦ୍ଧଶତକ, ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୬ ଓ୍ଵିକେଟ୍‌ରେ ବିଜୟୀ

ହାଇଦ୍ରାବାଦ୍‌: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୫୯ ରନ୍‌, ୭୨ ବଲ, ୬ ଚୌକା, ୧ ଛକା) ଓ କେଦାର ଯାଦବ (୮୧ ରନ୍‌, ୮୭ବଲ, ୯ ଚୌକା, ୧ ଛକା) ଶନିବାର ବିସ୍ଫୋରକ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆକୁ ୬ ଓ୍ଵିକେଟ୍‌ରେ ଜିତାଇଛନ୍ତି। ପଂଚମ ଓ୍ଵିକେଟରେ ଦୃଢ଼ ଭାବରେ…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ ଆତଙ୍କବାଦକୁ ସମର୍ଥନ କଲା ପାକ୍‌, କ୍ୟୁରେସି କହିଲେ ପୁଲଓ୍ଵାମା ଆକ୍ରମଣରେ ଜୈସ୍‌-ଏ-ମହମ୍ମଦର କୌଣସି ହାତ…

ନୂଆଦିଲ୍ଲୀ : ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମୁହମ୍ମୁଦ୍‌ କ୍ୟୁରେସି ପୁଣି ଥରେ ଆତଙ୍କବାଦକୁ ସମର୍ଥନ କରି ନିଜ ବୟାନ ରଖିଛନ୍ତି । ପୁଲଓ୍ଵାମା ଆକ୍ରମଣରେ ଆତଙ୍କୀ ସଂଗଠନ ଜୈସ୍‌-ଏ-ମହମ୍ମଦର କୌଣସି ହାତ ନ ଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ଶାହା ମୁହମ୍ମୁଦ୍‌ କ୍ୟୁରେସି । ବିବିସିକୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଆଗ୍ରହ ନୂଆ କାମ ଆଡ଼କୁ ହୋଇପାରେ। ମଙ୍ଗଳ, ବୁଧ ଓ ଗୁରୁବାର: ମିତ୍ରଙ୍କ ସହିତ ସମ୍ବନ୍ଧ ବଢ଼ିଆ ହେବ। ଶୁକ୍ର ଓ ଶନିବାର: ବଡ଼ କଂପାନିରେ ଚାକିରିର ଡାକରା ଆସିପାରେ। ରବି ଓ ସୋମବାର: ବଢ଼ିଆ ଚାକିରି ମିଳିବାର ସମ୍ଭାବନା। ମଙ୍ଗଳ, ବୁଧ ଓ ଗୁରୁବାର: ଲକ୍ଷ୍ୟ ପୂରା…
ଅଧିକ ଖବର ଦେଖନ୍ତୁ...

ଖେଳ ଜଗତ କହିଲା- ସ୍ୱାଗତମ୍‌ ଅଭିନନ୍ଦନ, ଆମେ ଆପଣଙ୍କ ଠାରୁ ବଡ଼ ହିରୋ ଦେଖି ନଥିଲୁ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଖେଳ ଜଗତ କ୍ରମାଗତ ଭାବରେ ପ୍ରଣାମ କରୁଛି। ପାକିସ୍ତାନ ଅଭିନନ୍ଦନଙ୍କୁ ଶୁକ୍ରବାର ଭାରତକୁ ହସ୍ତାନ୍ତର କରିଥିଲା। ଅଭିନନ୍ଦନ ଭାରତ ଫେରିବା ପରେ ଟିମ୍‌ ଇଣ୍ଡିଆର ସିଦ୍ଧାର୍ଥ କାଉଲ୍‌, ରବିଚନ୍ଦ୍ରନ ଅଶ୍ୱିନ,…
ଅଧିକ ଖବର ଦେଖନ୍ତୁ...