Daily Archives

March 3, 2019

ଜମ୍ମୁ କଶ୍ମୀର: ଜମାତ-ଏ-ଇସ୍ଲାମୀର ୩ ନେତା ଗିରଫ, ସମ୍ପତ୍ତି ଜବତ

ଜମ୍ମୁ: ଜମ୍ମୁ କଶ୍ମୀର ପୁଲିସ କହିଛି, ‘ଜମାତ-ଏ-ଇସ୍ଲାମୀ’ର ତିନି ଜଣ ନେତାଙ୍କୁ ଗିରଫ କରାଯାଇଛି। ରାଜ୍ୟର ୬ଟି ଜିଲ୍ଲାରେ ୧୨ରୁ ଅଧିକ ସମ୍ପତ୍ତି ସିଲ କରି ଦିଆଯାଇଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ରାଜ୍ୟର କିସତଓ୍ଵାଡା, ଡୋଡା, ରାମବନ, ପୁଞ୍ଛ, ରାଜୌରୀ ଏବଂ ଜମ୍ମୁ ଜିଲ୍ଲାରେ…
ଅଧିକ ଖବର ଦେଖନ୍ତୁ...

ପୁଲଓ୍ଵାମା ଆକ୍ରମଣ ପରେ ମୋତେ ସୀମାକୁ ଯାଇ ଯବାନଙ୍କଠାରୁ ବନ୍ଧୁକ ଛଡ଼ାଇ ସେମାନଙ୍କ କାମ ଶେଷ କରିବାକୁ ଇଚ୍ଛା ହେଉଥିଲା…

ମୁମ୍ବାଇ : ନିଜର ମନଖୋଲା ବୟାନ ରଖିବାର ଅନ୍ଦାଜ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ କଙ୍ଗନା ରାନାଓ୍ଵତ୍‌ । ଫିଲ୍ମ ଦୁନିଆର ରାଜ୍‌ ଖୋଲିବା ହେଉ ବା କୌଣସି ବିଷୟରେ ନିଜର ମତ ରଖିବା ହେଉ, ସବୁ ବେଳେ ନିଡ଼ର ହୋଇ ସେ ନିଜର ମନ କଥା କହିଥାନ୍ତି । ତେବେ ଦୁଇ ସପ୍ତାହ ତଳେ…
ଅଧିକ ଖବର ଦେଖନ୍ତୁ...

ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଅଝାର ‘ଜୀବିତ’ : ପାକିସ୍ତାନୀ ଗଣମାଧ୍ୟମ

ଲାହୋର/ନୂଆଦିଲ୍ଲୀ : ଭାରତର ମୋଷ୍ଟ ଓ୍ଵାଣ୍ଟେଡ୍‌ ଏବଂ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାର ବଞ୍ଚିଛି ବୋଲି ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି। ଭାରତୀୟ ଏବଂ ଅନ୍ୟ ବିଦେଶୀ ଗଣମାଧ୍ୟମ ଗୁଡ଼ିକରେ ଆଝାରର ମୃତ୍ୟୁକୁ ନେଇ ପ୍ରକାଶିତ ଖବରକୁ ଗ୍ରହଣ କରିନାହିଁ ପାକିସ୍ତାନୀ…
ଅଧିକ ଖବର ଦେଖନ୍ତୁ...

ଭଂସାଲୀଙ୍କ ଆଗାମୀ ଫିଲ୍ମରେ ଏହି ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ସଲମାନ ଖାନ୍‌

ମୁମ୍ବାଇ : ଫିଲ୍ମ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ ପରେ ଏବେ ପୁଣି ଥରେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ସହ କାମ କରିବାକୁ ଯାଉଛନ୍ତି ବଲିଉଡ୍‌ର ଭାଇଜାନ ସଳମାନ୍‌ ଖାନ୍‌ । ପାଖାପାଖି ୨୦ବର୍ଷ ପରେ ଦୁଇ ଜଣ ସାଥୀରେ କାମ କରିବାକୁ ଯାଉଥିବା ଜଣାପଡ଼ିଛି । ନିର୍ଦ୍ଦେଶକ ସଞ୍ଜୟ ଲୀଲା…
ଅଧିକ ଖବର ଦେଖନ୍ତୁ...

ଭାଇରାଲ ହେଲା ପାକିସ୍ତାନୀ ଯୁବକଙ୍କ ଭିଡିଓ: ହାତରେ ବନ୍ଧୁକ ଧରି ସବୁ ଭାରତୀୟଙ୍କୁ ମୁଁ ଏକା ମାରିଦେବି ବୋଲି କହୁଥିବା…

ନୂଆଦିଲ୍ଲୀ : ଭାରତ-ପାକ୍‌ ମଧ୍ୟରେ ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତାହାକୁ ଦେଖି ଦୁଇ ଦେଶର ଲୋକମାନେ ‘#ସେନୋଟୁଓ୍ଵାର୍‌’ ଅଭିଯାନ ଆରମ୍ଭ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଲୋକମାନେ ପ୍ରୟାସ ଜାରି ରଖିଥିବା ବେଳେ ସୋସିଆଲ ମିଡିଆରେ ପାକିସ୍ତାନୀ…
ଅଧିକ ଖବର ଦେଖନ୍ତୁ...

ଯଦି ଆମର ‘ରାଫେଲ’ ଥାଆନ୍ତା, ତେବେ ପରିଣତି ଅଲଗା ହୋଇଥାନ୍ତା : ମୋଦି

ନୂଆଦିଲ୍ଲୀ :  ଯଦି ଆମର ରାଫେଲ ଥାଆନ୍ତା, ତେବେ ପରିଣାମ ଅଲଗା ହୋଇଥାଆନ୍ତା । ପାକିସ୍ତାନ ଓ ଭାରତ ମଧ୍ୟରେ ଚାଲିଛଥିବା ଉତେଜନା ପରିପ୍ରେକ୍ଷୀରେ ଏହି ବୟାନ ଦେଇଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଂଡିଆ ଟୁଡେ କନକ୍ଲେଭରେ ଯୋଗ ଦେଇ ମୋଦି ରାଫେଲରୁ ଗୁରୁତ୍ୱ ଉପରେ ଏଭଳି ବୟାନ…
ଅଧିକ ଖବର ଦେଖନ୍ତୁ...

ନିଶାସକ୍ତ ଅବସ୍ଥାରେ ପତ୍ନୀ ନୀତୁ ସିଂହଙ୍କ ସହ ଏଭଳି ବ୍ୟବହାର କରୁଥିଲେ ଋଷି କପୁର, ଘରର ଏହି ସଦସ୍ୟଙ୍କ ପାଇଁ ବଞ୍ଚି…

ମୁମ୍ବାଇ : ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଯୋଡ଼ିମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଋଷି କପୁର-ନୀତୁ ସିଂହଙ୍କ ଯୋଡ଼ି । ଅନେକ ସମୟରେ ଦୁହିଁଙ୍କ ଭଲ ପାଇବାର ଉଦାହରଣ ଦିଆଯାଇଥାଏ । ସବୁ ପ୍ରକାରର ପରିସ୍ଥିତିରେ କିପରି ପରସ୍ପରର ସାଥ୍‌ ଦେବାକୁ ହୁଏ ତାହା ଏମାନଙ୍କ ଠାରୁ ଶିଖିବା ଦରକାର ବୋଲି ଲୋକେ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ବାୟୁସେନା ପକ୍ଷରୁ ବାଲାକୋଟରେ ଆତଙ୍କବାଦୀଙ୍କ କ୍ୟାମ୍ପରେ ହୋଇଥିବା ବୋମାମାଡ଼ରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ନୂଆଦିଲ୍ଲୀ : ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ସୀମା ଭାରତୀୟ ବାୟୁସେନା କରିଥିବା ବୋମା ମାଡ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ମାସୁଦ ଆଝାରର ଭାଇ ମୌଲାନା ଅମାର ଏକ ଅଡିଓ ଟେପ୍‌ରେ, ଜୈସ-ଏ- ମହମ୍ମଦର କ୍ୟାମ୍ପ ଉପରେ ବୋମା ମାଡ ହୋଇଛି ବୋଲି ସ୍ୱୀକାର କରିଛି । ଏଥିରେ…
ଅଧିକ ଖବର ଦେଖନ୍ତୁ...

କେବଳ ଅଭିନନ୍ଦନ ନୁହନ୍ତି, ତାଙ୍କ ପତ୍ନୀ ମଧ୍ୟ ବାୟୁସେନାର ଜଣେ ସ୍କ୍ଵାଡର୍ନ ଲିଡର, ସ୍କୁଲ-କଲେଜରେ ଏକା ସାଙ୍ଗରେ…

ନୂଆଦିଲ୍ଲୀ : ଏଫ୍‌-୧୬ ଭଳି ଲଢ଼ୁଆ ବିମାନଙ୍କୁ ହରାଇ ନିଜର ପରାକ୍ରମ ଦେଖାଇବା ପରେ ସାରା ଭାରତରେ ହିରୋ ପାଲଟି ଯାଇଛନ୍ତି ଉଇଙ୍ଗ କମାଣ୍ଡର ଅଭିନନ୍ଦନ । ଏବେ ଚାରି ଆଡ଼େ ତାଙ୍କ ଗୁଣ ଗାନ କରୁଛନ୍ତି ଲୋକେ । ତାଙ୍କ ସାହାସ ଏବଂ ଦେଶ ପ୍ରତି ତାଙ୍କର ଭଲ ପାଇବା ଅନ୍ୟକୁ ଅନୁପ୍ରାଣିତ କରିଛି ।…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଜାତୀୟ ସୁରକ୍ଷା ପରିଷଦର ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନରେ ଉତ୍ତେଜନା ଜାରି ଥିବା ବେଳେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଜାତୀୟ ସୁରକ୍ଷା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌, ବିଦେଶ ସଚିବ ବିଜୟ କେଶବ ଗୋଖଲେ, କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...