Daily Archives

March 4, 2019

ମାଲକାନଗିରି: ଗଣିତ ଉତ୍ତର ଖାତା ଗାଏବ ଘଟଣାରେ ଦୁଇ ଜଣ ନିଲମ୍ବିତ

ଭୁବନେଶ୍ୱର: ମାଟ୍ରିକ୍‌ ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣା ପରେ ପୁରୀରେ ଉତ୍ତର ଖାତା ଅଦଳବଦଳ ହୋଇଥିବା ବେଳେ ମାଲକାନଗିରିରୁ ଗଣିତ ଉତ୍ତର ଖାତା ଗାଏବ ହୋଇଯାଇଥିବା ଅଭିଯୋଗ ଆସିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ସୁପରିଟେଣ୍ଡେଣ୍ଟ ବିଦ୍ୟୁତ କୁମାର ପାତ୍ର ଓ ଡେପୁଟି…
ଅଧିକ ଖବର ଦେଖନ୍ତୁ...

ମାସୁଦ୍‌ ଅଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରାଗଲେ ବିରୋଧ କରିବ ନାହିଁ ପାକିସ୍ତାନ, ସବୁ ଆତଙ୍କୀ ସଂଗଠନ…

ନୂଆଦିଲ୍ଲୀ : ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ଜୈସ୍‌-ଇ-ମହମ୍ମଦର ମୁଖ୍ୟ ମାସୁଦ୍‌ ଆଝାରକୁ ନେଇ ପାକିସ୍ତାନ ଏକ ବଡ଼ ନିଷ୍ପତ୍ତି ନେଇଛି । ଏବେ ମାସୁଦ୍‌ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ବୋଲି ଘୋଷଣା କରାଗଲେ ପାକିସ୍ତାନ ତାହାର ବିରୋଧ କରିବ ନାହିଁ…
ଅଧିକ ଖବର ଦେଖନ୍ତୁ...

ଅଶ୍ୱିନ-ଜାଦେଜାଙ୍କୁ ଆମେ ବାହାର କରି ନାହୁଁ: କୁଲଦୀପ ଯାଦବ

ନାଗପୁର: ଭାରତୀୟ ଯୁବ କ୍ରିକେଟର ତଥା ଚାଇନାମ୍ୟାନ୍‌ କୁଲଦୀପ ଯାଦବ କହିଛନ୍ତି, ଆମେ କୌଣସି ଖେଳାଳିଙ୍କୁ ଟିମ୍‌ରୁ ବାହାର କରି ନାହୁଁ। ମାତ୍ର ସେ କହିଛନ୍ତି ଟିମ୍‌ରେ ସୁଯୋଗ ମିଳିଥିବାରୁ ଏଥିରୁ ଲାଭ ଉଠାଇଛି। କୁଲଦୀପଙ୍କୁ ପଚରାଯାଇଥିଲା ଯେ, କ’ଣ ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କର ପ୍ରଦର୍ଶନ…
ଅଧିକ ଖବର ଦେଖନ୍ତୁ...

ସଫଳତା ପାଇଁ ନିଜ ନାଁ ବଦଳାଇଥିଲେ ଏହି ସବୁ ବଲିଉଡ୍‌ କଳାକାର, ଜାଣନ୍ତୁ ଫିଲ୍ମକୁ ଆସିବା ପୂର୍ବରୁ କ’ଣ ଥିଲା ଏହି…

ଏମିତି ଅନେକ ବଲିଉଡ୍‌ କଳାକାର ରହିଛନ୍ତି, ଯେଉଁମାନେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ନିଜର ପରିଚୟ ବଦଳାଇଥିଲେ । ବଲିଉଡ୍‌ର ଅଧାରୁ ଅଧିକ କଳାକାର ନିଜର ନାଁ ବଦଳାଇ ବଲିଉଡ୍‌କୁ ଆସିଥିଲେ । ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ସେମାନଙ୍କ ପରିଚୟ ଭିନ୍ନ ଥିଲା । ଆସନ୍ତୁ ଜାଣିବା ସେ ସବୁ…
ଅଧିକ ଖବର ଦେଖନ୍ତୁ...

ବାଲାକୋଟ୍‌ ଆକ୍ରମଣରେ ନିହତଙ୍କ ମଧ୍ୟରେ ଅଛନ୍ତି ପୂର୍ବ ଆଇଏସ୍‌ଆଇ ଏଜେଣ୍ଟ କର୍ଣ୍ଣେଲ୍‌ ସଲିମ୍‌ ଓ ବୋମା ବିଶେଷଜ୍ଞ…

ନୂଆଦିଲ୍ଲୀ: ଫେବ୍ରୁଆରି ୨୬ରେ ଭାରତୀୟ ସେନାର ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପରେ ପାକ୍‌ ସେନା ୩୫ଟି ମୃତଦେହ ଘଟଣାସ୍ଥଳରୁ ଅନ୍ୟସ୍ଥାନକୁ ସ୍ଥାନାନ୍ତର କରିଥିଲା ବୋଲି ଜଣେ ଇଟାଲୀୟ ସାମ୍ବାଦିକ ପ୍ରକାଶ କରିଛନ୍ତି। ପାକ ଅଧିକୃତ କଶ୍ମୀରର ବାଲାକୋଟ ଠାରେ ଜୈସ୍‌-ଇ-ମହମ୍ମଦର ସବୁଠାରୁ ବଡ଼…
ଅଧିକ ଖବର ଦେଖନ୍ତୁ...

ଶରୀରକୁ ସୁସ୍ଥ ଏବଂ ମନକୁ ଖୁସି ରଖିବା ପାଇଁ ଯୁବକ କରୁଛନ୍ତି ଅଜବ କାମ, ପିଉଛନ୍ତି ନିଜର ମାସେ ପୁରୁଣା ପରିଶ୍ରା

ନୂଆଦିଲ୍ଲୀ : ଆଜିକାଲି ଦୁନିଆରେ କିଛି ବି ଅସମ୍ଭବ ନୁହେଁ । ଲୋକମାନେ ଖାଦ୍ୟ ଛାଡ଼ି ପୋକ ଖାଉଥିବା ବେଳେ କିଛି ଲୋକ ନିଜକୁ ସୁସ୍ଥ ରଖିବା ପାଇଁ ନିଜର ପରିଶ୍ରା ପିଉଥିବା ଖବର ଆଗରୁ ଆମେ ଆପଣଙ୍କୁ ଦେଇ ସାରିଛୁ । ଏବେ ପୁଣି ଥରେ ସେଭଳି ଏକ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡର ସେଫିଲ୍‌ଡ ସହରରେ…
ଅଧିକ ଖବର ଦେଖନ୍ତୁ...

ମସୁଦ ଅଝାର ଜୀବିତ ଅଛି : ‘ଜୈସ୍‌-ଏ-ମହମ୍ମଦ’ ମୁଖ୍ୟର ମୃତ୍ୟୁକୁ ଖଣ୍ଡନ କଲେ ପାକିସ୍ତାନ ମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନର ପଞ୍ଜାବ ପ୍ରଦେଶର ସୂଚନା ଓ ସଂସ୍କୃତି ମନ୍ତ୍ରୀ ଫୟାଜ ଉଲ୍‌ ହସନ୍‌ ଚୋହାନ ସୋମବାର କହିଛନ୍ତି ଜୈସ୍‌-ଏ-ମହମ୍ମଦର ମୁଖ୍ୟ ମୋଲାନା ମସୁଦ ଅଝାର ଜୀବିତ ଅଛି । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ମସୁଦ ଅଝାର ଜୀବିତ ଅଛନ୍ତି ତାଙ୍କ ମୃତ୍ୟୁର କୌଣସି ସୂଚନା ଆମ…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର: ଭଗବାନ ଶିବଙ୍କୁ ଦର୍ଶନ କରିବା ପରେ ଭକ୍ତଙ୍କ ହୃଦଘାତରେ ମୃତ୍ୟୁ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳରେ ଭଗବାନ ଶିବଙ୍କୁ ଦର୍ଶନ ସାରି ଫେରିବା ପାଇଁ ଆସୁଥିବା ବେଳେ ହୃଦଘାତରେ ମୃତ୍ୟୁ ଘଟିଛି। ତେନ୍ତୁଳିଖୁଣ୍ଟି ବ୍ଲକର ଦିଗସଲପା ଗାଁର କେଳାଶ ଚନ୍ଦ୍ର ପ୍ରଧାନ(୬୦) ସୋମବାର ମହାଶିବରାତ୍ରି ହୋଇଥିବାରୁ ସେ ମଙ୍ଗରଦୋରା…
ଅଧିକ ଖବର ଦେଖନ୍ତୁ...

ରିତିକ୍‌-କରଣଙ୍କ ପରେ ଏବେ ରଣବୀର କପୁରଙ୍କୁ ଟାର୍ଗେଟ କଲେ କଙ୍ଗନା, କହିଲେ; ଦେଶବାସୀଙ୍କ ଟଙ୍କାରେ ମର୍ସିଡିଜ୍‌ ଗାଡ଼ି…

ମୁମ୍ବାଇ : ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଏବଂ ଅଭିନେତା ରିିତିକ୍‌ ରୋଶନଙ୍କ ବିରୋଧରେ ବୟାନ ଦେବା ପରେ ଏବେ ଅଭିନେତା ରଣବୀର କପୁରଙ୍କୁ ଟାର୍ଗେଟ କରିଛନ୍ତି କଙ୍ଗନା ରାଣାଓ୍ଵତ୍‌ । ରଣବୀରଙ୍କୁ ଏକ ସାକ୍ଷାତକାରରେ ରାଜନୀତିକୁ ନେଇ ପଚରାଯାଇଥିବା ପ୍ରଶ୍ନ ଉପରେ ସେ ଯେଉଁ ଭଳି ଭାବରେ ନିଜର…
ଅଧିକ ଖବର ଦେଖନ୍ତୁ...

ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ଉଠିଲା ମହାଦୀପ

ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରି ଅବସରରେ ବୁଧବାର ଏକାମ୍ର କ୍ଷେତ୍ର ଜନସମୁଦ୍ରରେ ପାଲଟିଛି। ଲକ୍ଷାଧିକ ଭକ୍ତ ଭଗବାନ ଶିବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ଶିବାଳୟଗୁଡ଼ିକ କେବଳ ଶିବ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠୁଥିବା ବେଳେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ମହାଦୀପ ଉଠିଛି।…
ଅଧିକ ଖବର ଦେଖନ୍ତୁ...