Daily Archives

March 5, 2019

ପଞ୍ଚାୟତିରାଜ୍‌ ଦିବସ ପାଳିତ : ବିଜୁ ବାବୁ ଥିଲେ ପ୍ରବାଦ ପୁରୁଷ, ଓଡିଶା ପାଇଁ ତାଙ୍କ ଅବଦାନ ଅତୁଳନୀୟ

ଲକ୍ଷ୍ମୀପୁର: ବିଜୁ ବାବୁ ଥିଲେ ପ୍ରବାଦ ପୁରୁଷ। ଓଡିଶା ପାଇଁ ତାଙ୍କ ଅବଦାନ ଅତୁଳନୀୟ। ମହିଳା ମାନଙ୍କ ସଂରକ୍ଷଣ ବ୍ୟବସ୍ଥା, ପଞ୍ଚାୟତିରାଜ୍‌ ବ୍ୟବସ୍ଥା ହେଉ ଅବା ଓଡିଶାର ୧୩ଟି ଜିଲ୍ଲାରୁ ୩୦ଟି ଜିଲ୍ଲା ପର୍ଯ୍ୟନ୍ତ ସଂପ୍ରସାରଣ କରିବା ତାଙ୍କର ସବୁଠାରୁ ଅତୁଳନୀୟ ଅବଦାନ ବୋଲି ଅତିଥିମାନେ…
ଅଧିକ ଖବର ଦେଖନ୍ତୁ...

ପାଠ୍ୟ ପୁସ୍ତକରେ ଭୁଲ୍‌ ସୂଚନା: ବିବାହ ପୂର୍ବରୁ କିମ୍ବା ପରକୀୟା ପ୍ରୀତିଜନିତ ଯୌନ ସଂପର୍କରୁ ଏଡ୍‌ସ ବ୍ୟାପିଥାଏ

ତିରୁବନନ୍ତପୁରମ୍‌: କେରଳର ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟ ପୁସ୍ତକରେ ଭୁଲ୍‌ ସୂଚନା ଦିଆଯାଇଥିବା ନଜର ଆସିଛି। ପିଲାଙ୍କ ପାଠ୍ୟ ପୁସ୍ତକରେ ଉଲ୍ଳେଖ କରାଯାଇଛି ଯେ ବିବାହ ପୂର୍ବରୁ କିମ୍ବା ପରକୀୟା ପ୍ରୀତି ଜନିତ ଯୌନ ସଂପର୍କ ସ୍ଥାପନ କରିବା ଦ୍ୱାରା ଏଡ୍‌ସ ବ୍ୟାପିଥାଏ, ଯାହାକି ଏକ ଭୁଲ୍‌…
ଅଧିକ ଖବର ଦେଖନ୍ତୁ...

ନୂଆ ଘର କିଣିଲେ ଆଲିଆ ଭଟ୍ଟ, ରଣବୀରଙ୍କ ସହ ଘର ବସାଇବାକୁ କରୁଛନ୍ତି କି ଯୋଜନା?

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ଅପେକ୍ଷା ବେଶି ଚର୍ଚ୍ଚାରେ ରହିଥାନ୍ତି। କେବେ ତାଙ୍କ ପୋଷାକ, କେବେ ପ୍ରେମ ସଂପର୍କ ତ ପୁଣି କେବେ ପାରିବାରିକ ମାମଲା ନେଇ। ଏଥର ଆଲିଆ ଚର୍ଚ୍ଚାରେ ଅଛନ୍ତି ନିଜ ଘର କିଣା ନେଇ। ଜାଣିବାକୁ ମିଳିଛି…
ଅଧିକ ଖବର ଦେଖନ୍ତୁ...

ମହିଳା ଦେଖୁଥିିଲେ ପର୍ଣ୍ଣ ଭିଡିଓ; ଭିଡିଓରେ ସ୍ୱାମୀଙ୍କୁ ଦେଖି ଚମକି ପଡ଼ିଲେ

ଓ୍ଵାଶିଂଟନ: ବେଳେ ବେଳେ ଅଚାନକ ଭାବେ ଯେଉଁ ଭଳି ଭାବେ ଧକ୍କା ଲାଗିଥାଏ ତାହା କେହି କେବେ କଳ୍ପନା କରିନଥାନ୍ତି ପୂର୍ବରୁ। ଆମେରିକାର ଜଣେ ମହିଳା ତାଙ୍କ ମୋବାଇଲ୍‌ରେ ପର୍ଣ୍ଣ ଭିଡିଓ ଦେଖୁଥାନ୍ତି। ମହିଳାଙ୍କ ପାଖରେ ଶୋଇଥାନ୍ତି ତାଙ୍କ ସ୍ୱାମୀ। ମହିଳା ଜଣକ ତାଙ୍କ ରେଡିଟ୍‌ ରିଲେସନ୍‌ସିପ୍‌…
ଅଧିକ ଖବର ଦେଖନ୍ତୁ...

ଅନ୍ତର୍ଜାତୀୟ ଚାପରେ ମୁଣ୍ଡ ନୁଆଇଁଲା ପାକିସ୍ତାନ, ହାଫିଜ୍‌ର ଜମାତ-ଉଦ୍‌-ଦାଓ୍ଵା ଓ ସହଯୋଗୀ ସଂଗଠନ ଉପରେ ଲଗାଇଲା…

ଇସଲାମାବାଦ: ପାକିସ୍ତାନକୁ ଶେଷରେ ଆତଙ୍କବାଦୀ ସଂଗଠନ ଜମାତ୍‌-ଉଦ୍‌-ଦାଓ୍ଵା ଏବଂ ଏହାର ସହଯୋଗୀ ସଂଗଠନ ଫଲାହ-ଏ-ଇଂସାନିୟତ ଫାଉଣ୍ଡେସନ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ପଡ଼ିଛି। ଜମାତ-ଉତ-ଦାଓ୍ଵା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସଇଦ୍‌ର ସଂଗଠନ ଅଟେ। ପାକିସ୍ତାନର ଆଭ୍ୟନ୍ତରୀଣ…
ଅଧିକ ଖବର ଦେଖନ୍ତୁ...

ଭାରତ-ପାକିସ୍ତାନକୁ ନେଇ ହେବାକୁ ଥିବା ଚଳଚ୍ଚିତ୍ରରେ ନଜର ଆସିବେ କି ଅକ୍ଷୟ କୁମାର?

ମୁମ୍ବାଇ: ଗତ କିଛି ଦିନ ହେବ ଭାରତ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ବିବାଦକୁ ନେଇ ସାରା ଦେଶରେ ଏବେ ଯୁଦ୍ଧ ପରିବେଶ। ସଭିଙ୍କ ମନରେ ପାକିସ୍ତାନ ପ୍ରତି ପ୍ରତିଶୋଧ ମନ ଭାବ ଥିବା ବେଳେ ଦୁଇ ଦେଶକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ଚିନ୍ତା କରିଛନ୍ତି ଅନେକ ସିନେ ନିର୍ମାତା। ତେବେ,…
ଅଧିକ ଖବର ଦେଖନ୍ତୁ...

ଜନ୍ମଦିନର ଦଶ ଦିନ ପୂର୍ବରୁ ମଉନ ବ୍ରତ ପାଳନ କରିବେ କଙ୍ଗନା

ମୁମ୍ବାଇ: ଚଳିତବର୍ଷ ମାର୍ଚ ୨୩ ତାରିଖରେ ୩୨ ବର୍ଷରେ ପାଦ ରଖିବେ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ। ଜନ୍ମଦିନରେ ପୂର୍ବରୁ ଅନେକ ବଲିଉଡ୍‌ ଷ୍ଟାର୍‌ ବିଭିନ୍ନ ପଦକ୍ଷେପ ଓ ସଂକଳ୍ପ ନେଇ ସାରିଛନ୍ତି। ମାତ୍ର ଜନ୍ମଦିନର ୧୦ ଦିନ ପୂର୍ବରୁ ଜନ୍ମଦିନ ଉଦେଶ୍ୟରେ କିଛି କରିବାରେ ବୋଧହୁଏ କଙ୍ଗନା…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ଦ୍ୱିତୀୟ ବିବାହ ନେଲା ପୁଅର ଜୀବନ, ପ୍ରେମିକାକୁ ଭିଡିଓ କଲ୍‌ କରି ଆତ୍ମହତ୍ୟା କଲା ପ୍ରେମିକ

କୋଲକାତା: ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୨୧ ବର୍ଷିଅ ଯୁବକ ନିଜ ପ୍ରେମିକାଙ୍କ ସହ ଭିଡିଓ ଚାଟ୍‌ କରୁଥିବା ସମୟରେ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି। ପଶ୍ଚିମବଙ୍ଗର ବରସାତଠାରେ ଦେବନାଥ ନାମକ ଯୁବକ ନିଜ ବାପାଙ୍କ ଦ୍ୱିତୀୟ ବିବାହରେ ଦୁଃଖୀ ହୋଇ ଏପରି…
ଅଧିକ ଖବର ଦେଖନ୍ତୁ...

ଏଣିକି ପିଲାଏ ପାଠ୍ୟ ପୁସ୍ତକରେ ପଢ଼ିବେ ବୀର ଅଭିନନ୍ଦନଙ୍କ କାହାଣୀ

ଜୟପୁର: ଭାରତୀୟ ବାୟୁସେନା କମାଣ୍ଡର୍‌ ଅଭିନନ୍ଦନ ବର୍ତମାନ ଆଉ କେବଳ ଜଣେ ପାଇଲଟ୍‌ ହୋଇ ରହିନାହାନ୍ତି। ତାଙ୍କର ଦେଶପ୍ରେମ ପାଇଁ ସେ ଏଣିକି ଇତିହାସରେ ଲିପିବଦ୍ଧ ହୋଇ ରହିବେ। ରାଜସ୍ଥାନ ସରକାର ଘୋଷଣା କରିଛନ୍ତି କି ଏଣିକି ପିଲାଙ୍କ ପାଠ୍ୟ ସିଲାବସ୍‌ରେ ଅଭିନନ୍ଦନଙ୍କ ବୀରତାର କଥା ପଢ଼ିବାକୁ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ ପୁଣି ଲଜ୍ୟା: ଚକଲେଟ୍ ଦେଇ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଅଟକ

ଫୁଲବାଣୀ: କନ୍ଧମାଳରେ ପୁଣି ଲଜ୍ୟା। ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଜଣେ ଯୁବକ ଚକଲେଟ୍ ଦେଇ ଦୁଷ୍କର୍ମ କରିଛି। ଏ ନେଇ ସଦର ପୁଲିସ ଅଭିଯୁକ୍ତ ଯୁବକକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ସଦର ଥାନା ବିଶିପଡା ଅଞ୍ଚଳରେ ସୋମବାର ସଂଧ୍ୟାରେ ଏହି ଘଟଣା ଘଟିଛି। ପରିବାର ଲୋକ ମନ୍ଦିରକୁ ଜାଗର…
ଅଧିକ ଖବର ଦେଖନ୍ତୁ...