Daily Archives

March 6, 2019

କୋରାପୁଟ: କୁମ୍ଭାରୀପୁଟ ସେଣ୍ଟର ବନ୍ଦ, ଲକ୍ଷ୍ମୀପୁର କଲେଜରେ ପରୀକ୍ଷା ଦେବେ ୪୩୪ ଜଣ ଯୁକ୍ତ ୨ ଛାତ୍ରଛାତ୍ରୀ

ଲକ୍ଷ୍ମୀପୁର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା ଗୁରୁବାର ଠାରୁ ଆରମ୍ଭ ହେଉଛି। ଯୁକ୍ତ ୨ର ପରୀକ୍ଷା କଡା ସୁରକ୍ଷା ବଳୟ ମଧ୍ୟରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ମହାବିଦ୍ୟାଳୟକୁ ହବ୍‌ ସେଣ୍ଟର କରାଯାଇ ପ୍ରଶ୍ନପତ୍ର ରଖାଯାଇଛିା ଏଠାରୁ ଗୁରୁବାର…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ଶିବରାତ୍ରି ଦିନ ମନ୍ଦିର ପଛପଟରେ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ବାଲେଶ୍ୱର: ନାବାଳିକାଙ୍କ ଉପରେ ବାଲେଶ୍ୱର ଜିଲ୍ଲାରେ ଦୁଷ୍କର୍ମ କମିବାରେ ନାଁ ନେଉନି। ଗୋଟେ ପଟେ ପ୍ରଶାସନ ପରୀ ରଥ ବୁଲାଇ ସଚେତନ କରୁଥିବା ବେଳେ ଅନ୍ୟପଟେ ନାବାଳିକାଙ୍କ ଉପରେ ବଢି ଚାଲିଛି ଦୁଷ୍କର୍ମ ଜନିତ ଘଟଣା। ଜଳେଶ୍ୱର ଅଞ୍ଚଳରେ ଟ୍ୟୁସନ ଶିକ୍ଷକ ମଙ୍ଗଳବାର ଛାତ୍ରୀଙ୍କୁ ଦୁଷ୍କର୍ମ…
ଅଧିକ ଖବର ଦେଖନ୍ତୁ...

ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ପରିଚୟ ଦେଇ ମାସେ ପର୍ଯ୍ୟନ୍ତ ଅଭିନେତ୍ରୀ ରୁହି ସିଂହଙ୍କ ସହ ହେଉଥିଲା କଥା, ଚାଟ୍‌ରେ…

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ପରିଚୟ ଦେଇ ଜଣେ ଯୁବକ ଅଭିନେତ୍ରୀ ରୁହି ସିଂହଙ୍କ ସହ ମାସେ ପର୍ଯ୍ୟନ୍ତ କଥା ହେଉଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଫିଲ୍ମ କ୍ୟାଲେଣ୍ଡର ଗର୍ଲ ଏବଂ ଇସ୍କ ଫର୍‌ଏଭରରେ ଅଭିନୟ କରିଥିବା ରୁହିଙ୍କ ସହ ଅଭିଯୁକ୍ତ ଜଣଙ୍କ…
ଅଧିକ ଖବର ଦେଖନ୍ତୁ...

ଝୁଲନ୍ତା ଅବସ୍ଥାରେ ହଷ୍ଟେଲରୁ ମିଳିଲା ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ମୃତଦେହ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ମଧୁସୂଦନ ଛାତ୍ରାବାସରୁ ସହିଦନଗର ଥାନା ପୁଲିସ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ତାଙ୍କ ନାଁ ଦିବସ ବେହେରା(୨୩)। ଘର ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଶୌଚାଳୟ ଭିତରକୁ ଟାଣି ନେଇ ଯୌନ ଶୋଷଣ କଲେ ୫୦ବର୍ଷୀୟ ପଡ଼ୋଶୀ

ନୂଆଦିଲ୍ଲୀ : ଦିଲ୍ଲୀର ମୌଜପୁରରେ ଜଣେ ନାବାଳିକାକୁ ଶୌଚାଳୟ ଭିତରକୁ ଟାଣି ନେଇ ପଡ଼ୋଶୀ ଯୌନ ଉତ୍ପୀଡ଼ନ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ୧୧ବର୍ଷୀୟ ପୀଡ଼ିତା ସ୍କୁଲରୁ ଘରକୁ ଫେରୁଥିବା ବେଳେ ୫୦ବର୍ଷୀୟ ଅଭିଯୁକ୍ତ ପାଖରେ ଥିବା ଶୌଚାଳୟକୁ ଟାଣି ନେଇ ପୀଡ଼ିତାଙ୍କ…
ଅଧିକ ଖବର ଦେଖନ୍ତୁ...

‘ବିଙ୍ଗ୍‌ ହ୍ୟୁମନ୍‌’ର ସିଇଓଙ୍କ ଉପରେ ମାଡ଼ ମାରିବା ଅଭିଯୋଗ ଆଣିଲେ ମଡେଲ ଆଣ୍ଡ୍ରିଆ, ଗୋଟେ କାନରେ ଶୁଣିବାକୁ ହେଲେ…

ମୁମ୍ବାଇ : ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନଙ୍କ ପରିଚ୍ଛଦ ବ୍ରାଣ୍ଡ ବିଙ୍ଗ୍‌ ହ୍ୟୁମନ୍‌ର ସିଇଓଙ୍କ ଉପରେ ଜଣେ ମଡେଲ ଗମ୍ଭୀର ଆରୋପ ଲଗାଇଛନ୍ତି । ମଡେଲ ଆଣ୍ଡ୍ରିଆ ଡି’ସୁଜା ‘ବିଙ୍ଗ୍‌ ହ୍ୟୁମନ୍‌’ର ସିଇଓ ମନୀଷ ମନ୍ଧାନାଙ୍କ ଉପରେ ମାର୍‌ ପିଟ୍‌ କରିବାର ଅଭିଯୋଗ ଲଗାଇବା ସହ ଏହି ଘଟଣା ପରେ ସେ…
ଅଧିକ ଖବର ଦେଖନ୍ତୁ...

ଚାକିରୀ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କୁ ପ୍ରାଥମିକତା ଦିଆଯିବ: କେନ୍ଦ୍ରମନ୍ତ୍ରୀ ଗଡ଼କରୀ

ନାଗପୁର: କେନ୍ଦ୍ର ସଡ଼କ, ପରିବହନ, ଜାତୀୟ ରାଜପଥ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ ବୁଧବାର କହିଛନ୍ତି, ଚାକିରୀ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କୁ ପ୍ରାଥମିକତା ଦିଆଯିବ। ଗଡ଼କରୀ କହିଛନ୍ତି, ଆବଶ୍ୟକ ପଡ଼ିଲେ ଆମେ ଏଥି ପାଇଁ ଏକ ମଜବୁତ ଆଇନ୍‌ ବ୍ୟବସ୍ଥା କରିବୁ। ମହାରାଷ୍ଟ୍ରର ନାଗପୁର ଠାରେ…
ଅଧିକ ଖବର ଦେଖନ୍ତୁ...

ରୋଗମୁକ୍ତ ହେଲେ ଏଚ୍‌ଆଇଭି ପୀଡ଼ିତ, ଏହି ପ୍ରକ୍ରିୟା ଦ୍ୱାରା ହୋଇ ପାରିଲା ସମ୍ଭବ

ନୂଆଦିଲ୍ଲୀ : ଏଡ୍‌ସ ରୋଗକୁ ଦୂରାରୋଗ୍ୟ ବୋଲି ଲୋକେ ଭାବିବା ସହ ଏହି ରୋଗ ହେଲେ ମୃତ୍ୟୁ ସୁନିଶ୍ଚିତ ବୋଲି ଲୋକେ ଭାବିଥାନ୍ତି । କିନ୍ତୁ ଏବେ ଏହି ରୋଗର ଚିକିତ୍ସା ଖୋଜୁଥିବା ଅନୁସନ୍ଧାନକାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଲଣ୍ଡନରେ ଜଣେ ଏଡ୍‌ସ ରୋଗୀଙ୍କ ଶରୀରରେ ଷ୍ଟେମ୍‌ ସେଲ୍‌…
ଅଧିକ ଖବର ଦେଖନ୍ତୁ...

ଶ୍ରୀଦେବୀଙ୍କ ମୃତ୍ୟୁ ବାର୍ଷିକୀରେ ତାଙ୍କ ଫଟୋ ଅପ୍‌ଲୋଡ୍‌ କରି ଫସିଲେ ପାକ୍‌ ଅଭିନେତା, ଫଟୋ ହଟାଇବା ସହ କ୍ଷମା…

ନୂଆଦିଲ୍ଲୀ : ପାକିସ୍ତାନର ଜଣେ ଲୋକପ୍ରିୟ ଅଭିନେତା ଭାରତ-ପାକ୍‌ ମଧ୍ୟରେ ଅଶାନ୍ତିର ବାତାବରଣ ଚାଲିଥିବା ସମୟରେ ଶ୍ରୀଦେବୀଙ୍କ ଫଟୋ ଅପ୍‌ଲୋଡ୍‌ କରି ବିବାଦ ଘେରକୁ ଆସିଥିଲେ । ଭାରତ-ପାକ୍‌ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପାକ୍‌ ଅଭିନେତା ଅଦନାନ୍‌ ସିଦ୍ଦିକୀ ବଲିଉଡ୍‌ର…
ଅଧିକ ଖବର ଦେଖନ୍ତୁ...

ବିହାରରେ ଦେଖିବାକୁ ମିଳିଲା ଫିଲ୍ମ ‘ଲୁକା ଛୁପି’ର ବାସ୍ତବ ଚିତ୍ର : ପ୍ରେମିକା ସହ ଲିଭ୍‌-ଇନ୍‌ରେ ରହୁଥିଲା ପ୍ରେମିକ,…

ପାଟ୍‌ନା : କିଛି ଦିନ ତଳେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ଲୁକା ଛୁପି’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ ଅଭିନେତ୍ରୀ କୃତୀ ସାନୋନ୍‌ । ଫିଲ୍ମରେ ଉଭୟ ନାୟକ ଏବଂ ନାୟିକା ଲିଭ୍‌-ଇନ୍‌ରେ ରହୁଥିବା ବେଳେ ତାଙ୍କ ପରିବାର ଲୋକଙ୍କୁ ଏ ନେଇ ଜଣା…
ଅଧିକ ଖବର ଦେଖନ୍ତୁ...