Daily Archives

March 6, 2019

ଗଛ ଓ ମଇଁଷି ପାଇଁ ଦୁଇ ଦୁର୍ଘଟଣା: ୨ ମୃତ, ଜଣେ ଆହତ

ଫୁଲବାଣୀ: କନ୍ଧମାଳରେ ବୁଧବାର ଦୁଇଟି ପୃଥକ ଦୁର୍ଘଟଣା ଘଟିଛି, ଏଥିରେ ୨ ଜଣ ବାଇକ ଅରୋହିଙ୍କ ମୃତ୍ୟୁ ହୋଇଛି । ଫିରଙ୍ଗିଆ ଥାନା ନେଡିପଦର ଛକରେ ଗଛରେ ବାଇକ ପିଟି ହେବାରୁ ରତଙ୍ଗ ନିକଟ ରତନପଦରକୁ ଯାଉଥିବା ଦିଲ୍ଲୀପ କୁମାର ମଲ୍ଲିକଙ୍କ ମୃତ୍ୟୁ ହୋଇଛି । ଏ ନେଇ ପୁଲିସ ଏକ ମାମଲା ରୁଜୁ କରି…
ଅଧିକ ଖବର ଦେଖନ୍ତୁ...

ବିବାଦରେ ମାଇକେଲ ଜ୍ୟାକ୍‌ସନ୍‌ଙ୍କ ପ୍ରାମାଣିକ ଚିତ୍ର : କ’ଣ ସତରେ ପିଲମାନଙ୍କ ସହ ଏଭଳି କରୁଥିଲେ ପପ୍ ଷ୍ଟାର୍

ନୂଆଦିଲ୍ଲୀ : କିଙ୍ଗ୍‌ ଅଫ୍‌ ପପ୍‌ ନାମରେ ସବୁଠି ପରିଚିତ ଥିବା ପପ୍‌ ଷ୍ଟାର ମାଇକେଲ ଜ୍ୟାକ୍‌ସନ୍‌ଙ୍କୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ତାଙ୍କୁ ନେଇ ତିଆରି ହୋଇଥିବା ପ୍ରାମାଣିକ ଚିତ୍ର ସାମ୍ନାକୁ ଆସିବା ପରେ ବିବାଦଟି ଆରମ୍ଭ ହୋଇଥିବା ଜଣାପଡ଼ିଛି । ମେଇକେଲଙ୍କର ଜୁନ୍‌ ୨୦୦୯ ମସିହାରେ…
ଅଧିକ ଖବର ଦେଖନ୍ତୁ...

ପାଇଲଟ୍‌ ଅଭିନନ୍ଦନ ପାକିସ୍ତାନ ସେନା କବ୍‌ଜାକୁ ଯିବା ନେଇ ଇନ୍‌ଷ୍ଟାରେ ଏଭଳି ମେମେ ସେୟାର କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ : ଗତ ୨୦ଦିନ ମଧ୍ୟରେ ଭାରତ-ପାକ୍‌ ମଧ୍ୟରେ ଅନେକ କିଛି ଅଘଟଣ ଘଟି ଯାଇଛି । ପ୍ରଥମେ ପୁଲଓ୍ଵାମା ଆକ୍ରମଣ, ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ୍‌ରେ ଆକ୍ରମଣ କରି ଆତଙ୍କବାଦୀଙ୍କୁ ନିହତ କରିବା ଘଟଣା ଏବଂ ଶେଷରେ ବୀର ପାଇଲଟ୍‌ ଅଭିନନ୍ଦନ ପାକିସ୍ତାନ ସେନା କବ୍‌ଜାକୁ…
ଅଧିକ ଖବର ଦେଖନ୍ତୁ...

ସାମ୍ବାଦିକ ପୁଲଓ୍ଵାମାକୁ ନେଇ ଏଭଳି ପ୍ରଶ୍ନ କରିବା ପରେ କ୍ଷମା ମାଗିବାକୁ କହିଲେ ଅଭିନେତା ଜନ୍‌ ଆବ୍ରାହମ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମ୍‌ ଏବେ ଏକ ନୂତନ ଧରଣର ଫିଲ୍ମ ନେଇ ଆସୁଥିବା ଜଣାପଡ଼ିଛି । ଫିଲ୍ମର ନାଁ ରୋମିଓ ଆକ୍‌ବର ଓ୍ଵାଲଟର(ର’) ରହିଥିବା ବେଳେ ସୋମବାର ଏହାର ଟ୍ରେଲର ରିଲିଜ୍‌ କରାଯାଇଥିଲା । ଏହି ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଫିଲ୍ମ ସହ ଜଡ଼ିତ ଅନେକ ପ୍ରଶ୍ନର…
ଅଧିକ ଖବର ଦେଖନ୍ତୁ...

ଗଣଦୁଷ୍କର୍ମର ଭିଡିଓ ଉତ୍ତୋଳନ କରି ଭାଇରାଲ କରିବାର ଧମକ ଦେଇଥିଲେ ଅଭିଯୁକ୍ତ, ପୁଲିସ ନ ଶୁଣିବାରୁ ନିଜର ଭିଡିଓ ଧରି…

ମେରଠ : ଉତ୍ତରପ୍ରଦେଶର ମେରଠରେ ଜଣେ ଦୁଷ୍କର୍ମ ପୀଡ଼ିତା ଯାହା କରିଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବା ପାଇଁ ଧମକକୁ ନ ଡ଼ରି ପୀଡ଼ିତା ପୁଲିସ ପାଖରେ ନିଜ ଦୁଷ୍କର୍ମ ସମୟର  ଭିଡିଓ ଧରି ପହଞ୍ଚିଥିଲେ । ଭିଡିଓ ଦେଖି ପୁଲିସ ଅଭିଯୁକ୍ତମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ବୈଠକ ମଝିରେ ବିଜେପି ସାଂସଦ ଜୋତା ଖୋଲି ବିଜେପି ବିଧାୟକଙ୍କୁ ନିର୍ଦ୍ଧୁମ ଛେଚିଲେ ! ଭିଡିଓ ଭାଇରାଲ୍

ସନ୍ତକବୀର ନଗର: ବିଜେପି ବିଧାୟକଙ୍କୁ ସଭା ମଝିରେ ନିର୍ଦ୍ଧୁମ ଛେଚିଲେ ବିଜେପି ସାଂସଦ । ଭାରତୀୟ ଜନତା ପାର୍ଟିର ସାଂସଦ ଶରଦ ତ୍ରିପାଠୀ ନିଜର ଦଳର ବିଧାୟକ ରାକେଶ ସିଂଙ୍କୁ ଜୋତାରେ ଛେଚିପକାଇଲେ । ଉତ୍ତରପ୍ରଦେଶର ସନ୍ତକବୀର ନଗର ଜିଲ୍ଲାରେ ଘଟିଛି ଏହି ଅଭାବନୀୟ ଘଟଣା । ବୈଠକ ବସିଥିବା…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନର ଆଉ ଏକ ମିଛ: ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନ ପାକିସ୍ତାନରେ ନାହିଁ ବୋଲି କହିଲେ ପାକ୍‌ ସେନା ପ୍ରବକ୍ତା

ଇସ୍‌ଲାମାବାଦ: ପାକିସ୍ତାନରେ ଆତଙ୍କବାଦୀ ସଙ୍ଗଠନ ଜୈସ-ଇ-ମହମ୍ମଦର କୌଣସି ଅସ୍ତତ୍ୱ ହିଁ ନାହିଁ, ଏହି ସଙ୍ଗଠନକୁ ଆମ ଦେଶ ତଥା ସଂଯୁକ୍ତ ରାଷ୍ଟ୍ର ପ୍ରତିବନ୍ଧ ଲଗାଇଛି ବୋଲି ବାଲି ପାକ୍‌ ସେନା ପ୍ରବକ୍ତା ମେଜର ଜେନେରାଲ ଆସିଫ୍‌ ଗଫୁର ବୁଧବାର କହିଛନ୍ତି। ଏଥିସହ ସେ ଏକଥା ମଧ୍ୟ କହିଛନ୍ତି କି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପାରିବାରିକ ମାମଲାରେ ବ୍ୟସ୍ତ ରହିବେ। ଆପଣଙ୍କ କାମକୁ ନେଇ କର୍ତ୍ତୃପକ୍ଷ ଅସନ୍ତୁଷ୍ଟ ହୋଇପାରନ୍ତି। ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଝିଘରିଆଣୀ। ବୃଷ: ନମ୍ର ସ୍ବଭାବ ପାଇଁ ଲୋକେ ଆପଣଙ୍କ ପ୍ରତି…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଚୂଡାନ୍ତ ହେବ ଦିଲ୍ଲୀରେ, ଏହି ସବୁ ନେତାମାନଙ୍କ ନାମ କରାଯାଇଛି ସୁପାରିସ

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଓଡ଼ିଶାର ସମ୍ଭାବିତ ପ୍ରାର୍ଥୀ ତାଲିକା ଏଆଇସିସିକୁ ପଠାଇଛି। କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି)ର ଅନୁମୋଦନ ଉପରେ ଏହି ପ୍ରାର୍ଥୀମାନଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ। ଏହି ତାଲିକାରେ…
ଅଧିକ ଖବର ଦେଖନ୍ତୁ...

ଟି-୨୦ରେ କ୍ରମାଗତ ୫ଥର ହାରିବା ପରେ ସଂଶୋଧନ ପାଇଁ ଭାରତୀୟ ମହିଳା ଟିମ୍‌ର ପ୍ରସ୍ତୁତି

ଗୌହାଟୀ: ଭାରତୀୟ ମହିଳା କ୍ରିକେଟ ଟିମ୍‌ ଇଂଲଣ୍ଡ ବିରୋଧରେ ଗୁରୁବାର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ। କ୍ରମାଗତ ୫ ଥର ପରାଜୟ ହେବା ପରେ ମହିଳା ଟିମ୍‌ ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ କରିବ। ଆସାମର ଗୌହାଟୀ ଷ୍ଟାଡିୟମ୍‌ରେ ଗୁରୁବାର ମ୍ୟାଚ୍‌ ଜିତିବା ପାଇଁ ଭାରତୀୟ ରଣନୀତି…
ଅଧିକ ଖବର ଦେଖନ୍ତୁ...