Daily Archives

March 7, 2019

ଆକାଶ-ଶ୍ଲୋକାଙ୍କ ପ୍ରି-ୱେଡିଙ୍ଗ ପାଳନ ସମୟରେ ପୁଲଓ୍ଵାମା ସହିଦ୍‌ଙ୍କ ସମ୍ମାନରେ କରାଗଲା ପୂଜା

ମୁମ୍ବାଇ : ଝିଅ ଇଶାଙ୍କ ପରେ ଏବେ ନିଜ ବଡ଼ ପୁଅ ଆକାଶ ଅମ୍ବାନୀଙ୍କ ବିବାହକୁ ନେଇ ବ୍ୟସ୍ତ ଅମ୍ବାନୀ ପରିବାର । ବିବାହ କାର୍ଯ୍ୟକ୍ରମ ମାର୍ଚ୍ଚ ୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୧ପର୍ଯ୍ୟନ୍ତ ଚାଲିବ । ବିବାହ ପୂର୍ବରୁ ଅମ୍ବାନୀ ପରିବାରରେ ପ୍ରି-ଓଏଡିଙ୍ଗ ସେଲିବ୍ରେସନ ଆରମ୍ଭ ହୋଇ ସାରିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶର ବ୍ରାଣ୍ଡ ଆମ୍ବାସଡ଼ର ହେବେ ସଲମାନ ଖାନ୍‌, ମୁଖ୍ୟମନ୍ତ୍ରୀ କମଲନାଥ ଦେଲେ ସୂଚନା

ମୁମ୍ବାଇ : ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନ ଖାନ୍‌ କେବଳ ନିଜ ଫିଲ୍ମ ପାଇଁ ନୁହନ୍ତି, ଲୋକମାନଙ୍କୁ ସାହାଯ୍ୟ କରିବାକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ନୂଆ ନୂଆ ଚେହେରାକୁ ବଲିଉଡ୍‌ରେ ସୁଯୋଗ ଦେବା ପାଇଁ ସେ ସବୁ ବେଳେ ପ୍ରୟାସ କରୁଥିବା ବେଳେ ତାଙ୍କ ପ୍ରୟାସ ପାଇଁ କିଛି କଳାକାର ଆଜି…
ଅଧିକ ଖବର ଦେଖନ୍ତୁ...

ରଣବୀରଙ୍କୁ ସମାଲୋଚନା କରି ଦାୟିତ୍ୱହୀନ ବୋଲି କହିଥିଲେ କଙ୍ଗନା, ଏବେ ଏଭଳି ଭାବେ କଙ୍ଗନାଙ୍କୁ କଡ଼ା ଜବାବ ଦେଲେ ଆଲିଆ

ମୁମ୍ବାଇ : କିଛି ଦିନ ତଳେ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ଅଭିନେତା ରଣବୀର କପୁରଙ୍କୁ ଦାୟିତ୍ୱହୀନ ବୋଲି କହିବା ସହ ସମାଲୋଚନା କରିଥିଲେ । ରଣବୀରଙ୍କୁ ରାଜନୀତି ବିଷୟରେ ପଚରାଯିବା ପରେ, "ମୁଁ ରାଜନୀତି ବିଷୟରେ କ’ଣ କହିବି? ଆମକୁ ଫିଲ୍ମ ବିଷୟରେ ପଚାର ଆମେ କହିବୁ । ଆମ ଘରକୁ ତ ବିଜୁଳି…
ଅଧିକ ଖବର ଦେଖନ୍ତୁ...

ଏସିଡ୍‌ ପିଇ ମୃତ୍ୟୁବରଣ କଲେ ପଞ୍ଚମ ଶ୍ରେଣୀ ଛାତ୍ରୀ, ପାଣି ବୋତଲ ଭାବି ଘରୁ ଏସିଡ୍‌ ବୋତଲ ନେଇ ଆସିଥିଲା ସାଙ୍ଗ

ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଦିଲ୍ଲୀର ହର୍ଷ ବିହାରରେ ଥିବା ଏକ ଘରୋଇ ସ୍କୁଲରେ ଜଣେ ଛାତ୍ରୀ ଏସିଡ୍‌ ପିଇ ମୃତ୍ୟୁବରଣ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଦୀପ୍‌ ଭାରତୀ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ସାଙ୍ଗ ଆଣିଥିବା ଏସିଡ୍‌ ବୋତଲକୁ ପାଣି ବୋତଲ…
ଅଧିକ ଖବର ଦେଖନ୍ତୁ...

ଦିନକ ପାଇଁ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ପାଇଲେ ଏହି ଅଭିନେତ୍ରୀମାନେ କ’ଣ କରିବେ ଜାଣନ୍ତୁ?

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଥିବା ମହିଳାମାନଙ୍କୁ ଦେଶର ଉନ୍ନତି କରିବା ପାଇଁ ରାଜନୀତିରେ ସାମିଲ ହେବା ନେଇ ପଚରାଯାଇଥିଲା । ଏହା ସହ  ଦିନକ ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେଲେ ସେମାନେ ଦେଶ ପାଇଁ କ’ଣ କରିବେ ସେ ନେଇ ପଚରା ଯାଇଥିବା ବେଳେ ଇଣ୍ଡଷ୍ଟ୍ରିରେ ଥିବା…
ଅଧିକ ଖବର ଦେଖନ୍ତୁ...

ଅନ୍ତର୍ଜାତୀୟ ମହିଳା ଦିବସରେ ଜାଣନ୍ତୁ ଦେଶର ପ୍ରଥମ ମହିଳା ସର୍ଜନ ପଦ୍ମଶ୍ରୀ ପ୍ରଫେସର ସରୋଜ ଚୁଡ଼ାମଣି ଗୋପାଳଙ୍କ…

ବାରଣାସୀ : ପ୍ରତିବର୍ଷ ମାର୍ଚ୍ଚ ୮ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ଏ ବର୍ଷ ମଧ୍ୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରି ଏମିତି ଜଣେ ମହିଳାଙ୍କ ବିଷୟରେ ଜଣାଇବୁ, ଯିଏ ଜଣେ ସଫଳ ଡ଼ାକ୍ତର ହେବା ପାଇଁ ଅନେକ ବାଧା ବନ୍ଧନର ସାମ୍ନା କରିଥିଲେ । ଏହା ସହ  ଡ଼ାକ୍ତର ହେବା…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କୁ ନେଇ ଟୁଇଟ୍‌ରକୁ ଏଭଳି ଅନୁରୋଧ କଲେ କଣ୍ଠଶିଳ୍ପୀ ସୋନା ମହାପାତ୍ର, ଲୋକେ କଲେ ଅପମାନିତ

ମୁମ୍ବାଇ : ବଲିଉଡ୍‌ କଣ୍ଠଶିଳ୍ପୀ ସୋନା ମହାପାତ୍ର ସବୁବେଳେ ନିଜ ସଙ୍ଗୀତ ଅପେକ୍ଷା ନିଜର ବିବାଦୀୟ ବୟାନ ପାଇଁ ଅଧିକ ଚର୍ଚ୍ଚାରେ ରହିଥାନ୍ତି । ପୂର୍ବରୁ ସେ ଗାଉଥିବା ଗୀତକୁ ନେଇ ଅନେକ ବିବାଦ ଉଠି ସାରିଥିବା ବେଳେ ଏବେ ସେ ବଲିଉଡ୍‌ର ଦବଙ୍ଗ ଷ୍ଟାରଙ୍କୁ ନେଇ ଯେଉଁ ଭଳି ଭାବରେ ଟୁଇଟ୍‌…
ଅଧିକ ଖବର ଦେଖନ୍ତୁ...

ଭାରତ-ପାକ୍‌ ମଧ୍ୟରେ ଅଶାନ୍ତିର ବାତାବରଣ ଜାରି ଥିବା ବେଳେ ପାକିସ୍ତାନୀ ମହିଳାଙ୍କୁ ବିବାହ କରିବାକୁ ଯାଉଛନ୍ତି…

ନୂଆଦିଲ୍ଲୀ : ଭାରତ-ପାକ୍‌ ମଧ୍ୟରେ ଏବେ ପରିସ୍ଥିତି ଅଶାନ୍ତ ରହିଥିବା ବେଳେ ହରିୟାଣାର ଯୁବକ ପାକିସ୍ତାନରେ ରହୁଥିବା ହିନ୍ଦୁ ମହିଳାଙ୍କୁ ବିବାହ କରିବାର ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅମ୍ବାଲା କ୍ୟାଣ୍ଟନମେଣ୍ଟ ଅଧିନସ୍ଥ ଗାଁ ପିପଲାରେ ରହୁଥିବା ପରବିନ୍ଦର ଖୁବ୍‌ ଶୀଘ୍ର ସର୍‌ଜିତ୍‌…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍ଟର ଯୋଗୁଁ ୩ ମୃତ, ୨ ଗୁରୁତର

କାମାକ୍ଷାନଗର/ଭୁବନେଶ୍ୱର: ଟ୍ରାକ୍ଟର ଓଲଟିବା ଓ ଧକ୍କାଦେବାରୁ ୨ଟି ସ୍ଥାନରେ ଗୁରୁବାର ୩ ଜଣ ବ୍ୟଙ୍କିଙ୍କର ମୃତ୍ୟୁ ଘଟିଛି। ପ୍ରଥମଟି ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଓ ଦ୍ୱିତୀୟଟି ମୟୂରଭଂଜ ଜିଲ୍ଲାର କପ୍ତିପଦା ଅଂଚଳରେ ଘଟିଛି। କପ୍ତିପଦା ଥାନା ଅନ୍ତର୍ଗତ ଶୁଲଗଇଡା ଛକ ପାଖରେ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ ବସ୍‌ଷ୍ଟାଣ୍ଡରେ ଗ୍ରେନେଡ ଆକ୍ରମଣ ଘଟଣା: ହିଜ୍‌ବୁଲ୍‌ ମୁଜାହିଦୀନର ହାତ, ଅଭିଯୁକ୍ତ ଗିରଫ

ଜମ୍ମୁ: ଜମ୍ମୁ ବସ୍‌ଷ୍ଟାଣ୍ଡରେ ଗୁରୁବାର ପୂର୍ବାହ୍ନରେ ଗ୍ରେନେଡ ଆକ୍ରମଣ ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଗ୍ରେନେଡ ଆକ୍ରମଣକାରୀର ନାମ ୟାସିର ଭଟ୍ଟ ବୋଲି ପୁଲିସ କହିଛି। ଆତଙ୍କବାଦୀ ସଂଗଠନ ‘ହିଜ୍‌ବୁଲ ମୁଜାହିଦୀନ’ ପାଇଁ ୟାସିର କାମ କରୁଥିଲା। ପୁଲିସ କହିଛି, ଗ୍ରେନେଡ…
ଅଧିକ ଖବର ଦେଖନ୍ତୁ...