Daily Archives

March 7, 2019

ପ୍ରେରଣା ପାଲଟିଛନ୍ତି ମନ୍‌ମିତ : ଅଷ୍ଟମରୁ ପାଠ ପଢ଼ା ଛାଡ଼ିବା ଏବଂ ବିବାହ ବିଫଳ ହେବା ପରେ ମଧ୍ୟ ପ୍ରତିଷ୍ଠା କରି…

ମୁମ୍ବାଇ: ସାରା ବିଶ୍ୱରେ ଥିବା ମହିଳାମାନଙ୍କୁ ସମ୍ମାନ ଜଣାଇବା ପାଇଁ ମାର୍ଚ୍ଚ ୮ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ଏହି ଦିନ ମହିଳାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କ ତ୍ୟାଗ ଏବଂ ବିଭିନ୍ନ ବାଧା ବନ୍ଧନକୁ ଡ଼େଇଁ ସେମାନେ ହାସଲ କରିଥିବା ସଫଳତା ପାଇଁ ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

୧୫ ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଜାରି: ଆମେଥିରୁ ଲଢ଼ିବେ ରାହୁଲ, ରାୟବରେଲୀରୁ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଗୁରୁବାର ୧୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରି ଦିଆଯାଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଉତ୍ତର ପ୍ରଦେଶର ୧୧ଟି ଏବଂ ଗୁଜୁରାଟର ୪ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରି ଦିଆଯାଇଛି। ଉତ୍ତର ପ୍ରଦେଶର ଆମେଥିରୁ ଦଳର ଅଧ୍ୟକ୍ଷ ରାହୁଲ…
ଅଧିକ ଖବର ଦେଖନ୍ତୁ...

ଛାଡ଼ପତ୍ର ବିନା ଦ୍ୱିତୀୟ ମହିଳାଙ୍କ ସହ ଶରୀରିକ ସଂପର୍କ ରଖି ବାପା ହେବା ପରେ ପଦରୁ ବହିଷ୍କାର ହେଲେ ଆଇପିଏସ୍‌ ଅଫିସର

ଜୟପୁର : ରାଜସ୍ଥାନର ଆଇପିଏସ୍‌ ଅଫିସର ପଙ୍କଜ ଚୌଧୁରୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ବହିଷ୍କାର କରିଥିବା ଜଣାପଡ଼ିଛି । ନିୟମ ଉଲ୍ଲଂଘନ କରିବା ସହ ଛାଡ଼ପତ୍ର ନ ନେଇ ଦ୍ୱିତୀୟ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିଥିବାରୁ ପଙ୍କଜ ଚୌଧୁରୀଙ୍କୁ ବହିଷ୍କାର କରାଯାଇଛି । ଆଇପିଏସ୍‌ ଅଫିସର ପଙ୍କଜ…
ଅଧିକ ଖବର ଦେଖନ୍ତୁ...

ଅଭିନନ୍ଦନ ବଖାଣିଲେ ଯନ୍ତ୍ରଣାର ୫୬ ଘଣ୍ଟା : ତଥ୍ୟ ଆଦାୟ କରିବା ପାଇଁ ନିର୍ଯାତନାର ସବୁ ସୀମା ଟପି ଯାଇଥିଲେ…

ନୂଆଦିଲ୍ଲୀ: ଶତ୍ରୁ ରାଷ୍ଟ୍ରରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ବିତାଇଥିଲେ ୫୬ଘଣ୍ଟାର ଯନ୍ତ୍ରଣାଭରା ସମୟ । ତଥ୍ୟ ଆଦାୟ କରିବା ପାଇଁ ନିର୍ଯାତନାର ସବୁ ସୀମା ଟପି ଯାଇଥିଲା ପାକିସ୍ତାନ ସେନା । ଆଉ ଅଭିନନ୍ଦନଙ୍କ ମୁହଁରୁ ପାକିସ୍ତାନ ସେନା ଭଦ୍ର କୁହାଇ ଭିଡିଓ ବି ପ୍ରସ୍ତୁତ କରି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ କରିବେ ଏବ˚ ସଫଳ ହେବେ। ରାଜନୀତିରେ ଲାଭ ମିଳିବାର ସ୍ଥିତି ଉତ୍ପନ୍ନ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ।…
ଅଧିକ ଖବର ଦେଖନ୍ତୁ...

ରାଜନୈତିକ ଦଳ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଦେଶର ସେନାକୁ ପ୍ରଚାରର ମାଧ୍ୟମ ନ କରିବାକୁ ନିର୍ବାଚନ କମିସନଙ୍କୁ…

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ଦେଶ ପ୍ରସ୍ତୁତ ହେଉଥିବା ବେଳେ କେତେକ ରାଜନୈତିକ ଦଳ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଏବେ ଯେପରି ଢ଼ଙ୍ଗରେ ସେନା ଓ ସେନା ବାହିନୀର ବ୍ୟବହାର କରୁଛନ୍ତି ତାହାର ତୀବ୍ର ନିନ୍ଦା କରିଛନ୍ତି ଦେଶର ପୂର୍ବତନ ନୌସେନା ମୁଖ୍ୟ ଆଡ୍‌ମିରାଲ ଏଲ୍‌ ରାମଦାସ।…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦକୁ ଭେଟିବାକୁ ଆସୁଥିବା ଜାତିସଂଘ ଅଧିକାରୀଙ୍କ ଭିସାକୁ ରଦ୍ଦ କଲା…

ଇସ୍‌ଲାମ୍‌ବାଦ: ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦକୁ ଭେଟିବାକୁ ଆସୁଥିବା ଜାତିସଂଘ ଅଧିକାରୀଙ୍କ ଏକ ପ୍ରତିନିଧିମଣ୍ଡଳୀର ଭିସାକୁ ପାକିସ୍ତାନ ରଦ୍ଦ କରି ଦେଇଛି। ହାଫିଜ ସଇଦ୍‌ ସଂଗଠନକୁ  ନିଷିଦ୍ଧ ତାଲିକାରୁ  ହଟାଇବା ପ୍ରସ୍ତାବ ପାଇଁ ସାମ୍ନାସାମ୍ନି ସାକ୍ଷାତକାର…
ଅଧିକ ଖବର ଦେଖନ୍ତୁ...

ସହରର ଅବହେଳିତ ଶିଶୁମାନଙ୍କ ଉଦ୍ଦେଶ୍ୟରେ ‘ଧିରୁଭାଇ ଅମ୍ବାନୀ ଛକ’କୁ ଉତ୍ସର୍ଗ କଲେ ନୀତା ଅମ୍ବାନୀ

ମୁମ୍ବାଇ : ମୁମ୍ବାଇ ପ୍ରତି ସଦିଚ୍ଛା ଏବଂ ଭଲ ପାଇବାର ନିଦର୍ଶନ ସ୍ୱରୂପ ନୀତା ଏବଂ ମୁକେଶ ଅମ୍ବାନୀ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଏହି ସହରର ୨୦ ନିୟୁତ ମୁମ୍ବାଇବାସୀ ତଥା ପରିଭ୍ରମଣକାରୀଙ୍କ ପାଇଁ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଧିରୁଭାଇ ଅମ୍ବାନୀ ଇଣ୍ଟନ୍ୟାସନାଲ୍‌ ସ୍କୁଲ…
ଅଧିକ ଖବର ଦେଖନ୍ତୁ...

ଟିମ୍‌-ଇଣ୍ଡିଆକୁ ଧୋନି ଓ ସାକ୍ଷୀଙ୍କ ଡିନର : ସାଥୀ ଖେଳାଳିଙ୍କ ସହ ମଜାଦାର ମୁହୂର୍ତ୍ତ ବିତାଇଲେ

ରାଞ୍ଚି: ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ସହ ତୃତୀୟ ଦିନିକିଆ ମ୍ୟାଚ୍‌ ଆସନ୍ତା କାଲି ରାଞ୍ଚିରେ ଖେଳାଯିବ। ଏଥିପାଇଁ ଟିମ୍‌ -ଇଣ୍ଡିଆ ପହଞ୍ଚିଛି ଝାଡଖଣ୍ଡର ରରାଜଧାନୀ ରାଞ୍ଚିରେ। ଆଉ ଏକ ଖାସ୍‌ କଥା ହେଉଛି ରାଞ୍ଚି ହେଉଛି ଟିମ୍‌ ଇଣ୍ଡିଆର ଓ୍ଵିକେଟ୍‌ କିପର ତଥା ପୂର୍ବତନ କ୍ୟାପ୍‌ଟେନ୍‌…
ଅଧିକ ଖବର ଦେଖନ୍ତୁ...

ଗୌହାଟୀ ଟି-୨୦: ଇଂଲଣ୍ଡ ଠାରୁ କ୍ରମାଗତ ୩ୟ ଥର ହାରିଲା ଭାରତୀୟ ମହିଳା ଟିମ୍‌

ଗୌହାଟୀ: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ ଗୁରୁବାର ଇଂଲଣ୍ଡ ଠାରୁ ଟି-୨୦ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲାରେ ପରାସ୍ତ ହୋଇଛି। ଆସାମର ଗୌହାଟୀ ଠରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ବିପକ୍ଷରେ ଇଂଲଣ୍ଡ ୫ ଓ୍ଵିକେଟ୍‌ରେ ବିଜୟୀ ହୋଇଛି। ଅତିଥି ଟିମ୍‌ ଟି-୨୦ରେ କ୍ରମାଗତ ଓ ଆୟୋଜକ ଭାରତ…
ଅଧିକ ଖବର ଦେଖନ୍ତୁ...