ମହିଳା ଦିବସରେ ସମାଜବାଦୀ ପାର୍ଟିର ମହିଳା ପ୍ରୀତି, ଡିମ୍ପଲ ଯାଦବ ସମେତ ୩ ଜଣ ଆଶାୟୀ ପ୍ରାଥୀଙ୍କୁ ମିଳିଲା ଟିକେଟ୍
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶୁକ୍ରବାର ସମାଜବାଦୀ ପାର୍ଟି ମହିଳା ପ୍ରୀତି ଦେଖାଇଛି। ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ନେତୃତ୍ୱରେ ପରିଚାଳିତ ଦଳ ପକ୍ଷରୁ ଆଜି ଆଗାମୀ ଲୋକସଭା ନିର୍ବାଚନ ପାଇଁ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରାଯାଇଛି।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...