Daily Archives

March 9, 2019

ଆଇଏନଟିୟୁସି ନାଁରେ କନ୍ଧମାଳରେ କଂଗ୍ରେସ ଖେଳିଲା ଶ୍ରମିକ କାର୍ଡ, କେନ୍ଦ୍ରୀୟ ନେତାଙ୍କ ଆଗରେ ଦମ୍‌ ଦେଖାଇଲେ ଘନ ଶବର

ଫୁଲବାଣୀ: ରାଷ୍ଟ୍ରୀୟ ମଜଦୁର କଂଗ୍ରେସ (ଆଇଏନଟିୟୁସି) ନାଁରେ କନ୍ଧମାଳରେ ଶ୍ରମିକ କାର୍ଡ ଖେଳିଛି କଂଗ୍ରେସ। କଂଗ୍ରେସ ସରକାର ସମୟରେ ଶ୍ରମିକଙ୍କ ସାମୂହିକ ବିକାଶ ହୋଇଥିଲା। ପୁର୍ନବାର ଦଳ କ୍ଷମତାକୁ ଆସିଲେ ଶ୍ରମିକଙ୍କ ସବୁ ପ୍ରକାର ସମସ୍ୟା ଦୂର କରାଯିବ ବୋଲି କେନ୍ଦ୍ରୀୟ କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

କାଲି ମୁଖ୍ୟମନ୍ତ୍ରୀ ନବୀନଙ୍କ କେନ୍ଦ୍ରାପଡା ଗସ୍ତ, ବାରୋ ସିଦ୍ଧମଠ ପଡ଼ିଆ ପ୍ରସ୍ତୁତ, ଯୋଗଦେବେ ୧ ଲକ୍ଷ ମହିଳା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର କେନ୍ଦ୍ରାପଡା ଗ୍ରସ୍ତ କରୁଛନ୍ତି। ନବୀନ କେନ୍ଦ୍ରାପଡା ବ୍ଲକର ବାରୋ ସିଦ୍ଧମଠ ପଡ଼ିଆରେ ମିଶନ ଶକ୍ତି ମହିଳା ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧.୪୫ରେ ସଭାସ୍ଥଳକୁ ପହଞ୍ଚି ଅପରାହ୍ନ ୧୨.୩୦ ମିନିଟରେ…
ଅଧିକ ଖବର ଦେଖନ୍ତୁ...

ପେଟ ଜଳିବା ଭଳି ସମସ୍ୟା ହେଉଥିଲେ ପିଅନ୍ତୁ ଏହି ୩ଟି ହେଲ୍‌ଦି ଡ୍ରିଙ୍କ୍‌

ଭୁଲ ସମୟରେ ଖାଇବା ଦ୍ୱାରା ପେଟ ସହ ଜଡ଼ିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଖାସ୍‌ କରି ପେଟ ଜଳିବା ଭଳି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ । ଯାହାର ପ୍ରଭାବ ଆପଣଙ୍କ ଶରୀର ଏବଂ ଆପଣ ନିତିଦିନିଆ କାମ ଉପରେ ପଡ଼ିଥାଏ । ଯଦି ଆପଣଙ୍କର ମଧ୍ୟ ସେଭଳି କିଛି ସମସ୍ୟା ରହିଛି, ତେବେ ଆଜିଠାରୁ ହିଁ…
ଅଧିକ ଖବର ଦେଖନ୍ତୁ...

କୋଟିପତି ବାପାଙ୍କ ଅଜବ ଘୋଷଣା : ଯିଏ ମୋ ଝିଅକୁ ବିବାହ କରିବ, ତା’କୁ ୨କୋଟି ଟଙ୍କା ଦେବି !

ନୂଆଦିଲ୍ଲୀ : ପ୍ରତିଦିନ କଛି ନା କିଛି ଅଜବ ଘଟଣା ସାମ୍ନାକୁ ଆସିଥାଏ । ଏବେ ଜଣେ କୋଟିପତି ବ୍ୟକ୍ତି ନିଜ ଝିଅର ବିବାହ କରିବା ପାଇଁ ଯେଉଁ ଘୋଷଣା କରିଛନ୍ତି, ତାହାକୁ ନେଇ ସବୁଆଡ଼େ ଚର୍ଚ୍ଚା । ଯିଏ ତାଙ୍କ ଝିଅକୁ ବିବାହ କରିବ, ତାକୁ ୨କୋଟି ଟଙ୍କା ଦିଆଯିବ ବୋଲି ଘୋଷଣା କରିବା ପରେ ଏବେ…
ଅଧିକ ଖବର ଦେଖନ୍ତୁ...

‘ଆଣ୍ଟି’ ଡ଼ାକିବାରୁ ରାଗି ଗଲେ କରୀନା କପୁର ଖାନ୍‌, ଟ୍ରୋଲର୍ସଙ୍କୁ ଦେଲେ ମୁହଁ ବନ୍ଦ କଲା ଭଳି ଜବାବ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ପ୍ରାୟ ସମୟ ଶାନ୍ତ ରହିଥାନ୍ତି । କିନ୍ତୁ କଥା ତାଙ୍କ ପରିବାର ଉପରକୁ ଆସିଲେ ସେ ଚୁପ୍‌ ରହନ୍ତି ନାହିଁ । ଏକ ସୋ’ରେ ତାଙ୍କ ସହ କିଛି ସେଭଳି ଘଟିଥିଲା । ଜଣେ ତାଙ୍କୁ ଆଣ୍ଟି କହୁଥିବା ଜାଣିବା ପରେ ସେ ହସି ହସି ଯୁବକଙ୍କ ମୁହଁ ବନ୍ଦ କଲା…
ଅଧିକ ଖବର ଦେଖନ୍ତୁ...

ଡାକ୍ତର ଘରର ଏକମାତ୍ର ପୁଅର ମୃତ୍ୟୁ ଖବର ଦେବା ପରେ ଅନ୍ତିମ ସଂସ୍କାର ପାଇଁ ବାହାରିଲେ ପରିବାର ଲୋକେ, ଅଧ ବାଟରେ ହେଲା…

ଭତିଣ୍ଡା : ପଞ୍ଜାବର ଭଟିଣ୍ଡାରେ ଘଟିଥିବା ଚମତ୍କାରକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଘରର ବଡ଼ ପୁଅ ଆର ପାରିକୁ ଚାଲିଯିବାର ଖବର ଡ଼ାକ୍ତର ଦେବା ପରେ ପରିବାର ଉପରେ ଦୁଃଖର ପାହାଡ଼ ଖସି ପଡ଼ିଥିଲା । ଏହା ସହ ସମସ୍ତେ ପୁଅର ଅନ୍ତିମ ସଂସ୍କାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ଏହି…
ଅଧିକ ଖବର ଦେଖନ୍ତୁ...

ରାଜନୈତିକ ଦଳମାନଙ୍କୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ: ନିର୍ବାଚନ ପ୍ରଚାର ବେଳେ ବ୍ୟବହାର କର ନାହିଁ ସୈନିକଙ୍କ ଫଟୋ

ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିସନ ରାଜନୈତିକ ଦଳମାନଙ୍କୁ ଶନିବାର ପରାମର୍ଶ ଦେଇଛନ୍ତି ଯେ, ସେମାନେ ପ୍ରଚାର ସମୟରେ ସୈନିକଙ୍କ ଫଟୋ ବ୍ୟବହାର ନ କରନ୍ତୁ। ନିର୍ବାଚନ ଆୟୋଗ ଖୁବ କମ୍‌ ଦିନ ମଧ୍ୟରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ। ଏପ୍ରିଲ ଏବଂ ମେ’ ମାସ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟା ବାଲନଙ୍କ ବୟାନ: ଯଦି ଲୋକମାନଙ୍କୁ ସବୁବେଳେ ‘ଡର୍ଟି ପିକ୍‌ଚର’ ଭଳି ଫିଲ୍ମ ଦେଖିବାର ଅଛି, ସେଥିରେ ଖରାପ କ’ଣ?

ମୁମ୍ବାଇ : ଗତକାଲି ଅନ୍ତର୍ଜାତୀୟ ମହିଳା ଦିବସ ଥିବା ବେଳେ ଏହି ଅବସରରେ ସାରା ବିଶ୍ୱରେ ମହିଳାମାନଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରତିଟି କ୍ଷେତ୍ରରେ ମହିଳାମାନଙ୍କୁ ସମ୍ମାନ ଜଣାଇବା ପାଇଁ ସେମାନେ ହାସଲ କରିଥିବା ସଫଳତାକୁ ସମ୍ମାନ ଦିଆ ଯାଇଥିଲା । ତେବେ ଏହି ଅବସରରେ ବଲିଉଡ୍‌…
ଅଧିକ ଖବର ଦେଖନ୍ତୁ...

ଡ଼ାକ୍ତରଙ୍କ ଅମାନବିକତା : ବୋହୂର ଚିକିତ୍ସା ପରେ ଶାଶୁ କମ୍‌ ଟଙ୍କା ଦେବାରୁ ପଛରେ କୁକୁର ଛାଡ଼ି ଦେଲେ

ନୂଆଦିଲ୍ଲୀ : ଡ଼ାକ୍ତରଙ୍କୁ ଲୋକମାନେ ଦ୍ୱିତୀୟ ଭଗବାନ କହିଥାନ୍ତି । କିନ୍ତୁ ବେଳେ ବେଳେ କିଛି ଲୋକମାନଙ୍କ ପାଇଁ ଏହି ପେସା ବଦ୍‌ନାମ ହୋଇ ଯାଇଥାଏ । ଉତ୍ତରପ୍ରଦେଶର ଲଳିତପୁରରେ କିଛି ସେଭଳି ଘଟଣା ଦେଖିବାକୁ ମିଳିଛି । ବୋହୂର ଚିକିତ୍ସା ପରେ ଶାଶୁ ଡ଼ାକ୍ତରଙ୍କୁ ପୂରା ଟଙ୍କା ନ ଦେଇ…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବରରେ ପ୍ରେମିକା ନତାଶା ଦଲାଲଙ୍କ ହାତ ଧରିବେ ଅଭିନେତା ବରୁଣ ଧଓ୍ଵନ

ମୁମ୍ବାଇ : ବଲିଉଡ୍‌ ଅଭିନେତା ବରୁଣ ଧଓ୍ଵନ ନିଜ ଫିଲ୍ମ ସହିତ ନିଜ ପ୍ରେମିକା ନତାଶା ଦଲାଲଙ୍କୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ପୂର୍ବରୁ ଦୁହେଁ ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ତାଙ୍କ ବିବାହକୁ ନେଇ ଏକ ବଡ଼ କବର ସାମ୍ନାକୁ ଆସିଛି । ଡିସେମ୍ବର ୨୦୧୯ରେ…
ଅଧିକ ଖବର ଦେଖନ୍ତୁ...