Daily Archives

March 10, 2019

ଗୋଟେ କିଲୋ ପ୍ଲାଷ୍ଟିକ୍‌ରୁ ଗୋଟେ ଲିଟର ପେଟ୍ରୋଲ ଏବଂ ଡିଜେଲ ବାହାରି ପାରୁଥିବା ମେସିନ୍‌ ଆବିଷ୍କାର କରି ଚର୍ଚ୍ଚାରେ…

ନୂଆଦିଲ୍ଲୀ : ପରିବେଶକୁ ପ୍ରଦୂଷିତ କରୁଥିବାରୁ କିଛି ଦିନ ତଳେ ସରକାର ପ୍ଲାଷ୍ଟିକ୍‌ର ବ୍ୟବହାର ଉପରେ କଟକଣା ଲଗାଇଥିଲେ । ପ୍ଲାଷ୍ଟିକ୍‌ ପରିବର୍ତ୍ତେ କାଗଜ ଠୁଙ୍ଗାର ବ୍ୟବହାର ଆରମ୍ଭ କରିବା ପାଇଁ ସରକାର ଆଦେଶ ଦେଇଥିଲେ । କିନ୍ତୁ ଦେଶର ବିଭିନ୍ନ ସ୍ଥାନରେ ଏବେ ବି ପ୍ଲାଷ୍ଟିକ୍‌ର ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

ବାସନ୍ତୀ ଅଟୋ ଏଜେନ୍‌ସି ପକ୍ଷରୁ ମେଗା ରକ୍ତଦାନ ଶିବିର: ରକ୍ତ ଦାନ କଲେ ୧୦୫ ଗ୍ରାହକ ଓ କର୍ମଚାରୀ

ବାଲେଶ୍ୱର: ରେମୁଣା ଗୋଲେଇ ଜାନୁଗଞ୍ଜ ଶିଳ୍ପାଞ୍ଚଳ ସ୍ଥିତ ମହିନ୍ଦ୍ରା କମ୍ପାନୀର ବାଲେଶ୍ୱର ଫାଞ୍ଚାଇଜ୍‌ ବାସନ୍ତୀ ଅଟୋ ଏଜେନ୍‌ସି ପକ୍ଷରୁ ଏହାର ଓ୍ଵାର୍କସପ୍‌ ରବିବାର ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଜେନ୍‌ସିର ମୁଖ୍ୟ ବାସନ୍ତୀ ପାଣିଙ୍କ…
ଅଧିକ ଖବର ଦେଖନ୍ତୁ...

ରାଜନୀତିରୁ ଅପରାଧୀକରଣ ଦୂର କରିବାକୁ ନିର୍ବାଚନ କମିଶନଙ୍କ ବଡ ପଦକ୍ଷେପ : ପ୍ରାର୍ଥୀଙ୍କ ନାମରେ ଅପରାଧ ମାମଲା ଥିଲେ…

ନୂଆଦିଲ୍ଲୀ : ରାଜନୀତିରୁ ଅପରାଧୀକରଣ ଦୂର କରିବାକୁ ନିର୍ବାଚନ କମିଶନଙ୍କ ବଡ ପଦକ୍ଷେପ । ଏଥର ନିର୍ବାଚନରେ ଯିଏ ବି ପ୍ରାର୍ଥୀ ହେବେ, ଭୋଟରଙ୍କୁ ଜଣାଇବାକୁ ପଡିବ ନିଜ ନାଁରେ ଥିବା ଅପରାଧିକ ମାମଲାର ତଥ୍ୟ । ନିର୍ବାଚନ କମିଶନ ତାରିଖ ଘୋଷଣା ସହିତ କହିଛନ୍ତି, କୌଣସି ପ୍ରାର୍ଥୀ ଯଦି…
ଅଧିକ ଖବର ଦେଖନ୍ତୁ...

ଛୋଟ ଛୋଟ କଥାକୁ ନେଇ ଡ଼ରୁଛନ୍ତି କି? ସମାଧାନ ପାଇଁ ଡାଏଟ୍‌ରେ ସାମିଲ କରନ୍ତୁ ଏହି ୪ଟି ଜିନିଷ

ମାନସିକ ଅବସାଦ ଲାଗି ରହିବା ଦ୍ୱାରା ଲୋକମାନଙ୍କ ମନରେ ହଠାତ୍‌ କୌଣସି କଥାକୁ ଡ଼ର ଆସି ଯାଇଥାଏ । କିଛି ଲୋକ ଏହାକୁ ସାଧାରଣ ବୋଲି ଭାବୁଥିବା ବେଳେ ପରେ ଏହା ବଡ଼ ସମସ୍ୟା ପାଲଟି ଯାଇଥାଏ । ପ୍ରତିଦିନ କୌଣସି କଥାକୁ ନେଇ ବାରମ୍ବାର ଚିନ୍ତା କରିବା ଦ୍ୱାରା ଲୋକାମାନେ ଧୀରେ ଧୀରେ ଅବସାଦଗ୍ରସ୍ତ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଜେଡିର ‘ହକ୍ ମାଗୁଛି ଓଡିଶା’ ଅଭିଯାନ

ଭୁବନେଶ୍ୱର : ସାରା ଦେଶରେ ବିକାଶ କରିଥିବା କଥା କହି ବିଜେପି ଯେଉଁ ପରି ଭାବରେ ଡିଣ୍ଡିମ ପିଟୁଛି ଓ ସାଧାରଣ ଲୋକମାନଙ୍କୁ ଭୂୟାଁ ବୁଲାଇବା ସହ ରାଜ୍ୟବାସୀଙ୍କ ପାଇଁ ତାଙ୍କର କେତେ ଦରଦ ରହିଛିୁ ତାହା ରାଜ୍ୟବାସୀ ଭଲଭାବରେ ଜାଣିଛନ୍ତି । ପ୍ରତ୍ୟେକ ବର୍ଷ ରାଜ୍ୟ କେନ୍ଦ୍ରକୁ କୋଟି କୋଟି ଟଙ୍କା…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡିଆରେ ଇସ୍‌ଲାମ ଧର୍ମ ବିରୋଧରେ ଲେଖି ୧୦ବର୍ଷ ଜେଲ୍‌ ଦଣ୍ଡ ଭୋଗିଲେ ଯୁବକ

ନୂଆଦିଲ୍ଲୀ : ମୁସ୍‌ଲିମ୍‌ ବହୁଳ ଦେଶ ମାଲେସିଆରେ ଜଣେ ଯୁବକ ଇସ୍‌ଲାମ୍‌ ଧର୍ମକୁ ଅପମାନ କରିଥିବାରୁ ତାଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିଛି । ସୋସିଆଲ ମିଡିଆରେ ଇସ୍‌ଲାମ୍‌ ଧର୍ମ ବିରୋଧରେ ଲେଖିବାରୁ ଜଣେ ଯୁବକଙ୍କୁ ୧୦ବର୍ଷ ଜେଲ ଦଣ୍ଡ ମିଳିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କର ଇଚ୍ଛା ଥିଲେ ମଧ୍ୟ ଏହି କାରଣରୁ ବଡ଼ ଭାଇଙ୍କୁ ନିଜ ସୋ’କୁ ଡ଼ାକିବାକୁ ଚାହୁଁ ନାହାନ୍ତି ଅର୍‌ବାଜ ଖାନ୍‌

ମୁମ୍ବାଇ : ଅଭିନେତା ଅର୍‌ବାଜ ଖାନ୍‌ ଏବେ ନିଜ ସୋ’ ‘ପିଞ୍ଚ୍‌ ବଏ ଅର୍‌ବାଜ ଖାନ୍‌’ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଏହି ସୋ’ରେ ଏ ପର୍ଯ୍ୟନ୍ତ ବଲିଉଡ୍‌ର ବହୁ କାଳାକାର ଯୋଗ ଦେଇ ସାରିଥିବା ବେଳେ ଅର୍‌ବାଜ ଖାନ୍‌ଙ୍କ ବଡ଼ ଭାଇ ଅଭିନେତା ସଲମାନ ଖାନ୍‌ ମଧ୍ୟ ନିଜ ଭାଇଙ୍କ ସୋ’କୁ ଯିବାକୁ…
ଅଧିକ ଖବର ଦେଖନ୍ତୁ...

ଛାତ ଉପରେ ଖେଳିବା କାଳ ହେଲା, ବିଦ୍ୟୁତ କରେଣ୍ଟରେ ଛାତ୍ରୀର ମୃତ୍ୟୁ

ଫୁଲବାଣୀ: ବିଦ୍ୟୁତ କରେଣ୍ଟ ସଂସ୍ପର୍ଶରେ ଆସି ଫୁଲବାଣୀ ସରକାରୀ ବାଳିକା ହାଇସ୍କୁଲର ଜଣେ ଛାତ୍ରୀର ରବିବାର ମୃତ୍ୟୁ ଘଟିଛି। ନଦୀଖଣ୍ଡିସାହିର ଭାଗିରଥୀ ମଲ୍ଲିକ ଝିଅ ତୁଳସୀ ଆଜି ପଡୋଶୀଙ୍କ ଘର ଛାତ ଉପରକୁ ୨ ଜଣ ସାଙ୍ଗଙ୍କ ସହ ଯାଇ ଖେଳୁଥିଲା। ଛାତ ଉପରେ ଯାଇଥିବା ୧୧ କେଭି ତାରରେ ତୁଳସୀର…
ଅଧିକ ଖବର ଦେଖନ୍ତୁ...

ବିବାହ ମଣ୍ଡପରେ ବର କଲା ଏପରି ବ୍ୟବହାର, କିଛି ସମୟ ଦେଖିବା ପରେ ରାଗିଯାଇ ସାର୍ଟ-ପ୍ୟାଣ୍ଟ କାଢ଼ିବାକୁ କହିଲେ କନ୍ୟାର…

ଛପରା(ବିହାର) : ବିହାରର ଛପରାରେ ବିବାହ ସମୟରେ ଘଟିଥିବା ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବିବାହ ଦିନ ମଦ ପିଇ ବର ଆସିଥିବା ଜାଣି କନ୍ୟାପକ୍ଷ ଲୋକେ ରାଗି ଯାଇଥିଲେ । ମଦ ପିଇ ବର ହଙ୍ଗାମା କରିବାରୁ କନ୍ୟା ବିବାହ ପାଇଁ ମନା କରିଦେବା ସହ ବର ଏବଂ ବରଯାତ୍ରୀମାନଙ୍କୁ ବନ୍ଧକ ବନାଇ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: ବିଜେଡିରୁ ବହିଷ୍କୃତ ହେବା ପରେ ବି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଜୟବ୍ରତ; ନିର୍ବାଚନ ଲଢ଼ିବେ ବୋଲି…

ସମ୍ବଲପୁର: ବିଜେଡିରୁ ବହିଷ୍କୃତ ହେବା ପରେ ପୂର୍ବତନ ଏସ୍‌ଡିଏ ଅଧ୍ୟକ୍ଷ ଜୟବ୍ରତ ଦେ’ ସମ୍ବଲପୁର ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ବରିଷ୍ଠ ନେତା ନବ ଦାସଙ୍କ ଉପରେ ବର୍ଷିଛନ୍ତି। ବହିଷ୍କାର ପରେ ବି ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ଜୟବ୍ରତ ସ୍ଥାନୀୟ ନେତୃବୃନ୍ଦଙ୍କ ଷଡ଼ଯନ୍ତ୍ରର…
ଅଧିକ ଖବର ଦେଖନ୍ତୁ...