Daily Archives

March 11, 2019

୩୫ଥର ପ୍ରେମ ପ୍ରସ୍ତାବ ଦେବା ପରେ ମଧ୍ୟ ମନା କରିବାରୁ ପ୍ରେମିକାକୁ ୩୫ଥର ଛୁରୀ ଭୁସି ହତ୍ୟା କଲା ପ୍ରେମିକ

ସୋମନାଥ(ଗୁଜୁରାଟ) : ଭଲ ପାଇବାରେ ବିଫଳ ହେବା ପରେ ଅନେକ ସମୟରେ ଯୁବକ-ଯୁବତୀମାନେ ବଡ଼ ବଡ଼ ଭୁଲ କରି ବସିଥାନ୍ତି । ଯାହାର ଫଳ ସେମାନଙ୍କୁ ପରେ ଭୋଗିବାକୁ ପଡ଼ିଥାଏ । ଗୁରୁରାଟର ସୋମନାଥରେ କିଛି ଏଭଳି ଘଟଣା ଘଟିଛି, ଯାହା ସାଧାରଣ ଲୋକଙ୍କ ସମେତ ପୁଲିସକୁ ମଧ୍ୟ ଦୋହଲାଇ ଦେଇଛି । ପ୍ରେମ ନିବେଦନ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନକୁ କଡା ଜବାବ ଦେଲା ଆଇସିସି : କହିଲା, ଭାରତୀୟ ସେନାର ଟୋପି ପିନ୍ଧିବା ପାଇଁ ଟିମ ଇଣ୍ଡିଆ ଆମ ଠାରୁ ଅନୁମତି…

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ମ୍ୟାଚରେ ଆର୍ମି ଟୋପି ପିନ୍ଧି ଭାରତୀୟ ଟିମ୍ ପଡିଆକୁ ଓହ୍ଲାଇଥିବା ବେଳେ ଏହାକୁ ନେଇ ଆଇସିସି ଆଗରେ ଫେରାଦ ହୋଇଥିଲା ପାକିସ୍ତାନ କ୍ରିକେଟ ବୋର୍ଡ। ତେବେ ପାକିସ୍ତାନକୁ ଏନେଇ କଡା ଜବାବ ଦେଇଛି ଆଇସିସି । ମ୍ୟାଚରେ ଭାରତୀୟ ସେନାର ଟୋପି ପିନ୍ଧିବା…
ଅଧିକ ଖବର ଦେଖନ୍ତୁ...

ସକାଳୁ ସକାଳୁ ଉଷୁମ ପାଣିରେ ହଳଦୀ ସହ ଏହି ସବୁ ଜିନିଷ ମିଶାଇ ପିଇବା ଆରମ୍ଭ କରନ୍ତୁ, ମିଳିବ ଚମତ୍କାର କଲା ଭଳି ଫାଇଦା

ଅଧିକାଂଶ ଲୋକ ନିଜକୁ ଫିଟ୍‌ ରଖିବା ପାଇଁ ଉଷୁମ ପାଣିରେ ଲେମ୍ବୁ ଏବଂ ମହୁ ମିଶାଇ ପିଇଥାନ୍ତି । ଯାହାଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । କିନ୍ତୁ ଯଦି ଆପଣ ଏହି ମିଶ୍ରଣରେ ଟିକେ ହଳଦୀ ମିଶାଇ ପିଇବା ଆରମ୍ଭ କରିବେ, ତେବେ ଶରୀରର କିଛି ବଡ଼ ବଡ଼ ସମସ୍ୟାର ସମାଧାନ ଖୁବ୍‌ ସହଜରେ ହୋଇଯିବ ।…
ଅଧିକ ଖବର ଦେଖନ୍ତୁ...

ବିବାହ ସମୟରେ ଇଂରାଜୀ ଭାଷାରେ ‘ସାତ ବଚନ’ ପଢ଼ିଲେ ଶ୍ଲୋକା-ଆକାଶ ଅମ୍ବାନୀ

ମୁମ୍ବାଇ : ଶନିବାର ବିବାହ ବନ୍ଧନର ଆବନ୍ଧ ହୋଇଥିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀ । ନିଜ ପ୍ରେମିକା ଶ୍ଲୋକା ମେହେତାଙ୍କୁ ସେ ମୁମ୍ବାଇର ଜିଓ ଓ୍ଵାର୍ଲଡ୍‌ ସେଣ୍ଟରରେ ବିବାହ କରିଥିଲେ । ବିବାହରେ ଦେଶ-ବିଦେଶରୁ ଅନେକ ପ୍ରସିଦ୍ଧ ବ୍ୟକ୍ତି …
ଅଧିକ ଖବର ଦେଖନ୍ତୁ...

ପର୍ଣ୍ଣ ଷ୍ଟାର ହେଲେ ଶିବ୍‌ଗାମୀ ! ୩୭ଟି ରିଟେକ୍‌ ପରେ ସଫଳ ଭାବରେ ସୁଟ୍‌ ହୋଇ ପାରିଲେ ଗୋଟିଏ ଦୃଶ୍ୟ

ହାଇଦ୍ରାବାଦ୍‌ : ବ୍ଲକ୍‌ବଷ୍ଟର ଫିଲ୍ମ 'ବାହୁବଲୀ'ରେ ଶିବ୍‌ଗାମୀ ଚରିତ୍ରରେ ନଜର ଆସିଥିବା ଅଭିନେତ୍ରୀ ରାମ୍ୟା କ୍ରିଷ୍ଣନ ଏବେ ପୁଣି ଥରେ ଚର୍ଚ୍ଚାରେ । ନିଜର ଆଗାମୀ ଫିଲ୍ମ 'ସୁପର ଡିଲକ୍ସ'ରେ ସେ ଜଣେ ପର୍ଣ୍ଣ ଷ୍ଟାର ଚରିତ୍ରରେ ନଜର ଆସୁଥିବା ବେଳେ ତାଙ୍କ ଚରିତ୍ରକୁ ନେଇ ଚର୍ଚ୍ଚା ଜୋର…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ତାରିଖ ଘୋଷଣା ହେବା ପରେ ଟିକେଟ୍ ପାଇଁ ନବୀନ ନିବାସରେ ନେତାଙ୍କ ଭିଡ!

ଭୁବନେଶ୍ୱର : ନିର୍ବାଚନ ତାରିଖ ଘୋଷଣା ସହ ଆରମ୍ଭ ହୋଇଯାଇଛି ଟିକେଟ୍ ଲବି । ପୁଣି ଥରେ ଟିକେଟ୍ ପାଇବା ଆଶାରେ ନବୀନ ନିବାସରେ ଜମିଛି ନେତାଙ୍କ ଭିଡ । କିଏ ଲୋକସଭା ଟିକେଟ୍ ପାଇଁ ଲବି କରିଛି ତ ଆଉ କିଏ ମାଗିଛି ବିଧାନସଭା ଟିକେଟ୍ । କିଏ କିଏ ତ କହିଛି, ଯାହା ମିଳିଲେ ଚଳିବ, ଟିକେଟ୍ ଖଣ୍ଡିଏ…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ ଅସଦାଚରଣର ଶିକାର ହେଲେ କାଜୋଲଙ୍କ ଭଉଣୀ ତନିଷା ମୁଖାର୍ଜୀ, ପୁଲିସକୁ ଡ଼ାକିବା ପାଇଁ ମନା କଲେ ରେସ୍ତୋରାଁ…

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତ୍ରୀ କାଜୋଲଙ୍କ ଭଉଣୀ ତନିଷା ମୁଖାର୍ଜୀ ଆମେରିକାରେ ଅସଦାଚରଣର ଶିକାର ହୋଇଥିବା ଜଣା ପଡ଼ିଛି । ଏକ ସାକ୍ଷାତକାରରେ ଯୋଗ ଦେଇ, ବର୍ଣ୍ଣବୈଷମ୍ୟତା ଓ  ଭେଦଭାବ ପାଇଁ ତାଙ୍କ ସହ ଏପରି ବ୍ୟବହାର କରାଯାଇଥିବା ଦାବି କରିଛନ୍ତି ତନିଷା । ସୂଚନା ମୁତାବକ, ତନିଷା…
ଅଧିକ ଖବର ଦେଖନ୍ତୁ...

କେଶ ପ୍ରତିରୋପଣ କରାଇବାର ୪୮ଘଣ୍ଟା ପରେ ମୃତ୍ୟୁବରଣ କଲେ ବ୍ୟବସାୟୀ

ମୁମ୍ବାଇ : ମୁମ୍ବାଇର ଜଣେ ବ୍ୟବସାୟୀ କେଶ ପ୍ରତିରୋପଣ କରିବାର ୪୮ଘଣ୍ଟା ପରେ ମୃତ୍ୟୁବରଣ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରତିରୋପଣରେ ବ୍ୟବହାର କରାଯାଇଥିବା ରାସାୟନିକ ଦ୍ରବ୍ୟ ମୃତ ବ୍ୟବସାୟୀଙ୍କ ଶରୀରରେ ପ୍ରତିକ୍ରିୟା କରିବାରୁ ଏପରି ହୋଇଥାଇ ପାରେ…
ଅଧିକ ଖବର ଦେଖନ୍ତୁ...

୭ ବର୍ଷ ତଳେ ଭୁଲବଶତଃ ପାକ୍‌ ସୀମା ଭିତରକୁ ଚାଲି ଯାଇଥିଲେ ଯୁବକ, ଏବେ ମୁକ୍ତ କଲା ପାକିସ୍ତାନ

ନୂଆଦିଲ୍ଲୀ : ୭ବର୍ଷ ତଳେ ଭୁଲବଶତଃ ପାକ୍‌ ସୀମା ଭିତରକୁ ଚାଲି ଯାଇଥିବା ଜଣେ ଭାରତୀୟ ଯୁବକ ଏବେ ସ୍ବଦେଶ ଫେରିଛନ୍ତି । ୭ବର୍ଷ ପରେ ପାକିସ୍ତାନ ଭାରତୀୟ ଯୁବକଙ୍କୁ ମୁକ୍ତ କରି ବିଏସ୍‌ଏଫ୍‌ ଯବାନଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ସୋମବାର ଏହି ଖବରକୁ ସ୍ପଷ୍ଟ କରି ୨୦୧୨ ମସିହାଠାରୁ…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀଙ୍କ ସହ ଲଢ଼ି ସ୍ୱାମୀ ସହିଦ୍‌ ହୋଇଥିଲେ, ଏବେ ଶିକ୍ଷକତା ଛାଡ଼ି ସେନାରେ ଯୋଗ ଦେଲେ ପତ୍ନୀ

ଚେନ୍ନାଇ : ରବିବାର ତାମିଲନାଡୁର ରାଜଧାନୀ ଚେନ୍ନାଇସ୍ଥିତ ଅଫିସର୍ସ ଟ୍ରେନିଙ୍ଗ୍‌ ଏକାଡେମିର ପାସିଙ୍ଗ୍‌ ଆଉଟ୍‌ ପରେଡ୍‌ ରଖା ଯାଇଥିଲା । ଏହି ପରେଡ୍‌ରେ ସେନାକୁ ଅନେକ ବାହାଦୂର ଅଫିସର ମିଳିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ  ସଙ୍ଗୀତା ମାଲ । ପାସିଙ୍ଗ୍‌ ଆଉଟ୍‌ ପରେଡ୍‌ ପରେ ସଙ୍ଗୀତାଙ୍କ…
ଅଧିକ ଖବର ଦେଖନ୍ତୁ...