Daily Archives

March 12, 2019

ନବାଗତଙ୍କୁ ପ୍ରାର୍ଥୀ ନକରିବାକୁ କୁଚିଣ୍ଡା ଆଶାୟୀଙ୍କ ମେଳି, ନବୀନ ନିବାସରେ ଫେରାଦ ହେଲେ

ସମ୍ବଲପୁର: ଟିକଟ୍‌ ଆଶାରେ ନିକଟରେ ବିଜେଡିରେ ଯୋଗ ଦେଇଥିବା ଲୋକଙ୍କୁ ପ୍ରାର୍ଥୀ କରାଇ ନ ଦେବା ଅଭିଯାନକୁ କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ପୁରୁଣା ଦଳୀୟ ଆଶାୟୀମାନେ ଜୋରଦାର କରିଛନ୍ତି। ନିକଟରେ ସେମାନେ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ କହିଥିଲା ବେଳେ ମଙ୍ଗଳବାର ନବୀନ ନିବାସ ଗସ୍ତ…
ଅଧିକ ଖବର ଦେଖନ୍ତୁ...

ଦେବଗଡ: ଯୁକ୍ତ ୨ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବାକୁ ନେଇ ଉତ୍ତେଜନା

ଦେବଗଡ଼: ଦେବଗଡ଼ ମହାବିଦ୍ୟାଳୟରେ ମଙ୍ଗଳବାର ଯୁକ୍ତ ୨ପରୀକ୍ଷାର ପଦାର୍ଥ ବିଜ୍ଞାନ ପରୀକ୍ଷାରେ ସିସିଟିଭି କ୍ୟାମେରା ମଧ୍ୟରେ ପରୀକ୍ଷା ଦେବାକୁ କେନ୍ଦ୍ର କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି। ତେବେ ଆଜି ନିର୍ଦ୍ଧାରିତ ସମୟରେ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ହଠାତ କିଛି…
ଅଧିକ ଖବର ଦେଖନ୍ତୁ...

ଭେଟିବା ପରେ ଅଭିନେତା ରଣବୀର ସିଂହଙ୍କୁ ଏଭଳି ଉପଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସାକ୍ଷାତକାରରେ…

ମୁମ୍ବାଇ : କିଛି ମାସ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲିଉଡ୍‌ର କିଛି କଳାକାରଙ୍କୁ ଭେଟି ବଲିଉଡ୍‌ର ଭବିଷ୍ୟତ ବିଷୟରେ ଆଲୋଚନା କରିଥିଲେ । ଭେଟିଥିବା କଳାକାରମାନଙ୍କ ମଧ୍ୟରେ ରହିଥିଲେ ଅଭିନେତା ରଣବୀର ସିଂହ । ସେ ସମୟରେ ମୋଦିଙ୍କ ସହ କେଉଁ ବିଷୟରେ କଥା ହୋଇଥିଲେ ତାହା ଜଣା ପଡ଼ି ନ…
ଅଧିକ ଖବର ଦେଖନ୍ତୁ...

ଗାଡ଼ି ଚଳାଇବାର ସଉକ ପାଇଁ ୧୨ବର୍ଷ ପରେ ପାଠ ପଢ଼ିଲେ ସାଧୁ, ଲାଇସେନ୍ସ ପାଇଁ ଦେଲେ ଅଷ୍ଟମ ପରୀକ୍ଷା

ଧାର(ମଧ୍ୟପ୍ରଦେଶ) : ବାଇକ୍‌ ଚଳାଇବା ପାଇଁ ଲାଇସେନ୍ସର ଆବଶ୍ୟକତା ରହିଥାଏ ଏବଂ ଲାଇସେନ୍ସ କରିବା ପାଇଁ ଅଷ୍ଟମ ଶ୍ରେଣୀ ପାସ୍‌ କରିବାର ଆବଶ୍ୟକତା ରହିଥାଏ । ଲାଇସେନ୍ସ କରିବାର ଇଚ୍ଛା ଜଣେ ସାଧୁଙ୍କୁ ପଢ଼ିବା ଏବେ ପାଇଁ ପ୍ରେରିତ କରିଥିବା ଜଣା ପଡ଼ିଛି । ବରଦାୟକ ବିଶ୍ୱମଙ୍ଗଳ ହନୁମାନ ମନ୍ଦିର…
ଅଧିକ ଖବର ଦେଖନ୍ତୁ...

ହିମାନ୍ସଙ୍କଠାରୁ ଅଲଗା ହେବା ପରେ ଏବେ ଏହି କଥାକୁ ନେଇ ପଶ୍ଚାତାପ କରୁଛନ୍ତି କଣ୍ଠଶିଳ୍ପୀ ନେହା କକ୍କର

ମୁମ୍ବାଇ : କିଛି ମାସ ତଳେ ବଲିଉଡ୍‌ର ଆଗଧାଡ଼ିର କଣ୍ଠଶିଳ୍ପୀ ନେହା କକ୍କର ନିଜ ବ୍ରେକ୍‌ଅପ୍‌ର ଖବରକୁ ନେଇ ଚର୍ଚ୍ଚାରେ ରହିଥିଲେ । ଅଭିନେତା ହିମାନ୍ସ କୋହଲିଙ୍କଠାରୁ ଅଲଗା ହେବା ପରେ ସେ ସୋସିଆଲ ମିଡିଆରେ ଭାବବିହ୍ଵଳ କଲା ଭଳି ପୋଷ୍ଟ କରିବା ଆରମ୍ଭ କରି ଦେଇଥିଲେ । ଏହା ସହ ଅନେକ ଷ୍ଟେଜ୍‌…
ଅଧିକ ଖବର ଦେଖନ୍ତୁ...

ଦେଶର ସେନା ଓ ସୁରକ୍ଷା ବାହିନୀଙ୍କ ଗହଣରେ ପୁଅ ବାହାଘରର ଖୁସି ମନାଇଲେ ନୀତା ଓ ମୁକେଶ ଅମ୍ବାନୀ

ମୁମ୍ବାଇ: ସହର ଏବଂ ଦେଶକୁ ସୁରକ୍ଷିତ ରଖିବା ଦିଗରେ ଅହରହ କାର୍ଯ୍ୟ କରୁଥିବା ବିଭିନ୍ନ ସୁରକ୍ଷା ବାହିନୀ ଓ ସେନା ପ୍ରତି ସମ୍ମାନ ଜଣାଇ ରବିବାର ସନ୍ଧ୍ୟାରେ ସେନା ବାହିନୀ, ନୌବାହିନୀ, ଅର୍ଦ୍ଧସାମରିକ ବଳ, ମୁମ୍ବାଇ ପୁଲିିସ, ରେଳ ସୁରକ୍ଷା ବଳ ଇତ୍ୟାଦିରେ କାର୍ଯ୍ୟ କରୁଥିବା ସହସ୍ରାଧିକ…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲାଇନ୍‌ ଅର୍ଡର କରିଥିଲେ ଖାଦ୍ୟ, ଡେଲିଭର ହେବା ପରେ ଖାଦ୍ୟ ପ୍ୟାକେଟ୍‌ରୁ ବାହାରିଲା ୪୦ଟି ମଲା ଅସରପା

ନୂଆଦିଲ୍ଲୀ: ଚୀନ୍‌ରେ ଜଣେ ମହିଳାଙ୍କ ସହ ଯାହା ଘଟିଛି, ତା’କୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଅନ୍‌ଲାଇନ୍‌ ଖାଇବା ଅର୍ଡର କରିବା ସମୟରେ କେଉଁ ସବୁ ଅସୁବିଧାର ସମ୍ମୁଖୀନ ଲୋକମାନେ ହୋଇଥାନ୍ତି, ତା’ର ଝଲକ ଆମେ ଆପଣଙ୍କୁ ଅନେକ ଥର ଦେଖାଇ ସାରିଛୁ । ଖାଦ୍ୟରୁ ପୋକ…
ଅଧିକ ଖବର ଦେଖନ୍ତୁ...

ନିଶାରେ ନିଜ ଗୁପ୍ତାଙ୍ଗକୁ ଗୁଳି ମାରିଦେଲେ ଯୁବକ, ବଞ୍ଚାଇବା ପାଇଁ ଅଧା କଟିବାକୁ ବାଧ୍ୟ ହେଲେ ଡ଼ାକ୍ତର

ନୋଏଡା : ନୋଏଡାରେ ଜଣେ ଯୁବକ ନିଶାଗ୍ରସ୍ତ ଥିବା ସମୟରେ ଯେଉଁ ଭୁଲ କରିଥିଲେ ତାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ନିଜ ପ୍ୟାଣ୍ଟ ପକେଟରେ ବନ୍ଧୁକ ରଖିଥିବା ଯୁବକ ଶୌଚାଳୟ ଯାଇଥିବା ବେଳେ ହଠାତ୍‌ ଗୁଳି ଫୁଟି ଯାଇଥିଲା । ଯାହା ତାଙ୍କ ଗୁପ୍ତାଙ୍ଗରେ ଯାଇ ବାଜିବାରୁ ସେ ଅଚେତ୍‌ ହୋଇ ଯାଇଥିଲେ…
ଅଧିକ ଖବର ଦେଖନ୍ତୁ...

ବାଲାକୋଟ୍‌ରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ ୨୦୧୯ ଲୋକସଭା ନିର୍ବାଚନରେ ମୋଦିଙ୍କୁ ପୁଣି ଥରେ ସତ୍ତାକୁ ଆଣିବାରେ ସାହାଯ୍ୟ…

ଲକ୍ଷ୍ନୌ: ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ବାୟୁସେନା ଘଟଣା ଘଟିବାର ୧୨ଦିନ ମଧ୍ୟରେ ପାକିସ୍ତାନର ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ କରିଥିଲେ । ଯେଉଁଥିରେ ପ୍ରାୟ ୩୦୦ଆତଙ୍କବାଦୀ ନିହତ ହୋଇଥିଲେ ବୋଲି ଦାବି କରା ଯାଇଥିଲା । ତେବେ ଏହି ଏୟାର ଷ୍ଟ୍ରାଇକ୍‌ ପରେ ସାରା…
ଅଧିକ ଖବର ଦେଖନ୍ତୁ...

ଏସ୍‌ପିଙ୍କ ଅଫିସ୍‌ ସମ୍ମୁଖରୁ ବୃଦ୍ଧ ଦମ୍ପତ୍ତିଙ୍କ ଠାରୁ ଲୁଟେରା ଝାମ୍ପି ନେଲେ ଦେଢ଼ ଲକ୍ଷ ଟଙ୍କା, ଫୁଲବାଣୀ ଟାଉନ୍‌…

ଫୁଲବାଣୀ: ଫୁଲବାଣୀ ସହରର ଖୋଦ୍‌ ଏସ୍‌ପିଙ୍କ ଅଫିସ୍‌ ସମ୍ମୁଖରୁ ଦିନ ଦ୍ୱିପ୍ରହରରେ ବୃଦ୍ଧ ଦମ୍ପତ୍ତିଙ୍କ ଠାରୁ ୩ ଜଣ ଲୁଟେରା ଦେଢ଼ ଲକ୍ଷ ଟଙ୍କା ଝାମ୍ପି ନେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏ ନେଇ ବୃଦ୍ଧ ଦମ୍ପତ୍ତି ଫୁଲବାଣୀ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତନାଘନା…
ଅଧିକ ଖବର ଦେଖନ୍ତୁ...