Daily Archives

March 13, 2019

ଭଦ୍ରକ: ୧୧ ଲକ୍ଷ ୭୪ ହଜାର ମତଦାତା, ୧୨୯୨ ବୁଥରେ ଦେବେ ମତଦାନ

ଭଦ୍ରକ: ଦେଶରେ ସାଧାରଣ ନିର୍ବାଚନ ଲାଗି ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ପ୍ରକିୟାକୁ ଅବାଧ ଓ ନିରପେକ୍ଷ କରିବା ଲାଗି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ସଦଭାବନା ସଭାକକ୍ଷରେ ଏକ ସାମ୍ବାଦିକ…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କୁ ଆଲିଙ୍ଗନ କରିବାକୁ ନେଇ ସଫେଇ ଦେଲେ ରାହୁଲ : ‘ପ୍ରଧାନମନ୍ତ୍ରୀ ମୋଦି ବହୁତ ରାଗିଥିଲେ, ତାଙ୍କୁ…

ନୂଆଦିଲ୍ଲୀ : ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଯେଉଁ ମନ୍ତବ୍ୟ ଦେଇଥିଲେ, ତାହା ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ମୋର ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଅତୁଟ ଭଲ ପାଇବା ରହିଛି । ଯାହା ପାଇଁ ମୁଁ  ଲୋକସଭାରେ ତାଙ୍କୁ ଆଲିଙ୍ଗନ କରିଥିଲି । ସେ ସମୟରେ…
ଅଧିକ ଖବର ଦେଖନ୍ତୁ...

ଗୀତ ହିଟ୍‌ ହେବା ପରେ ପତ୍ନୀ ପ୍ରିୟଙ୍କାଙ୍କୁ ୨.୭କୋଟି ଟଙ୍କାର ବିଳାସପୂର୍ଣ୍ଣ କାର୍‌ ଉପହାରରେ ଦେଲେ ନିକ୍‌,…

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ପୁଣି ଚର୍ଚ୍ଚାରେ ରହିଛନ୍ତି । ସ୍ୱାମୀ ନିକ୍‌ ଜୋନ୍‌ସ ତାଙ୍କୁ ୨.୭କୋଟି ଟଙ୍କାର କାର୍‌ ଉପହାରରେ ଦେବା ପରେ ସେ ଖୁସି ହୋଇ ଏହାର ସୂଚନା ନିଜ ପ୍ରଶଂସକମାନଙ୍କୁ ଦେଇଛନ୍ତି । ଫଟୋ ସେୟାର କରି, "ଯେତେବେଳେ ସ୍ୱାମୀ ନମ୍ବର ଓ୍ଵାନ୍‌…
ଅଧିକ ଖବର ଦେଖନ୍ତୁ...

ସମସ୍ତଙ୍କ ଆଗରେ ବିବାହର ପ୍ରସ୍ତାବ ଦେବା ମହଙ୍ଗା ପଡ଼ିଲା, ଭିଡିଓ ଭାଇରାଲ ହେବା ପରେ ଜେଲ୍‌ ଗଲେ ପ୍ରେମୀଯୁଗଳ

ନୂଆଦିଲ୍ଲୀ : ଅନେକ ସମୟରେ ସୋସିଆଲ ମିଡିଆରେ କିଛି ଏମିତି ଭିଡିଓ ସାମ୍ନାକୁ ଆସିଥାଏ, ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ଭାଇରାଲ ହୋଇଥାଏ । କୌଣସି ଅଜବ ଜିନିଷର ଫଟୋ ହେଉ ବା ପ୍ରେମୀଯୁଗଳମାନଙ୍କର ନିଆଁରା ଢ଼ଙ୍ଗରେ ପ୍ରେମ ନିବେଦନର ଭିଡିଓ ହେଉ, ସେଭଳି ଭିଡିଓ ସୋସିଆଲ ମିଡିଆରେ ଅନେକ ସମୟରେ…
ଅଧିକ ଖବର ଦେଖନ୍ତୁ...

ଟଙ୍କା ପାଇଁ ଏଟିଏମ୍‌ ଭିତରେ ପଶି ମହିଳାଙ୍କୁ ଡ଼ରାଇଲେ ଯୁବକ, ୨,୫୦୦ଟଙ୍କା ନେବା ପରେ ମହିଳାଙ୍କ ଆକାଉଣ୍ଟରେ ଟଙ୍କା ନ…

ନୂଆଦିଲ୍ଲୀ : ଚୀନ୍‌ର ଏକ ଏଟିଏମ୍‌ ସେଣ୍ଟର ଭିତରେ ଘଟିଥିବା ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଜଣେ ଚୋର ମହିଳାଙ୍କୁ ଟଙ୍କା କାଢ଼ୁଥିବା ଦେଖି ତାଙ୍କୁ ଲୁଟିବା ଉଦ୍ଦେଶ୍ୟରେ ଏଟିଏମ୍‌ ସେଣ୍ଟର ଭିତରେ ପଶିଥିଲେ । କିନ୍ତୁ ପରେ ମହିଳାଙ୍କ ଆକାଉଣ୍ଟ ଚେକ୍‌ କରିବା ପରେ ଚୋର ନେଇଥିବା…
ଅଧିକ ଖବର ଦେଖନ୍ତୁ...

ନାବାଳିକା ସହ ଦୁଷ୍କର୍ମ କଲା ସ୍ୱାମୀ, ଜେଲ୍‌ ଯିବାରୁ ବଞ୍ଚାଇବା ପାଇଁ ଦୁହିଁଙ୍କ ବିବାହ କରାଇଦେଲେ ପତ୍ନୀ

ନୂଆଦିଲ୍ଲୀ : କର୍ଣ୍ଣାଟକରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ସ୍ୱାମୀକୁ ଜେଲ୍‌ ଯିବାରୁ ବଞ୍ଚାଇବା ପାଇଁ ଜଣେ ପତ୍ନୀ ନିଜ ସ୍ୱାମୀ ସହ ଦୁଷ୍କର୍ମ ପୀଡ଼ିତାଙ୍କ ବିବାହ କରାଇଦେବା ଘଟଣା ସ୍ଥାନୀୟ ବାସିନ୍ଦାଙ୍କୁ ଆଶ୍ଚର୍ଯ୍ୟ କରିଛି । ଘଟଣାଟି କୋଲାର ଜିଲ୍ଲାରେ ଘଟିଥିବା ବେଳେ ବିବାହ…
ଅଧିକ ଖବର ଦେଖନ୍ତୁ...

କାର୍ଯ୍ୟକ୍ରମ ବିଷୟରେ ନ ଜାଣି ପହଞ୍ଚି ଥିଲେ ଅକ୍ଷୟ, ଏଡ୍‌ସ ବିଷୟରେ ଦେଲେ ଏଭଳି ଭାଷଣ, ଶୁଣି ହସି ହସି ଗଡ଼ିଗଲେ ସୈଫ୍‌

ମୁମ୍ବାଇ : ସମାଜକୁ ସଚେତନ କରିବା ପାଇଁ ବଲିଉଡ୍‌ ଅଭିନେତା ଏମିତି ଅନେକ ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି । ‘ଟଏଲେଟ୍‌ : ଏକ ପ୍ରେମ୍‌ କଥା’ ହେଉ ବା ‘ପ୍ୟାଡ୍‌ମ୍ୟାନ୍‌’ ହେଉ ଦୁଇଟି ଫିଲ୍ମରେ ସେ ଲୋକମାନଙ୍କୁ ବାହାରେ ଶୌଚ ହେବା ଏବଂ ମାସିକ ଧର୍ମ ସମୟରେ କିପରି ନିଜକୁ ସଂକ୍ରମଣରୁ…
ଅଧିକ ଖବର ଦେଖନ୍ତୁ...

ଡାଟା ଚୋରି ମାମଲା : ଅତିରିକ୍ତ ସୂଚନା ପାଇଁ ପୁଣି ଥରେ ଫେସ୍‌ବୁକ୍‌ ଏବଂ କେମ୍ବ୍ରିଜ୍‌ ଆନାଲିଟିକାକୁ ନୋଟିସ୍‌ ପଠାଇଲା…

ନୂଆଦିଲ୍ଲୀ : ଫେସ୍‌ବୁକ୍‌ ଏବଂ କେମ୍ବ୍ରିଜ୍‌ ଆନାଲିଟିକା ପ୍ରଥମ ଥର ପାଇଁ ଡାଟା ଚୋରି ମାମଲାକୁ ନେଇ ସିବିଆଇକୁ ଜବାବ ଦେଇଛି । ପୂର୍ବରୁ ଏହି ଦୁଇ କମ୍ପାନୀକୁ ଡାଟା ଚୋରି ନେଇ ତଥ୍ୟ ଦେବା ପାଇଁ ନୋଟିସ୍‌ ଜାରି କରାଯାଇଥିଲା । ଏହା ପରେ ବୁଧବାର ଡାଟା ଚୋରିକୁ ନେଇ ଚାଲୁଥିବା ମାମଲା ଉପରେ…
ଅଧିକ ଖବର ଦେଖନ୍ତୁ...

ଲୋକସଭା ନିର୍ବାଚନ: କଂଗ୍ରେସ ପକ୍ଷରୁ ଦ୍ୱିତୀୟ ତାଲିକା ଜାରି, ରାଜ ବବ୍ଦରଙ୍କୁ ମୁରାଦାବାଦରୁ ଟିକେଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନା ପାଇଁ କଂଗ୍ରେସ ବୁଧବାର ୨୧ ଜଣ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଜାରି କରିଦେଇଛି। ଏହି ତାଲିକାରେ ୨୧ ଜଣ ପ୍ରାର୍ଥୀଙ୍କୁ ଉତ୍ତର ପ୍ରଦେଶ ଓ ୫ ଜଣ ପ୍ରାର୍ଥୀଙ୍କୁ ମହରାଷ୍ଟ୍ର ପାଇଁ ଟିକେଟ ମିଳିଛି। ପାର୍ଟି ଉତ୍ତର ପ୍ରଦେଶର ମୁରାଦାବାଦରୁ ରାଜ୍ୟ ସଭାପତି ରାଜ…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲରେ ରିଲିଜ୍‌ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ନିର୍ମାଣ ହୋଇଥିବା ୱେବ ସିରିଜ୍‌

ମୁମ୍ବାଇ : ଆସନ୍ତା ମାସରେ ରିଲିଜ୍‌ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ନିର୍ମାଣ ହୋଇଥିବା ୱେବ ସିରିଜ୍‌ ମୋଦି । ଇରୋସ୍‌ ନାଓ ତରଫରୁ ୱେବ ସିରିଜ୍‌ର ପ୍ରଥମ ପୋଷ୍ଟର ରିଲିଜ୍‌ କରାଯିବା ପରେ ଖବରଟି ସାମ୍ନାକୁ ଆସିଛି । ଏହି ୱେବ ସିରିଜ୍‌ରେ ମୋଦିଙ୍କ ପିଲାବେଳର କାହାଣୀଠାରୁ…
ଅଧିକ ଖବର ଦେଖନ୍ତୁ...