Daily Archives

March 13, 2019

କର୍ଣ୍ଣାଟକ: କଂଗ୍ରେସ ୨୦ ଓ ଜେଡିଏସ୍‌ ୮ ଆସନରେ ଲଢ଼ିବ ଲୋକସଭା ନିର୍ବାଚନ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବୁଧବାର କଂଗ୍ରେସ ଏବଂ ଜନତା ଦଳ ସେକ୍ୟୁଲାର (ଜେଡିଏସ୍‌) ମେଣ୍ଟରେ ଆସନ ବୁଝାମଣା ହୋଇଛି। ଚୁକ୍ତି ଅନୁସାରେ ରାଜ୍ୟର ମୋଟ୍‌ ଆସନରୁ କଂଗ୍ରେସ ୨୦ ଏବଂ ଜେଡିଏସ୍‌ ୮ ଆନସରେ ଆଗାମୀ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଛିଡ଼ା କରିବ। ଏଠାରେ ତୃତୀୟ ବଡ଼ ଦଳ ହେଉଛି ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପୂର୍ବରୁ ଆଲିଆ, ରଣବୀର ଓ ଦୀପିକାଙ୍କୁ ଟୁଇଟ୍‌ କରି ଏଭଳି ଅନୁରୋଧ କଲେ ମୋଦି : ଆମ ସମୟ ଆସି ଯାଇଛି,…

ମୁମ୍ବାଇ : ନିର୍ବାଚନର ତାରିଖ ଘୋଷଣା ହେବା ପରେ ଏବେ ସବୁ ଦଳ ଲଢ଼ିବା ପାଇଁ ସକ୍ରିୟ ହୋଇ ଉଠିଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ସହ ଲୋକମାନଙ୍କୁ ନିଜ ଭୋଟ୍‌ ଦେବା ଅଧିକାର ବିଷୟରେ ଜଣାଇବା ଆରମ୍ଭ କରିଛନ୍ତି । ଗୋଟେ ଭୋଟ୍‌ର…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଦିନିକିଆ: ୩୫ ରନ୍‌ରେ ହାରିଲା ଭାରତ, ୩-୨ରେ ଶୃଙ୍ଖଳା ଜିତିଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଅନ୍ତିମ ପର୍ଯ୍ୟାୟର ବ୍ୟାଟସ୍‌ମ୍ୟାନଙ୍କ ଲଢୁଆ ବ୍ୟାଟିଂ ପରେ ବି ବୁଧବାର ଅଷ୍ଟ୍ରେଲିଆ ଠାରୁ ଭାରତ ୩୫ ରନ୍‌ରେ ପରାସ୍ତ ହୋଇଛି। ଟିମ୍‌ ଇଣ୍ଡିଆ ୨୭୩ ରନ୍‌ ବିଜୟ ଲକ୍ଷ୍ୟ ନେଇ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୩୭ ରନ୍‌ କରିଛି। ଫିରୋଜ ଶାହା କୋଟଲା ଷ୍ଟାଡିୟମ୍‌ରେ…
ଅଧିକ ଖବର ଦେଖନ୍ତୁ...

ପାଇଲଟ୍‌ ଅଭିନନ୍ଦନଙ୍କ ଫଟୋ ଲଗାଇ ନିଜ ଦୋକାନର ପ୍ରଚାର କରୁଛି ପାକିସ୍ତାନୀ ଚା’ ବିକାଳି : ଏମିତି ଚା’ ଯାହା ଶତ୍ରୁ…

ନୂଆଦିଲ୍ଲୀ : ଭାରତୀୟ ପାଇଲଟ୍‌ ଉଇଙ୍ଗ୍‌ କମାଣ୍ଡର ଅଭିନନ୍ଦନ ପାକିସ୍ତାନର ଲଢ଼ୁଆ ବିମାନ ଏଫ୍‌-୧୬କୁ ଆକ୍ରମଣ କରି ଖସାଇ ଦେବା ପରେ ପାକ୍‌ ସୀମାକୁ ଖସି ପଡ଼ିଥିଲେ । ଏହା ପରେ ତାଙ୍କୁ ପାକ୍‌ ସେନା ନିଜ କବ୍‌ଜାକୁ ନେବାର ୬୦ଘଣ୍ଟା ପରେ ଉଇଙ୍ଗ୍‌ କମାଣ୍ଡର ଅଭିନନ୍ଦନ ଭାରତକୁ ଫେରିଥିଲେ ।…
ଅଧିକ ଖବର ଦେଖନ୍ତୁ...

ସଚେତନତା ସତ୍ତ୍ୱେ କନ୍ଧମାଳରେ କମୁନି ବାଲ୍ୟ ବିବାହ, ବଧୂବେଶରେ ନାବାଳିକା, ବରକୁ ଫେରାଇଲା ଚାଇଡ୍‌ଲାଇନ

ଫୁଲବାଣୀ: କନ୍ଧମାଳରେ ସରକାରୀ ସ୍ତରରେ ହେଉ କି ବେସରକାରୀ ସଂସ୍ଥାମାନଙ୍କ ଦ୍ୱାରା ହେଉ ବିଭିନ୍ନ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ବାଲ୍ୟ ବିବାହର ଭୟାବହତା ଓ ଏ ନେଇ ଥିବା ଜେଲଦଣ୍ଡ ସମ୍ପର୍କରେ ସଚେତନତା କରାଯାଉଛି। ଏହା ପରେ ବି ବାଲ୍ୟ ବିବାହ କେଉଁଠି ନାଁ କେଉଁଠି ଖୁଲମଖୁଲା…
ଅଧିକ ଖବର ଦେଖନ୍ତୁ...

ଉନ୍ନାବ ଲୋକସଭା ଆସନରେ ମୁଁ ଟିକେଟ ନପାଇଲେ ହାରିବ ବିଜେପି: ସାକ୍ଷୀ ମହାରାଜ

ଉନ୍ନାବ: ଉତ୍ତରପ୍ରଦେଶର ଉନ୍ନାବରୁ ଭାରତୀୟ ଜନତା ପାର୍ଟି ସାଂସଦ ସାକ୍ଷୀ ମହାରାଜ ଦଳୀୟ ନେତୃତ୍ୱକୁ ଧମକ ଦେବାକୁ ଯାଇ ବୁଧବାର କହିଛନ୍ତି, ଯଦି ଉନ୍ନାବ ଲୋକସଭା ଆସନରୁ ତାଙ୍କୁ ଟିକେଟ ନମିଳେ, ତା’ହେଲେ ଭାରତୀୟ ଜନତା ପାର୍ଟିକୁ ଏହାର ଫଳ ଭୋଗିବାକୁ ପଡ଼ିବ। ଚାରି ଥର ସାଂସଦ ହୋଇଥିବା ସାକ୍ଷୀ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଜି ଆପଣ ନିଜକୁ ଊର୍ଜାବାନ ଅନୁଭବ କରିବେ। ଉନ୍ନତିର ନୂଆ ରାସ୍ତା ମିଳିବ। କର୍ମକ୍ଷେତ୍ରରେ କାହାରିଙ୍କୁ ବନ୍ଧୁଭାବେ ଗ୍ରହଣ କରିବେ। ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ସୁରେଶ୍ବରୀ। ବୃଷ: ଆଜି ପରିବାର ସହିତ ଅଧିକ ସମୟ ଅତିବାହିତ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଆଶାୟୀ ପ୍ରାର୍ଥୀଙ୍କ ପ୍ରବଳ ଭିଡ; ବିଜେଡି ଟିକେଟର ଚାହିଦା ଆକାଶଛୁଆଁ

ଭୁବନେଶ୍ୱର: ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ମନୋନୟନ ଶେଷ ତାରିଖ ଆଉ ମାତ୍ର ୪ ଦିନ ରହିଲା। ତେଣୁ ସବୁ ରାଜନୈତିକ ଦଳର ଟିକେଟ୍‌ ଆଶାୟୀଙ୍କ ମଧ୍ୟରେ ଖୁବ୍‌ ଉତ୍କଣ୍ଠା ରହିଛି। ମୁଖ୍ୟମନ୍ତ୍ରୀ ତଥା ଶାସକ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏମ୍‌ଏଲ୍‌ କର୍ମଚାରୀଙ୍କ ଫେବ୍ରୁଆରି ମାସର ବେତନ ପ୍ରଦାନ ନିମନ୍ତେ କେନ୍ଦ୍ର ସରକାର ମଞ୍ଜୁର…

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ଓ ମହାନଗର ଟେଲିଫୋନ୍‌ ନଗର ଲିମିଟେଡ୍‌ (ଏମ୍‌ଟିଏମ୍‌ଏଲ୍‌) କର୍ମଚାରୀମାନଙ୍କର ବକେୟା ଥିବା ଫେବ୍ରୁଆରି ମାସର ବେତନ ପ୍ରଦାନ ନିମନ୍ତେ କେନ୍ଦ୍ର ସରକାର ଆଜି ୧ ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମାସୁଦ ଅଝାରକୁ ନେଇ ଜୋର ଧରିଛି ରାଜନୈତିକ ବୟାନବାଜି : ଟଣା ହେଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍

ନୂଆଦିଲ୍ଲୀ: ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମାସୁଦ ଅଝାରକୁ ନେଇ ଜୋର ଧରୁଛି ରାଜନୀତି । ୧୯୯୯ରେ ବିଜେପି ସରକାରଙ୍କ ଯୋଗୁଁ କାନ୍ଦାହାର ବିମାନ ଅପହରଣ ଘଟଣାରେ ମାସୁଦକୁ ମୁକ୍ତ କରାଯାଇଥିଲା ବୋଲି ଅଭିଯୋଗ କରିଛି କଂଗ୍ରେସ । ଯାହା ଫଳରେ ପୁଲୱାମା ପରି ଆକ୍ରମଣ କରିବାରେ ଆତଙ୍କବାଦୀ ସଫଳ ହୋଇଛି…
ଅଧିକ ଖବର ଦେଖନ୍ତୁ...