Daily Archives

March 14, 2019

ଆଇପିଏଲ୍‌ରେ ବିସ୍ଫୋରକ ବ୍ୟାଟିଂ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରସ୍ତୁତି, ‘ହେଲିକପ୍ଟର ସର୍ଟ’ର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣ ମାର୍ଚ୍ଚ ୨୩ରୁ ଆରମ୍ଭ ହେଉଛି। ଏହି ଲିଗ୍‌ରେ ଖେଳୁଥିବା ଟିମ୍‌ର ଖେଳାଳି ନିଜ ନିଜର ପ୍ରସ୍ତୁତି ଆରମ୍ଭ କରଦେଇଛନ୍ତି। ମୁମ୍ବାଇ ଇଣ୍ଡିଆନସ୍‌ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପୂର୍ବତନ ଅଧିନାୟକ ମହେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁରରେ କିଏ ହେବ ବିଜେଡିର ପ୍ରାର୍ଥୀ ? : ସୁପ୍ରିମୋଙ୍କୁ ଭେଟି ଲୋକସଭା ଟିକେଟ ମାଗିଲେ ଚନ୍ଦ୍ରଶେଖର, ରେସ୍‌ରେ…

ଭୁବନେଶ୍ୱର : ବ୍ରହ୍ମପୁରରେ କିଏ ହେବ ବିଜେଡିର ଲୋକସଭା ଓ ବିଧାନସଭା ପ୍ରାର୍ଥୀ । ସାଂସଦ ଟିକେଟ୍ ପାଇଁ ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ ଏବଂ ପାରଳା ରାଜକୁମାରୀ କଲ୍ୟାଣୀ ଦେବୀଙ୍କ ନାଁ ଚର୍ଚା ହେଉଛି । ସେହିପରି ବିଧାନସଭା ପାଇଁ ରେସ୍‌ରେ ରହିଛି ୫ ଥରର ବିଧାୟକ ରମେଶ ଚନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଡେବିଟ୍‌ ଏବଂ କ୍ରେଡିଟ୍‌ କାର୍ଡର କପି ତିଆରି କରି ଆକାଉଣ୍ଟରୁ ସଫା କରିଥିଲେ ୪ଲକ୍ଷ ଟଙ୍କା, ମାସେ ପରେ ଗିରଫ କଲା…

ନୂଆଦିଲ୍ଲୀ : ବୁଧବାର ଦିଲ୍ଲୀ ପୁଲିସ ଜଣେ ରେସ୍ତୋରାଁ କର୍ମଚାରୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ଗ୍ରାହକଙ୍କ ଡେବିଟ୍‌ ଏବଂ କ୍ରେଡିଟ୍‌ କାର୍ଡର କପି ତିଆରି କରି ତାଙ୍କ ଆକାଉଣ୍ଟରୁ ୪ଲକ୍ଷ ଟଙ୍କା ଉଡ଼ାଇ ନେବା ଘଟଣା ସାମ୍ନାକୁ ଆସିବା ପରେ ପୁଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତର…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଳାହାଣ୍ଡି ସାଂସଦ ଅର୍କକେଶରୀଙ୍କ ପତ୍ନୀ ମାଳବିକା : ଯଦି ସ୍ୱାମୀଙ୍କୁ ଟିକେଟ୍ ନମିଳେ,…

ଭୁବନେଶ୍ୱର : କଳାହାଣ୍ଡିରେ କାହାକୁ ମିଳିବ ବିଜେଡି ଟିକେଟ୍ । ଗୋଟିଏ ପଟେ ଦଳ ମହିଳା ପ୍ରାର୍ଥୀ ଖୋଜୁଥିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ନବୀନ ନିବାସରେ ପହଁଚିଥିଲେ ସାଂସଦ ଅର୍କ କେଶରୀ ଦେଓଙ୍କ ପତ୍ନୀ ମାଳବିକା ଦେଓ । ଯଦି ସ୍ୱାମୀ ଅର୍କ କେଶରୀଙ୍କୁ ଟିକେଟ୍ ନମିଳେ, ତେବେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ମଲ୍ଲାଇକାଙ୍କଠାରୁ ଅଲଗା ହେବା ପରେ ଖୋଲା ଷଣ୍ଢ ହୋଇ ଯାଇଛ ବୋଲିି କହି ଟ୍ରୋଲ କରିଥିବା ଯୁବକଙ୍କୁ ମଜାଦାର ଜବାବ ଦେଲେ…

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅର୍‌ବାଜ ଖାନ୍‌ ଏବଂ ଅଭିନେତ୍ରୀ ମଲ୍ଲାଇକା ଆରୋରା ୨୦୧୬ରେ ନିଜର ୧୯ବର୍ଷର ବିବାହକୁ ଭାଙ୍ଗି ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । କିଛି ଦିନ ଏକା ରହିବା ପରେ ଏବେ ଦୁହିଁଙ୍କୁ ପୁଣି ଥରେ ନିଜ ନିଜର ସାଥୀ ମିଳି ସାରିଥିବା ଦେଖା ଯାଇଛି । ଅଭିନେତ୍ରୀ ମଲ୍ଲାଇକା…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ୧୦ଟଙ୍କିଆ ଡ଼ାକ୍ତର : ୨୨ବର୍ଷ ହେଲାଣି ସ୍ୱଳ୍ପ ମୂଲ୍ୟରେ ରୋଗୀମାନଙ୍କ ଚିକିତ୍ସା କରି ଆସୁଛନ୍ତି ଡ଼ାକ୍ତର…

ବେଙ୍ଗାଲୁର : କିଛି ମାସ ତଳେ ଡ଼ାକ୍ତର ଏସ୍‌. ଜୟାଚଦ୍ରନ ସ୍ୱଳ୍ପ ମୂଲ୍ୟରେ ଚିକିତ୍ସା କରିବାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥିଲେ । ମାତ୍ର ୨ଟଙ୍କା ନେଇ ସେ ରୋଗୀମାନଙ୍କର ଚିକିିତ୍ସା କରୁଥିବାରୁ ତାଙ୍କର ଏଭଳି କାମକୁ ନେଇ ଅନେକ ପ୍ରଶଂସା କରାଯାଇଥିଲା । ଚେନ୍ନାଇରେ ରହୁଥିବା ଏସ୍‌.…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ଟିକେଟ୍ ପାଇଁ ପ୍ରାର୍ଥୀଙ୍କ ମଧ୍ୟରେ କସରତ୍ ଜୋରଦାର : ତିନି ପ୍ରମୁଖ ଦଳ…

ଭୁବନେଶ୍ୱର : ନିର୍ବାଚନ ତାରିଖ ଘୋଷଣା ପରେ ଜୋର ଧରିଛି ରାଜନୀତି । ଆଉ ଟିକେଟ୍ ପାଇଁ କସରତ୍ ମଧ୍ୟ ଜୋରଦାର ହୋଇଛି । କିନ୍ତୁ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ଦଳର କର୍ମୀମାନେ ସେମାନଙ୍କ ନେତା କିଏ ତାକୁ ନେଇ ଦ୍ୱନ୍ଦରେ ପଡ଼ିଛନ୍ତି । ଏହି ନିର୍ବାଚନମଣ୍ଡଳୀ ଗଠନ ହେବା…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ ନିକ୍‌ ପୂର୍ବ ପ୍ରେମିକା ସହ କଥା ହେଉଥିବା ଦେଖି ପ୍ରିୟଙ୍କା ଦେଲେ ଏଭଳି ପ୍ରତିକ୍ରିୟା

ମୁମ୍ବାଇ : କିଛି ଦିନ ତଳେ ଭାରତ ଆସି ନିଜ ଭାଇଙ୍କ ନିର୍ବନ୍ଧରେ ଯୋଗ ଦେବା ସହ ଅମ୍ବାନୀ ବିବାହରେ ଯୋଗ ଦେଇ ଆମେରିକା ଫେରି ଯାଇଥିଲେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ସେଠାକୁ ଯିବା ପରେ ପ୍ରିୟଙ୍କାଙ୍କ ସ୍ୱାମୀ ନିକ୍‌ ତାଙ୍କୁ ଏକ ବିଳାସପୂର୍ଣ୍ଣ କାର୍‌ ଉପହାରରେ ଦେଇଥିଲେ, ଯାହା…
ଅଧିକ ଖବର ଦେଖନ୍ତୁ...

ଦାମଙ୍କ ବିଜେପିରେ ଯୋଗଦାନକୁ ନେଇ ବିଜେଡିର କଡା ପ୍ରତିକ୍ରିୟା : କହିଲା, ଯେଉଁ ଦଳ ଦିନେ ଦାମଙ୍କୁ ବିରୋଧ କରୁଥିଲା ଆଜି…

ଭୁବନେଶ୍ୱର : ବିଜେପିରେ ସାମିଲ ହେଲେ ବରିଷ୍ଠ ନେତା ଦାମୋଦର ରାଉତ । ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପାରାଦୀପ ବିଧାୟକ । ବିଜେଡିରୁ ବହିଷ୍କାର ହେବାର…
ଅଧିକ ଖବର ଦେଖନ୍ତୁ...

ଦୁଇ ଯୁବକଙ୍କ ଉପରେ ଦୁଷ୍କର୍ମର ଆରୋପ ଲଗାଇଲେ ପୀଡ଼ିତା, ନ୍ୟାୟ ଦେବା ପରିବର୍ତ୍ତେ ଏଭଳି କହି ଅଭିଯୁକ୍ତକୁ ଜାମିନ୍‌…

ନୂଆଦିଲ୍ଲୀ : ଇଟାଲୀରେ କିଛି ବର୍ଷ ତଳେ ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିଲେ । ନ୍ୟାୟ ଭିକ୍ଷା କରିବା ପରେ, ତାଙ୍କୁ ଯେଉଁ ନ୍ୟାୟ ମିଳିଥିଲା, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁଷ୍କର୍ମର ଅଭିଯୋଗ କରିବା ପରେ ଅଦାଲତ ନ୍ୟାୟ ଦେବା ପରିବର୍ତ୍ତେ ଦୁଇ ଅଭିଯୁକ୍ତଙ୍କୁ ଜାମିନ୍‌ ଦେଇ…
ଅଧିକ ଖବର ଦେଖନ୍ତୁ...